Ezequiel 30

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ପୁନର୍ବାର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Novamente o Senhor falou comigo. Ele disse:
2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯତବାକ୍ଯ ପ୍ରଚାର କରି କୁହ, 'ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି,
2 — Homem mortal , profetize e anuncie o que eu, o Senhor Deus, estou dizendo. Gritem o seguinte: “Dia de terror!
3 କାରଣ ସଦେିନ ନିକଟବର୍ତ୍ତୀ, ହଁ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସଦେିନ ମଘାେଚ୍ଛନ୍ନ ଦିନ। ତାହା ରାଷ୍ଟ୍ରମାନଙ୍କ ପାଇଁ କାଳ ହବେ।
3 O dia está perto, o dia em que o Senhor vai agir, um dia de nuvens e de castigo para as nações.”
4 ଏବଂ ମିଶର ବିରୁଦ୍ଧ ରେ ଏକ ଖଡ୍ଗ ଆସିବ। ଏବଂ ମିଶର ଦେଶ ରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟ ରେ ଥରିବ। ଏବଂ ଶତୃ ତାହାର ଧନସମ୍ପତ୍ତିସବୁ ନଇେଯିବେ ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦବେେ।
4 Haverá guerra no Egito e grande sofrimento na Etiópia. Muitos serão mortos no Egito; o país será roubado e arrasado.
5 ଏବଂ ଇଶ୍ରାୟେଲ ଲୋକମାନଙ୍କ ସହିତ କୂଶ, ପୁଟ୍ ଓ ଲୂଦ୍, ସମସ୍ତ ଆରବୀଯ, ଲିବିଯା ଏବଂ ଇଶ୍ରାୟେଲର ଲୋକମାନେ ଖଡ୍ଗ ରେ ବିନାଶ ହବେେ।
5 Essa guerra também matará os soldados contratados da Etiópia, Lídia, Líbia, Arábia e Cube e até do meu próprio povo.
6 ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି, ମିଶରର ସମର୍ଥକମାନେ ପତିତ ହବେେ ଓ ତାହାର ପରାକ୍ରମ ଓ ଗର୍ବ ଖର୍ବ ହବେ। ସିବନେୀ ଦୁର୍ଗଠାରୁ ଆଶ୍ବାନ ପର୍ୟ୍ଯନ୍ତ ସମସ୍ତ ଲୋକ ଖଡ୍ଗ ରେ ପତିତ ହବେେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
6 O Senhor diz: — Desde Migdol, que fica no Norte, até Assuã, que fica no Sul, todos os que defendem o Egito serão mortos em batalha. O orgulhoso exército egípcio será destruído. Sou eu, o
7 ପୁଣି ସମାନେେ ଅନ୍ୟ ଧ୍ବଂସପ୍ରାପ୍ତ ନଗରଗୁଡ଼ିକ ମଧିଅରେ ଧ୍ବଂସ ହବେେ। ଏବଂ ତାହାର ନଗର ସକଳ ଉଚ୍ଛିନ୍ନ ନଗର ସମୂହର ମଧିଅରେ ଥିବ।
7 O país será o mais deserto do mundo, e as suas cidades serão completamente arrasadas.
8 ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ଫଳ ରେ ତାହାର ସହାୟକମାନେ ବିନଷ୍ଟ ହବେେ। ସେତବେେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
8 Quando eu incendiar o Egito, e aqueles que o defendem estiverem mortos, todos ficarão sabendo que eu sou o Senhor .
9 ସଦେିନ ଆମ୍ଭେ କୂଶୀଯମାନଙ୍କୁ ଭୀତ କରାଇବା ପାଇଁ ଜାହାଜ ଦ୍ବାରା ଦୂତମାନଙ୍କୁ ପଠଇବୋ। ଯେତବେେଳେ ମିଶର ରେ ଦୁର୍ଦ୍ଦିନ ପହଞ୍ଚେ, ଆତଙ୍କ କୂଶୀଯକୁ ଅତିକ୍ରମ କରିବ। ଏଥିପାଇଁ ଏହା ପ୍ରକୃତ ରେ ଘଟିବ।
9 — Quando aquele dia chegar, e o Egito for destruído, mandarei mensageiros em navios para porem medo no povo descuidado da Etiópia, e esse povo ficará apavorado. E aquele dia está chegando!
