Atos 2

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଯେତବେେଳେ ପେଣ୍ଟିକଷ୍ଟ ଦିନ ଆସିଲା ସମାନେେ ସମସ୍ତେ ଗୋଟିଏ ସ୍ଥାନ ରେ ଏକାଠି ଜମା ହାଇେଥିଲେ।
1 Cumprindo-se o dia de Pentecostes, estavam todos reunidos no mesmo lugar;
2 ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସମାନେେ ଯେଉଁ ଘର ଭିତ ରେ ବସିଥିଲେ, ସହେି ଘରର ଚ଼ାରିଆଡ଼େ ବ୍ଯାପି ଗଲା।
2 e, de repente, veio do céu um som, como de um vento veemente e impetuoso, e encheu toda a casa em que estavam assentados.
3 ସମାନେେ ଅଗ୍ନିଶିଖା ପରି ଜିହ୍ବାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହାଇେ ସଠାେରେ ଥିବା ପ୍ରେତ୍ୟକକ ବ୍ଯକ୍ତିର ଉପରେ ରହିଲା।
3 E foram vistas por eles línguas repartidas, como que de fogo, as quais pousaram sobre cada um deles.
4 ସମସ୍ତେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହେଲେ। ପବିତ୍ର ଆତ୍ମାଙ୍କ ଦ୍ବାରା ପାଉଥିବା ଶକ୍ତି ସାହାୟ୍ଯ ରେ ସମାନେେ ଭିନ୍ନ ଭିନ୍ନ ଭାଷା ରେ କଥା କହିବାକୁ ଆରମ୍ଭ କଲେ।
4 E todos foram cheios do Espírito Santo e começaram a falar em outras línguas, conforme o Espírito Santo lhes concedia que falassem.
5 ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ୟିରୂଶାଲମ ରେ ରହୁଥିଲେ।
5 E em Jerusalém estavam habitando judeus, varões religiosos, de todas as nações que estão debaixo do céu.
6 ଏହି ଶବ୍ଦ ଶୁଣିବା ମାତ୍ ରେ ସମାନଙ୍କେ ଭିତରୁ ବହୁତ ଲୋକ ଆସି ଜମା ହାଇଗେଲେ। ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ, କାରଣ ସମାନେେ ନିଜେ ଯେଉଁ ଭାଷା ରେ କଥା ହେଉଥିଲେ, ପ୍ ରରେିତମାନେ ସହେି ସହେି ଭାଷା ରେ କଥା ହେଉଥିବାର ଶୁଣିଲେ।
6 E, correndo aquela voz, ajuntou-se uma multidão e estava confusa, porque cada um os ouvia falar na sua própria língua.
7 ଏଥି ରେ ଯିହୂଦୀମାନେ ଆଶ୍ଚର୍ୟ୍ଯ ହାଇେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହଁନ୍ତି କି?
7 E todos pasmavam e se maravilhavam, dizendo uns aos outros: Pois quê! Não são galileus todos esses homens que estão falando?
8 କିନ୍ତୁ ଆମ୍ଭମାନେେ ସମାନଙ୍କେୁ ଆମ୍ଭ ମାତୃଭାଷା ରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ!
8 Como pois os ouvimos, cada um, na nossa própria língua em que somos nascidos?
9 ଆମ୍ଭେ ଏଠାରୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମସପେତାମିଆର ଲୋକମାନେ,
9 Partos e medos, elamitas e os que habitam na Mesopotâmia, e Judeia, e Capadócia, e Ponto, e Ásia,
10 ଏବଂ ୟିହୂଦା, କାପ୍ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୁଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିଯା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତଜେଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତକେ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ।
10 e Frígia, e Panfília, Egito e partes da Líbia, junto a Cirene, e forasteiros romanos (tanto judeus como prosélitos),
11 ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସମାନେେ ପରମେଶ୍ବରଙ୍କର ମହତ୍ ଓ ଆଶ୍ଚର୍ୟ୍ଯ ପୂର୍ଣ୍ଣ କାର୍ୟ୍ଯକୁ ଆମ୍ଭ ଭାଷା ରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।
11 e cretenses, e árabes, todos os temos ouvido em nossas próprias línguas falar das grandezas de Deus.
12 ସମାନେେ ସମସ୍ତେ ଆଶ୍ଚର୍ୟ୍ଯ ଓ ବିଭ୍ରାନ୍ତ ହାଇେ ପଡ଼ିଲେ। ସମାନେେ ପରସ୍ପର ଭିତ ରେ ପଚ଼ାରା ଉଚ଼ରା ହେଲେ, ଏ ସବୁ କ'ଣ ହେଉଛି?
