Deuteronômio 22
Oriya Bible (GL_ORIYA) vs ARA
1 ଯଦି ତୁମ୍ଭେ ଏହା ଦେଖ ଯେ ତୁମ୍ଭର ପଡ଼ୋଶୀମାନଙ୍କର ଗାଈ କିଅବା ମଷେ ବଣା ହାଇେ ୟିବାର, ତୁମ୍ଭେ ନିଶ୍ଚଯ ତାହାକକ୍ସ୍ଟ ତାଙ୍କର ମାଲିକକକ୍ସ୍ଟ ଫରୋଇ ଦବେ।
1 Vendo extraviado o boi ou a ovelha de teu irmão, não te furtarás a eles; restituí-los-ás, sem falta, a teu irmão.
2 ଯଦି ତା'ର ମାଲିକ ତକ୍ସ୍ଟମ୍ଭଠାରକ୍ସ୍ଟ ଦୂର ରେ ବାସ କରିଥାଏ, କାଅବା ତୁମ୍ଭେ ତା'ର ମାଲିକକକ୍ସ୍ଟ ଜାଣି ନ ଥାଅ, ତବେେ ତାକକ୍ସ୍ଟ ତକ୍ସ୍ଟମ୍ଭ ଗୃହକକ୍ସ୍ଟ ନଇୟୋଅ। ତୁମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ପାଖ ରେ ତା'ର ମାଲିକ ଖାଜେି ଖାଜେି ଆସିବା ପର୍ୟ୍ଯନ୍ତ ରଖିପାରିବ। ଏହାପରେ ତୁମ୍ଭମାନେେ ତା'ର ମାଲିକକକ୍ସ୍ଟ ସମାନଙ୍କେୁ ଫରୋଇ ଦବୋ ଉଚିତ୍।
2 Se teu irmão não for teu vizinho ou tu o não conheceres, recolhê-los-ás na tua casa, para que fiquem contigo até que teu irmão os busque, e tu lhos restituas.
3 ତୁମ୍ଭେ ତୁମ୍ଭର ପଡ଼ୋଶୀଙ୍କ ଗଦର୍ଭ ପାଇଲେ ମଧ୍ଯ ତୁମ୍ଭେ ତାହା ପ୍ରତି ଠିକ୍ ସହେିପରି କର, ତୁମ୍ଭେ ସର୍ବଦା ତୁମ୍ଭର ପଡ଼ୋଶୀମାନଙ୍କୁ ସାହାୟ୍ଯ କରିବ। ଯଦି ସମାନଙ୍କେର ଲକ୍ସ୍ଟଗା କିଅବା ଅନ୍ୟ କିଛି ଦ୍ରବ୍ଯ ସମାନେେ ହରାଇଥାନ୍ତି।
3 Assim também farás com o seu jumento e assim farás com as suas vestes; o mesmo farás com toda coisa que se perder de teu irmão, e tu achares; não te poderás furtar a ela.
4 ଯଦି ତୁମ୍ଭର ପଡ଼ୋଶୀମାନଙ୍କର ଗଧ ଅବା ଗାଈ ବାଟରେ ପଡି ୟିବାର ଦେଖିବ ତୁମ୍ଭେ ସମାନଙ୍କେୁ ଉଠାଇ ଦବେ କିଅବା ଉଠାଇବା ରେ ସାହାୟ୍ଯ କରିବ।
4 O jumento que é de teu irmão ou o seu boi não verás caído no caminho e a eles te furtarás; sem falta o ajudarás a levantá-lo.
5 ଜଣେ ସ୍ତ୍ରୀଲୋକ ପୁରୁଷ ଲୋକମାନଙ୍କର ପୋଷାକ ପିନ୍ଧିବ ନାହିଁ। ଏବଂ ଜଣେ ପୁରୁଷ କବେବେି ସ୍ତ୍ରୀ ଲୋକର ପୋଷାକ ପିନ୍ଧିବ ନାହିଁ। ଏସବୁ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ଘୃଣା ଯୋଗ୍ଯ ଅଟେ।
5 A mulher não usará roupa de homem, nem o homem, veste peculiar à mulher; porque qualquer que faz tais coisas é abominável ao Senhor , teu Deus.
