Êxodo 16

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଏହାପରେ ଇଶ୍ରାୟେଲର ସମସ୍ତ ସମାଜ ଏଲୀମ ଛାଡି ସୀନଯ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନଯର ମଝି ରେ ଥିଲା। ସମାନେେ ମିଶର ଛାଡିବାର ଦ୍ବିତୀୟ ମାସର ପଞ୍ଚଦଶ ଦିନ ରେ ସଠାେରେ ପହନ୍ଚିଲେ।
1 Toda a comunidade de Israel partiu de Elim e chegou ao deserto de Sim, que fica entre Elim e o Sinai. Foi no décimo quinto dia do segundo mês, depois que saíram do Egito.
2 ଏହାପରେ ସମଗ୍ର ଇଶ୍ରାୟେଲୀୟ ସମାଜ ମରୁଭୂମିଠା ରେ ମାଶାେ ଓ ହାରୋଣଙ୍କ ଉପରେ ଅସନ୍ତାଷେ ପ୍ରକାଶ କଲେ।
2 No deserto, toda a comunidade de Israel reclamou a Moisés e Arão.
3 ଲୋକମାନେ କହିଲେ, ଏହା ବହୁତ ଭଲ ହାଇେଥାନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶର ରେ ହତ୍ଯା କରିଥାନ୍ତେ। ସଠାେରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ଯକ ପରିମାଣର ଖାଦ୍ୟ ସଠାେରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠା ରେ ଆମ୍ଭକୁ ଭୋକରେ ମାରିବାକୁ ଚାହଁ କି?
3 Disseram-lhes os israelitas: "Quem dera a mão do Senhor nos tivesse matado no Egito! Lá nos sentávamos ao redor das panelas de carne e comíamos pão à vontade, mas vocês nos trouxeram a este deserto para fazer morrer de fome toda esta multidão! "
4 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ଯ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ୟାଇ ତାଙ୍କର ଆବଶ୍ଯକ ପରିମାଣ ରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡିବ ଯେ ସମାନେେ ଆମ୍ଭର ବ୍ଯବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ।
4 Disse, porém, o Senhor a Moisés: "Eu lhes farei chover pão do céu. O povo sairá e recolherá diariamente a porção necessária para aquele dia. Com isso os porei à prova para ver se seguem ou não as minhas instruções.
5 ପ୍ରେତ୍ୟକକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସତେିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତବେେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତବେେଳେ ସମାନେେ ଦେଖିବେ ଯେ ତାହା ଦୁଇଗୁଣ ହାଇଯେିବ।
5 No sexto dia trarão para ser preparado o dobro do que recolhem nos outros dias".
6 ତେଣୁ ମାଶାେ ଏବଂ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି।
6 Assim Moisés e Arão disseram a todos os israelitas: "Ao entardecer, vocês saberão que foi o Senhor quem os tirou do Egito,
7 ଆସନ୍ତାକାଲି ପ୍ରଭାତ ରେ ତୁମ୍ଭମାନେେ ପରମେଶ୍ବରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭମାନେେ କିଏ? ପ୍ରକୃତ ରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।
7 e amanhã cedo verão a glória do Senhor, porque o Senhor ouviu a queixa de vocês contra ele. Quem somos nós para que vocês reclamem a nós? "
8 ଏବଂ ମାଶାେ କହିଲେ, ତେଣୁ ଆଜି ରାତ୍ର ରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ ଦବେେ। ଏବଂ ପ୍ରଭାତ ରେ ସେ ତୁମ୍ଭମାନଙ୍କୁ ଆବଶ୍ଯକ ପରିମାଣ ରେ ରୋଟୀ ମଧ୍ଯ ଦବେେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତ ରେ ତୁମ୍ଭମାନେେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।
8 Disse ainda Moisés: "O Senhor lhes dará carne para comer ao entardecer e pão à vontade pela manhã, porque ele ouviu as suas queixas contra ele. Quem somos nós? Vocês não estão reclamando de nós, mas do Senhor".
