Ezequiel 1
Oriya Bible (GL_ORIYA) vs NVT
1 ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ।
1 Em 31 de julho de meu trigésimo ano, enquanto eu estava com os exilados judeus junto ao rio Quebar, na Babilônia, os céus se abriram e tive visões de Deus.
2 କବାର ନଦୀ କୂଳ ରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖାଲିଗେଲା ଏବଂ ତିରିଶତମ
2 Isso aconteceu no quinto ano do exílio do rei Joaquim.
3 ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନ ରେ ବାବିଲ ରେ ମୁଁ ପରମେଶ୍ବରଙ୍କ ଦର୍ଶନ ପାଇଲି।
3 (O S enhor deu essa mensagem ao sacerdote Ezequiel, filho de Buzi, junto ao rio Quebar, na terra dos babilônios, e a mão do S enhor estava sobre ele.)
4 ତାପ ରେ ଉତ୍ତର ଦିଗରୁ ଘୂର୍ଣ୍ଣିବାଯୁ ବୃହତ୍ ମେଘ ଓ ଜାଜ୍ବଲ୍ଯମାନେ ଅଗ୍ନି ଆସିବାର ମୁଁ ଦେଖିଲି। ଆଉ ତାହାର ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ ତଜେ ବାହାରୁଥିଲା ଓ ଏହାର ମଧ୍ଯଭାଗ ଏକ ଜ୍ବଳନ୍ତ ଧାତୁ ସଦୃଶ ଦଖାେ ଯାଉଥିଲା।
4 Quando olhei, vi uma grande tempestade que vinha do norte. Uma nuvem faiscava com relâmpagos e brilhava com luz intensa. Dentro da nuvem havia fogo e, no meio do fogo, resplandecia algo semelhante a âmbar reluzente.
5 ସହେି ମେଘ ମଧିଅରେ ଜୀବନ୍ତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସମାନଙ୍କେର ଆକୃତି ମନୁଷ୍ଯ ପରି ଥିଲା।
5 Do centro da nuvem surgiram quatro seres vivos de aparência humana,
6 ଏବଂ ପ୍ରେତ୍ୟକକ ପ୍ରାଣୀର ଚାରିମୁଖ ଓ ଚାରିପକ୍ଷ ଥିଲା।
6 porém cada um tinha quatro rostos e quatro asas.
7 ସମାନଙ୍କେର ପାଦ ସଳଖ, ଆଉ ସମାନଙ୍କେର ପାଦର ତଳିପା ଗୋବତ୍ସର ତଳିପା ତୁଲ୍ଯ। ଆଉ ସଗେୁଡ଼ିକ ମଳା ୟାଇଥିବା ପିତ୍ତଳ ପରି ଝଟକୁଥିଲା।
7 Suas pernas eram retas, e seus pés tinham cascos como os de bezerro e brilhavam como bronze polido.
8 ଆଉ ସମାନଙ୍କେର ପକ୍ଷ ତଳେ ମନୁଷ୍ଯର ହସ୍ତତୁଲ୍ଯ ହସ୍ତ ଥିଲା। ସେ ଚାରି ପ୍ରାଣୀଙ୍କର ମଧିଅରେ ପ୍ରତି ପ୍ରାଣୀର ଚାରି ମୁଖ ଓ ଚାରି ପକ୍ଷ ଥିଲା।
8 Debaixo de cada uma das quatro asas, vi mãos humanas. Assim, cada um dos quatro seres tinha quatro rostos e quatro asas.
9 ସମାନଙ୍କେର ପକ୍ଷଗୁଡ଼ିକ ପରସ୍ପର ସଂୟୁକ୍ତ, ଆଉ ସମାନେେ ଗମନ କଲା ବେଳେ ପଛକୁ ଫରେିଲେ ନାହିଁ। ପ୍ରେତ୍ୟକକ ସମ୍ମୁଖ ଆଡ଼େ ଗମନ କଲେ।
9 As asas de cada um dos seres tocavam as asas dos seres ao seu lado. Cada um se movia para a frente, sem se virar.
10 ପ୍ରତି ପ୍ରାଣୀର ଚାରି ମୁଖ ମଧ୍ଯରୁ ସମ୍ମୁଖ ଭାଗ ରେ ମନୁଷ୍ଯର ମୁଖ, ଦକ୍ଷିଣ ପାଶର୍ବ ରେ ସିଂହର ମୁଖ, ବାମ ପାଶର୍ବ ରେ ଗୋରୁର ମୁଖ ଓ ପଛ ଭାଗ ରେ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।
10 Cada um dos quatro seres tinha rosto humano na frente, rosto de leão à direita, rosto de boi à esquerda e rosto de águia atrás.