6 ପଥ ପାଶର୍ବସ୍ଥ କୌଣସି ଗଛ ରେ କିଅବା ଭୂମିରେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ କୌଣସି ପକ୍ଷୀର ବସା ରେ ଛକ୍ସ୍ଟଆ କିଅବା ଡିମ୍ବ ଥାଏ ଏବଂ ସହେି ଡିମ୍ବ ଉପରେ ବା ପକ୍ଷୀ ଛକ୍ସ୍ଟଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତବେେ ତୁମ୍ଭେ ପକ୍ଷୀ ସହିତ ଛକ୍ସ୍ଟଆକକ୍ସ୍ଟ ଆଣିବ ନାହିଁ।
6 Se de caminho encontrares algum ninho de ave, nalguma árvore ou no chão, com passarinhos, ou ovos, e a mãe sobre os passarinhos ou sobre os ovos, não tomarás a mãe com os filhotes;
7 ତୁମ୍ଭେ ତୁମ୍ଭମାନଙ୍କ ପାଇଁ ତା'ର ପକ୍ଷୀ ଛକ୍ସ୍ଟଆମାନଙ୍କୁ ଆଣି ପାରିବ କିନ୍ତୁ ତା'ର ମା' ପକ୍ଷୀକକ୍ସ୍ଟ ମକ୍ସ୍ଟକ୍ତ କରିଦବେ। ଯଦି ତୁମ୍ଭମାନେେ ଏହି ନିଯମଗକ୍ସ୍ଟଡିକ ମାନିବ ତବେେ ତୁମ୍ଭମାନଙ୍କର ଦୀର୍ଘଜୀବୀ ହବେ ଏବଂ ତୁମ୍ଭମାନଙ୍କର ମଙ୍ଗଳ ହବେ।
7 deixarás ir, livremente, a mãe e os filhotes tomarás para ti, para que te vá bem, e prolongues os teus dias.
8 ଯେତବେେଳେ ତୁମ୍ଭମାନେେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭମାନେେ ସହେି ଛାତର ଚତକ୍ସ୍ଟଃପାଶର୍ବ ରେ ପାଚରେୀ ଉଠାଇବ। ତବେେ ତୁମ୍ଭମାନେେ କୌଣସି ଲୋକ ଛାତ ଉପରକ୍ସ୍ଟ ପଡି ମରିବା ପାଇଁ ଦୋଷୀ ହବେ ନାହିଁ।
8 Quando edificares uma casa nova, far-lhe-ás, no terraço, um parapeito, para que nela não ponhas culpa de sangue, se alguém de algum modo cair dela.
9 ତୁମ୍ଭମାନେେ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ରେ ମିଶ୍ରିତ ବୀଜ ରୋପଣ କର ନାହିଁ। ତୁମ୍ଭେ ଏପରି ଯଦି କର, ଯେଉଁ ବୀଜ ବକ୍ସ୍ଟଣା ୟାଇଥିଲା ବା ଯେଉଁ ଫଳ ଫଳିଛି, ସଗେକ୍ସ୍ଟଡିକ ତୁମ୍ଭକୁ ବ୍ଯବହାର କରିବା ପାଇଁ ଅନକ୍ସ୍ଟମତି ଦିଆୟିବ ନାହିଁ।
9 Não semearás a tua vinha com duas espécies de semente, para que não degenere o fruto da semente que semeaste e a messe da vinha.