9 ଏହାପରେ ମାଶାେ ହାରୋଣଙ୍କୁ କହିଲେ, ଇଶ୍ରାୟେଲର ସମସ୍ତ ଲୋକଙ୍କୁ, 'ସଦାପ୍ରଭୁଙ୍କ ସମ୍ମୁଖ ରେ ଏକତ୍ରୀତ ହବୋକୁ କୁହ। ଯେ ହତେୁ ସେ ତୁମ୍ଭମାନଙ୍କର ଅଭିୟୋକ ଶୁଣିଲେ।'
9 Disse Moisés a Arão: "Diga a toda a comunidade de Israel que se apresente ao Senhor, pois ele ouviu as suas queixas".
10 ଯେତବେେଳେ ହାରୋଣ ଇଶ୍ରାୟେଲମାନଙ୍କୁ କହିଲେ, ସମାନେେ ମରୁଭୂମି ଆଡକୁ ବୁଲି ଚାହିଁଲେ। ହଠାତ୍ ମେଘ ମଧିଅରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।
10 Enquanto Arão falava a toda a comunidade, todos olharam em direção ao deserto, e a glória do Senhor apareceu na nuvem.
11 ସଦାପ୍ରଭୁ ମାଶାଙ୍କେୁ କହିଲେ,
11 E o Senhor disse a Moisés:
12 ଆମ୍ଭେ ଇଶ୍ରାୟେଲର ଅଭି ଯୋଗ ଶୁଣିଅଛୁ। ତେଣୁ ସମାନଙ୍କେୁ କୁହ, 'ଆଜି ରାତି ରେ ତୁମ୍ଭମାନେେ ମାଂସ ଭକ୍ଷଣ କରିବ। ଏବଂ ପ୍ରଭାତ ରେ ତୁମ୍ଭର ଆବଶ୍ଯକ ପରିମାଣର ରୋଟୀ ଖାଇବ। ଏଥି ରେ ତୁମ୍ଭମାନେେ ଜାଣିପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।'
12 "Ouvi as queixas dos israelitas. Responda-lhes que ao pôr-do-sol vocês comerão carne, e ao amanhecer se fartarão de pão. Assim saberão que eu sou o Senhor seu Deus".
13 ସହେି ରାତି ରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣୀକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତ ରେ ଛାଉଣୀ ସ୍ଥାନ ରେ ଚାରିଆଡେ କାକରର ଏକ ସ୍ତର ଥିଲା।
13 No final da tarde, apareceram codornizes que cobriram o lugar onde estavam acampados; ao amanhecer havia uma camada de orvalho ao redor do acampamento.
14 ଏହାପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିୟିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ଯ ମରୁଭୂମି ଉପରେ ପଡି ରହିଲା।
14 Depois que o orvalho secou, flocos finos semelhantes a geada estavam sobre a superfície do deserto.
15 ଇଶ୍ରାୟେଲର ଲୋକମାନେ ଏହାକୁ ଦେଖି କଥାବର୍ତ୍ତା ହେଲେ। ଏଗୁଡିକ କ'ଣ? ସମାନେେ ଏପରି କହିଲେ କାରଣ ସମାନେେ ଜାଣି ନଥିଲେ ଏଗୁଡିକ କ'ଣ ଥଲା। ତେଣୁ ସମାନେେ ମାଶାଙ୍କେୁ ପଚାରିଲେ, ତେଣୁ ମାଶାେ ସମାନଙ୍କେୁ କହିଲେ, ଏଗୁଡିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।
15 Quando os israelitas viram aquilo, começaram a perguntar uns aos outros: "Que é isso? ", pois não sabiam do que se tratava. Disse-lhes Moisés: "Este é o pão que o Senhor lhes deu para comer.
16 ସଦାପ୍ରଭୁ କହନ୍ତି, 'ତୁମ୍ଭମାନେେ ପ୍ରେତ୍ୟକକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରେତ୍ୟକକ ଜଣ ନିଜନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ଯା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣ ରେ ତାହା ସଂଗ୍ରହ କର।'
16 Assim ordenou o Senhor: ‘Cada chefe de família recolha o quanto precisar: um jarro para cada pessoa da sua tenda’ ".
17 ତେଣୁ ଇଶ୍ରାୟେଲର ଲୋକମାନେ ଏହିପରି କଲେ। ପ୍ରେତ୍ୟକକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ।
17 Os israelitas fizeram como lhes fora dito; alguns recolheram mais, outros menos.
18 ଏହାପରେ ସମାନେେ ତାଙ୍କର ପରିବାର ରେ ଖାଦ୍ୟ ବଣ୍ଟନ କଲେ। ଏଥି ରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲାନାହିଁ।
18 Quando mediram com o jarro, quem tinha recolhido muito não teve demais, e não faltou a quem tinha recolhido pouco. Cada um recolheu tanto quanto precisava.
19 ମାଶାେ ସମାନଙ୍କେୁ କହିଲେ, ଆସନ୍ତା ଅନ୍ୟ ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।
19 "Ninguém deve guardar nada para a manhã seguinte", ordenou-lhes Moisés.
