Ezequiel 46

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଭିତର ପ୍ରାଙ୍ଗଣର ପୂର୍ବଦ୍ବାର କାର୍ୟ୍ଯକାରୀ ଛଅଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ଯା ଦିନ ଖାେଲା ରହିବ।
1 Assim diz o Senhor Deus: A porta do átrio interior, que olha para o oriente, estará fechada durante os seis dias que são de trabalho; mas no sábado ela se abrirá e também no dia da Festa da Lua Nova.
2 ପୁଣି ଅଧିପତି ବାହାର ଦ୍ବାରର ବାରଣ୍ଡା ଦଇେ ପ୍ରବେଶ କରିବେ ଓ ଦ୍ବାର ଚୌକାଠ ନିକଟରେ ଠିଆ ହବେେ। ଆଉ ଯାଜକମାନେ ତାଙ୍କର ହାମାେର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ବାର ପ୍ରବେଶ ସ୍ଥାନ ରେ ପ୍ରଣାମ କରିବେ ଓ ତା'ପ ରେ ବାହାରି ଯିବେ। କିନ୍ତୁ ସନ୍ଧ୍ଯା ପର୍ୟ୍ଯନ୍ତ ଦ୍ବାର ବନ୍ଦ କରାୟିବ ନାହିଁ।
2 O príncipe entrará de fora pelo vestíbulo da porta e permanecerá junto da ombreira da porta; os sacerdotes prepararão o holocausto dele e os seus sacrifícios pacíficos, e ele adorará no limiar da porta e sairá; mas a porta não se fechará até à tarde.
3 ଆଉ ବିଶ୍ରାମ ବାର ରେ ଓ ଅମାବାସ୍ଯା ରେ ସହେି ଦ୍ବାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରଣାମ କରିବେ।
3 O povo da terra adorará na entrada da mesma porta, nos sábados e nas Festas da Lua Nova, diante do Senhor .
4 ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ହାମବେଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନ ରେ ନିଖୁଣ ଛଅ ଗୋଟି ମଷେଶାବକ ଓ ନିଖୁଣ ଏକ ମଷେ ହବେ।
4 O holocausto que o príncipe oferecer ao Senhor serão, no dia de sábado, seis cordeiros sem defeito e um carneiro sem defeito.
5 ଆଉ ଭକ୍ଷ୍ଯ ନବୈେଦ୍ଯ ରୂପେ ମଷେ ସଙ୍ଗେ ଶସ୍ଯ ନବୈେଦ୍ଯ ଦବେେ ଓ ମଷେଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ଯ ନବୈେଦ୍ଯ ଦବେେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦବେେ।
5 A oferta de manjares será um efa para cada carneiro; para cada cordeiro, a oferta de manjares será o que puder dar; e de azeite, um him para cada efa.
6 ଅମାବାସ୍ଯା ଦିନ ହାମବେଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମଷେ ଶାବକ ଓ ଏକ ମଷେ ହବେ। ଆଉ ଏଗୁଡ଼ିକ ସବୁ ନିଖୁଣ ହବେେ।
6 Mas, no dia da Festa da Lua Nova, será um novilho sem defeito e seis cordeiros e um carneiro; eles serão sem defeito.
7 ଆଉ ଅଧିପତି ଭକ୍ଷ୍ଯ ନବୈେଦ୍ଯ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ, ମଷେ ସଙ୍ଗେ ଏକ ଐଫା ଶସ୍ଯ ଓ ମଷେଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦବେେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦବେେ।
7 Preparará por oferta de manjares um efa para cada novilho e um efa para cada carneiro, mas, pelos cordeiros, segundo puder; e um him de azeite para cada efa.
8 ପୁଣି ଅଧିପତି ପ୍ରବେଶ କଲା ବେଳେ ସହେି ଦ୍ବାର ବାରଣ୍ଡା ଦଇେ ଭିତରକୁ ପ୍ରବେଶ କରିବେ ଓ ସହେି ପଥ ଦଇେ ବାହାରି ଯିବେ।