10 ତୁମ୍ଭେ ବଦଳ ଓ ଗଧ ଏକତ୍ର ୟୋଡି ଗ୍ଭଷ କରିବ ନାହିଁ।
10 Não lavrarás com junta de boi e jumento.
11 ଏପରି ପୋଷାକ ପିନ୍ଧି ନାହିଁ, ଯାହାକି ରେଶମ ଓ ଲାଇଲନ୍ ସୂତା ରେ ପ୍ରସ୍ତକ୍ସ୍ଟତ ହାଇେଥିବ।
11 Não te vestirás de estofos de lã e linho juntamente.
12 ତୁମ୍ଭେ ଆପଣା ଶରୀର ରେ ଉତ୍ତରୀଯ ବସ୍ତ୍ର ଗ୍ଭରି ଅଞ୍ଚଳ ରେ ଝକ୍ସ୍ଟଐା ବନାଇବ।
12 Farás borlas nos quatro cantos do manto com que te cobrires.
13 ଜଣେ ପୁରୁଷ ଜଣେ ସ୍ତ୍ରୀକକ୍ସ୍ଟ ବିବାହ କରି ତା'ସହିତ ଶାରୀରୀକ ସଐର୍କ ରଖି ଯବେେ ତାକକ୍ସ୍ଟ ପରେ ଘୃଣା କରେ।
13 Se um homem casar com uma mulher, e, depois de coabitar com ela, a aborrecer,
14 ଯଦି ତାହା ବିରକ୍ସ୍ଟଦ୍ଧ ରେ ମନ୍ଦ କଥା ଆରୋପ କରେ ଓ ତା'ର ଦକ୍ସ୍ଟର୍ନାମ କରେ କି, 'ଆମ୍ଭେ ଏହି ସ୍ତ୍ରୀକକ୍ସ୍ଟ ବିବାହ କଲକ୍ସ୍ଟ ମାତ୍ର ସହବାସ କାଳ ରେ ଏହାର କକ୍ସ୍ଟମାରୀତ୍ବ ଲକ୍ଷଣ ପାଇଲକ୍ସ୍ଟ ନାହିଁ।'
14 e lhe atribuir atos vergonhosos, e contra ela divulgar má fama, dizendo: Casei com esta mulher e me cheguei a ela, porém não a achei virgem,
15 ତବେେ ସହେି କନ୍ଯାର ପିତାମାତା ତାହାର କକ୍ସ୍ଟମାରୀତ୍ବର ପ୍ରମାଣ କୌମାର୍ୟ୍ଯର ଚିହ୍ନ ନଇେ ନଗର ଫାଟକରେ ପ୍ରାଚୀନମାନଙ୍କ ନିକଟକକ୍ସ୍ଟ ଆଣିବେ।
15 então, o pai da moça e sua mãe tomarão as provas da virgindade da moça e as levarão aos anciãos da cidade, à porta.
16 ସହେି କନ୍ଯାର ପିତା ପ୍ରାଚୀନବର୍ଗମାନଙ୍କୁ କହିବେ, 'ଆମ୍ଭେ ଏହି ଲୋକ ସଙ୍ଗ ରେ ଆମ୍ଭ କନ୍ଯାକକ୍ସ୍ଟ ବିବାହ ଦଲେକ୍ସ୍ଟ।
16 O pai da moça dirá aos anciãos: Dei minha filha por mulher a este homem; porém ele a aborreceu;
17 ମାତ୍ର ସେ ତାକକ୍ସ୍ଟ ଘୃଣା କଲା, ଆଉ ଦେଖ, ସେ ତାହା ବିରକ୍ସ୍ଟଦ୍ଧ ରେ ମନ୍ଦକଥା ଆରୋପ କରି କହକ୍ସ୍ଟଛି କି, 'ଆମ୍ଭେ ତକ୍ସ୍ଟମ୍ଭ କନ୍ଯାର କକ୍ସ୍ଟମାରୀତ୍ବ ଲକ୍ଷଣ ପାଇଲକ୍ସ୍ଟ ନାହିଁ।' ମାତ୍ର ଆମ୍ଭ କନ୍ଯାର କକ୍ସ୍ଟମାରୀତ୍ବର ଚିହ୍ନ ଏହି।' ତହକ୍ସ୍ଟଁ ସମାନେେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତ ରେ ସହେି ଲକ୍ସ୍ଟଗା ମଲୋଇ ଦବେେ।
17 e eis que lhe atribuiu atos vergonhosos, dizendo: Não achei virgem a tua filha; todavia, eis aqui as provas da virgindade de minha filha. E estenderão a roupa dela diante dos anciãos da cidade,
18 ଏହାପରେ ନଗରର ପ୍ରାଚୀନମାନେ ସହେି ପୁରୁଷକକ୍ସ୍ଟ ଧରି ଶାସ୍ତି ଦବେ।
18 os quais tomarão o homem, e o açoitarão,
19 ପକ୍ସ୍ଟଣି ସମାନେେ ତାହାକକ୍ସ୍ଟ ଶ ହେ ଶକେଲ ରୂପା ଦଣ୍ତ କରି କନ୍ଯାର ପିତାକକ୍ସ୍ଟ ଦବେ। କାରଣ ସେ ଇଶ୍ରାୟେଲୀୟ ଏକ କନ୍ଯା ଉପରେ ଦକ୍ସ୍ଟର୍ନାମ ଦଇେଛି। ତହିଁରେ ସେ ତା'ର ଭାର୍ୟ୍ଯା ହବେ। ସେ ତାହାକକ୍ସ୍ଟ ୟାବଜ୍ଜୀବନ ପାଇଁ ତ୍ଯାଗ କରିପାରିବ ନାହିଁ।
19 e o condenarão a cem siclos de prata, e o darão ao pai da moça, porquanto divulgou má fama sobre uma virgem de Israel. Ela ficará sendo sua mulher, e ele não poderá mandá-la embora durante a sua vida.
