Atos 1

Oriya Bible (GL_ORIYA)

1 ହେ ଥିୟଫିଲ, ମୁଁ ମାରେ ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ୟ୍ଯ ଓ ଉପଦେଶଗୁଡ଼ିକ ବିଷୟ ରେ ଲେଖିଛି।

2 ମୁଁ ଯୀଶୁଙ୍କର ସଂମ୍ପୂର୍ଣ୍ଣ ଜୀବନ ସମ୍ପର୍କ ରେ ଆରମ୍ଭରୁ ତାହାଙ୍କୁ ସ୍ବର୍ଗକୁ ନିଆୟିବା ପର୍ୟ୍ଯନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ ରରେିତମାନଙ୍କ ସହିତ କଥାବର୍ତ୍ତା ହାଇେଥିଲେ। ପବିତ୍ରଆତ୍ମାଙ୍କ ସାହାୟ୍ଯ ରେ ଯୀଶୁ ପ୍ ରରେିତମାନେ କ'ଣ କରିବା ଉଚ଼ିତ, ସହେି କଥା କହିଲେ।

3 ଏହି ଘଟଣାଟି ଯୀଶୁଙ୍କର ମୃତ୍ଯୁ ପରେ ଘଟିଥିଲା। କିନ୍ତୁ ଅନକେ ଶକ୍ତିୟୁକ୍ତ କାର୍ୟ୍ଯ ଦ୍ବାରା ସେ ପ୍ରମାଣିତ କରି ଦେଖଇେ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ଯୁ ପରେ ପୁନର୍ଜୀବିତ ହାଇେ ଉଠିଥିବାର ଚାଳିଶ ଦିନ ପର୍ୟନ୍ତ ପ୍ ରରେିତମାନେ ଯୀଶୁଙ୍କୁ ଅନକେ ଥର ଦେଖିଲେ। ଯୀଶୁ ପରମେଶ୍ବରଙ୍କର ରାଜ୍ଯ ବିଷୟ ରେ ପ୍ ରରେିତମାନଙ୍କୁ କହିଲେ।

4 ଦିନେ ଯେତବେେଳେ ଯୀଶୁ ସମାନଙ୍କେ ସାଙ୍ଗ ରେ ଭୋଜନ କରୁଥିଲେ ସେତବେେଳେ ସେ ପ୍ ରରେିତମାନଙ୍କୁ ୟିରୂଶାଲମ ନ ଛାଡ଼ିବାପାଇଁ କହିଲେ। ଯୀଶୁ କହିଲେ, ପରମେଶ୍ବର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦଇେଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟ ରେ ଆଗରୁ କହି ସାରିଛି। ତେଣୁ ସହେି ପ୍ରତିଜ୍ଞା ନ ପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ୟିରୂଶାଲମ ରେ ଅପେକ୍ଷା ରେ ରୁହ।

5 ଯୋହନ ଲୋକମାନଙ୍କୁ ଜଳ ରେ ବାପ୍ତିସ୍ମ ଦଇେଥିଲେ, କିନ୍ତୁ ଅଳ୍ପ ଦିନ ଭିତ ରେ ତୁମ୍ଭମାନେେ ପବିତ୍ରଆତ୍ମାଙ୍କ ଦ୍ବାରା ବାପ୍ତିଜିତ ହବେ।

6 ପ୍ ରରେିତମାନେ ଏକାଠି ହାଇେ ଯୀଶୁଙ୍କୁ ପଚ଼ାରିଲେ, ପ୍ରଭୁ, ଆପଣ ଇଶ୍ରାୟେଲମାନଙ୍କୁ ସମାନଙ୍କେର ରାଜ୍ଯ ଏହି ସମୟରେ ପୁନର୍ବାର ଦେଉଅଛନ୍ତି କି?

7 ଯୀଶୁ ସମାନଙ୍କେୁ କହିଲେ, କବଳେ ପରମେଶ୍ବରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟ ରେ ନିଷ୍ପତ୍ତି ଗ୍ରହଣ କରିପାରିବେ। ତୁମ୍ଭମାନେେ ସେ ବିଷୟ ରେ ଜାଣି ପାରିବ ନାହିଁ।

8 କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭମାନେେ ଶକ୍ତି ପାଇ ତୁମ୍ଭମାନେେ ମାରେ ସାକ୍ଷୀ ହବେ। ପ୍ରଥମେ ୟିରୂଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭମାନେେ ସମଗ୍ର ୟିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳ ରେ।

9 ଯୀଶୁ ପ୍ ରରେିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉେଠଇ ନିଆଗଲା। ପ୍ ରରେିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଚାଲିଗଲେ, ଓ ସମାନେେ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ।

10 ଯୀଶୁ ଚାଲି ଯାଉଥିଲେ ଓ ପ୍ ରରେିତମାନେ ଆକାଶକୁ ଚାହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସମାନଙ୍କେ ପାଖ ରେ ଆସି ଠିଆ ହେଲେ।

11 ସହେି ଦୁଇଜଣ ପୁରୁଷ ପ୍ ରରେିତମାନଙ୍କୁ କହିଲେ, ହେ ଗାଲିଲୀର ଲୋକେ, ତୁମ୍ଭମାନେେ ଏଠା ରେ ଠିଆ ହାଇେ ଆକାଶ ଆଡ଼େ କାହିଁକି ଚାହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ଯରୁ ଉଠାଇ ନିଆଗଲା, ସେ ସ୍ବର୍ଗକୁ ଗଲେ ଓ ତୁମ୍ଭମାନେେ ତାହାଙ୍କୁ ଉପରକୁ ୟିବାର ଯେପରି ଦେଖିଲ, ସହେିପରି ସେ ପୁଣି ଫରେିଆସିବେ।

