Ezequiel 10
Oriya Bible (GL_ORIYA) vs ARC
1 ସେତବେେଳେ ମୁଁ ଉପରକୁ ଚାହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ଯମଣ୍ଡଳ ରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସମାନଙ୍କେ ଉପ ରେ ଦଖାଗେଲା।
1 Depois, olhei, e eis que no firmamento, que estava por cima da cabeça dos querubins, apareceu sobre eles como uma pedra de safira, como o aspecto da semelhança de um trono.
2 ଏବଂ ସେ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ କହିଲେ, କିରୁବଦୂତଗଣର ନମ୍ନ ରେ ଥିବା ତୁମ୍ଭେ ସହେି ଘୂର୍ଣ୍ଣିଯମାନ ଚକ୍ର ମଧିଅରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ବଳନ୍ତ ଅଙ୍ଗାର ସଂଗ୍ରହ କର ଓ ସଗେୁଡ଼ିକ ଉପ ରେ ବିଞ୍ଚି ଦିଅ।
2 E falou ao homem vestido de linho, dizendo: Vai por entre as rodas, até debaixo do querubim, e enche as mãos de brasas acesas dentre os querubins, e espalha-as sobre a cidade. E ele entrou à minha vista.
3 ସେ ପୁରୁଷ ଗଲା ବେଳେ କରୂବଦୂତମାନେ ଗୃହର ଦକ୍ଷିଣପାଶର୍ବ ରେ ଠିଆ ହାଇେଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା।
3 E os querubins estavam ao lado direito da casa, quando entrou aquele homem; e uma nuvem encheu o átrio interior.
4 ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା।
4 Então, se levantou a glória do Senhor de sobre o querubim para a entrada da casa; e encheu-se a casa de uma nuvem, e o átrio se encheu do resplendor da glória do Senhor .
5 ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।
5 E o estrondo das asas dos querubins se ouviu até ao átrio exterior, como a voz do Deus Todo-Poderoso, quando fala.
6 ପରମେଶ୍ବର ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ଯରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନ ରେ ଥିବା ସ୍ଥାନରୁ ଜ୍ବଳନ୍ତ କୋଇଲାଗୁଡ଼ିକ ନବୋକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାଶର୍ବ ରେ ଠିଆ ହେଲେ।
6 E sucedeu, pois, dando ele ordem ao homem vestido de linho, dizendo: Toma fogo dentre as rodas, dentre os querubins, que entrou ele e se pôs junto às rodas.
7 ତା'ପ ରେ ସହେି କିରୂବଦୂତମାନଙ୍କ ମଧ୍ଯରୁ ଜଣେ ହସ୍ତ ବିସ୍ତାର କଲେ ଏବଂ କିରୂବଦୂତଗଣ ମଧିଅରେ ଥିବା ସ୍ଥାନରୁ ଅଙ୍ଗାର ସଂଗ୍ରହ କଲେ ଓ ତାକୁ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତ ରେ ଦେଲେ ଓ ସେ ତାହା ନଇେ ବାହାରକୁ ଗଲେ।
7 Então, estendeu um querubim a mão de entre os querubins para o fogo que estava entre os querubins; e tirou e o pôs nas mãos do que estava vestido de linho, o qual o tomou e saiu.
8 ମନୁଷ୍ଯର ହାତପରି ଦଖାଯାେଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦଖାଗେଲା।
8 E apareceu nos querubins uma semelhança de mão de homem debaixo das suas asas.
9 ତା'ପ ରେ ମୁଁ ଅନାଇ ଦେଖିଲି ଏକ କିରୂବର ପାଶର୍ବ ରେ ଏକ ଚକ ଓ ଅନ୍ୟ କିରୂବର ପାଶର୍ବ ରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାଶର୍ବ ରେ ଏକାଠି ଚାରି ଚକ ଥିଲା। ଏବଂ ସହେି ଚକମାନର ଆଭା ବୈଦୁର୍ୟ୍ଯମଣିର ଆଭା ତୁଲ୍ଯ ଥିଲା।
9 Então, olhei, e eis quatro rodas junto aos querubins, uma roda junto a cada querubim; e o aspecto das rodas era como cor de pedra de turquesa.
10 ସହେି ଚାରିଚକର ଆକୃତି ଏକ ପ୍ରକାର ଥିଲା। ସଗେୁଡ଼ିକ ଗୋଟିଏ ଚକ ମଧିଅରେ ଅନ୍ୟ ଚକ ଥିଲା ପରି ଦଖାେ ଯାଉଥିଲା।
10 E, quanto ao seu aspecto, as quatro tinham uma mesma semelhança; eram como se estivesse uma roda no meio de outra roda.
11 ଗମନ କରିବା ସମୟରେ ସମାନେେ ନିଜ ନିଜର ଚାରି ପାଶର୍ବ ରେ ଗମନ କଲେ ଏବଂ ଗତି କଲା ବେଳେ ସମାନେେ ଫରେିଲେ ନାହିଁ। ମାତ୍ର ମସ୍ତକର ଅଭିମୁଖ ସ୍ଥାନକୁ ଗମନ କଲେ ଓ ଗମନ କଲା ବେଳେ ମୁହଁ ବୁଲାଇଲେ ନାହିଁ।
11 Andando eles, andavam elas pelos seus quatro lados; não se viravam quando andavam, mas para o lugar para onde olhava a cabeça, para esse andavam; não se viravam quando andavam.
