Ezequiel 48

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଉତ୍ତର ସୀମା ଭୂମଧ୍ଯ ସାଗରଠାରୁ ପୂର୍ବକୁ ହତ୍ଲୋନ,
1 “Aqui está a lista das tribos de Israel e dos territórios que cada uma delas receberá. O território de Dã fica no extremo norte. Sua divisa segue a estrada de Hetlom até Lebo-Hamate e, de lá, para Hazar-Enã, na fronteira de Damasco, e com Hamate ao norte. O território de Dã se estende pela terra de Israel de leste a oeste.
2 ହମାତ୍ ମଧିଅରେ ଏବଂ ହତ୍ସ ରେ-ଐନନ୍ ପର୍ୟ୍ଯନ୍ତ ବିସ୍ତାର କରିଥିଲା।
2 “O território de Aser fica ao sul do território de Dã e também se estende de leste a oeste.
3 ଏହା ଦମ୍ମେଶକ ଓ ହମାତର ସୀମା ଉପ ରେ ଥିଲା।
3 A terra de Naftali fica ao sul da terra de Aser e também se estende de leste a oeste.
4 ପରିବାରବର୍ଗଙ୍କ ନିମନ୍ତେ ପୂର୍ବରୁ ପଶ୍ଚିମ ସୀମା ମଧିଅରେ ଦେଶ ବିଭାଗ ହବେ ଓ ଉତ୍ତରରୁ ଦକ୍ଷିଣ ସୀମା ମଧିଅରେ ପରିବାରବର୍ଗଙ୍କ ପାଇଁ ଦେଶ ବିଭାଗ ହବେ।
4 Em seguida vem Manassés, ao sul de Naftali, e seu território também se estende de leste a oeste.
5 ଆଉ ପରିବାରବର୍ଗଙ୍କ ନାମ ଏହିପରି :
5 Ao sul de Manassés fica Efraim,
6 ଯଥା : ଦାନ, ଆଶରେ, ନପ୍ତାଲି,
6 depois vem Rúben
7 ମନଃଶି, ଇଫ୍ରଯିମ, ରୁବନ୍େ ଓ ଯିହୁଦା।
7 e, em seguida, Judá, todos com divisas que se estendem de leste a oeste.
8 ପୁଣି ଦେଶ ତୁମ୍ଭେ ଉପହାର ରୂପେ ଦଇେଛ ତାହା ଯିହୁଦାର ଉତ୍ତର ସୀମା ରେ ରହିବ। ପୁଣି ଯିହୁଦାର ସୀମା ନିକଟରେ ପୂର୍ବରୁ ପଶ୍ଚିମ ସୀମା ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଦତ୍ତ ଉପହାର ଭୂମି ରହିବ। ତାହାର ଲମ୍ବ 25,000 ହାତ ଓ ପୂର୍ବରୁ ପଶ୍ଚିମ ସୀମା ପର୍ୟ୍ଯନ୍ତ ଅନ୍ଯାନ୍ଯ ଅଂଶର ସମାନ ହବେ। ଆଉ ଏହାର ମଧ୍ଯବର୍ତ୍ତୀ ସ୍ଥାନ ରେ ମନ୍ଦିର ହବେ।
8 “Ao sul de Judá fica a terra separada para um propósito especial. Ela terá 12,5 quilômetros de largura e terá as mesmas fronteiras a leste e a oeste que os territórios das tribos. No centro dela estará o templo.
9 ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ଉପହାର ଭୂମି ନିବଦନେ କରିବ, ତାହାର ର୍ଦୈଘ୍ଯ 25,000 ଓ ପ୍ରସ୍ଥ 10,000 ହାତ ହବେ।
9 “A área separada para o S enhor terá 12,5 quilômetros de comprimento e 10 quilômetros de largura.
10 ସହେି ବିଶଷେ ଭୂମି
10 Haverá uma faixa de terra para os sacerdotes, com 12,5 quilômetros de comprimento e 5 quilômetros de largura. No centro dela estará o templo do S enhor .
