Ezequiel 29

Oriya Bible (GL_ORIYA)

1 ଦଶମ ବର୍ଷର ଦଶମ ମାସର ଦ୍ବାଦଶ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋଙ୍କ ଆଡ଼କୁ ମୁହଁ ବୁଲାଅ, ତାଙ୍କ ବିରୁଦ୍ଧ ରେ ଓ ସମୁଦାଯ ମିଶର ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କର।

3 ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

4 'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।

5 ତୁମ୍ଭକୁ ଓ ସମସ୍ତ ମତ୍ସ୍ଯଙ୍କୁ ପ୍ରାନ୍ତର ରେ ଛାଡ଼ି ଦବେି ଓ ତୁମ୍ଭେ ପଦା ରେ ପଡ଼ିରହିବ। ତୁମ୍ଭକୁ କହେି ସଂଗ୍ରହ କରିବେ ନାହିଁ ଓ କବର ଦବେେ ନାହିଁ। ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖଚେରମାନଙ୍କର ଖାଦ୍ୟ ହବେ।

6 ତେଣୁ ମୁଁ ଯେ ସଦାପ୍ରଭୁ ଅଟେ ଏହା ମିଶର ନିବାସୀ ସମସ୍ତେ ଜାଣିବେ। 'କାରଣ ସମାନେେ ଇଶ୍ରାୟେଲ ବଂଶ ପ୍ରତି ଏକ ନାଳର ଆଶାବାଡ଼ି ହାଇେଅଛନ୍ତି।

7 ଯେତବେେଳେ ସମାନେେ ତୁମ୍ଭର ହସ୍ତ ଧରିଲେ, ସେତବେେଳେ ତୁମ୍ଭେ ଭଗ୍ନ ହାଇେ ସମାନଙ୍କେର ସ୍କନ୍ଧସବୁ ବିଦୀର୍ଣ୍ଣ କଲ। ଆଉ ଯେତବେେଳେ ସମାନେେ ତୁମ୍ଭ ଉପ ରେ ଆଉଜିଲେ ସେତବେେଳେ ତୁମ୍ଭେ ଭଗ୍ନ ହାଇେ ସମାନଙ୍କେର ସମସ୍ତ କଟୀଦେଶ ଅଚଳ କଲ।'

8 ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ ମୁଁ ତୁମ୍ଭ ବିରୁଦ୍ଧ ରେ ଖଡ୍ଗ ଆଣିବି ଓ ତୁମ୍ଭ ମଧ୍ଯରୁ ମନୁଷ୍ଯ କଥା ପଶୁମାନଙ୍କୁ ବିନାଶ କରିବି।

9 ପୁଣି ମିଶର ଧ୍ବଂସପ୍ରାପ୍ତ ହାଇେ ଶୂନ୍ଯସ୍ଥାନ ହବେ। ତାହା ହେଲେ ସମାନେେ ଜାଣିବେ ଯେ ମୁଁ ସଦାପ୍ରଭୁ ଅଟେ। ସେ ପୁଣି କହିଲେ, ଏହା କାହିଁକି ଘଟିବ ? କାରଣ ସେ କହିଅଛି, 'ନଦୀ ମାରେ ଓ ମୁଁ ତାହା ସୃଷ୍ଟି କରିଅଛି।'

10 ତେଣୁ ମୁଁ (ପରମେଶ୍ବର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବନେୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ୟ୍ଯନ୍ତ ସମଗ୍ର ମିଶର ଦେଶକୁ ଶୂନ୍ଯ ଓ ଧ୍ବଂସସ୍ଥାନ କରିବି।

11 କୌଣସି ମନୁଷ୍ଯ କିମ୍ବା ପଶୁ ତୁମ୍ଭ ଦେଶ ମଧିଅରେ ୟାତାଯତ କରିବେ ନାହିଁ। ଚାଳିଶ ବର୍ଷ ପର୍ୟ୍ଯନ୍ତ ମିଶର ଅପ୍ରତିଷ୍ଠିତ ହାଇେ ରହିବ।

12 ଚାଳିଶ ବର୍ଷ ପର୍ୟ୍ଯନ୍ତ ମୁଁ ମିଶରକୁ ଅନ୍ଯାନ୍ଯ ଜନଶୂନ୍ଯ ଦେଶମାନଙ୍କ ମଧିଅରେ ଏକ ଜନଶୂନ୍ଯ ରାଷ୍ଟ୍ର କରି ଦବେି ଏବଂ ଏହାର ନଗରଗୁଡ଼ିକରେ ଅନ୍ଯାନ୍ଯ ଭଗ୍ନ ନଗର ପରି ଭଗ୍ନାବଶଷେ ରହିୟିବ। ମୁଁ ମିଶରୀଯମାନଙ୍କୁ ନାନା ଦେଶୀଯମାନଙ୍କ ମଧିଅରେ ଛିନ୍ନଭିନ୍ନ କରିବି ଓ ନାନା ଦେଶ ରେ ସମାନଙ୍କେୁ ବିକ୍ଷିପ୍ତ କରିବି।