12 E todos se maravilhavam e estavam suspensos, dizendo uns para os outros: Que quer isto dizer?
13 କିନ୍ତୁ ଅନ୍ୟ ଲୋକମାନେ ପ୍ ରରେିତମାନଙ୍କୁ ଉପହାସ କରି କହିଲେ, ଏମାନେ ସମସ୍ତେ ମଦପିଇ ମାତାଲ ହାଇେଛନ୍ତି।
13 E outros, zombando, diziam: Estão cheios de mosto.
14 ପିତର ସହେି ଏଗାରଜଣ ପ୍ ରରେିତ ସହ ଠିଆ ହାଇେ ସହେି ଲୋକମାନଙ୍କୁ ବଡ଼ ପାଟି ରେ କହିଲେ, ହେ ୟିଦୂଦୀୟମାନେ, ହେ ୟିରୂଶାଲମ ବାସିନ୍ଦାମାନେ, ସମସ୍ତେ ମାେ କଥା ଶୁଣ।
14 Pedro, porém, pondo-se em pé com os onze, levantou a voz e disse-lhes: Varões judeus e todos os que habitais em Jerusalém, seja-vos isto notório, e escutai as minhas palavras.
15 ତୁମ୍ଭମାନେେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି।
15 Estes homens não estão embriagados, como vós pensais, sendo esta a terceira hora do dia.
16 ଏବେ ଯାହା ଘଟୁଛି ସେ ବିଷୟ ରେ ଭାବବାଦୀ ଯାୟେଲ କହିଥିଲେ, ପରମେଶ୍ବର କହନ୍ତି,
16 Mas isto é o que foi dito pelo profeta Joel:
17 ମୁଁ ଶଷେ ସମୟରେ ସମସ୍ତଙ୍କ ଉପରେ ମାରେ ଆତ୍ମା ଢ଼ାଳି ଦବେି। ଯାହାଦ୍ବାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ଯତ ବାଣୀ କହିପାରିବେ। ତୁମ୍ଭମାନଙ୍କର ୟୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ।
17 E nos últimos dias acontecerá, diz Deus, que do meu Espírito derramarei sobre toda a carne; e os vossos filhos e as vossas filhas profetizarão, os vossos jovens terão visões, e os vossos velhos sonharão sonhos;
18 ହଁ, ସେତବେେଳେ ମୁଁ ନିଜ ସବେକ ସବେିକାମାନଙ୍କ ଉପରେ ନିଜ ଆତ୍ମା ଢ଼ାଳି ଦବେି, ସମାନେେ ଭବିଷ୍ଯତବାଣୀ କହିବେ।
18 e também do meu Espírito derramarei sobre os meus servos e minhas servas, naqueles dias, e profetizarão;
19 ମୁଁ ଉପରିସ୍ଥ ଆକାଶ ରେ ବିସ୍ମୟଜନକ କାର୍ୟ୍ଯ ଓ ନୀଚ୍ଚସ୍ଥ ପୃଥିବୀ ରେ ରକ୍ତ ନିଆଁ ମେଘ, ଧୂଆଁର ଚିହ୍ନମାନ ଦଖାଇବେି।
19 e farei aparecer prodígios em cima no céu e sinais em baixo na terra: sangue, fogo e vapor de fumaça.
20 ପ୍ରଭୁଙ୍କର ସହେି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ ସୁର୍ୟ୍ଯ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହାଇୟିବେ।
20 O sol se converterá em trevas, e a lua, em sangue, antes de chegar o grande e glorioso Dia do Senhor;
21 ସେତବେେଳେ ଯେ କହେି ପ୍ରଭୁଙ୍କ ନାମ ଉଚ୍ଚାରଣ କରିବ, ସେ ଉଦ୍ଧାର ପାଇବ।'ଯାୟେଲ 2:28-32
21 e acontecerá que todo aquele que invocar o nome do Senhor será salvo.
22 ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।
22 Varões israelitas, escutai estas palavras: A Jesus Nazareno, varão aprovado por Deus entre vós com maravilhas, prodígios e sinais, que Deus por ele fez no meio de vós, como vós mesmos bem sabeis;
23 ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।
23 a este que vos foi entregue pelo determinado conselho e presciência de Deus, tomando-o vós, o crucificastes e matastes pelas mãos de injustos;
24 କିନ୍ତୁ ଇଶ୍ବର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ଯୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ଯୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।
24 ao qual Deus ressuscitou, soltas as ânsias da morte, pois não era possível que fosse retido por ela.
25 ଦାଉଦ ତାହାଙ୍କ ବିଷୟ ରେ କହିଥିଲେ,
25 Porque dele disse Davi: Sempre via diante de mim o Senhor, porque está à minha direita, para que eu não seja comovido;
26 ଏହାଦ୍ବାରା ମାରେ ମନ ପ୍ରଫୁଲ୍ଲିତ ହେଲା ଓ ମାେ ମୁଁହରୁ ଆନନ୍ଦପୁର୍ଣ୍ଣ କଥା ବାହାରିଲା।
26 por isso, se alegrou o meu coração, e a minha língua exultou; e ainda a minha carne há de repousar em esperança.
