Ezequiel 1

Oriya Bible (GL_ORIYA) vs VC

Sair da comparação
VC Versão Católica
1 ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ।
1 No trigésimo ano, no quinto dia do quarto mês, quando me encontrava entre os deportados, às margens do rio Cobar, abriram-se os céus e contemplei visões divinas.
2 କବାର ନଦୀ କୂଳ ରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖାଲିଗେଲା ଏବଂ ତିରିଶତମ
2 No quinto dia do mês - era o quinto ano de cativeiro do rei Joaquin -
3 ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନ ରେ ବାବିଲ ରେ ମୁଁ ପରମେଶ୍ବରଙ୍କ ଦର୍ଶନ ପାଇଲି।
3 foi a palavra do Senhor dirigida ao sacerdote Ezequiel, filho de Buzi, na Caldéia, às margens do rio Cobar. Nesse lugar veio a mão do Senhor sobre mim.
4 ତାପ ରେ ଉତ୍ତର ଦିଗରୁ ଘୂର୍ଣ୍ଣିବାଯୁ ବୃହତ୍ ମେଘ ଓ ଜାଜ୍ବଲ୍ଯମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ ତଜେ ବାହାରୁଥିଲା ଓ ଏହାର ମଧ୍ଯଭାଗ ଏକ ଜ୍ବଳନ୍ତ ଧାତୁ ସଦୃଶ ଦଖାେ ଯାଉଥିଲା।
4 Tive então uma visão: soprava do lado norte um vento impetuoso, uma espessa nuvem com um feixe de fogo resplandecente, e, no centro, saído do meio do fogo, algo que possuía um brilho vermelho.
5 ସହେି ମେଘ ମଧିଅରେ ଜୀବନ୍ତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସମାନଙ୍କେର ଆକୃତି ମନୁଷ୍ଯ ପରି ଥିଲା।
5 Distinguia-se no centro a imagem de quatro seres que aparentavam possuir forma humana.
6 ଏବଂ ପ୍ରେତ୍ୟକକ ପ୍ରାଣୀର ଚାରିମୁଖ ଓ ଚାରିପକ୍ଷ ଥିଲା।
6 Cada um tinha quatro faces e quatro asas.
7 ସମାନଙ୍କେର ପାଦ ସଳଖ, ଆଉ ସମାନଙ୍କେର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ଯ। ଆଉ ସଗେୁଡ଼ିକ ମଳା ୟାଇଥିବା ପିତ୍ତଳ ପରି ଝଟକୁଥିଲା।
7 Suas pernas eram direitas e as plantas de seus pés se assemelhavam às do touro, e cintilavam como bronze polido.
8 ଆଉ ସମାନଙ୍କେର ପକ୍ଷ ତଳେ ମନୁଷ୍ଯର ହସ୍ତତୁଲ୍ଯ ହସ୍ତ ଥିଲା। ସେ ଚାରି ପ୍ରାଣୀଙ୍କର ମଧିଅରେ ପ୍ରତି ପ୍ରାଣୀର ଚାରି ମୁଖ ଓ ଚାରି ପକ୍ଷ ଥିଲା।
8 De seus quatro lados mãos humanas saíam por debaixo de suas asas. Todos os quatro possuíam rostos, e asas.
9 ସମାନଙ୍କେର ପକ୍ଷଗୁଡ଼ିକ ପରସ୍ପର ସଂୟୁକ୍ତ, ଆଉ ସମାନେେ ଗମନ କଲା ବେଳେ ପଛକୁ ଫରେିଲେ ନାହିଁ। ପ୍ରେତ୍ୟକକ ସମ୍ମୁଖ ଆଡ଼େ ଗମନ କଲେ।
9 Suas asas tocavam uma na outra. Quando se locomoviam, não se voltavam: cada um andava para a frente.
10 ପ୍ରତି ପ୍ରାଣୀର ଚାରି ମୁଖ ମଧ୍ଯରୁ ସମ୍ମୁଖ ଭାଗ ରେ ମନୁଷ୍ଯର ମୁଖ, ଦକ୍ଷିଣ ପାଶର୍‌ବ ରେ ସିଂହର ମୁଖ, ବାମ ପାଶର୍‌ବ ରେ ଗୋରୁର ମୁଖ ଓ ପଛ ଭାଗ ରେ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।
10 Quanto ao aspecto de seus rostos tinham todos eles figura humana, todos os quatro uma face de leão pela direita, todos os quatro uma face de touro pela esquerda, e todos os quatro uma face de águia.
