Ezequiel 9

Oriya Bible (GL_ORIYA)

1 ତା'ପ ରେ ପରମେଶ୍ବର ଉଚ୍ଚସ୍ବର ରେ ମାେ କର୍ଣ୍ଣ ରେ କହିଲେ, ନଗରକୁ ଦଣ୍ଡ ଦବୋକୁ ନିୟୁକ୍ତ ହାଇେଥିବା ଅଧିକାରୀମାନଙ୍କୁ ଆଣ। ସମାନେେ ସମସ୍ତେ ସମାନଙ୍କେର ହସ୍ତ ରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ।

2 ତାପ ରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସମାନଙ୍କେର ପ୍ରେତ୍ୟକକଙ୍କର ହସ୍ତ ରେ ବିନାଶକ ଅସ୍ତ୍ର ଥିଲା ଓ ସମାନଙ୍କେର ମଧ୍ଯ ସ୍ଥାନ ରେ ଶୁକ୍ଲବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାଶର୍‌ବ ରେ ଲେଖକର କାଳି ଦୁଆତ ଥିଲା। ଏବଂ ସମାନେେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମଯ ୟଜ୍ଞବଦେୀର ପାଶର୍‌ବ ରେ ଠିଆ ହେଲେ।

3 ଏବଂ ଇଶ୍ରାୟେଲର ପରମେଶ୍ବରଙ୍କ ମହିମା ଯେଉଁ କିରୁବର ଉପ ରେ ଥିଲା, ତାହା ତାହାଠାରୁ ଉଠି ମନ୍ଦିରର ଦ୍ବାର ନିକଟକୁ ୟାଇଥିଲା। ତା'ପ ରେ ସେ ସହେି ଶୁକ୍ଲବସ୍ତ୍ର ପରିହିତ ଓ ପାଶର୍‌ବ ରେ ଲେଖକର କାଳିଘଡ଼ିଧାରୀ ପୁରୁଷକୁ ଡାକିଲେ।

4 ତା'ପ ରେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ୟିରୁଶାଲମ ନଗର ମଧ୍ଯ ଦଇେ ୟାଅ ଓ ସହର ରେ ଘଟିଥିବା ଘୃଣ୍ଯ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥା ରେ ଦାଗ ଦିଅ।

5 ଏବଂ ସେ ଅନ୍ୟମାନଙ୍କୁ ମାରେ କର୍ଣ୍ଣ ଗୋଚର ରେ କହିଲେ, ତା'ର ପେଛ ନଗର ମଧ୍ଯକୁ ୟାଅ ଏବଂ କପାଳ ରେ ଚିହ୍ନ ନ ଥିବା ବ୍ଯକ୍ତିଙ୍କୁ ହତ୍ଯା କର। ଦୟା ଦଖାେଅ ନାହିଁ। ସମାନଙ୍କେୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ଯକ୍ତି, ୟୁବାବ୍ଯକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ର ରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳ ରେ ଚିହ୍ନ ଥିବା ଲୋକ ନିକଟକୁ ୟାଅ ନାହିଁ।

6 ଆଉ ଆମ୍ଭ ମନ୍ଦିରରୁ ଏହି ଅଭିୟାନ ଆରମ୍ଭ କର। ତେଣୁ ସମାନେେ ମନ୍ଦିରର ସମ୍ମୁଖ ରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।

7 ପୁଣି ପରମେଶ୍ବର ସମାନଙ୍କେୁ କହିଲେ, ଏହି ଗୃହକୁ ଅଶୁଚି କର। ଏହି ପ୍ରାଙ୍ଗଣକୁ ନିହତ ଲୋକମାନଙ୍କର ଶବ ରେ ପରିପୂର୍ଣ୍ଣ କର, ବର୍ତ୍ତମାନ ବାହାରି ୟାଅ। ତହିଁରେ ସମାନେେ ବାହାରି ୟାଇ ନଗର ମଧିଅରେ ସଂହାର କଲେ।

8 ଏବଂ ସମାନେେ ଯେତବେେଳେ ସଂହାର କରୁଥିଲେ, ଏକମାତ୍ର ମାେତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ କ'ଣ ୟିରୁଶାଲମ ଉପ ରେ କୋପ କରି ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ ?

9 ସେ କହିଲେ, ଇଶ୍ରାୟେଲ ଓ ଯିହୁଦା ପରିବାର ବହୁତ ଜଘନ୍ଯ ପାପ କଲେ ଓ ଦେଶ ରକ୍ତପାତ ରେ ପରିପୂର୍ଣ୍ଣ ହାଇଗେଲା। ଆଉ ନଗର ଅନ୍ଯାଯ ରେ ପରିପୂର୍ଣ୍ଣ ହାଇେଅଛି। କାରଣ ସମାନେେ କହିଛନ୍ତି, ସଦାପ୍ରଭୁ ଦେଶ ତ୍ଯାଗ କରିଛନ୍ତି ଓ ସେ କିଛି ଲକ୍ଷ୍ଯ କରନ୍ତି ନାହିଁ।'

10 ଏଣୁ ମୁଁ କରୁଣା ଦଖାଇବେି ନାହିଁ। ମୁଁ ସମାନଙ୍କେୁ ଅନୁକମ୍ପା କରିବି ନାହିଁ। ମୁଁ ସମାନଙ୍କେର କର୍ମର ପ୍ରତିଫଳ ସମାନଙ୍କେ ମସ୍ତକକୁ ଆଣିବି।

11 ଏହାପ ରେ ସହେି ପରିହିତ ବ୍ଯକ୍ତି କାଳିଦୁଆତ ନଇେ ଫରେି ଆସିଲା ଏବଂ କହିଲା, ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ସମସ୍ତ କାର୍ୟ୍ଯ କରିଅଛ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Ezequiel 9, comparar traduções ou montar um estudo — tudo direto pelo WhatsApp.