12 ତା'ପରେ ପ୍ ରରେିତମାନେ ଜୀତ ନାମକ ପର୍ବତରୁ ୟିରୂଶାଲମ ଫରେି ଆସିଲେ। ଏହି ପର୍ବତ ୟିରୂଶାଲମଠାରୁ ପ୍ରାୟ ଦୁଇ କି ଲୋମିଟର ଦୂର।

13 ପ୍ ରରେିତମାନେ ସଠାେରେ ପହଞ୍ଚି ଉପରମହଲାର ଏକ କଠାେରୀ ଭିତରକୁ ଗଲେ, ସଠାେରେ ସମାନେେ ରହିଲେ। ଏ ପ୍ ରରେିତମାନେ ପିତର, ଯୋହନ ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମା, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମାନେ ଓ ଯାକୁବର ପୁତ୍ର ୟିହୂଦା ଥିଲେ।

14 ପ୍ ରରେିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ଯ ରେ ଏକମନ ହାଇେ ନିରନ୍ତର ପ୍ରାର୍ଥନା କରୁଥିଲେ। ସମାନଙ୍କେ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ଯ ଥିଲେ।

15 ସହେି ସମୟରେ ସଠାେରେ ପ୍ରାୟ ଶ ହକେୋଡ଼ିଏ ଜଣ ବିଶ୍ବାସୀ ଏକତ୍ର ହାଇେଥିଲେ। ପିତର ସମାନଙ୍କେ ମଧିଅରେ ଠିଆ ହାଇେ କହିଲେ,

16 ଭାଇମାନେ ଧର୍ମଶାସ୍ତ୍ର ରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ବାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ୟିହୂଦାଙ୍କ ବିଷୟ ରେ କହିଥିଲେ।

17 ୟିହୂଦା ଆମ୍ଭ ଦଳ ରେ ଥିଲା ଓ ଆମ୍ଭ ସହିତ ଏକତ୍ର ସବୋ କାର୍ୟ୍ଯ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ୟିହୂଦା ସମାନଙ୍କେର ନେତା ହବେ।

18 ୟିହୂଦାକୁ ଏହି ଘୃଣ୍ଯ କାମ କରିବା ପାଇଁ ଟଙ୍କା ଦିଆଯାଇଥିଲା। ସେଥି ରେ ସେ ଗୋଟିଏ ଜମି କିମି ଦଲୋ। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହାଇେ ପଡ଼ିଲା। ପରେ ତା'ର ପଟେ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା।

19 ଏହି କଥା ୟିରୂଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସମାନେେ ତାହାଙ୍କ ନିଜ ଭାଷା ରେ ଏହି ଜମିକୁ ହକଲ୍ଦମା ଅର୍ଥାତ୍ ରକ୍ତ କ୍ଷେତ୍ର ବୋଲି କହିଲେ।

20 ପିତର ପୁଣି କହିଲେ, ଗୀତସଂହିତା ରେ ୟିହୂଦା ସଂପର୍କ ରେ ଲଖାେ ଯାଇଅଛି:

21 ତେଣୁ ମୃତମାନଙ୍କ ମଧ୍ଯରୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହବୋ ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦବୋ ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତବେେଳେ ଆମ୍ଭମାନଙ୍କ ଭିତ ରେ ଯେତେ ଜଣ ଥିଲେ ସମାନଙ୍କେ ମଧ୍ଯରୁ ଆଉ ଜଣକୁ ହିଁ ବଛାୟିବ।

22 ଅନ୍ୟଭାଷା ରେ କହିବାକୁ ଗଲେ, ଯୋହନଙ୍କ ଦ୍ବାରା ବାପ୍ତିଜିତ ହବୋ ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ଯରୁ ଉର୍ଦ୍ଧ୍ବକୁ ନିଆ ହାଇଯେିବା ପର୍ୟ୍ଯନ୍ତ ଏହି ଲୋକ ଜଣଙ୍କ ଆମ୍ଭ ସଙ୍ଗ ରେ ରହିଥିବା ଉଚ଼ିତ।

23 ଏଥିପାଇଁ ପ୍ ରରେିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସମାନଙ୍କେ ମଧ୍ଯରୁ ଜଣେ ହେଉଛନ୍ତି ଯୋଷଫେ, ଯାହାଙ୍କୁ ବର୍ଶବ୍ବା ବୋଲି କୁହାଯାଉଥିଲା, ଏହାଙ୍କୁ ୟୁସ୍ତ ମଧ୍ଯ କୁହାଯାଉଥିଲାଏବଂ ଅନ୍ୟ ଜଣେ ମଥିୟ।

24 ପୁଣି ପ୍ ରରେିତମାନେ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ, ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସବୋ କାର୍ୟ୍ଯ ଓ ପ୍ ରରେିତ ପଦ ଛାଡ଼ିଦଇେ ୟିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି।

25 ସହେି ପଦ ରେ ପ୍ ରରେିତ ହବୋ ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ଯରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦଖାଇଦେିଅ।

26 ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Atos 1, comparar traduções ou montar um estudo — tudo direto pelo WhatsApp.