Ezequiel 3
Oriya Bible (GL_ORIYA) vs NTLH
1 ଅନନ୍ତର ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭ ସମ୍ମୁଖ ରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇଶ୍ରାୟେଲ ବଂଶକୁ ୟାଇ ଏସବୁ କଥା କୁହ।
1 Deus disse: —
2 ତେଣୁ ମୁଁ ମୁଖ ଖାଲିେଲି ଓ ସେ ସହେି ନଳାକାର ପୁସ୍ତକ ମାେତେ ଭୋଜନ କରାଇଲେ।
2 Então abri a boca, e ele me deu o rolo para comer.
3 ତା'ପ ରେ ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦର ରେ ପୂରାଅ।
3 E disse: — Homem mortal, coma esse rolo que lhe estou dando; encha o seu estômago com ele. Eu comi, e era doce como mel.
4 ଏହାପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ବଂଶ ନିକଟକୁ ୟାଇ ଆମ୍ଭର ବାକ୍ଯସବୁ କୁହ।
4 Então Deus disse: — Homem mortal, vá e diga ao povo de Israel o que eu ordenar.
5 ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀଯ ନିକଟକୁ ପଠାଉ ନାହୁଁ। ଯାହା ଫଳ ରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହବେ। ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ବଂଶ ନିକଟକୁ ପଠାଉଅଛି।
5 Não estou enviando você a uma nação que fala uma língua estrangeira difícil, mas aos israelitas.
6 ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭମାନେେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସପରେି ଲୋକମାନଙ୍କ ପାଖକୁ ପଠାଇଥାନ୍ତୁ, ସମାନେେ ତୁମ୍ଭ କଥା ଶୁଣିଥାନ୍ତେ।
6 Se eu o enviasse a grandes nações que falam línguas difíceis que você não pudesse entender, elas dariam atenção a você.
7 କିନ୍ତୁ ଇଶ୍ରାୟେଲ ଭବିଷ୍ଯତ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସମାନେେ ଆମ୍ଭ କଥା ଶୁଣିବା ପାଇଁ ଚାହାଁନ୍ତି ନାହିଁ। ସମୁଦାଯ ଇଶ୍ରାୟେଲର ଲୋକମାନେ ଜିଦ୍ଖୋର ଓ କଠିନ ଚିତ୍ତ ଅଟନ୍ତି।
7 Porém o povo de Israel não vai lhe dar atenção, pois eles não querem ouvir o que eu digo. Todos eles são teimosos e rebeldes.
8 ମାତ୍ର ଆମ୍ଭେ ସମାନଙ୍କେ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ,
8 Mas agora eu vou fazer com que você se torne tão teimoso e duro como eles.
9 ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସଗେୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସମାନେେ ବିଦ୍ରୋହୀ, ତୁମ୍ଭେ ସମାନଙ୍କେୁ ଭୟ କର ନାହିଁ, ଏବଂ ସମାନଙ୍କେ ଚାହାଁଣି ରେ ଉଦବିଗ୍ନ ହୁଅ ନାହିଁ।
9 Farei com que você fique tão forte como uma rocha e tão duro como um diamante. Por isso, não tenha medo, nem se assuste com esses rebeldes.
10 ଆହୁରି ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସହେିସବୁ କଥା ଆପଣା ଅନ୍ତଃକରଣ ରେ ଗ୍ରହଣ କର ଓ ଆପଣା କର୍ଣ୍ଣ ରେ ଶ୍ରବଣ କର।
10 E Deus continuou: — Homem mortal, preste bem atenção e lembre tudo o que lhe estou dizendo.
11 ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ୟାଇ ସମାନଙ୍କେୁ କୁହ ଯେ, 'ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।' ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚଯ ସମାନଙ୍କେୁ କୁହ।
11 Depois, vá falar com os seus patrícios que foram levados para o cativeiro . Diga-lhes o que eu, o Senhor Deus, estou dizendo, tanto se lhe derem atenção como se não derem.
12 ଏହାପ ରେ ଆତ୍ମା ମାେତେ ଉପରକୁ ଉଠାଇଲା, ଏବଂ ମୁଁ ମାରେ ପଛ ରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ବନି ଥିଲା, ଏହା ଶୁଣାଗଲା, ଧନ୍ଯ ସଦାପ୍ରଭୁଙ୍କର ମହିମା।
12 Então o Espírito de Deus me levou para o alto, e ouvi atrás de mim uma voz forte como um trovão. A voz gritava: — Louvem nos altos céus a
13 ସହେି ଜୀବିତ ପ୍ରାଣୀମାନଙ୍କର ଡ଼ଣୋ ଦ୍ବାରା ପରସ୍ପର ଝାଡ଼ି ହବୋର ଶବ୍ଦ ଥିଲା ଏବଂ ସମାନଙ୍କେର ଚକସବୁର ଗର୍ଜ୍ଜନ ଏକ ବଜ୍ରଧ୍ବନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ବର ପରି ଉଚ୍ଚ ଥିଲା।
13 Ouvi as asas dos animais batendo juntas no ar e também o barulho das rodas, que era tão forte como o de um trovão.
14 ତା'ପ ରେ ଆତ୍ମା ମାେତେ ଉପରକୁ ଉଠାଇ ନଇଗେଲା। ମୁଁ ଦୁଃଖିତ ହୃଦଯ ରେ କୋରଧିତ ହାଇେ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମାେତେ ଧରିଥିଲା।
14 Aí o poder do Senhor me dominou, e o seu Espírito me levou dali; aí eu fiquei zangado e cheio de amargura.
15 ତବେେ ମୁଁ ତଲେ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସମାନେେ ଯେଉଁ ସ୍ଥାନ ରେ ବାସ କରୁଥିଲେ, ସେ ସ୍ଥାନ ରେ ସମାନଙ୍କେ ମଧିଅରେ ବିବ୍ରତ ଓ ନୀରବ ରେ ସାତଦିନ ବସି ରହିଲି।
15 Então fui a Tel-Abibe, na beira do rio Quebar, onde estavam vivendo os judeus que haviam sido levados como prisioneiros. E fiquei ali sete dias, espantado com o que tinha visto e ouvido.