27 ମାେ ଶରୀର ମଧ୍ଯ ଭରସା ରେ ବଞ୍ଚି ରହିବ, ଯେ ହତେୁ ତୁମ୍ଭେ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନ ରେ ଛାଡ଼ିଦବେ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ଯକ୍ତିକୁ କବର ରେ କ୍ଷୟ ହବୋକୁ ଦବେ ନାହିଁ।
27 Pois não deixarás a minha alma no Hades, nem permitirás que o teu Santo veja a corrupção.
28 ତୁମ୍ଭେ ମାେତେ ଜୀବନର ପଥ ଦଖାଇେ ଅଛ। ତୁମ୍ଭ ଉପସ୍ଥିତି ରେ ମାେତେ ବହୁତ ଆନନ୍ଦ ମିଳିବ।'ଗାତସଂହିତା 16:8-11
28 Fizeste-me conhecidos os caminhos da vida; com a tua face me encherás de júbilo.
29 ହେ ମାରେ ଭାଇମାନେ, ମୁଁ ବିଶ୍ବାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟ ରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ଯୁବରଣ କରି କବରସ୍ଥ ହାଇେଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ଯାବଧି ଆମ୍ଭ ନିକଟରେ ଅଛି।
29 Varões irmãos, seja-me lícito dizer-vos livremente acerca do patriarca Davi que ele morreu e foi sepultado, e entre nós está até hoje a sua sepultura.
30 ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।
30 Sendo, pois, ele profeta e sabendo que Deus lhe havia prometido com juramento que do fruto de seus lombos, segundo a carne, levantaria o Cristo, para o assentar sobre o seu trono,
31 ଏଣୁ ଭବିଷ୍ଯତ ରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କ ରେ କହିଥିଲେ, ତାହାଙ୍କ ମୃତ୍ଯୁର ସ୍ଥାନ ରେ ଛାଡ଼ି ଦିଆ ଯାଇନାହିଁ ଓ ତାହାଙ୍କର ଦହେ କବର ରେ ପଚିସଢ଼ି ଯାଇନାହିଁ।'
31 nesta previsão, disse da ressurreição de Cristo, que a sua alma não foi deixada no Hades, nem a sua carne viu a corrupção.
32 ଏହି ଯୀଶୁଙ୍କୁ ଇଶ୍ବର ଯେ ମୃତ୍ଯୁରୁ ଉଠାଇଛନ୍ତି, ଆମ୍ଭମାନେେ ସେଥି ରେ ନିଜେ ସାକ୍ଷୀ ଅଟୁ।
32 Deus ressuscitou a este Jesus, do que todos nós somos testemunhas.
33 ଯୀଶୁଙ୍କୁ ସ୍ବର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଇଶ୍ବରଙ୍କର ଡ଼ାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବୁତ୍ରଆତ୍ମା ଦଇେଛନ୍ତି। ଇଶ୍ବର ଏହି ପବିତ୍ରଆତ୍ମା ଦବୋ ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ର ଆତ୍ମାଙ୍କୁ ଢ଼ାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ଏହା ଦେଖୁଅଛ ଓ ଶୁଣୁଅଛ।
33 De sorte que, exaltado pela destra de Deus e tendo recebido do Pai a promessa do Espírito Santo, derramou isto que vós agora vedes e ouvis.
34 ଦାଉଦ ସ୍ବର୍ଗ ଆରୋହଣ କରି ନାହିଁନ୍ତି। କିନ୍ତୁ ଯୀଶୁ ସ୍ବର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:
34 Porque Davi não subiu aos céus, mas ele próprio diz: Disse o Senhor ao meu Senhor: Assenta-te à minha direita,
35 ମୁଁ ତୁମ୍ଭର ଶତୃମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ୟ୍ଯନ୍ତ ତୁମ୍ଭେ ମାରେ ଡ଼ାହାଣ ପଟେ ବସିଥାଅ।' ଗୀତସଂହିତା 110:1
35 até que ponha os teus inimigos por escabelo de teus pés.
36 ତେଣୁ ଇଶ୍ରାୟେଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭମାନେେ କୃଶ ରେ ବିଦ୍ଧ କରିଛ, ଇଶ୍ବର ତାହାଙ୍କୁ ପ୍ରଭୁ ଓ ମଶୀହ ପଦ ରେ ନିୟୁକ୍ତ କରିଛନ୍ତି।
36 Saiba, pois, com certeza, toda a casa de Israel que a esse Jesus, a quem vós crucificastes, Deus o fez Senhor e Cristo.