10 ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହିଛନ୍ତି, ମୁଁ ବାବିଲର ରାଜା ନବୂଖଦନିତ୍ସରଙ୍କର ହସ୍ତ ରେ ମିଶରର ଧନ ସମ୍ପତ୍ତିକୁ ହସ୍ତାନ୍ତର କରିବି।
10 O Senhor Deus diz: — Usarei Nabucodonosor, rei da Babilônia, para acabar com a riqueza do Egito.
11 ନବୂଖଦନିତ୍ସର ଓ ତା'ର ଲୋକମାନେ ଦେଶଗୁଡ଼ିକ ମଧିଅରେ ଅତି ଭୟଙ୍କର। ତାହାର ନିର୍ଦ୍ଦଯ ଲୋକମାନେ ତାହା ସଙ୍ଗେ ଦେଶ ବିନାଶକୁ ଅଣାୟିବ। ଏବଂ ସମାନେେ ମିଶରର ବିରୁଦ୍ଧ ରେ ନିଜ ନିଜ ଖଡ୍ଗ ଉତ୍ତୋଳନ କରିବେ। ସମାନେେ ଶବଗୁଡ଼ିକରେ ଦେଶ ପୂର୍ଣ୍ଣ କରିବେ।
11 Ele e o seu exército violento virão para arrasar o Egito. Eles atacarão com espadas, e a terra dos egípcios ficará cheia de mortos.
12 ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି। ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରଯ କରିବି। ମୁଁ ବିଦେଶୀମାନଙ୍କ ଦ୍ବାରା ଦେଶ ତଥା ତନ୍ମଧ୍ଯସ୍ଥ ୟାବତୀଯ ବିଷଯ ଧ୍ବଂସ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।
12 Secarei o rio Nilo; entregarei o Egito a homens maus. Estrangeiros arrasarão o país todo. Eu, o Senhor , falei.
13 ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହିଛନ୍ତି, ମୁଁ ଦବେତାଗଣକୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶଷେ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶ ରେ ଭୟ ସୃଷ୍ଟି କରିବି।
13 O Senhor Deus diz: — Também destruirei os ídolos e os falsos deuses de Mênfis. Não ficará ninguém para governar o Egito. Espalharei o terror no meio do povo.
14 ପୁଣି ମୁଁ ପାଥ୍ରୋଷକୁ ଧ୍ବଂସ କରିବି ଓ ସିଯୋନ ରେ ଅଗ୍ନି ଲଗାଇବି। ଆଉ ମାେ ନଗର ରେ ଦଣ୍ଡାଜ୍ଞା ସଫଳ କରିବି।
14 Farei com que o Sul do Egito vire um deserto e porei fogo na cidade de Zoã, no Norte. Castigarei Tebas, a capital.
15 ତା'ପ ରେ ମୁଁ ମିଶରର ଦୃଢ଼ ଦୁର୍ଗ ସୀନ ଉପ ରେ ଆପଣା କୋପ ବୃଷ୍ଟି କରିବି ଓ ମୁଁ ମାେ ନଗରର ଲୋକମାନଙ୍କୁ ବିନାଶ କରିବି।
15 Derramarei a minha ira sobre a cidade de Pelúsio, a grande fortaleza do Egito, e acabarei com a riqueza de Tebas.
16 ଏବଂ ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ସୀନ ମହାୟାତନାଗ୍ରସ୍ତ ହବେ ଓ ନୋ-ନଗର ଭଗ୍ନ ହବେ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।