11 ତାହା ସାଦୋକର ସନ୍ତାନଗଣ ମଧ୍ଯରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହବେ। ଯେଉଁମାନେ ମାେତେ ବିଶ୍ବସ୍ତ ଭାବରେ ସବୋ କରିଛନ୍ତି, କାରଣ ସମାନେେ ଆମର ରକ୍ଷଣୀଯ। ଇଶ୍ରାୟେଲର ପରିବାରବର୍ଗ ବିପଥଗାମୀ ହବୋ ସମୟର ଲବେୀୟମାନେ ଯେପରି ବିପଥଗାମୀ ହେଲେ, ସମାନେେ ସପରେି ବିପଥଗାମୀ ହେଲେ ନାହିଁ।
11 Essa área será separada para os sacerdotes consagrados, os descendentes de Zadoque que me serviram fielmente e que não se desviaram junto com o povo de Israel e com os outros levitas.
12 ସମାନେେ ମହାପବିତ୍ର ଭୂମିରୁ ଲବେୀୟମାନଙ୍କ ସୀମା ପାଖ ରେ ଏକ ବିଶଷେ ଭାଗ ପାଇବେ।
12 Essa será sua porção especial quando a terra for distribuída, o território santíssimo. Junto ao território dos sacerdotes ficará a terra onde os outros levitas viverão.
13 ସୀମା ସହିତ ଯାଜକମାନେ, ଲବେୀୟମାନେ 25,000 ହାତ ର୍ଦୈଘ୍ଯ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାଯ ଭୂମିର ର୍ଦୈଘ୍ଯ 25,000 ଓ ପ୍ରସ୍ଥ 10,000 ହାତ ହବେ।
13 “A terra separada para os levitas terá o mesmo tamanho e a mesma forma da terra dos sacerdotes: 12,5 quilômetros de comprimento e 5 quilômetros de largura. Juntas, essas porções de terra terão 12,5 quilômetros de comprimento e 10 quilômetros de largura.
14 ସମାନେେ ସହେି ଭୂମିରୁ କିଛି ବିକ୍ରଯ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ଯ ପରିବର୍ତ୍ତିତ ହବେ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହାଇେଅଛି।
14 Nenhuma porção dessa terra especial poderá ser vendida, trocada ou usada por outros, pois pertence ao S enhor ; é consagrada.
15 ଆଉ 25,000 ହାତ ର୍ଦୈଘ୍ଯ ଓ 5,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ଯବହାର, ନଗର, ବସତିସ୍ଥାନ ଓ ଚାରଣ ଭୂମି ନିମନ୍ତେ ରହିବ ଓ ତାହାର ମଧ୍ଯସ୍ଥାନ ରେ ନଗର ରହିବ।
15 “Outra faixa de terra com 12,5 quilômetros de comprimento e 2,5 quilômetros de largura, ao sul da área sagrada do templo, será para uso público: para casas, pastos e terras comuns. No centro dela estará a cidade.
16 ନଗରର ପରିମାପ ଏହିପରି ହବେ। ଏହାର ଉତ୍ତର ସୀମା, ଦକ୍ଷିଣ ସୀମା, ପୂର୍ବ ସୀମା ଓ ପଶ୍ଚିମ ସୀମା ପ୍ରେତ୍ୟକକ 4,500 ହାତ ବିଶିଷ୍ଟ ହବେ।
16 A cidade terá 2.250 metros de cada lado: norte, sul, leste e oeste.
17 ଆଉ ନଗରର ଚାରଣ ଭୂମି ହବେ। ତାହାର ଉତ୍ତର ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସୀମା ପ୍ରେତ୍ୟକକ 250 ହାତ ବିଶିଷ୍ଟ ଭୂମି ହବେ।
17 Em volta da cidade haverá uma área aberta com 125 metros em todas as direções.
18 ପୁଣି ପବିତ୍ର ଉପହାର ଭୂମି ର୍ଦୈଘ୍ଯାନୁସା ରେ ଯେଉଁ ଅବଶିଷ୍ଟ ଭୂମି ପୂର୍ବ ଆଡ଼େ 10,000 ହାତ ଓ ପଶ୍ଚିମ ଆଡ଼େ 10,000 ହାତ ହବେ। ଆଉ ତାହା ନଗରର କାର୍ୟ୍ଯ କର୍ତ୍ତାମାନଙ୍କ ପାଇଁ ଖାଦ୍ୟ ଉତ୍ପନ୍ନ କରିବ।
18 Fora da cidade haverá uma área para plantações que se estenderá por 5 quilômetros para leste e 5 quilômetros para oeste junto à divisa com a área sagrada. Essa terra de cultivo produzirá alimento para os trabalhadores da cidade.
