Êxodo 40

Oriya Bible (GL_ORIYA)

1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

2 ପ୍ରଥମ ମାସର ପ୍ରଥମ ଦିନ ରେ ସମାଗମ ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।

3 ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।

4 ଏହାପରେ ମଜେ ଭିତରକୁ ଆଣି ତହିଁ ସମସ୍ତ ଦ୍ରବ୍ଯମାନ ସଜାଇ ରଖ। ଦୀପ ରୂଖା ଆଣ ଏବଂ ସମସ୍ତ ଦ୍ବୀପଗୁଡିକ ଜାଳିବା ପାଇଁ ରଖ।

5 ନିଯମ-ସିନ୍ଦୁକ ସମ୍ମୁଖ ରେ ସୁବର୍ଣ୍ଣର ଧୂପବଦେି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।

6 ଆଉ ସମାଗମ ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖ ରେ ହାମବେଳି ରଖିବ।

7 ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦବେ।

8 ଚତୁର୍ଦ୍ଦିଗ ରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।

9 ଏହାପରେ ଅଭିଷକୋର୍ଥକ ତୈଳ ନଇେ ତମ୍ବୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଅଭିଷକେ କର ଓ ଉତ୍ସର୍ଗିତ କର। ତହଁି ରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହବେ।

10 ଆଉ ହୋମବଦେୀ ଓ ତହିଁର ସକଳ ସାମଗ୍ରୀ ଅଭିଷକେ କରି ଉତ୍ସର୍ଗିତ କର। ତହିଁରେ ସହେି ୟଜ୍ଞବଦେୀ ଅତ୍ଯନ୍ତ ପବିତ୍ର ହବେ।

11 ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି ଅଭିଷକେ କରି ପବିତ୍ର କରିବ।

12 ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ ତମ୍ବୁର ଦ୍ବାର ଦେଶକୁ ଆଣ। ତାଙ୍କୁ ପାଣି ରେ ସ୍ନାନ କରାଅ।

13 ଏହାପରେ ହାରୋଣଙ୍କୁ ସହେି ପବିତ୍ର ବସ୍ତ୍ର ପରିଧାନ କରାଅ। ତା'ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମାରେ ଯାଜକ ହବେ।

14 ଏହାପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ।

15 ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲାପରେ ସମାନେେ ମାରେ ଯାଜକ ରୂପେ କର୍ମ କରିପାରିବେ। ସହେି ପରିବାର ଅନନ୍ତକାଳୀନ ମାରେ ଯାଜକ ରୂପେ ସବୋ କରିବେ।

16 ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।

17 ଦ୍ବିତୀୟ ବର୍ଷର ମାସର ପ୍ରଥମ ଦିନ ରେ ପବିତ୍ର ତମ୍ବୁ ସ୍ଥାପିତ ହାଇେଥିଲା।

18 ମାଶାେ ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା'ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ।

19 ଏହାପରେ ସେ ବାହ୍ଯ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡାଇ ଦେଲେ।

20 ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।

21 ଏହାପରେ ମାଶାେ ସହେି ପବିତ୍ର ସିନ୍ଦୁକକୁ ନଇେ ପବିତ୍ର ତମ୍ବୁ ରେ ରଖିଲେ। ଆଚ୍ଛାଦନର ବିଚ୍ଛଦବେସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷା ରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ।

22 ଏହାପରେ ମାଶାେ ପରଦା ବାହା ରେ ସମାଗମ ତମ୍ବୁର ଉତ୍ତର ପାଶର୍‌ବ ରେ ମଜେ ରଖିଲେ।

23 ଏହାପରେ ସେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦର୍ଶନୀଯ ରୋଟୀର ଆଯୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁୟାଯୀ ଏହା କରାଗଲା।

24 ଏହାପରେ ମାଶାେ ଦୀପରୂଖା ସହେି ସମାଗମ ତମ୍ବୁ ରେ ରଖିଥିଲେ। ଏହାର ମୁହଁ ଟବେୁଲ ଆଡକୁ କରି ସେ ଦକ୍ଷିଣ ପାଶର୍‌ବ ରେ ଏହାକୁ ରଖିଥିଲେ।