20 ମାତ୍ର କଥା ଯବେେ ସତ୍ଯ ହବେ ଯେ କନ୍ଯାର କକ୍ସ୍ଟମାରୀତ୍ବର ଚିହ୍ନ ଦଖାେ ନୟାଏ।
20 Porém, se isto for verdade, que se não achou na moça a virgindade,
21 ତବେେ ସମାନେେ ସହେି କନ୍ଯାକକ୍ସ୍ଟ ବାହାର କରି ପିତୃ ଗୃହର ଦ୍ବାର ନିକଟକକ୍ସ୍ଟ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକକ୍ସ୍ଟ ପଥର ଫିଙ୍ଗ ହତ୍ଯା କରିବେ। କାରଣ ପିତୃଗୃହ ରେ ୟୌନକ୍ରିଯା ଜନିତ ପାପ ବ୍ଯଭିଗ୍ଭର କରିବାରକ୍ସ୍ଟ ସେ ଇଶ୍ରାୟେଲ ମଧିଅରେ ଦକ୍ସ୍ଟଷ୍କର୍ମ କଲା। ଏହି ଉପାଯ ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
21 então, a levarão à porta da casa de seu pai, e os homens de sua cidade a apedrejarão até que morra, pois fez loucura em Israel, prostituindo-se na casa de seu pai; assim, eliminarás o mal do meio de ti.
22 ଯଦି କୌଣସି ଲୋକ ଅନ୍ୟ ଜଣେ ବିବାହିତ ସ୍ତ୍ରୀ ସହିତ ଶାରୀରୀକ ୟୌନ ସଐର୍କ ଥିବାର ଦେଖିବାକକ୍ସ୍ଟ ତୁମ୍ଭେ ପାଅ। ସେ ଦକ୍ସ୍ଟହିଁଙ୍କକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବା ଉଚିତ୍। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଏହି ଦକ୍ସ୍ଟଷ୍କର୍ମ ଦୂରକରିବା ଉଚିତ୍।
22 Se um homem for achado deitado com uma mulher que tem marido, então, ambos morrerão, o homem que se deitou com a mulher e a mulher; assim, eliminarás o mal de Israel.
23 ଯବେେ କୌଣସି କକ୍ସ୍ଟମାରୀତ୍ବ କନ୍ଯା ସହିତ କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକକ୍ସ୍ଟ ନଗର ମଧିଅରେ ପାଇ ତାହା ସହିତ ଶଯନ କରେ।
23 Se houver moça virgem, desposada, e um homem a achar na cidade e se deitar com ela,
24 ତବେେ ତୁମ୍ଭମାନେେ ସହେି ଦୁଇଜଣଙ୍କକ୍ସ୍ଟ ବାହାର କରି ନଗରଦ୍ବାର ନିକଟକକ୍ସ୍ଟ ଆଣି ପଥର ଫିଙ୍ଗି ହତ୍ଯା କରିବା ଉଚିତ୍। କାରଣ ସହେି କନ୍ଯା ନଗର ମଧିଅରେ ଥାଇ ମଧ୍ଯ ଡାକ ପକାଇଲା ନାହିଁ। ଏବଂ ସହେି ପୁରୁଷ ଆପଣା ପ୍ରତିବେଶୀର ଭାର୍ୟ୍ଯାକକ୍ସ୍ଟ ଭ୍ରଷ୍ଟ କଲା। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଏହି ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
24 então, trareis ambos à porta daquela cidade e os apedrejareis até que morram; a moça, porque não gritou na cidade, e o homem, porque humilhou a mulher do seu próximo; assim, eliminarás o mal do meio de ti.
