Êxodo 18
Oriya Bible (GL_ORIYA) vs ARA
1 ମିଦିଯନୀଯମାନଙ୍କର ଯାଜକ ୟିଥ୍ରୋ, ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକା ରେ ମାଶାେ ଏବଂ ତାଙ୍କର ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିଛନ୍ତି। ଏବଂ ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇଶ୍ରାୟେଲୀୟମାନଙ୍କୁ ବାହାର କରି ଆଣିଛନ୍ତି।
1 Ora, Jetro, sacerdote de Midiã, sogro de Moisés, ouviu todas as coisas que Deus tinha feito a Moisés e a Israel, seu povo; como o Senhor trouxera a Israel do Egito.
2 ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ ଗଲେ। ଯେତବେେଳେ ମାଶାେ ପରମେଶ୍ବରଙ୍କ ପର୍ବତ ସୀନ ରେ ଥିଲେ। ଯିଥ୍ରୋ ମାଶାଙ୍କେର ସ୍ତ୍ରୀ ସିପୋରାକୁ ସାଙ୍ଗ ରେ ନଇଗେଲେ। ସିପୋରା ମାଶାଙ୍କେ ପଖ ରେ ନଥିଲେ କାରଣ ମାଶାେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦଇେଥିଲେ।
2 Jetro, sogro de Moisés, tomou a Zípora, mulher de Moisés, depois que este lha enviara,
3 ଯିଥ୍ରୋମଧ୍ଯ ମାଶାଙ୍କେର ଦୁଇପୁତ୍ରଙ୍କୁ ସାଙ୍ଗ ରେ ନଇେଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାୟାଇଥିଲା କାରଣ ମାଶାେ କହିଲେ, ମୁଁ ବିଦେଶ ରେ ପ୍ରବାସୀ ହଲିେ।
3 com os dois filhos dela, dos quais um se chamava Gérson, pois disse Moisés: Fui peregrino em terra estrangeira;
4 ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।
4 e o outro, Eliézer, pois disse: O Deus de meu pai foi a minha ajuda e me livrou da espada de Faraó.
5 ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ, ମାଶାଙ୍କେର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସହେି ସମୟରେ ମାଶାେ ପରମେଶ୍ବରଙ୍କର ପର୍ବତ ନିକଟରେ ଛାଉଣୀ ପକାଇଥିଲେ।
5 Veio Jetro, sogro de Moisés, com os filhos e a mulher deste, a Moisés no deserto onde se achava acampado, junto ao monte de Deus,
6 ଯିଥ୍ରୋ ମାଶାଙ୍କେ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋକହିଲେ, ମୁଁ ତୁମ୍ଭର ଶ୍ବଶୁର ଯିଥ୍ରୋଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।
6 e mandou dizer a Moisés: Eu, teu sogro Jetro, venho a ti, com a tua mulher e seus dois filhos.
7 ତେଣୁ ମାଶାେ ତାଙ୍କ ଶ୍ବଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମାଶାେ ତାଙ୍କ ଶ୍ବଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦଲେ। ଏବଂ ସମାନେେ ପରମେଶ୍ବରଙ୍କର ଉତ୍ତମ ଖବର ବୁଝିଲେ। ଏହାପରେ ସମାନେେ ମାଶାଙ୍କେ ତମ୍ବୁକୁ ଗଲେ ଓ ସଠାେରେ କଥା ହେଲ।
7 Então, saiu Moisés ao encontro do seu sogro, inclinou-se e o beijou; e, indagando pelo bem-estar um do outro, entraram na tenda.
8 ସଦାପ୍ରଭୁ ତାଙ୍କର ଇଶ୍ରାୟେଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସହେି ସମସ୍ତ ବିଷଯ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ। ମାଶାେ ମଧ୍ଯ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧ ରେ ଇଶ୍ରାୟେଲ ନିମନ୍ତେ ଯାହା କରିଥିଲେ, ସମାନେେ ରାସ୍ତା ରେ ସମ୍ମୁଖୀନ ହାଇେଥିବା କଠିନତା ବିଷଯ କହିଲେ। ଏବଂ କିପରି ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିଛନ୍ତି ତାହା ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ।
8 Contou Moisés a seu sogro tudo o que o Senhor havia feito a Faraó e aos egípcios por amor de Israel, e todo o trabalho que passaram no Egito, e como o Senhor os livrara.
9 ଯିଥ୍ରୋବହୁତ ଖୁସି ହେଲେ, ଯେତବେେଳେ ଜାଣିଲେ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ପାଇଁ ବହୁତ ଭଲ କର୍ମମାନ କରିଛନ୍ତି। ଏବଂ ସେ ବହୁତ ଖୁସି ହେଲେ ଯେ ସଦାପ୍ରଭୁ ମିଶରଠାରୁ ଇଶ୍ରାୟେଲକୁ ମୁକ୍ତ କରିଛନ୍ତି।
9 Alegrou-se Jetro de todo o bem que o Senhor fizera a Israel, livrando-o da mão dos egípcios,
10 ଯିଥ୍ରୋକହିଲେ, ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି
10 e disse: Bendito seja o Senhor , que vos livrou da mão dos egípcios e da mão de Faraó;
11 ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!
11 agora, sei que o Senhor é maior que todos os deuses, porque livrou este povo de debaixo da mão dos egípcios, quando agiram arrogantemente contra o povo.
12 ଯିଥ୍ରୋପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କଲେ। ହାରୋଣ, ମାଶାେ ଓ ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ବରଙ୍କ ସମ୍ମୁଖ ରେ ମାଶାଙ୍କେ ଶ୍ବଶୁର ସଙ୍ଗେ ଭୋଜନ କଲେ।
12 Então, Jetro, sogro de Moisés, tomou holocausto e sacrifícios para Deus; e veio Arão e todos os anciãos de Israel para comerem pão com o sogro de Moisés, diante de Deus.
