Êxodo 17

Oriya Bible (GL_ORIYA)

1 ଇଶ୍ରାୟେଲର ସମସ୍ତ ସମାଜ ଏକତ୍ରୀତ ହାଇେ ସୀନଯ ମରୁଭୂମିରୁ ୟାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସମାନେେ ରଫୀଦୀମ ରେ ଛାଉଣୀ ସ୍ଥପନ କଲେ ଏବଂ ସଠାେରେ ଲୋକମାନଙ୍କ ପାଇଁ ପିଇବା ପାଣି ନଥିଲା।

2 ତେଣୁ ଲୋକମାନେ ମାଶାଙ୍କେ ନିକଟକୁ ଗଲେ ଓ ଅଭିଯୋଗ କଲେ। ଆମ୍ଭକୁ ପିଇବାକୁ ପାଣି ଦିଅ।

3 କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୁଷାର୍ତ୍ତ ଥିଲେ। ତେଣୁ ସମାନେେ ମାଶାଙ୍କେୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ'ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠା ରେ ମରିବା ପାଇଁ?

4 ତେଣୁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, ମୁଁ ଏହି ଲୋକମାନଙ୍କ ପାଇଁ କ'ଣ କରିବି? ସମାନେେ ମାେତେ ପଥର ମାରି ହତ୍ଯା କରିବାକୁ ପ୍ରସ୍ତୁତ।

5 ସଦାପ୍ରଭୁ, ମାଶାଙ୍କେୁ କହିଲେ, ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ପାଖକୁ ୟାଅ। କେତକେ ଇଶ୍ରାୟେଲୀୟ ପ୍ରାଚୀନବର୍ଗଙ୍କୁ ତୁମ୍ଭ ସହିତ ନିଅ। ତୁମ୍ଭର ଆଶାବାଡି ମଧ୍ଯ ତୁମ୍ଭ ସହିତ ନିଅ। ସହେି ଆଶାବାଡି ନିଅ ଯେଉଁଥି ରେ ତୁମ୍ଭେ ନୀଳନଦୀକୁ ଆଘାତ କରିଥିଲ।

6 ମୁଁ ତୁମ୍ଭ ସମ୍ମୁଖ ରେ ହୋ ରେବ୍ ରେ ସହେି ଶୈଳ ଉପରେ ଠିଆ ହବେି। ସହେି ଶୈଳକୁ ଆଘାତ କଲେ ସେଥିରୁ ପାଣି ବାହାରି ଆସିବ ଏବଂ ଲୋକମାନେ ଜଳପାନ କରିପାରିବେ।

7 ମାଶାେ ସହେି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସହେି ସ୍ଥାନ ରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ୟୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା?

8 ରଫୀଦୀମ ରେ ଅମାଲକେୀଯମାନେ ଆସିଲେ ଓ ଇଶ୍ରାୟେଲୀୟମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।

9 ତେଣୁ ମାଶାେ ଯିହାଶୂେୟଙ୍କୁ କହିଲେ, ଶତୃ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ କେତକେ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହାଇେ ତାହା ଦେଖିବି। ପରମେଶ୍ବରଙ୍କ ଆଶାବାଡିଟିକୁ ମାେ ସହିତ ନଇୟିବେି।

10 ୟିହୋଶୂଯ ମାଶାଙ୍କେର କଥାମାନି ତା'ପର ଦିନ ଅମାଲକେୀଯମାନଙ୍କ ସହ ୟୁଦ୍ଧ ପାଇଁ ଗଲେ। ସହେି ସମୟରେ ମାଶାେ, ହାରୋଣ ଓ ଦୂର ପର୍ବତ ଉପରକୁ ଗଲେ।

11 ଯେତବେେଳେ ମାଶାେ ତାଙ୍କର ହସ୍ତ ଉପରକୁ କଲେ ସେତବେେଳେ ଇଶ୍ରାୟେଲୀୟ ବିଜଯ ହେଲେ ଓ ଯେତବେେଳେ ମାଶାେ ତାଙ୍କର ହାତ ତଳକୁ ରଖିଲେ, ସେତବେେଳେ ଅମାଲକେୀଯମାନେ ପରାସ୍ତ ହେଲେ।

12 କିଛି ସମୟ ପରେ, ଯେ ହତେୁ ମାଶାଙ୍କେର ହାତ କ୍ଲାନ୍ତ ହାଇଗେଲା ତେଣୁ ସମାନେେ ଏକ ବିରାଟ ପଥର ଖଣ୍ଡ ଆଣି ମାଶାଙ୍କେ ଆଗ ରେ ପକାଇଲେ ସେ ବସିବା ପାଇଁ। ଏହାପରେ ହାରୋଣ ଓ ହୂର ମାଶାଙ୍କେର ହାତକୁ ଉପରକୁ ଟକେି ଧରିଲେ। ହାରୋଣ ଗୋଟିଏ ପାଶର୍‌ବ ରେ ଓ ହୂର ଅନ୍ୟ ଏକ ପାଶର୍‌ବ ରେ ରହିଲା। ସମାନେେ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ।

13 ତେଣୁ ୟିହୋଶୂଯ ଏବଂ ତାଙ୍କର ଲୋକମାନେ ଅମାଲକେୀଯମାନଙ୍କୁ ସହେି ୟୁଦ୍ଧ ରେ ପରାସ୍ତ କଲେ।

14 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏହି ୟୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳ ରେ ଲୋକମାନେ ମନରେଖି ପାରିବେ ଏଠା ରେ ଯାହାସବୁ ଘଟିଥିଲା। ଏବଂ ଯିହାଶୂେୟଙ୍କ ପାଖ ରେ ସହେି ପୁସ୍ତକ ପଢ। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲକେୀଯମାନଙ୍କୁ ଏହି ପୃଥିବୀରୁ ଧ୍ବଂସ କରିବି।

15 ଏହାପରେ ମାଶାେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ମାଶାେ ଏହାର ନାମ ଦେଲେ, ୟି ହାବୋ-ନିଃଷି ସଦାପ୍ରଭୁ ମାରେ ଧ୍ବଜା ରଖିଲେ।

16 ମାଶାେ କହିଲେ, ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡକୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲକେ ବିରୁଦ୍ଧ ରେ ୟୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Êxodo 17, comparar traduções ou montar um estudo — tudo direto pelo WhatsApp.