Êxodo 39

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 କୁଶଳୀ କର୍ମୀମାନେ ନୀଳ, ଧୂମ୍ର ସିନ୍ଦୁର ବର୍ଣ ସୂତାଦ୍ବାରା ସମାନେେ ସ୍ବତନ୍ତ୍ର ଧରଣର ପୋଷାକ ତିଆରି କଲେ। ସହେି ବିଶଷେ ପୋଷାକ ଯାଜକମାନେ ଯେତବେେଳେ ସଦାପ୍ରଭୁଙ୍କର କର୍ମ କରିବେ, ସମାନେେ ସହେି ସମୟରେ ପିନ୍ଧିବେ। ସଦାପ୍ରଭୁ ମାଶାଙ୍କେ ଦ୍ବାରା ଦଇେଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସହେି ପବିତ୍ର ବସ୍ତ୍ର ତିଆରି କଲେ।
1 Com fios de lã azul, púrpura e vermelha foram feitas as roupas sagradas que os sacerdotes deveriam usar quando servissem no Lugar Santo . As roupas de sacerdote para Arão foram feitas como o Senhor havia ordenado a Moisés.
2 ସମାନେେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ଶୂଭ୍ର ଦ୍ବାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କଲେ।
2 Fizeram o manto sacerdotal de fios de lã azul, púrpura e vermelha, de linho fino e de fios de ouro.
3 ସମାନେେ ନୀଳ, ବାଇଗଣୀ ଓ ଲାଲ ରଂଗର ସୂତା ରେ ଝାଲରେି ବୁଣିବା ପାଇଁ ସମାନେେ ସୁବର୍ଣ୍ଣକୁ ପିଟିଲେ ଓ କାଟି େଛାଟ ସୂତା ରେ ପରିଣତ କଲେ।
3 Fizeram lâminas finas de ouro batido, que foram cortadas em fios para serem tecidos com o linho fino e com os fios de lã azul, púrpura e vermelha.
4 ସମାନେେ ଏଫୋଦ୍ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହାପରେ ସମାନେେ ପ୍ରେତ୍ୟକକର କାନିକୁ ଏଫୋଦ୍ର ଦୁଇ ମୁଣ୍ଡ ସହିତ ୟୋଡ ଦେଲେ।
4 Fizeram duas alças para o manto, as quais foram presas nos seus dois lados.
5 ସମାନେେ କଟୀବନ୍ଧନୀ ବୁଣିଲେ ଏଫୋଦ୍ ରେ ବାନ୍ଧିଲେ। ଯେପରି ଏଫୋଦ୍ ତିଆରି ହାଇେଥିଲା, ସହେିପରି ଏହାକୁ ତିଆରି କରାଗଲା। ତାହା ମଧ୍ଯ ସହେି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ବାରା ନୀଳ, ବାଇଗଣୀ ଓ ଲାଲ ରଂଗ ରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ବାରା ତିଆରି କଲେ ଯେପରି ସଦାପ୍ରଭୁ ମାଶାଙ୍କେୁ କରିବା ପାଇଁ ଆଜ୍ଞା ଦଇେଥିଲେ।
5 O cinto, que passava pela cintura do manto, formava uma só peça com ele e era feito dos mesmos materiais, como o Senhor havia ordenado a Moisés.
6 କର୍ମୀଗଣ ଏଫୋଦ ରେ ଗୋମଦେକ ମଣିକୁ ସୁନା ରେ ଖଚିତ କରି ବ୍ଯବହାର କଲେ। ସହେି ମଣି ରେ ଇଶ୍ରାୟେଲ ସନ୍ତାନମାନଙ୍କର ନାମ ଲେଖିଲେ।
6 As pedras de ágata foram preparadas e montadas em engastes de ouro. E, com muita habilidade, gravaram nas pedras os nomes dos filhos de Jacó.
7 ଏହାପରେ ସମାନେେ ସଦାପ୍ରଭୁଙ୍କର ମାଶାଙ୍କେୁ ଆଜ୍ଞା ଅନୁସାରେ ଏଫୋଦର ଦୁଇ ସ୍କନ୍ଦପଟି ଉପରେ ଇଶ୍ରାୟେଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ।
7 Colocaram essas pedras nas alças do manto sacerdotal para representarem as doze tribos do povo de Israel, como o Senhor havia ordenado a Moisés.
8 ଏହାପରେ ସମାନେେ ବୁକୁପଟା ପ୍ରସ୍ତୁତ କଲେ। ଏହି କର୍ମ କୁଶଳ କାରୀଗରମାନଙ୍କର ଥିଲା। ଏହା ଠିକ୍ ଏଫୋଦ୍ ପରି ଥିଲା। ଏହା ସୁବର୍ଣ୍ଣ ନୀଳଧୂମ୍ର ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ଦ୍ବାରା ତିଆରି କରାୟାଇଥିଲା।
8 O peitoral foi feito como o manto sacerdotal . Eles o fizeram de fios de lã azul, púrpura e vermelha e de linho fino enfeitado com bordados.