16 Incendiarei o Egito, e Pelúsio se retorcerá de dor. As muralhas de Tebas serão derrubadas, e a cidade será inundada.
17 ଆବନେ ଓ ପୀବେଶତର ୟୁବାମାନେ ଖଡ୍ଗ ରେ ନିପାତିତ ହବେେ। ଆଉ ନଗରର ସ୍ତ୍ରୀ ଲୋକମାନେ ବନ୍ଦୀତ୍ବ ସ୍ଥାନକୁ ଯିବେ।
17 Os moços das cidades de Heliópolis e Bubaste morrerão na guerra, e os outros moradores serão levados presos.
18 ଆମ୍ଭେ ଯେତବେେଳେ ତଫନ ହଷେ ରେ ମିଶରର ୟୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧିଅରେ ଶଷେ ହବେ, ତାହା ତଫନ ହଷେର ଅନ୍ଧକାର ଦିନ ଥିଲା। ଏହା ମେଘ ଦ୍ବାରା ଆଚ୍ଛାଦିତ ହବେ ଓ ଏହାର କନ୍ଯାମାନେ ମଧ୍ଯ ବନ୍ଦୀରୂପେ ନୀତ ହବେେ।
18 Quando eu quebrar o poder do Egito e acabar com a força de que tanto se gaba, a escuridão cairá sobre a cidade de Tafnes. Uma nuvem cobrirá o Egito, e os moradores de todas as suas cidades serão levados prisioneiros.
19 ଏହିରୂପେ ମୁଁ ମିଶର ରେ ଦଣ୍ଡାଜ୍ଞା ସଫଳ କରିବି। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।'
19 Assim castigarei o Egito, e aí eles ficarão sabendo que eu sou o Senhor .
20 ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସର ସପ୍ତମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ କହିଲେ,
20 No ano décimo primeiro do nosso cativeiro , no sétimo dia do primeiro mês , o Senhor falou comigo. Ele disse:
21 ହେ ମନୁଷ୍ଯ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କହେି ନାହିଁ। ତେଣୁ ତାହାର ହସ୍ତ ଆଉ ଖଡ୍ଗ ଧାରଣ କରିବାକୁ ସବଳ ହବେ ନାହିଁ।
21 — Homem mortal , eu quebrei um dos braços do rei do Egito. Ninguém amarrou o braço dele, nem o pôs numa tipoia a fim de que sarasse e ficasse forte, e assim ele pudesse usar de novo a espada.
22 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା'ର ବାହୁ ଭାଙ୍ଗି ଦବେି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ୟାଇଛି। ଏବଂ ତା' ହସ୍ତରୁ ଖଡ୍ଗ ଖସାଇ ଦବେି।
22 Agora, eu, o Senhor Deus, digo isto: “Eu estou contra o rei do Egito. Quebrarei os seus dois braços, tanto o bom como o que já está quebrado, e a espada cairá da mão dele.
23 ଏବଂ ମୁଁ ମିଶରୀଯମାନଙ୍କୁ ନାନା ଗୋଷ୍ଠୀ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ଛିନ୍ନଭିନ୍ନ କରିବି।
23 Espalharei os egípcios pelo mundo inteiro.
24 ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମାରେ ଖଡ୍ଗ ଧରିବାକୁ ଦବେି। କିନ୍ତୁ ମୁଁ ଫାରୋର ବାହୁଦ୍ବଯ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ।
24 Aí farei com que os braços do rei da Babilônia fiquem fortes e porei a minha espada nas mãos dele. Porém quebrarei os braços do rei do Egito, e assim ele gemerá e morrerá na frente do seu inimigo.
25 ମୁଁ ବାବିଲ ରାଜାର ବାହୁସବୁ ସବଳ କରିବି ଓ ଫାରୋ ରାଜାର ବାହୁସବୁ ପତନ ଘଟାଇବ।
25 Sim! Farei com que o rei do Egito fique fraco e darei força ao rei da Babilônia. Quando eu lhe der a minha espada, e ele a apontar para o Egito, todos ficarão sabendo que eu sou o Senhor .
26 ଏବଂ ମୁଁ ମିଶରୀଯମାନଙ୍କୁ ନାନା ଜାତିଗଣ ମଧିଅରେ ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
26 Espalharei os egípcios pelo mundo. Aí eles ficarão sabendo que eu sou o Senhor .”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 30, comparar traduções ou montar um estudo — tudo direto pelo WhatsApp.