12 ପୁଣି ସମାନଙ୍କେର ସମୁଦାଯ ଶରୀର, ସମାନଙ୍କେର ପୁଷ୍ପ ହସ୍ତ, ପକ୍ଷ ଓ ସହେି ଚାରିଚକ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।
12 E todo o seu corpo, e as suas costas, e as suas mãos, e as suas asas, e as rodas, as rodas que os quatro tinham, estavam cheias de olhos em redor.
13 ଆଉ ସହେି ଚକମାନଙ୍କୁ ଘୂର୍ଣ୍ଣାଯମାନ ଚକ ବୋଲି ଡ଼କାୟାଇଥିବାର ମୁଁ ଶୁଣିଲି।
13 E, quanto às rodas, elas foram chamadas, ouvindo eu, Galgal.
14 ପ୍ରେତ୍ୟକକ କିରୂବର ଚାରିମୁଖ ଥିଲା : ପ୍ରଥମ ମୁଖ କିରୁବ ଦୂତର ମୁଖ, ଦ୍ବିତୀୟ ମୁଖ ମନୁଷ୍ଯର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତକ୍ରୋଷ ପକ୍ଷୀର ମୁଖ ଥିଲା।
14 E cada um tinha quatro rostos: o rosto do primeiro era rosto de querubim, e o rosto do segundo era rosto de homem, e do terceiro era rosto de leão, e do quarto, rosto de águia.
15 ତା'ପ ରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସମାନେେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ।
15 E os querubins se elevaram ao alto; estes são os mesmos animais que vi junto ao rio Quebar.
16 କିରୁବମାନେ ଗମନ କଲା ବେଳେ ଚକସବୁ ସମାନଙ୍କେ ପାଶର୍ବ ରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଉର୍ଦ୍ଧ୍ବକୁ ୟିବା ପାଇଁ ଯେତବେେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତବେେଳେ ଚକ୍ରସବୁ ସମାନଙ୍କେ ପାଶର୍ବ ଛାଡ଼ିଲେ ନାହିଁ।
16 E, andando os querubins, andavam as rodas juntamente com eles; e, levantando os querubins as suas asas, para se elevarem de sobre a terra, também as rodas não se separavam deles.
17 ସମାନେେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ।ପୁଣି ସମାନେେ ଉପରକୁ ଉଠିବା ବେଳେ ଚକ୍ର ସବୁ ସମାନଙ୍କେ ସଙ୍ଗ ରେ ଉପରକୁ ଉଠିଲେ। କାରଣ ସହେି ଜୀବିତ ପ୍ରାଣୀର ଆତ୍ମା ସହେି ଚକ ସବୁ ରେ ଥିଲା।
17 Parando eles, paravam elas, e, elevando-se eles, elevavam-se elas, porque o espírito de vida estava nelas.
18 ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଉର୍ଦ୍ଧ୍ବକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପ ରେ ଅଧିଷ୍ଠିତ ହେଲା।
18 Então, saiu a glória do Senhor da entrada da casa e parou sobre os querubins.
19 ତା'ପ ରେ କିରୂବ ଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମାେ ସମ୍ମୁଖ ରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସମାନଙ୍କେ ସହିତ ଗମନ କଲେ। ଆଉ ସମାନେେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖ ରେ ଅଟକିଗଲେ ଓ ସେ ସମୟରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ସମାନଙ୍କେ ଉପ ରେ ବିଦ୍ଯମାନ ଥିଲା।
19 E os querubins alçaram as suas asas e se elevaram da terra aos meus olhos, quando saíram; e as rodas os acompanhavam e pararam à entrada da porta oriental da Casa do Senhor ; e a glória do Deus de Israel estava no alto, sobre eles.
20 ମୁଁ କବାର ନଦୀ କୂଳ ରେ ପରମେଶ୍ବରଙ୍କର ମହିମା ରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସମାନେେ କିରୁବଦୂତଗଣ ବୋଲି ମୁଁ ଜାଣିଲି।
20 Estes são os animais que vi debaixo do Deus de Israel, junto ao rio Quebar, e conheci que eram querubins.
21 ସମାନଙ୍କେର ପ୍ରେତ୍ୟକକର ଚାରିମୁଖ ଓ ଚାରିପକ୍ଷ ଥିଲା। ଏବଂ ସମାନଙ୍କେ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା।
21 Cada um tinha quatro rostos e quatro asas e a semelhança de mãos de homem debaixo das suas asas.
22 ପୁଣି ମୁଁ କବାର ନଦୀ ନିକଟରେ ସମାନଙ୍କେର ଯେଉଁ ଯେଉଁ ମୁଖ ଦେଖିଥିଲି, ସମାନେେ ପ୍ରେତ୍ୟକକ ଆଗକୁ ଗମନ କଲେ।
22 E a semelhança dos seus rostos era a dos rostos que eu tinha visto junto ao rio Quebar; tinham o mesmo aspecto, eram os próprios; cada um andava ao direito do seu rosto.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 10, comparar traduções ou montar um estudo — tudo direto pelo WhatsApp.