11 ପ୍ରାଣୀଗୁଡ଼ିକର ଡଣୋଗୁଡ଼ିକ ସମାନଙ୍କେୁ ଘାଡ଼ଇେେ ରଖିଥିଲା। ପ୍ରେତ୍ୟକକ ପ୍ରାଣୀର ଦୁଇଟି ଡ଼ଣୋ ଏହାର ପାଖ ରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡଣୋ ଏହାର ଦହକେୁ ଆଚ୍ଛାଦନ କରୁଥିଲା।
11 Cada um tinha dois pares de asas estendidas: com um par tocava as asas dos seres de cada lado e com o outro par cobria o corpo.
12 ପୁଣି ସମାନେେ ପ୍ରେତ୍ୟକକ ସମ୍ମୁଖ ଭାଗ ରେ ଗମନ କଲେ। ସମାନଙ୍କେର ନିଜ ଇଚ୍ଛାନୁସା ରେ ସମାନେେ ଗତି କଲେ ଓ ସମାନଙ୍କେର ଗମନ କାଳ ରେ ସମାନେେ ଫରେିଲେ ନାହିଁ।
12 Deslocavam-se em qualquer direção que o espírito indicava e moviam-se para a frente, sem se virar.
13 ଏହି ଜୀବିତ ପ୍ରାଣୀମାନେ ପ୍ରଜ୍ବଳିତ ଅଙ୍ଗାର ଓ ମଶାଲଗୁଡ଼ିକ ସଦୃଶ ଏବଂ ଅଗ୍ନି ସମାନଙ୍କେର ମଧିଅରେ ବୁଲୁଥିବାର ଦଖାଯାେଉଥିଲା।
13 Os seres vivos eram semelhantes a brasas acesas ou tochas reluzentes, e relâmpagos pareciam faiscar entre eles.
14 ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତି ରେ ଏଣତେଣେେ ଦୌଡ଼ିଲେ।
14 Os seres vivos se deslocavam de um lado para o outro rapidamente, como relâmpagos.
15 ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରେତ୍ୟକକ ଜୀବିତ ପ୍ରାଣୀମାନଙ୍କର ଚାରି ମୁଖର ସହିତ, ପାଶର୍ବ ରେ ଗୋଟିଏ ଗୋଟିଏ ଚକ ଥିଲା।
15 Enquanto eu olhava para esses seres, vi quatro rodas que tocavam o chão junto a eles, uma roda para cada um.
16 ସମାନେେ ମଣିପରି ଉଜ୍ବଳ ଥିଲେ ଏବଂ ସମାନଙ୍କେର ଆକୃତି ସମାନ ଥିଲା ଏବଂ ପ୍ରେତ୍ୟକକ ଗୋଟିଏ ଚକ ମଧିଅରେ ଗୋଟିଏ ଚକ ସଦୃଶ ଦଖାଗେଲା।
16 As rodas brilhavam, como se fossem feitas de berilo. As quatro rodas eram semelhantes e feitas da mesma forma; cada uma tinha dentro dela outra roda que girava na transversal.
17 ଗମନ କଲା ବେଳେ ସେ ଚାରିଚକ ଯେ କୌଣସି ଚାରିଦିଗ ରେ ଗତି କରୁଥିଲେ, କିନ୍ତୁ ଚକଗୁଡ଼ିକ ଗତି କଲା ବେଳେ ବୁଲୁ ନ ଥିଲା।
17 Os seres podiam se deslocar em qualquer uma das quatro direções, sem se virar enquanto se moviam.
18 ସମାନଙ୍କେର ଘରେ ଉଚ୍ଚ ଓ ଭୟଙ୍କର ଥିଲା ; ପୁଣି ସହେି ଚାରି ଘରରେ ଚତୁର୍ଦ୍ଦିଗ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।
18 Os aros das rodas eram altos e assustadores, cobertos de olhos em todo o redor.
19 ସହେି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସହେି ଚକସବୁ ଚାଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉତଥିତ ହେଲା ବେଳେ ଚକଗୁଡ଼ିକ ଉତ୍ଥିତ ହେଲା।
19 Quando os seres vivos se moviam, as rodas se moviam com eles. Quando eles voavam para cima, as rodas também subiam.
20 ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ର ରେ ଥିଲା।
20 O espírito dos seres vivos estava nas rodas; aonde quer que o espírito fosse, as rodas e os seres vivos o acompanhavam.
21 ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ, କାରଣ ସହେି ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକରେ ଥିଲା।
21 Quando os seres se moviam, as rodas também se moviam. Quando os seres paravam, as rodas também paravam. Quando os seres voavam para cima, as rodas também subiam, pois o espírito dos seres vivos estava nas rodas.