11 ପ୍ରାଣୀଗୁଡ଼ିକର ଡଣୋଗୁଡ଼ିକ ସମାନଙ୍କେୁ ଘାଡ଼ଇେେ ରଖିଥିଲା। ପ୍ରେତ୍ୟକକ ପ୍ରାଣୀର ଦୁଇଟି ଡ଼ଣୋ ଏହାର ପାଖ ରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡଣୋ ଏହାର ଦହକେୁ ଆଚ୍ଛାଦନ କରୁଥିଲା।
11 Eis o que havia no tocante as suas faces. Suas asas estendiam-se para o alto; cada qual tinha duas asas que tocavam às dos outros, e duas que lhe cobriam o corpo.
12 ପୁଣି ସମାନେେ ପ୍ରେତ୍ୟକକ ସମ୍ମୁଖ ଭାଗ ରେ ଗମନ କଲେ। ସମାନଙ୍କେର ନିଜ ଇଚ୍ଛାନୁସା ରେ ସମାନେେ ଗତି କଲେ ଓ ସମାନଙ୍କେର ଗମନ କାଳ ରେ ସମାନେେ ଫରେିଲେ ନାହିଁ।
12 Cada qual caminhava para a frente: iam para o lado aonde os impelia o espírito; não se voltavam quando iam andando.
13 ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ବଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସମାନଙ୍କେର ମଧିଅରେ ବୁଲୁଥିବାର ଦଖାଯାେଉଥିଲା।
13 No meio desses seres, divisava-se algo parecido com brasas incandescentes, como tochas que circulavam entre eles; e desse fogo que projetava uma luz deslumbrante, saíam relâmpagos.
14 ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତି ରେ ଏଣତେଣେେ ଦୌଡ଼ିଲେ।
14 Os seres ziguezagueavam como o raio.
15 ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରେତ୍ୟକକ ଜୀବିତ ପ୍ରାଣୀମାନଙ୍କର ଚାରି ମୁଖର ସହିତ, ପାଶର୍‌ବ ରେ ଗୋଟିଏ ଗୋଟିଏ ଚକ ଥିଲା।
15 Ora, enquanto contemplava esses seres vivos, divisei uma roda sobre a terra ao lado de cada um dos quatro.
16 ସମାନେେ ମଣିପରି ଉଜ୍ବଳ ଥିଲେ ଏବଂ ସମାନଙ୍କେର ଆକୃତି ସମାନ ଥିଲା ଏବଂ ପ୍ରେତ୍ୟକକ ଗୋଟିଏ ଚକ ମଧିଅରେ ଗୋଟିଏ ଚକ ସଦୃଶ ଦଖାଗେଲା।
16 O aspecto e a estrutura dessas rodas eram os de uma gema de Társis. Todas as quatro se assemelhavam, e pareciam construídas uma dentro da outra.
17 ଗମନ କଲା ବେଳେ ସେ ଚାରିଚକ ଯେ କୌଣସି ଚାରିଦିଗ ରେ ଗତି କରୁଥିଲେ, କିନ୍ତୁ ଚକଗୁଡ଼ିକ ଗତି କଲା ବେଳେ ବୁଲୁ ନ ଥିଲା।
17 Podiam deslocar-se em quatro direções, sem retornar em seus movimentos.
18 ସମାନଙ୍କେର ଘରେ ଉଚ୍ଚ ଓ ଭୟଙ୍କର ଥିଲା ; ପୁଣି ସହେି ଚାରି ଘରରେ ଚତୁର୍ଦ୍ଦିଗ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।
18 Seus aros eram de uma altura assombrosa, guarnecidos de olhos em toda a circunferência.
19 ସହେି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସହେି ଚକସବୁ ଚାଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉତଥିତ ହେଲା ବେଳେ ଚକଗୁଡ଼ିକ ଉତ୍ଥିତ ହେଲା।
19 Quando os seres vivos se deslocavam ou se erguiam da terra, locomoviam-se as rodas e se elevavam com eles.
20 ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ର ରେ ଥିଲା।
20 Para onde os impulsionava o espírito. iam eles, e as rodas com eles se erguiam, pois o espírito do ser vivo {de igual modo} animava as rodas.