19 ଆଉ ଇଶ୍ରାୟେଲର ୟାବତୀଯ ପରିବାରବର୍ଗ ସହେି ଭୂମିରେ କୃଷି କରିବେ।
19 Os que vierem das diversas tribos para trabalharem na cidade poderão cultivar essa terra.
20 ସମୁଦାଯ ଉପହାର ଭୂମିର ର୍ଦୈଘ୍ଯ 25,000 ହାତ ଓ ପ୍ରସ୍ଥ 25,000 ହାତ ହବେ। ସ୍ବତନ୍ତ୍ର ବ୍ଯବହାର ନିମନ୍ତେ ଏହି ଭୂମିକୁ ବ୍ଯବହାର କରାୟିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲବେୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ।
20 A área toda, incluindo as terras sagradas e a cidade, formará um quadrado com 12,5 quilômetros de cada lado.
21 ଭୂମିର ଅଂଶ ପବିତ୍ର ମନ୍ଦିର ପାଇଁ ଅଲଗା ରଖାଗଲା ଏବଂ ସହର ମୁଖ୍ଯଙ୍କ ପାଖକୁ ୟିବା ଉଚିତ୍। ଅର୍ଥାତ୍ ଅନ୍ଯାନ୍ଯ ଅଂଶ ଅନୁସାରେ ପୂର୍ବସୀମା ଆଡ଼େ 25,000 ହାତ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗ ରେ ପଶ୍ଚିମ ଆଡ଼େ 25,000 ହାତ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହବେ।
21 “As áreas que restarem para o leste e para o oeste das terras sagradas e da cidade serão do príncipe. Cada uma dessas áreas terá 12,5 quilômetros de comprimento e se estenderá, em direções opostas, para as fronteiras leste e oeste de Israel. No centro estarão as terras sagradas e o santuário do templo.
22 ଆଉ ପବିତ୍ର ଉପହାର ଭୂମି ଓ ମନ୍ଦିରର ପବିତ୍ର ସ୍ଥାନ ତହିଁର ମଧ୍ଯବର୍ତ୍ତୀ ହବେ। ଆହୁରି ଅଧିପତିଙ୍କ ଅଂଶର ମଧ୍ଯସ୍ଥିତ ଲବେୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଯିହୁଦା ଓ ବିନ୍ଯାମୀନର ସୀମାର ମଧ୍ଯବର୍ତ୍ତୀ ଅଛି ତାହା ଅଧିପତିଙ୍କ ପାଇଁ ହବେ।
22 Portanto, as terras do príncipe incluirão toda a área entre os territórios separados para Judá e para Benjamim, exceto a parte separada para as terras sagradas e para a cidade.
23 ୟର୍ଦ୍ଦନ ନଦୀର ପୂର୍ବ ରେ ବାସ କରୁଥିବା ପରିବାରବର୍ଗଙ୍କ ପାଇଁ ଏହି ସ୍ବତନ୍ତ୍ର ଭୂମିର ଦକ୍ଷିଣ ରେ ରହିବ।
23 “Estes são os territórios separados para as tribos restantes. O território de Benjamim se estende pela terra de Israel de leste a oeste.
24 ଏହିସବୁ ପରିବାରବର୍ଗମାନେ ୟର୍ଦ୍ଦନ ନଦୀର ପୂର୍ବଦିଗ ରେ ବାସ କରନ୍ତି।
24 Ao sul de Benjamim fica o território de Simeão, que também se estende de leste a oeste.
25 ପୂର୍ବ ସୀମାରୁ ମହହା ସମୁଦ୍ର ପର୍ୟ୍ଯନ୍ତ ପ୍ରେତ୍ୟକକ ପରିବାରବର୍ଗଙ୍କର ଗୋଟିଏ ଗୋଟିଏ ବିଭାଗ ଭୂମି ରହିବ।
25 Em seguida vem o território de Issacar, com as mesmas divisas a leste e a oeste.
26 ଉତ୍ତରରୁ ଦକ୍ଷିଣ ପର୍ୟ୍ଯନ୍ତ ଯେଉଁ ପରିବାରଗୁଡ଼ିକ ରହିବେ ସହେି ପରିବାରବର୍ଗଗୁଡ଼ିକ ହେଲେ :
26 “Depois vem o território de Zebulom, que também se estende de leste a oeste.