16 ଅନନ୍ତର ସାତଦିନ ପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟକୁ ଆସିଲା।
16 Depois desses sete dias, o Senhor Deus falou comigo assim:
17 ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।
17 — Homem mortal , eu o estou pondo como vigia para a nação de Israel. Você entregará a eles os avisos que eu lhe der.
18 ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।
18 Se eu anunciar que um homem mau vai morrer, e você não avisar esse homem para que pare de fazer o mal e assim salve a sua vida, ele morrerá como pecador, e você será o responsável pela morte dele.
19 ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ଯକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେ ରେ ; ସେ ନିଜ ଦୋଷ ୟୋଗୁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ବାରା ଆପଣା ପ୍ରାଣରକ୍ଷା କର।
19 Se você avisar um homem mau, e ele não deixar de pecar, ele morrerá ainda pecador, mas você não morrerá.
20 ସହେିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହବୋ ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା' ସମ୍ମୁଖ ରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତବେେ ସେ ମୃତ୍ଯୁବରଣ କରିବ ଏବଂ ତା'ର ପୁଣ୍ଯକର୍ମସବୁ ହିସାବକୁ ନିଆୟିବ ନାହିଁ। ସେ ମୃତ୍ଯୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା'ର ମୃତ୍ଯୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାଯୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।
20 — Se um homem direito começar a fazer o mal, e eu o puser em uma situação perigosa, ele morrerá se você não o avisar. Ele morrerá por causa dos pecados dele, e eu não lembrarei do bem que ele fez. E você será responsável pela morte dele.
21 କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚତନୋ ନଲୋ। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।
21 Se você avisar um homem direito para que não peque, e, se ele der atenção a você e não pecar, então ele ficará vivo, e você também não morrerá.
22 ଅନନ୍ତର ସଦାପ୍ରଭୁଙ୍କର ହସ୍ତ ମାେ ଉପ ରେ ଅଧିଷ୍ଠାନ କଲା, ସହେିଠା ରେ ସେ ମାେତେ କହିଲେ, ତୁମ୍ଭେ ଉଠି ପଦା ଭୂମିକୁ ବାହାରି ୟାଅ। ଆମ୍ଭେ ସହେିଠା ରେ ତୁମ୍ଭ ସହିତ କଥାବାର୍ତ୍ତା କରିବା।
22 Eu senti a presença poderosa do Senhor Deus e o ouvi dizer o seguinte: — Levante-se e vá até o vale, que eu falarei com você ali.
23 ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନ ରେ ଠିଆ ହାଇେଥିଲା। ଏବଂ କବାର ନଦୀ କୂଳ ରେ ମୁଁ ଯେଉଁ ମହିମା ଦେଖିଥିଲି, ଏହାହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି।
23 Então fui até o vale e lá vi a glória do Senhor , como já havia visto na beira do rio Quebar. Eu caí com o rosto no chão,
24 ତା'ପ ରେ ଆତ୍ମା ମାେ ମଧିଅରେ ପ୍ରବେଶ କଲା ଓ ମାରେ ପାଦ ଉପରକୁ ନଇଗେଲା। ତା'ପ ରେ ସେ ମାେତେ କହିଲା, ୟାଅ, ଏବଂ ତୁମ୍ଭେ ଆପଣା ଗୃହ ମଧିଅରେ ନିଜକୁ ରୁଦ୍ଧ କରି ରଖ,
24 mas o Espírito de Deus entrou em mim e me pôs de pé. E Deus me disse: — Vá para casa e feche-se dentro dela.
25 ମାତ୍ର ହେ ମନୁଷ୍ଯ ପୁତ୍ର, ଲୋକମାନେ ତୁମ୍ଭକୁ ରଜ୍ଜୁ ରେ ବାନ୍ଧିବେ ; ତହିଁରେ ତୁମ୍ଭେ ବାହାରି ସମାନଙ୍କେ ମଧିଅରେ ୟିବ ନାହିଁ।
25 Você, homem mortal , vai ser amarrado com cordas e não poderá sair.
26 ତା'ପ ରେ ଆମ୍ଭେ ତୁମ୍ଭ ଜିହ୍ବାକୁ ତୁମ୍ଭ ମୁଖର ତାଳୁ ରେ ୟୁକ୍ତ କରିବା, ଫଳ ରେ ତୁମ୍ଭେ ନୀରବ ରହିବ ଓ ସମାନଙ୍କେୁ ଗାଳି ଦବୋକୁ ସମର୍ଥ ହବେ ନାହିଁ। ଯଦିଓ ସମାନେେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି।
26 Vou paralisar a sua língua, e você não poderá avisar essa gente rebelde.
27 କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞା ରେ ଫିଟିବ। ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି।' ଯଦି ସମାନେେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସମାନେେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେ ହତେୁ ସମାନେେ ବିଦ୍ରୋହୀ ଜାତି ଅଟନ୍ତି।
27 Depois, quando eu falar de novo com você e lhe devolver a fala, você dirá a esse povo o que eu, o Senhor Deus, disser. Alguns deles vão ouvir, mas outros não, porque são um povo rebelde.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 3, comparar traduções ou montar um estudo — tudo direto pelo WhatsApp.