25 କିନ୍ତୁ ଧରାଯାଉ ଏକ କକ୍ସ୍ଟମାରୀ କନ୍ଯା କ୍ଷେତ୍ର ରେ କାର୍ୟ୍ଯ କରୁଥିଲା ସମୟରେ ଯଦି କୌଣସି ପୁରୁଷ ତାକକ୍ସ୍ଟ ୟୌନ ସଐର୍କ ପାଇଁ ବାଧ୍ଯ କରେ ତବେେ କବଳେ ସହେି ପୁରୁଷକକ୍ସ୍ଟ ହତ୍ଯା କରାୟିବା ଉଚିତ୍।
25 Porém, se algum homem no campo achar moça desposada, e a forçar, e se deitar com ela, então, morrerá só o homem que se deitou com ela;
26 କିନ୍ତୁ ତୁମ୍ଭମାନେେ ସହେି କନ୍ଯା ପ୍ରତି କିଛି କରିବ ନାହିଁ। ସହେି କନ୍ଯାଠା ରେ ପ୍ରାଣଦଣ୍ତ ଯୋଗ୍ଯ ପାପ ନାହିଁ। କାରଣ କୌଣସି ମନକ୍ସ୍ଟଷ୍ଯ ଯେପରି ଆପଣା ପ୍ରତିବେଶୀର ପ୍ରତିକୂଳ ରେ ଉଠି ତାହାକକ୍ସ୍ଟ ବଧକରେ, ଏହି କଥା ଠିକ୍ ସହେିପରି ଅଟେ।
26 à moça não farás nada; ela não tem culpa de morte, porque, como o homem que se levanta contra o seu próximo e lhe tira a vida, assim também é este caso.
27 କାରଣ ସହେି ପୁରୁଷ ଜଣକ ସହେି କାର୍ୟ୍ଯାରତ ବାଳିକାକକ୍ସ୍ଟ କ୍ଷେତ୍ର ମଧିଅରେ ପାଇ ତାକକ୍ସ୍ଟ ଆକ୍ରମଣ କଲା। ସେ ସାହାୟ୍ଯ ପାଇଁ ଡାକ ପକାଇଲା ତଥାପି ତାକକ୍ସ୍ଟ ରକ୍ଷା କରିବାକୁ କହେି ନ ଥିଲେ,
27 Pois a achou no campo; a moça desposada gritou, e não houve quem a livrasse.
28 ଯଦି କୌଣସି ପୁରୁଷ ଅବାଗ୍ଦତ୍ତା କକ୍ସ୍ଟମାରୀତ୍ବ କନ୍ଯାକକ୍ସ୍ଟ ପାଇ ତାହାକକ୍ସ୍ଟ ଧରି ତାହା ସଙ୍ଗେ ଶଯନ କରେ ଓ ସମାନେେ ଧରା ପଡନ୍ତି।
28 Se um homem achar moça virgem, que não está desposada, e a pegar, e se deitar com ela, e forem apanhados,
29 ତବେେ ତାହା ସହିତ ଶଯନକାରୀ ସହେି ପୁରୁଷ କନ୍ଯାର ପିତାକକ୍ସ୍ଟ ପଗ୍ଭଶ ଶକେଲ ରୂପା ଦବେ ଓ ସେ ତାହାକକ୍ସ୍ଟ ଭ୍ରଷ୍ଟ କରିବାରକ୍ସ୍ଟ ସେ ତାହାର ଭାର୍ୟ୍ଯା ହବେ। ସହେି ପୁରୁଷ ତାହାକକ୍ସ୍ଟ ୟାବଜ୍ଜୀବନ ତ୍ଯାଗ କରିପାରିବ ନାହିଁ।
29 então, o homem que se deitou com ela dará ao pai da moça cinquenta siclos de prata; e, uma vez que a humilhou, lhe será por mulher; não poderá mandá-la embora durante a sua vida.
30 କୌଣସି ପୁରୁଷ ଆପଣା ପିତୃଭାର୍ୟାକକ୍ସ୍ଟ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।
30 Nenhum homem tomará sua madrasta e não profanará o leito de seu pai.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 22, comparar traduções ou montar um estudo — tudo direto pelo WhatsApp.