9 ଏହା ଚତୁସ୍କୋଣ ଥିଲା। ସମାନେେ ସହେି ବୁକୁ ପଟାକୁ ଦୋହରା କରି ଏକ ଚାଖଣ୍ଡେ ଲମ୍ବ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।
9 O peitoral era quadrado e dobrado em dois. Media um palmo de comprimento por um palmo de largura.
10 ତାକୁ ଚାରି ପକ୍ତି ମଣି ରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତି ରେ ଚୁଣି, ପିତମଣି ଓ ମରକତ ଇତ୍ଯାଦି ରଖିଲେ।
10 Nele foram colocadas quatro carreiras de pedras preciosas. Na primeira puseram um rubi, um topázio e uma granada ;
11 ଦ୍ବିତୀୟ ପଂକ୍ତି ରେ ସମାନେେ ପଦ୍ମରାଗ, ନୀଳକାନ୍ତ ଓ ହୀରକ ଦେଲେ।
11 na segunda carreira puseram uma esmeralda, uma safira e um diamante;
12 ତୃତୀୟ ପଂକ୍ତି ରେ ପରେୋଜ ଓ ୟିସ୍ମ ଓ କଟା ହଳୋ ରଖିଲେ।
12 na terceira puseram uma turquesa, uma ágata e uma ametista ;
13 ଏବଂ ଚତୁର୍ଥ ପଂକ୍ତି ରେ ବୈଦୁର୍ୟ୍ଯ, ଗୋମଦେକ ମଣି, ସୂର୍ୟ୍ଯକାନ୍ତ ମଣି ଥିଲା। ଏହିସବୁ ମଣି ସ୍ବର୍ଣ୍ଣ ଧାର ରେ ବସାଗଲା।
13 e na quarta, um berilo , um ônix e um jaspe . Essas pedras foram montadas em engastes de ouro.
14 ଇଶ୍ରାୟେଲ ପୁତ୍ରମାନଙ୍କ ନାମାଙ୍କିତ ଏହି ସବୁ ମଣି ଲୋକମାନଙ୍କ ନାମ ଅନୁସାରେ ଦ୍ବାଦଶ ହେଲା। ପ୍ରେତ୍ୟକକ ମଣି ରେ ଇଶ୍ରାୟେଲର ଦ୍ବାଦଶ ପରିବାର ବର୍ଗର ଏକ ଏକ ନାମ ବିଚାରର୍ଥକ ବୁକୁପଟା ହାଇେ ରହିଲା।
14 Em cada uma dessas pedras estava gravado o nome de um dos filhos de Jacó, para representar as doze tribos de Israel.
15 ତା'ପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ହାର ତିଆରି କଲେ ଏବଂ ବିଚାରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ୟୋଡିଲେ।
15 Com fios de ouro puro trançados fizeram cordões para o peitoral.
16 ଦୁଇ ସ୍ବର୍ଣ୍ଣଧାର ଓ ଦୁଇ ସ୍ବର୍ଣ୍ଣକଡା ନର୍ମାଣ କରି ବିଚାରାର୍ଥକ ବୁକପଟାର ଦୁଇ ପ୍ରାନ୍ତ ରେ ସହେି ଦୁଇ କଡା ଲାଗାଇଲେ।
16 Fizeram também duas argolas de ouro e as prenderam nas pontas da parte de cima do peitoral.
17 ସମାନେେ ବିଚାରାର୍ଥକ ବୁକୁପଟାର ଶଷେ ଭାଗ ରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ।
17 Passaram os dois cordões de ouro nas duas argolas
18 ମାଟେ ଜଞ୍ଜିରର ଦୁଇ ମଣ୍ଡ ଦୁଇ ଆଧାର ରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଦପଟି ଉପରେ ରଖିଲେ।
18 e prenderam as duas pontas dos cordões nos dois engastes de ouro do peitoral, que foram presos nas duas alças do manto, na parte da frente.
19 ସମାନେେ ଦୁଇ ସ୍ବର୍ଣ୍ଣକଡା ନିର୍ମାଣ କରି ବିଚାରର୍ଥକ ବୁକୁପଟାର ଦୁଇ ପ୍ରାନ୍ତ ରେ ଏଫୋଦ୍ର ସମ୍ମୁଖସ୍ଥ ଭିତର ଭାଗ ରେ ରଖିଲେ।
19 Fizeram outras duas argolas de ouro e as prenderam nas duas pontas de baixo do peitoral, na borda do lado de dentro do manto.