20 କିନ୍ତୁ କେତକେ ଲୋକ ସମାନଙ୍କେର କଥାକୁ ଧ୍ଯାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଂଚଯ କରି ରଖିଥିଲେ, ସକାଳ ପର୍ୟ୍ଯନ୍ତ ତାହା କୃମିମାନଙ୍କ ଦ୍ବାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମାଶାେ ସମାନଙ୍କେ ଉପରେ କ୍ଷୁବ୍ଧ ହେଲେ।
20 Todavia, alguns deles não deram atenção a Moisés e guardaram um pouco até a manhã seguinte, mas aquilo criou bicho e começou a cheirar mal. Por isso Moisés irou-se contra eles.
21 ପ୍ରେତ୍ୟକକ ସକାଳେ ଲୋକମାନେ ସମାନଙ୍କେର ଖାଦ୍ୟ ସଂଗ୍ରହ କଲେ। ପ୍ରେତ୍ୟକକ ଲୋକ ସମାନଙ୍କେର ଆବଶ୍ଯକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରା ରେ ତାହାସବୁ ତରଳିଗଲା।
21 Cada manhã todos recolhiam o quanto precisavam, pois quando o sol esquentava, aquilo se derretia.
22 ଶୁକ୍ରବାର ଦିନ, ଖାଦ୍ୟର ଦୁଇଗୁଣ ସଂଗ୍ରହ କଲେ। ସମାନେେ ପ୍ରେତ୍ୟକକଙ୍କ ପାଇଁ ଦୁଇ ଦୁଇ ଓମର ଖାଦ୍ୟ ସଂଗ୍ରହ କଲେ। ତେଣୁ ସମସ୍ତ ପ୍ରାଚୀନବର୍ଗମାନେ ଆସି ମାଶାଙ୍କେୁ ଜଣାଇଲେ,
22 No sexto dia recolheram o dobro: dois jarros para cada pessoa; e os líderes da comunidade foram contar isso a Moisés,
23 ମାଶାେ ସମାନଙ୍କେୁ କହିଲେ, ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତା କାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ବିଶ୍ରାମ ହବେ। ତୁମ୍ଭମାନେେ ଆଜି ଯେତିକି ଖାଦ୍ୟ ଦରକାର କରୁଛି ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ୟ୍ଯନ୍ତ ସଂଚଯ କର।
23 que lhes explicou: "Foi isto que o Senhor ordenou: ‘Amanhã será dia de descanso, sábado consagrado ao Senhor. Assem e cozinhem o que quiserem. Guardem o que sobrar até a manhã seguinte’ ".
24 ତେଣୁ ଲୋକମାନେ ବଳକା ଖାଦ୍ୟକୁ ସଂଚଯ କଲେ। ସହେି ଖାଦ୍ୟ ଜମା ନଷ୍ଟ ହେଲା ନାହିଁ। ସେଥି ରେ କୃମୀ ନଥିଲେ।
24 E eles o guardaram até a manhã seguinte, como Moisés tinha ordenado, e não cheirou mal nem criou bicho.
25 ସପ୍ତମ ଦିବସ, ମାଶାେ ଲୋକମାନଙ୍କୁ କହିଲେ, ଆଜି ହେଉଛି ମହାବିଶ୍ରାମର ଦିନ। ସଦାପ୍ରଭୁଙ୍କର ସମ୍ମାନାର୍ଥେ ଏହା ଏକ ମୁଖ୍ଯ ଦିବସ। ତେଣୁ ତୁମ୍ଭମାନେେ କ୍ଷତକେୁ ଆଜି କହେି ନୟାଇ ରଖାୟାଇଥିବା ଖାଦ୍ୟକୁ ଭକ୍ଷଣ କର।
25 "Comam-no hoje", disse Moisés, "pois hoje é o sábado do Senhor. Hoje, vocês não o encontrarão no terreno.
26 ତୁମ୍ଭମାନେେ ଛଅଦିନ ତାହା ସଂଗ୍ରହ କରିବ, ମାତ୍ର ଶନିବାର ଦିନ ବିଶ୍ରାମବାର ଅଟେ। ତହିଁରେ କିଛି ମିଳିବ ନାହିଁ।
26 Durante seis dias vocês podem recolhê-lo, mas, no sétimo dia, o sábado, nada acharão. "
27 ତଥାପି ସପ୍ତମ ଦିବସ ରେ ମଧ୍ଯ କହେି କହେି ଖାଦ୍ୟ ଖାଜେିବାକୁ ଗଲେ, ସମାନେେ କିଛି ପାଇଲେ ନାହିଁ।
27 Apesar disso, alguns deles saíram no sétimo dia para recolhê-lo, mas não encontraram nada.
28 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, କେତକୋଳ ତୁମ୍ଭ ଲୋକମାନେ ମାରେ ଆଜ୍ଞା ଓ ଶିକ୍ଷା ମାନିବେ ନାହିଁ?