8 Quando entrar o príncipe, entrará pelo vestíbulo da porta e sairá pelo mesmo caminho.
9 ମାତ୍ର ନିରୂପିତ ପର୍ବଦିନମାନଙ୍କ ରେ ଯେତବେେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତବେେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ବାର ପଥଦଇେ ଆସିବ, ସେ ଦକ୍ଷିଣ ଦ୍ବାର ପଥଦଇେ ବାହାରି ୟିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ବାର ପଥ ଦଇେ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ବାର ପଥଦଇେ ବାହାରି ୟିବ। ମାତ୍ର କହେି ଯେଉଁ ଦ୍ବାର ଦଇେ ଆସିବେ ସହେି ଦ୍ବାର ଦଇେ ଫରେିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦଇେ ବାହାରି ୟିବ।
9 Mas, quando vier o povo da terra perante o Senhor , nas festas fixas, aquele que entrar pela porta do norte, para adorar, sairá pela porta do sul; e aquele que entrar pela porta do sul sairá pela porta do norte; não tornará pela porta por onde entrou, mas sairá pela porta oposta.
10 ପୁଣି ଲୋକମାନେ ଯେତବେେଳେ ଭିତରକୁ ଯିବେ ସେତବେେଳେ ଅଧିପତି ସମାନଙ୍କେ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସମାନେେ ଏକତ୍ର ବାହାରିଯିବେ।
10 O príncipe entrará no meio deles, quando eles entrarem; em saindo eles, ele sairá.
11 ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ଯ ନବୈେଦ୍ଯ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ, ଏକ ଅଣ୍ଡିରା ମଷେ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ ଓ ମଷେ ଶାବକମାନଙ୍କ ସଙ୍ଗେ ଶସ୍ଯ ନବୈେଦ୍ଯ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦବେେ।
11 Nas solenidades e nas festas fixas, a oferta de manjares será um efa para cada novilho e um para cada carneiro; mas, pelos cordeiros, o que puder dar; e de azeite, um him para cada efa.
12 ପୁଣି ଅଧିପତି ଯେତବେେଳେ ସ୍ବେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଅବା ମଙ୍ଗଳାର୍ଥକ ବଳି ସ୍ବେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତବେେଳେ ତାଙ୍କ ପାଇଁ ପୂର୍ବଦ୍ବାର ଫିଟାୟିବ। ଏବଂ ସେ ବିଶ୍ରାମ ଦିନ ରେ ଯେପରି କରନ୍ତି ସହେିପରି ଆପଣା ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପ ରେ ସେ ବାହାରି ଯିବେ ଓ ବାହାରି ଗଲାପ ରେ ଦ୍ବାର ବନ୍ଦ କରାୟିବ।
12 Quando o príncipe preparar holocausto ou sacrifícios pacíficos como oferta voluntária ao Senhor , então, lhe abrirão a porta que olha para o oriente, e fará ele o seu holocausto e os seus sacrifícios pacíficos, como costuma fazer no dia de sábado; e sairá, e se fechará a porta depois de ele sair.
13 ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ଏକ ମଷେ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତ ରେ ଉତ୍ସର୍ଗ କରିବ।
13 Prepararás um cordeiro de um ano, sem defeito, em holocausto ao Senhor , cada dia; manhã após manhã, o prepararás.
14 ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ଯ ନବୈେଦ୍ଯ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀଯାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ଯ ନବୈେଦ୍ଯ ବନ୍ଦ ନ କରି ସର୍ବଦା ଦବେ।
14 Juntamente com ele, prepararás, manhã após manhã, uma oferta de manjares para o Senhor , a sexta parte de um efa e, de azeite, a terça parte de um him, para misturar com a flor de farinha. Isto é estatuto perpétuo e contínuo.
15 ଏହିରୂପେ ଲୋକମାନେ ନିତ୍ଯ ହାମବେଳି ରୂପେ ପ୍ରତି ପ୍ରଭାତ ରେ ମଷେଛୁଆ, ଭକ୍ଷ୍ଯ ନବୈେଦ୍ଯ ଓ ତୈଳ ଉତ୍ସର୍ଗ କରିବେ।
15 Assim prepararão o cordeiro, e a oferta de manjares, e o azeite, manhã após manhã, em holocausto contínuo.
16 ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତବେେ ତା'ର ଉତ୍ତରାଧିକାରୀ ସହେି ପୁତ୍ରମାନେ ହବେେ। ଏହା ସମାନଙ୍କେର ସମ୍ପତ୍ତି ହବେ।
16 Assim diz o Senhor Deus: Quando o príncipe der um presente de sua herança a alguns de seus filhos, pertencerá a estes; será possessão deles por herança.