20 ସମାନେେ ଆଉ ଦୁଇ ସ୍ବର୍ଣ୍ଣକଡା କଲେ ଏବଂ ଏଫୋଦର ଦୁଇ ସ୍କନ୍ଦପଟି ତଳେ ଲଗାଇଲେ ଓ ଏଫୋଦର କଟୀବନ୍ଧନ ଉପରେ ତାହା ଲଗାଇଲେ।
20 Fizeram mais duas argolas de ouro e as prenderam nas pontas das duas alças do manto, embaixo, na frente dele, perto da costura e acima do cinto.
21 ଏହାପରେ ସମାନେେ ଏକ ନୀଳ ରିବନ ଦ୍ବାରା ବୁକୁପଟାକୁ ଏଫୋଦ ରେ ଏପରି ଯତ୍ନପୂର୍ବକ ବାନ୍ଧିଲେ ଯେ, ତାହା ଯେପରି ଗଳି ନ ପଡେ, ତେଣୁ ବିଚାରାର୍ଥକ ବୁକୁପଟା ଏଫୋଦର କମରବନ୍ଧ ଉପରେ ସୁରକ୍ଷିତ ହାଇେ ରହିଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ଏହା କରାଗଲା।
21 Como o Senhor havia ordenado a Moisés, com um cordão azul eles prenderam as argolas do peitoral nas argolas do manto para que o peitoral ficasse preso acima do cinto e não se soltasse.
22 ଏହାପରେ ସମାନେେ ସଂପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ର ରେ ଏଫୋଦର ଚୋଗା କଲେ। ଏହା ଏକ କୁଶଳୀ କର୍ମୀ ଦ୍ବାରା ବୁଣାଗଲା।
22 A sobrepeliz, roupa que vai por cima do manto sacerdotal , era tecida inteiramente de fios de lã azul.
23 ଚୋଗାର ମଧ୍ଯ ସ୍ଥଳ ରେ ସାଞ୍ଚୁଆର ଗଳଦେଶ ନ୍ଯାଯ ଛିଦ୍ର ଥିଲା। ତାହା ଯେପରି ଛିଣ୍ଡି ନୟାଏ, ଏଥିପାଇଁ ସହେି ଗଳାର ଚାରିପାଖ ରେ ବୁଣା କର୍ମ ହାଇେଥିଲା।
23 No meio dela havia uma abertura para a cabeça. Essa abertura era rematada com uma tira de malha para que não se rasgasse.
24 ସମାନେେ ଚୋଗାର ଅଞ୍ଚଳର ଚାରି ପାଖ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ସୂତ୍ର ରେ ଡାଳିମ୍ବ ନିର୍ମାଣ କଲେ।
24 Em volta de toda a barra da sobrepeliz colocaram aplicações em forma de romãs, feitas de linho fino e de fios de lã azul, púrpura e vermelha.
25 ଆଉ ସମାନେେ ଡାଳିମ୍ବ ମଧିଅରେ ନିର୍ମଳ ସୁନା ଦ୍ବାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡେ ଡାଳିମ୍ବର ମଧିଅରେ ରଖିଲେ।
25 Fizeram também sininhos de ouro puro e os puseram entre uma romã e outra.
26 ଉପାସନା ଚୋଗାର ଧଡି ରେ ସମାନେେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ।
26 Desse modo a barra da sobrepeliz ficou enfeitada com uma carreira de sininhos intercalados com romãs, da seguinte maneira: um sininho, uma romã, outro sininho, outra romã, conforme o Senhor havia ordenado a Moisés.
27 ଏହାପରେ ସମାନେେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମ ସୂତ୍ର ଦ୍ବାରା ତନ୍ତୁବାଯ ନିର୍ମିତ ଜାମା ତିଆରି କଲେ।
27 Fizeram túnicas de linho para Arão e os seus filhos,
28 ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡି ଓ ସୂକ୍ଷ୍ମ କ୍ଷୋମ ସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଲ ଜଙ୍ଘିଆ ପ୍ରସ୍ତୁତ କଲେ।
28 e a mitra , os chapéus, os calções de linho
29 ସମାନେେ ନୀଳ, ବାଇଗଣୀ, ଲାଲ ରଂଗର ସୂତ୍ର ରେ ଝାଲରେି କାର୍ୟ୍ଯ ଦ୍ବାରା ଏକ କଟୀବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମାଶାଙ୍କେ ପ୍ରତି ଆଜ୍ଞାନୁସା ରେ।
29 e o cinto tecido de linho fino e de fios de lã azul, púrpura e vermelha, enfeitado com bordados, conforme o Senhor havia ordenado a Moisés.