22 ପୁଣି ସହେି ଜୀବିତ ପ୍ରାଣୀମାନଙ୍କର ମସ୍ତକରେ ଏକ ଆସ୍ତରଣ ଥିଲା, ଏହା ସ୍ଫଟିକ ତୁଲ୍ଯ ଉଜ୍ବଳ ଓ ସ୍ବଚ୍ଛ ଥିଲା। ଏହା ସମାନଙ୍କେ ମସ୍ତକର ଚତୁଃପାଶର୍ବ ରେ ବିସ୍ତାରିତ ଥିଲା।
22 Acima deles estendia-se uma superfície como o céu, brilhante como cristal.
23 ସହେି ଆସ୍ତରଣ ତଳେ ସମାନଙ୍କେର ପକ୍ଷସବୁ ଏକ ଆଲୋକର ଆଡ଼େ ପ୍ରସାରିତ ହାଇେଥିଲା ; ସମାନଙ୍କେର ଶରୀର ଆଚ୍ଛାଦନ କରିବା ପାଇଁ ଏ ପାଖ ରେ ଦୁଇ ପକ୍ଷ ଓ ସେ ପାଖ ରେ ଦୁଇ ପକ୍ଷ ଥିଲା।
23 Abaixo dessa superfície as asas de cada ser vivo se estendiam de modo a tocar as asas dos outros, e as outras duas asas cobriam seu corpo.
24 ଏବଂ ସମାନେେ ଗମନ କଲା ସମୟରେ ମୁଁ ସମାନଙ୍କେର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ଯ, ସର୍ବଶକ୍ତିମାନ ପରମେଶ୍ବରଙ୍କର ସ୍ବର ତୁଲ୍ଯ ଓ ସୈନ୍ଯଦଳର କୋଳାହଳ ଶବ୍ଦ ତୁଲ୍ଯ ଥିଲା। ସମାନେେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।
24 Quando voavam, o estrondo de suas asas soava para mim como ondas do mar quebrando na praia, como a voz do Todo-poderoso, ou como os gritos de um grande exército. Quando os seres pararam, abaixaram as asas.
25 ଏବଂ ଯେତବେେଳେ ସମାନେେ ଗତି ବନ୍ଦ କଲେ, ସମାନେେ ସମାନଙ୍କେର ପକ୍ଷ ସଙ୍କୁଚିତ କଲେ ଓ ସେତବେେଳେ ସମାନଙ୍କେ ମସ୍ତକର ଉପରିସ୍ଥ ଆସ୍ତରଣ ଉପ ରେ ଏକ ଶବ୍ଦ ଶୁଣାଗଲା।
25 Enquanto estavam com as asas abaixadas, uma voz falou de além da superfície acima deles.
26 ଏବଂ ଆସ୍ତରଣ ଉପରକୁ ସମାନଙ୍କେର ମସ୍ତକ ଚତୁଃପାଶର୍ବ ରେ ନୀଳକାନ୍ତମଣି ରେ ନିର୍ମିତ ହାଇେଥିବା ଏକ ସିଂହାସନ ଥିଲା, ଆଉ ସହେି ସିଂହାସନର ଆକୃତି ଉପ ରେ ମନୁଷ୍ଯ ସଦୃଶ ଏକ ଆକୃତି ଥିଲା।
26 Acima dessa superfície havia algo parecido com um trono de safira. No trono, bem no alto, havia uma figura semelhante a um homem.
27 ଏବଂ ମୁଁ ତାଙ୍କର କଟିର ଉପର ଭାଗର ଚତୁର୍ଦ୍ଦିଗ ଉତ୍ତପ୍ତ ତମ୍ବାତୁଲ୍ଯ ଉଜ୍ବଳ ଥିବାର ଦେଖିଲି। ପୁଣି କଟିଦେଶର ତଳ ଭାଗର ଚତୁର୍ଦ୍ଦିଗ ଅଗ୍ନି ସଦୃଶ ଆଭାମଯ ଥିବାର ଦେଖିଲି।
27 Da cintura para cima, tinha a aparência de âmbar reluzente que cintilava como o fogo, e, da cintura para baixo, parecia uma chama ardente que brilhava com esplendor.
28 ସହେି ତଜେ ତା'ର ଚତୁଃପାଶର୍ବ ରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦଖାଗେଲା, ଯାହା ବର୍ଷା ଦିନ ରେ ମେଘ ରେ ଦଖାୟୋଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ବର ମାେତେ କିଛି କହୁଥିବାର ଶୁଣିଲି।
28 Estava rodeado por um aro luminoso, como arco-íris que resplandece entre as nuvens num dia de chuva. Essa era a aparência da glória do S enhor para mim. Quando a vi, prostrei-me com o rosto no chão e ouvi a voz de alguém que falava comigo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 1, comparar traduções ou montar um estudo — tudo direto pelo WhatsApp.