25 ଏହାପରେ ମାଶାେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୀପରୂଖା ରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

26 ଏହାପରେ ମାଶାେ ସୁବର୍ଣ୍ଣ ୟଜ୍ଞବଦେୀକୁ ସମାଗମ ତମ୍ବୁ ମଧିଅରେ ରଖିଥିଲେ। ସେ ଏହି ୟଜ୍ଞବଦେୀକୁ ବିଚ୍ଛଦେ ବସ୍ତ୍ର ସମ୍ମୁଖ ରେ ରଖିଥିଲେ।

27 ଏହାପରେ ମାଶାେ ସୁବାସିତ ଧୂପ ଏହା ଉପରେ ଜଳାଇଲେ, ସଦାପ୍ରଭୁଙ୍କ ଆଜ୍ଞାନୁସା ରେ।

28 ଏହାପରେ ମାଶାେ ପବିତ୍ର ତମ୍ବୁର ପ୍ରବେଶପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।

29 ମାଶାେ ପବିତ୍ର ତମ୍ବୁର ସମ୍ମୁଖ ରେ ବଳିଦାନ ପାଇଁ ୟଜ୍ଞବଦେୀ ରଖିଲେ ଏବଂ ସଦାପ୍ରଭୁଙ୍କର ମାଶାଙ୍କେୁ ଦଇେଥିବ ଆଜ୍ଞାନୁସା ରେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ।

30 ଏହାପରେ ସେ ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧ୍ଯସ୍ଥାନ ରେ ପ୍ରକ୍ଷାଳନ ପାତ୍ର ରଖିଲେଓ ତହିଁ ମଧିଅରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ।

31 ଏହାପରେ ମାଶାେ ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ।

32 ଯେ କୌଣସି ସମୟରେ ସମାନେେ ସମାଗମ ତମ୍ବୁ ରେ ପ୍ରବେଶ କଲେ ବା ୟଜ୍ଞବଦେୀର ନିକଟକୁ ଆସିଲେ, ସେ ସମୟରେ ସମାନେେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ ା

33 ଏହାପରେ ମାଶାେ ପବିତ୍ର ତମ୍ବୁର ଓ ୟଜ୍ଞବଦେୀର ଚତୁର୍ଦ୍ଦିଗ ରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମାଶାେ ଏହିପରି କାର୍ୟ୍ଯମାନ ସମାପ୍ତ କଲେ।

34 ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।

35 ତହିଁରେ ମାଶାେ ସମାଗମ ତମ୍ବୁ ରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସହେି ପବିତ୍ର ସମାଗମ ତମ୍ବୁ।

36 ଯେତବେେଳେ ବାଦଲ ପବିତ୍ର ତମ୍ବୁର ଦୂରକୁ ଗତି କଲା, ଇଶ୍ରାୟେଲର ଲୋକମାନେ ମଧ୍ଯ ଗତି କଲେ।

37 କିନ୍ତୁ ଯେତବେେଳେ ମେଘ ସହେି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତବେେଳେ ଚେଷ୍ଟା କରି ନଥିଲେ ୟିବା ପାଇଁ, ସମାନେେ ସହେିଠା ରେ ମେଘ ୟିବା ପର୍ୟ୍ଯନ୍ତ ରହିଥିଲେ।

38 ତେଣୁ ସଦାପ୍ରଭୁଙ୍କର ମେଘ ଦିନ ବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସହେି ମେଘ ରେ ଅଗ୍ନି ଦଖାଗେଲା। ତେଣୁ ଇଶ୍ରାୟେଲର ସମସ୍ତ ଲୋକେ ଯେତବେେଳେ ସମାନେେ ୟାତ୍ରା କଲେ, ମେଘ ଦେଖି ପାରିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Êxodo 40, comparar traduções ou montar um estudo — tudo direto pelo WhatsApp.