28 Então o Senhor disse a Moisés: "Até quando vocês se recusarão a obedecer aos meus mandamentos e às minhas instruções?
29 ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦବୋ ହତେୁ ଷଷ୍ଠ ଦିନ ରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭମାନେେ ପ୍ରେତ୍ୟକକ ବିଶ୍ରାମ ଦିନ ରେ ନିଜ ନିଜ ସ୍ଥାନରୁ ବାହାରକୁ ନୟାଇ ନିଜ ନିଜ ସ୍ଥାନ ରେ ଥାଅ।
29 Vejam que o Senhor lhes deu o sábado; e por isso, no sexto dia, ele lhes dá pão para dois dias. No sétimo dia, fiquem todos onde estiverem; ninguém deve sair".
30 ତେଣୁ ଲୋକମାନେ ବିଶ୍ରାମ ଦିନ ରେ ବିଶ୍ରାମ କଲେ।
30 Então o povo descansou no sétimo dia.
31 ତେଣୁ ଇଶ୍ରାୟେଲର ଲୋକମାନେ ସହେି ଖାଦ୍ୟର ନାମ ମାନ୍ନା ଦେଲେ। ତାହା ଧନିଆ ପରି ଶୁକ୍ଲବର୍ଣ୍ଣ ଓ ତାହାର ସ୍ବାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ଯ ଥିଲା।
31 O povo de Israel chamou maná àquele pão. Era branco como semente de coentro e tinha gosto de bolo de mel.
32 ଏହାପରେ ମାଶାେ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦଇେଛନ୍ତି, ' ସେ ତୁମ୍ଭମାନଙ୍କୁ ମିଶର ଦେଶଠାରୁ ଆଣିବା ବେଳେ ମରୁଭୂମି ମଧିଅରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯମେନ୍ତ ତୁମ୍ଭମାନଙ୍କ ପୂର୍ବପୁରୁଷ ପରମ୍ପରା ଦେଖନ୍ତି। ଏଣୁ ସମାନଙ୍କେ ନିମନ୍ତେ ଏକ ଓମର ପରିମାଣର ମାନ୍ନା ରଖ।'
32 Disse Moisés: "O Senhor ordenou-lhes que recolham um jarro de maná e guardem-no para as futuras gerações, para que vejam o pão que lhes dei no deserto, quando os tirei do Egito".
33 ତେଣୁ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ଏକ ପାତ୍ର ନଇେ ଏକ ଓମର ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖ ରେ ରଖ। ତାହା ତୁମ୍ଭମାନଙ୍କ ପୂର୍ବପୁରୁଷ ପରମ୍ପରା ନିମନ୍ତେ ରଖାୟିବ।
33 Então Moisés disse a Arão: "Ponha numa vasilha a medida de um jarro de maná, e coloque-a diante do Senhor, para que seja conservado para as futuras gerações".
34 ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିବା ଅନୁସାରେ ହାରୋଣ ଏହାକୁ ନିଯମ-ସିନ୍ଦୁକ ସମ୍ମୁଖ ରେ ରଖିଲେ।
34 Em obediência ao que o Senhor tinha ordenado a Moisés, Arão colocou o maná junto às tábuas da aliança, para ali ser guardado.
35 ଲୋକମାନେ ଚାଳିଷ ବର୍ଷ ପର୍ୟ୍ଯନ୍ତ ଏହି ମାନ୍ନା ଖାଇଲେ। ସମାନେେ ଏହି ମାନ୍ନା ବସତିଦେଶ ରେ ଉପସ୍ଥିତ ନ ହବୋ ୟାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମା ରେ ପହଁଞ୍ଚିବା ପର୍ୟ୍ଯନ୍ତ ସମାନେେ ମାନ୍ନା ଖାଇଲେ।
35 Os israelitas comeram maná durante quarenta anos, até chegarem a uma terra habitável; comeram maná até chegarem às fronteiras de Canaã.
36 ଏକ ଓମର ଐଫାର ଦଶମାଂଶ।
36 ( O jarro é a décima parte de uma arroba. )

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 16, comparar traduções ou montar um estudo — tudo direto pelo WhatsApp.