17 ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ଯରୁ କାହାକୁ କିଛି ଦାନ କରନ୍ତି, ତବେେ ତାହା ମୁକ୍ତିବର୍ଷ ପର୍ୟ୍ଯନ୍ତ ତାହାର ହବେ। ଓ ତା'ପ ରେ ତାହା ଅଧିପତି ନିକଟକୁ ଫରେିୟିବ। ଆଉ ସେ ଉତ୍ତରାଧିକାରିତ୍ବ କବଳେ ତାଙ୍କ ପୁତ୍ରଗଣର ହବେ।
17 Mas, dando ele um presente da sua herança a algum dos seus servos, será deste até ao ano da liberdade; então, tornará para o príncipe, porque a seus filhos, somente a eles, pertencerá a herança.
18 ଆଉ ଅଧିପତି ନିଶ୍ଚଯ ଲୋକମାନଙ୍କୁ ସମାନଙ୍କେ ଉତ୍ତରାଧିକାରୀରୁ ବଞ୍ଚିତ କରିପାରିବେ ନାହିଁ, ସମାନଙ୍କେର ସମ୍ପତ୍ତିରୁ ତଡ଼ି ଦଇପୋରିବ ନାହିଁ। ତାଙ୍କର ପୁତ୍ରଗଣ କବଳେ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକା ରେ ମାରେ କୌଣସି ଲୋକ ତା'ର ସମ୍ପତ୍ତିରୁ ଅଲଗା ହବେ ନାହିଁ।
18 O príncipe não tomará nada da herança do povo, não os esbulhará da sua possessão; da sua própria possessão deixará herança a seus filhos, para que o meu povo não seja retirado, cada um da sua possessão.
19 ତା'ପ ରେ ସେ ଦ୍ବାର ପାଶର୍‌ବସ୍ଥ ପ୍ରବେଶ ପଥଦଇେ ମାେତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସଠାେ ରେ ପଶ୍ଚିମ ରେ ଏକ ସ୍ଥାନ ଥିବାର ଦେଖିଲି।
19 Depois disto, o homem me trouxe, pela entrada que estava ao lado da porta, às câmaras santas dos sacerdotes, as quais olhavam para o norte; e eis que ali havia um lugar nos fundos extremos que olham para o ocidente.
20 ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।
20 Ele me disse: Este é o lugar onde os sacerdotes cozerão a oferta pela culpa e a oferta pelo pecado e onde cozerão a oferta de manjares, para que não a tragam ao átrio exterior e assim santifiquem o povo.
21 ଏହାପ ରେ ସେ ମାେତେ ବାହାର ପ୍ରାଙ୍ଗଣକୁ ଆଣି ସହେି ପ୍ରାଙ୍ଗଣର ଚାରିକଣ ଦଇେ ଗମନ କରାଇଲେ। ଆଉ ସହେି ପ୍ରାଙ୍ଗଣର ପ୍ରେତ୍ୟକକ କଣ ରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।
21 Então, me levou para fora, para o átrio exterior, e me fez passar aos quatro cantos do átrio; e eis que em cada canto do átrio havia outro átrio.
22 ପ୍ରାଙ୍ଗଣର ଚାରି କଣ ରେ ଚାଳିଶ ହାତ ର୍ଦୈଘ୍ଯ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ େଛାଟ ପ୍ରାଙ୍ଗଣ ଥିଲା। କଣମାନଙ୍କର ଏହି ଚାରି ପ୍ରାଙ୍ଗଣର ମାପ ସମାନ ଥିଲା।
22 Nos quatro cantos do átrio havia átrios pequenos, menores, de quarenta côvados de comprimento e trinta de largura; estes quatro cantos tinham a mesma dimensão.
23 ସହେି ପ୍ରାଙ୍ଗଣର ଚାରିପାଖ ରେ ଥାକ ଥିଲା। ସହେି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହାଇେଥିଲା।
23 Havia um muro ao redor dos átrios, ao redor dos quatro, e havia lugares para cozer ao pé dos muros ao redor.
24 ଆଉ ସେ ମାେତେ କହିଲେ, ଏସବୁ ପାକ ଗୃହ ଓ ଏହି ସ୍ଥାନ ରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।
24 E me disse: São estas as cozinhas, onde os ministros do templo cozerão o sacrifício do povo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 46, comparar traduções ou montar um estudo — tudo direto pelo WhatsApp.