21 ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ, କାରଣ ସହେି ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକରେ ଥିଲା।
21 Quando caminhavam, elas se moviam; quando paravam, também elas interrompiam o curso; se se erguiam da terra, as rodas do mesmo modo se suspendiam, pois o espírito desses seres vivos estava {também} nas rodas.
22 ପୁଣି ସହେି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ଫଟିକ ତୁଲ୍ଯ ଉଜ୍ବଳ ଓ ସ୍ବଚ୍ଛ ଥିଲା। ଏହା ସମାନଙ୍କେ ମସ୍ତକର ଚତୁଃପାଶର୍‌ବ ରେ ବିସ୍ତାରିତ ଥିଲା।
22 Pairando acima desses seres, havia algo que se assemelhava a uma abóbada, límpida como cristal, estendida sobre suas cabeças.
23 ସହେି ଆସ୍ତରଣ ତଳେ ସମାନଙ୍କେର ପକ୍ଷସବୁ ଏକ ଆଲୋକର ଆଡ଼େ ପ୍ରସାରିତ ହାଇେଥିଲା ; ସମାନଙ୍କେର ଶରୀର ଆଚ୍ଛାଦନ କରିବା ପାଇଁ ଏ ପାଖ ରେ ଦୁଇ ପକ୍ଷ ଓ ସେ ପାଖ ରେ ଦୁଇ ପକ୍ଷ ଥିଲା।
23 Sob essa abóbada, alongavam-se as suas asas até se tocarem, tendo cada um {sempre} duas que lhe cobriam o corpo.
24 ଏବଂ ସମାନେେ ଗମନ କଲା ସମୟରେ ମୁଁ ସମାନଙ୍କେର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ଯ, ସର୍ବଶକ୍ତିମାନ ପରମେଶ୍ବରଙ୍କର ସ୍ବର ତୁଲ୍ଯ ଓ ସୈନ୍ଯଦଳର କୋଳାହଳ ଶବ୍ଦ ତୁଲ୍ଯ ଥିଲା। ସମାନେେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।
24 Eu escutava, quando eles caminhavam, o ruído de suas asas, semelhante ao barulho das grandes águas, à voz do Onipotente, um vozerio igual ao de um campo {de batalha}.
25 ଏବଂ ଯେତବେେଳେ ସମାନେେ ଗତି ବନ୍ଦ କଲେ, ସମାନେେ ସମାନଙ୍କେର ପକ୍ଷ ସଙ୍କୁଚିତ କଲେ ଓ ସେତବେେଳେ ସମାନଙ୍କେ ମସ୍ତକର ଉପରିସ୍ଥ ଆସ୍ତରଣ ଉପ ରେ ଏକ ଶବ୍ଦ ଶୁଣାଗଲା।
25 Quando paravam, abaixavam as asas, e fazia-se um ruído acima da abóbada que ficava sobre as cabeças.
26 ଏବଂ ଆସ୍ତରଣ ଉପରକୁ ସମାନଙ୍କେର ମସ୍ତକ ଚତୁଃପାଶର୍‌ବ ରେ ନୀଳକାନ୍ତମଣି ରେ ନିର୍ମିତ ହାଇେଥିବା ଏକ ସିଂହାସନ ଥିଲା, ଆଉ ସହେି ସିଂହାସନର ଆକୃତି ଉପ ରେ ମନୁଷ୍ଯ ସଦୃଶ ଏକ ଆକୃତି ଥିଲା।
26 Acima dessa abóbada havia uma espécie de trono, semelhante a uma pedra de safira; e, bem no alto dessa espécie de trono, uma silhueta humana.
27 ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ଯ ଉଜ୍ବଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମଯ ଥିବାର ଦେଖିଲି।
27 Vi que ela possuía um fulgor vermelho, como se houvesse sido banhada no fogo, desde o que parecia ser a sua cintura, para cima; enquanto que, para baixo, vi algo como fogo que esparzia clarões por todos os lados.
28 ସହେି ତଜେ ତା'ର ଚତୁଃପାଶର୍‌ବ ରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦଖାଗେଲା, ଯାହା ବର୍ଷା ଦିନ ରେ ମେଘ ରେ ଦଖାୟୋଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ବର ମାେତେ କିଛି କହୁଥିବାର ଶୁଣିଲି।
28 Como o arco-íris que aparece nas nuvens em dias de chuva, assim era o resplendor que a envolvia. Era esta visão a imagem da glória do Senhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ezequiel 1, comparar traduções ou montar um estudo — tudo direto pelo WhatsApp.