30 ଏହାପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ପବିତ୍ର ମୁକୁଟର ଫଳକ ପ୍ରସ୍ତୁତ କରି ଖାଦେିତ ସଦାପ୍ରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଏହା ଏକ ମାହେର ପରି ଲେଖିଲେ।
30 Fizeram ainda de ouro puro uma placa para a coroa sagrada e nela gravaram a seguinte frase: “Separado para o Senhor .”
31 ଏହା ପଗଡି ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ର ରେ ବାନ୍ଧିଲେ। ସଦାପ୍ରଭୁଙ୍କ ମାଶାଙ୍କେ ପ୍ରତି ଆଜ୍ଞାନୁସା ରେ।
31 E amarraram a placa com um cordão de lã azul, para prendê-la na parte de cima da mitra, como o Senhor havia ordenado a Moisés.
32 ସମାଗମ ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ୟ୍ଯ ଇଶ୍ରାୟେଲ ଲୋକମାନଙ୍କ ସମାପ୍ତ ହେଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ସମସ୍ତ କର୍ମ କଲେ।
32 Todo o trabalho da Tenda da Presença de Deus foi acabado. Os israelitas fizeram tudo como o Senhor havia ordenado a Moisés.
33 ଏହାପରେ ସମାନେେ ମାଶାଙ୍କେୁ ପବିତ୍ର ତମ୍ବୁ ଦଖାଇେଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ।
33 Eles levaram a Moisés a Tenda e todo o seu equipamento, os prendedores, as armações, as travessas, os postes e as bases.
34 ନାଲି ରଂଗ ରେ ରଂଜିତ ମଷେ ଚର୍ମ ରେ ସୂକ୍ଷ୍ମ ଚର୍ମ ନିର୍ମିତ ତମ୍ବୁ ଆଚ୍ଛାଦକ ଏବଂ ପରଦା ତିଆରି କଲେ।
34 Levaram a cobertura de peles de carneiro tingidas de vermelho, a cobertura de peles finas, a cortina que separava o Lugar Santíssimo do Lugar Santo ,
35 ନିଯମ-ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ଆଚ୍ଛାଦକ ଆଣିଲେ।
35 a arca da aliança com as placas de pedra, os cabos e a tampa da arca.
36 ମଜେ, ତହିଁର ସକଳ ସାମଗ୍ରୀ ଓ ଦର୍ଶନୀଯ ରୋଟୀ।
36 Levaram a mesa e todo o seu equipamento; os pães oferecidos a Deus;
37 ଶୁଦ୍ଧ ସୁବର୍ଣ୍ଣର ଦ୍ବୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈ ଆଣିଲେ।
37 o candelabro de ouro puro, as suas lamparinas, todo o seu equipamento e o azeite para as lamparinas.
38 ସ୍ବର୍ଣ୍ଣମଯ ୟଜ୍ଞବଦେୀ, ଅଭିଷକୋର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ବାର ନିମନ୍ତେ ପରଦା।
38 Levaram o altar de ouro, o azeite de ungir , o incenso cheiroso, a cortina da entrada da Tenda,
39 କଂସାର ୟଜ୍ଞବଦେୀ, କଂସାର ଜଞ୍ଜିର, ତା'ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର।
39 o altar de bronze com a sua grelha, os seus cabos e todo o seu equipamento; e a pia com o seu suporte.
40 ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ବାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ ତମ୍ବୁ ନିମନ୍ତେ ବ୍ଯବହୃତ ହେଉଥିବା ସମସ୍ତ ଆସବାବ ପତ୍ର।
40 Levaram as cortinas do pátio, os seus postes e as suas bases; a cortina da entrada do pátio e as suas cordas; as estacas da Tenda e todo o equipamento para ser usado nela.
41 ଯାଜକ ରୂପେ ସବୋ କଲା ବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଚୋଗା ପରିଧାନ କରିଥିଲେ ତାହା ସମାନେେ ଦଖାଇେଲେ।
41 Levaram as roupas vistosas para os sacerdotes usarem no Lugar Santo, isto é, as roupas sagradas do sacerdote Arão e dos seus filhos.
42 ଇଶ୍ରାୟେଲର ଲୋକମାନେ ଏହିପରି କାର୍ୟ୍ଯମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିଲେ.
42 Os israelitas fizeram todo o trabalho como o Senhor havia ordenado a Moisés.
43 ମାଶାେ ସହେି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷପେ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡିକ ଠିକ୍ ଭାବରେ ହାଇେଥିଲା। ତେଣୁ ମାଶାେ ସମାନଙ୍କେୁ ଆଶୀର୍ବାଦ କଲେ।
43 Moisés examinou cada coisa e viu que eles tinham feito tudo de acordo com o que o Senhor havia ordenado. Então Moisés os abençoou.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 39, comparar traduções ou montar um estudo — tudo direto pelo WhatsApp.