13 ତା'ପରଦିନ ମାଶାେ ଲୋକଙ୍କର ବିଚାର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହାଇେ ରହିଲେ।
13 No dia seguinte, assentou-se Moisés para julgar o povo; e o povo estava em pé diante de Moisés desde a manhã até ao pôr do sol.
14 ମାଶାେ ଲୋକମାନଙ୍କର ବିଚାର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଚାରିଲେ, ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଚାର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହବେେ?
14 Vendo, pois, o sogro de Moisés tudo o que ele fazia ao povo, disse: Que é isto que fazes ao povo? Por que te assentas só, e todo o povo está em pé diante de ti, desde a manhã até ao pôr do sol?
15 ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ, ସମାନେେ ପରମେଶ୍ବରଙ୍କର ବିଚାର ବୁଝିବା ପାଇଁ ମାେ ନିକଟକୁ ଆସନ୍ତି।
15 Respondeu Moisés a seu sogro: É porque o povo me vem a mim para consultar a Deus;
16 ସମାନଙ୍କେର କୌଣସି ବିବାଦ ହେଲ, ମାେ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧିଅରେ ବିଚାର କରେ। ସମାନଙ୍କେୁ ପରମେଶ୍ବରଙ୍କର ବିଧି ଓ ବ୍ଯବସ୍ଥା ସବୁ ଶିକ୍ଷା ଦିଏ।
16 quando tem alguma questão, vem a mim, para que eu julgue entre um e outro e lhes declare os estatutos de Deus e as suas leis.
17 କିନ୍ତୁ ମାଶାଙ୍କେ ଶ୍ବଶୁର ତାଙ୍କୁ କହିଲେ, ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ।
17 O sogro de Moisés, porém, lhe disse: Não é bom o que fazes.
18 ଏହିସବୁ କାର୍ୟ୍ଯ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ୟ୍ଯ କରିପାରିବା ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦବେ ଏବଂ ଏହା ଲୋକମାନଙ୍କୁ କ୍ଲାନ୍ତ ଆଣିଦବେ।
18 Sem dúvida, desfalecerás, tanto tu como este povo que está contigo; pois isto é pesado demais para ti; tu só não o podes fazer.
19 ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।
19 Ouve, pois, as minhas palavras; eu te aconselharei, e Deus seja contigo; representa o povo perante Deus, leva as suas causas a Deus,
20 ତୁମ୍ଭେ ସମାନଙ୍କେୁ ବିଧି ଓ ବ୍ଯବସ୍ଥାର ଉପଦେଶ ଦିଅ ଓ ସମାନଙ୍କେ ଗନ୍ତବ୍ଯ ପଥ ଓ କର୍ତ୍ତବ୍ଯ କର୍ମ ଦଖାେଅ।
20 ensina-lhes os estatutos e as leis e faze-lhes saber o caminho em que devem andar e a obra que devem fazer.
21 ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍
21 Procura dentre o povo homens capazes, tementes a Deus, homens de verdade, que aborreçam a avareza; põe-nos sobre eles por chefes de mil, chefes de cem, chefes de cinquenta e chefes de dez;
22 ସମାନେେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ। ପୁଣି ଜଟିଳ ବିଷଯ ରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର କଥାସବୁ ସମାନେେ ଆପେ ବିଚାର କରିବେ। ତାହା ହେଲ, ତୁମ୍ଭ ନିଜ କର୍ମରୁ ଉଶ୍ବାସ ହବେ। ପୁଣି ସମାନେେ ତୁମ୍ଭ ସହିତ ଭାର ବହିବେ।
22 para que julguem este povo em todo tempo. Toda causa grave trarão a ti, mas toda causa pequena eles mesmos julgarão; será assim mais fácil para ti, e eles levarão a carga contigo.
23 ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦବେେ, ତବେେ ତୁମ୍ଭେ ସହି ପାରିବ। ଆଉ ଏହି ସବୁ ଲୋକମାନେ କୁଶଳ ରେ ସ୍ବସ୍ଥାନକୁ ଯିବେ।
23 Se isto fizeres, e assim Deus to mandar, poderás, então, suportar; e assim também todo este povo tornará em paz ao seu lugar.
24 ଏହାପରେ ମାଶାେ ଆପଣା ଶ୍ବଶୁରଙ୍କ କଥା ରେ ମନୋୟୋଗ କରି ତାଙ୍କର ବାକ୍ଯାନୁସା ରେ ସବୁ କର୍ମ କଲେ।
24 Moisés atendeu às palavras de seu sogro e fez tudo quanto este lhe dissera.
25 ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।
25 Escolheu Moisés homens capazes, de todo o Israel, e os constituiu por cabeças sobre o povo: chefes de mil, chefes de cem, chefes de cinquenta e chefes de dez.
26 ତହୁଁ ସମାନେେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ ଓ କଠିନ ବିଚାରସବୁ ମାଶାଙ୍କେ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର କଥାସବୁ ନିଜେ ନିଜେ ବିଚାର କଲେ।
26 Estes julgaram o povo em todo tempo; a causa grave trouxeram a Moisés e toda causa simples julgaram eles.
27 ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ ବିଦାଯ ଦେଲେ ଏବଂ ଯିଥ୍ରୋସ୍ବଦେଶକୁ ଗଲେ।
27 Então, se despediu Moisés de seu sogro, e este se foi para a sua terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 18, comparar traduções ou montar um estudo — tudo direto pelo WhatsApp.