37 ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସମାନେେ ପିତର ଓ ଅନ୍ୟ ପ୍ ରରେିତମାନଙ୍କୁ ପଚାରିଲେ, ଭାଇମାନେ, ଆମ୍ଭେ କ'ଣ କରିବା?
37 Ouvindo eles isto, compungiram-se em seu coração e perguntaram a Pedro e aos demais apóstolos: Que faremos, varões irmãos?
38 ପିତର ସମାନଙ୍କେୁ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ବାପ୍ତିସ୍ମ ନବୋକୁ ପଡ଼ିବ। ତବେେ ତୁମ୍ଭମାନେେ ପବିତ୍ରଆତ୍ମାର ଦାନ ପାଇବ।
38 E disse-lhes Pedro: Arrependei-vos, e cada um de vós seja batizado em nome de Jesus Cristo para perdão dos pecados, e recebereis o dom do Espírito Santo.
39 ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ଯ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂର ରେ ଅଛନ୍ତି ସମାନଙ୍କେ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଇଶ୍ବର ଆମ୍ଭମାନଙ୍କ ପ୍ରଭୁ, ଡ଼ାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।
39 Porque a promessa vos diz respeito a vós, a vossos filhos e a todos os que estão longe: a tantos quantos Deus, nosso Senhor, chamar.
40 ପିତର ସମାନଙ୍କେୁ ଚତନୋ ଦଇେ କହିଲେ, ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।
40 E com muitas outras palavras isto testificava e os exortava, dizendo: Salvai-vos desta geração perversa.
41 ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।
41 De sorte que foram batizados os que de bom grado receberam a sua palavra; e, naquele dia, agregaram-se quase três mil almas.
42 ବିଶ୍ବାସୀ ଲୋକମାନେ ଏକାଠି ମିଳିତ ହବୋକୁ ଲାଗିଲେ। ପ୍ ରରେିତମାନଙ୍କ ଉପଦେଶ ଶୁଣିବାକୁ ସମାନେେ ସମାନଙ୍କେର ସମୟ ଦେଲେ। ବିଶ୍ବାସୀମାନେ ପରସ୍ପରର ସହଭାଗୀ ହେଲେ। ସମାନେେ ରୋଟୀ ବାଣ୍ଟି ଖାଇବାର ଏବଂ ପ୍ରାର୍ଥନା କରିବା ରେ ସମୟ ଦେଲେ।
42 E perseveravam na doutrina dos apóstolos, e na comunhão, e no partir do pão, e nas orações.
43 ପ୍ ରରେିତମାନେ ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ୟ୍ଯପୂର୍ଣ୍ଣ କାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ଲୋକର ଇଶ୍ବରଙ୍କ ପ୍ରତି ଅତି ଭକ୍ତି ଥିଲା।
43 Em cada alma havia temor, e muitas maravilhas e sinais se faziam pelos apóstolos.
44 ସମସ୍ତ ବିଶ୍ବାସୀମାନେ ଏକାଠି ରହିଲେ ଏବଂ ସମାନଙ୍କେ ପାଖ ରେ ଯାହା ସବୁଥିଲା, ସେଥି ରେ ସମସ୍ତେ ଭାଗୀଦାର ହେଲେ।
44 Todos os que criam estavam juntos e tinham tudo em comum.
45 ସମାନେେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକି ଦେଲେ ଓ ସମସ୍ତ ଲୋକମାନଙ୍କୁ ସମାନଙ୍କେ ନିଜନିଜ ଆବଶ୍ଯକତା ଅନୁସାରେ ବାଣ୍ଟି ଦେଲେ।
45 Vendiam suas propriedades e fazendas e repartiam com todos, segundo cada um tinha necessidade.
46 ପ୍ରତିଦିନ ସମାନେେ ଏକାଠି ହାଇେ ଉପାସନା ମନ୍ଦିର ରେ ପରସ୍ପରକୁ ଭଟେୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ଯ ଏକ ଥିଲା। ସମାନେେ ସମାନଙ୍କେ ଘ ରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟ ରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।
46 E, perseverando unânimes todos os dias no templo e partindo o pão em casa, comiam juntos com alegria e singeleza de coração,
47 ବିଶ୍ବସୀମାନେ ଇଶ୍ବଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସମାନଙ୍କେୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ବାସୀମାନଙ୍କ ଦଳ ରେ ସଂୟୁକ୍ତ କରୁଥିଲେ।
47 louvando a Deus e caindo na graça de todo o povo. E todos os dias acrescentava o Senhor à igreja aqueles que se haviam de salvar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Atos 2, comparar traduções ou montar um estudo — tudo direto pelo WhatsApp.