27 ବିନ୍ଯାମୀନ,ଶିମିଯୋନ, ଈଷାଖର, ସବଲୁନ ଓ ଗାଦ।
27 O território de Gade fica ao sul de Zebulom, com as mesmas divisas a leste e a oeste.
28 ପୁଣି ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମୀରାବତ୍-କାଦେଶସ୍ଥ ଜଳ ପର୍ୟ୍ଯନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ୟ୍ଯନ୍ତ ଦେଶର ସୀମା ହବେ।
28 A fronteira sul de Gade vai de Tamar até as águas de Meribá, em Cades, depois segue o ribeiro do Egito até o Mediterrâneo.
29 ସହେି ହେଉଛି ଦେଶ ଯାହାକୁ ତୁମ୍ଭମାନେେ ଇଶ୍ରାୟେଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧିଅରେ ଭାଗ କରିବ ଓ ଏଗୁଡ଼ିକ ସମାନଙ୍କେର ଭିନ୍ନ ଭିନ୍ନ ଅଂଶ ଅଟେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
29 “Esses são os territórios que serão distribuídos como herança a cada tribo. Eu, o S enhor Soberano, falei!”
30 ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହବେ। ଇଶ୍ରାୟେଲଙ୍କ ପରିବାରବର୍ଗ ପ ରେ ସମାନେେ ନାମିତ ହବେେ।
30 “Estas serão as saídas da cidade: no muro norte, que tem 2.250 metros de comprimento,
31 ଇଶ୍ରାୟେଲର ପରିବାରବର୍ଗର ନାମାନୁସା ରେ ଉତ୍ତର ରେ ତିନି ଦ୍ବାର ହବେ। ସଗେୁଡ଼ିକ ହେଲେ ରୁବନରେ ଦ୍ବାର, ଯିହୁଦାର ଦ୍ବାର ଓ ଲବେୀର ଦ୍ବାର।
31 haverá três saídas, cada uma com o nome de uma das tribos de Israel. A primeira será chamada Rúben, a segunda, Judá, e a terceira, Levi.
32 ନଗରର ପୂର୍ବଦିଗ ରେ 4,500 ହାତ ପରିମିତ ଭୂମି ହବେ ଓ ସଠାେ ରେ ତିନି ଦ୍ବାର ହବେ। ଯଥା : ଯୋଷଫେର ଦ୍ବାର, ବିନ୍ଯାମୀନର ଦ୍ବାର ଓ ଦାନର ଦ୍ବାର।
32 No muro leste, que também tem 2.250 metros de comprimento, estarão as portas chamadas José, Benjamim e Dã.
33 ନଗରର ଦକ୍ଷିଣ ପାଶର୍‌ବ 4,500 ହାତ ହବେ ଓ ସଠାେ ରେ ମଧ୍ଯ ତିନି ଦ୍ବାର ରହିବ। ଯଥା : ଶିମଯେୋନର ଦ୍ବାର, ଉଷାଖର ଦ୍ବାର ଓ ସବୂଲୂନର ଦ୍ବାର।
33 No muro sul, que também tem 2.250 metros, estarão as portas chamadas Simeão, Issacar e Zebulom.
34 ପୁଣି ପଶ୍ଚିମ ପାଶର୍‌ବର ଭୂମି 4,500 ହାତ ପରିମିତ ହବେ ଓ ସଠାେ ରେ ମଧ୍ଯ ତିନିଦ୍ବାର ହବେ। ଯଥା : ଗାଦର ଦ୍ବାର, ଆଶରରେ ଦ୍ବାର ଓ ନପ୍ତାଲିର ଦ୍ବାର।
34 E no muro oeste, que também tem 2.250 metros de comprimento, estarão as portas chamadas Gade, Aser e Naftali.
35 ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, ସଦାପ୍ରଭୁ ତହିଁ ବିଦ୍ଯମାନ।
35 “A distância ao redor de toda a cidade será de 9 quilômetros. E, daquele dia em diante, o nome da cidade será ‘O S enhor Está Ali’”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 48, comparar traduções ou montar um estudo — tudo direto pelo WhatsApp.