13 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, କିନ୍ତୁ ଚାଳିଶ ବର୍ଷ ପ ରେ, ମୁଁ ମିଶରୀଯମାନଙ୍କୁ ସମସ୍ତ ଦେଶରୁ ଏକତ୍ରୀତ କରିବି, ଯେଉଁ ଦେଶଗୁଡ଼ିକରେ ସମାନେେ ଛିନ୍ନଛତ୍ର ହାଇେଥିଲେ।

14 ଏବଂ ମୁଁ ମିଶରୀଯମାନଙ୍କୁ ଫରୋଇ ଆଣିବି, ମୁଁ ସମାନଙ୍କେୁ ସମାନଙ୍କେର ଜନ୍ମଭୂମି ପାଥ୍ରୋଷକୁ ଫରୋଇ ଆଣିବି। ଏବଂ ସଠାେ ରେ ସମାନେେ ଗୋଟିଏ ଅପ୍ରଧାନ ରାଜ୍ଯ ହାଇେ ରହିବେ।

15 ଏହା ସବୁଠାରୁ ନୀଚ ରାଷ୍ଟ୍ର ହବେ ଏବଂ ଏହା ଅନ୍ୟ ରାଷ୍ଟ୍ରମାନଙ୍କ ଉପ ରେ ଉଠିପାରିବ ନାହିଁ। ମୁଁ ଏହାକୁ ଏତେ ଦୁର୍ବଳ କରି ଦବେି ଯେ, ସମାନେେ କବେେ ପୁଣି ଅନ୍ୟ ରାଷ୍ଟ୍ର ଉପ ରେ ଶାସନ କରିପାରିବେ ନାହିଁ।

16 ପୁଣି କବେେ ହେଲେ ଇଶ୍ରାୟେଲ ମିଶର ଉପ ରେ ଭରସା କରିବ ନାହିଁ, ଅପରନ୍ତୁ ଏହା ସମାନଙ୍କେର ଦୋଷ ମନେ ପକାଇ ଦବେ, ଯେତବେେଳେ ସମାନେେ ସମାନଙ୍କେର ସାହାୟ୍ଯ ପାଇଁ ମିଶର ଆଡ଼କୁ ବୁଲିବେ, ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଓ ପ୍ରଭୁ ଅଟେ।

17 ଅନନ୍ତର ସପ୍ତବିଂଶ ବର୍ଷର ପ୍ରଥମ ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

18 ହେ ମନୁଷ୍ଯ ପୁତ୍ର, ବାବିଲର ରାଜା ନବୂଖଦ୍ନିତ୍ସର ଆପଣା ସୈନ୍ଯସାମନ୍ତକୁ ସୋର ବିରୁଦ୍ଧ ରେ ଅତିଶଯ ପରିଶ୍ରମ କରାଇଅଛି। ପ୍ରେତ୍ୟକକ ମସ୍ତକ ଟାଙ୍ଗରା ହେଲା ଓ ପ୍ରେତ୍ୟକକ କାନ୍ଧର ଚର୍ମ ଓ ଭାର ବହନ କରି ଛିଡ଼ିଗଲା। ତଥାପି ସେ ସୋର ବିରୁଦ୍ଧ ରେ ଯେଉଁ ପରିଶ୍ରମ କରିଥିଲା ସେଥିପାଇଁ ତା'ର ସୈନ୍ଯସାମନ୍ତ କିଛି ପାରିଶ୍ରମିକ ପାଇଲେ ନାହିଁ।

19 ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ, ମୁଁ ବାବିଲର ରାଜା ନବୂଖଦନିତ୍ସରକୁ ମିଶର ଦେଶ ଦବେି। ସେ ତା'ର ଲୋକମାନଙ୍କୁ ଓ ତାହାର ମୂଲ୍ଯବାନ ଦ୍ରବ୍ଯସବୁ ଲୁଟି ନଇେଯିବେ। ଆଉ ତାହାର ସମ୍ପତ୍ତି ଅପହରଣ କରିବ ଏବଂ ତାହାର ସୈନ୍ଯସାମନ୍ତଙ୍କ ବତନେ ନବେ।

20 ଆମ୍ଭେ ତାହାର ପରିଶ୍ରମ ସକାେଶ ପୁରସ୍କାର ସ୍ବରୂପ ତାକୁ ମିଶର ଦେଶ ଦଇେଅଛୁ। କାରଣ ସମାନେେ ଆମ୍ଭ ପାଇଁ କାମ କଲେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

21 ସଦେିନ ମୁଁ ଇଶ୍ରାୟେଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବି। ତା'ପ ରେ ମୁଁ ସମାନଙ୍କେ ମଧିଅରେ ତୁମ୍ଭର ମୁଖ ମୁକ୍ତ କରିବି। ତେଣୁ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Ezequiel 29, comparar traduções ou montar um estudo — tudo direto pelo WhatsApp.