Ageu 2
Oriya Bible (GL_ORIYA) vs ARC
1 ସପ୍ତମ ମାସର ଏକବିଂଶ ଦିବସ ରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗଯଙ୍କ ନିକଟକୁ ଆସିଲା।
1 No sétimo mês, ao vigésimo primeiro do mês, veio a palavra do Senhor pelo ministério do profeta Ageu, dizendo:
2 ଏହି ବାର୍ତ୍ତା ଯିହୁଦାର ଦଶାେଧ୍ଯକ୍ଷ ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିହାଶୂେୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ।
2 Fala agora a Zorobabel, filho de Sealtiel, príncipe de Judá, e a Josué, filho de Jozadaque, sumo sacerdote, e ao resto do povo, dizendo:
3 ତୁମ୍ଭମାନଙ୍କ ମଧ୍ଯରୁ କିଏ ଏହି ମନ୍ଦିରର ପୂର୍ବ ମହିମା ଦେଖିଲା? ଧ୍ବଂସ ହାଇେ ୟାଇଥିବା ସୁନ୍ଦର ଗୃହ ସହିତ ତୁମ୍ଭମାନେେ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର ତବେେ ତୁମ୍ଭର ଦୃଷ୍ଟି ରେ ଏହା କିଛି ନୁହେଁ।
3 Quem há entre vós que, tendo ficado, viu esta casa na sua primeira glória? E como a vedes agora? Não é esta como nada em vossos olhos, comparada com aquela?
4 କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, 'ୟିରୁଦ୍ଦାବିଲର ସାହସ ଜଗାଅ' ୟିହୋଷାଦକଙ୍କ ପୁତ୍ର ଯିହାଶୂେୟ, ତୁମ୍ଭେ ଜଣେ ମହାୟାଜକ 'ସାହସ ଜଗାଅ' ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ। ସଦାପ୍ରଭୁ କୁହନ୍ତି, 'ଏହି କାର୍ୟ୍ଯ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।
4 Ora, pois, esforça-te, Zorobabel, diz o Senhor , e esforça-te, Josué, filho de Jozadaque, sumo sacerdote, e esforçai-vos, todo o povo da terra, diz o Senhor , e trabalhai; porque eu sou convosco, diz o Senhor dos Exércitos,
5 ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ମିଶର ପରିତ୍ଯାଗ କଲା ବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧିଅରେ ଅଛି। ତେଣୁ ଭୟ କରନାହିଁ।
5 segundo a palavra que concertei convosco, quando saístes do Egito, e o meu Espírito habitava no meio de vós; não temais.
6 କାହିଁକି? କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ଅଳ୍ପ ସମୟ ପ ରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ବର୍ଗ, ମର୍ତ୍ତ୍ଯ, ଜଳ ଓ ସ୍ଥଳ ରେ କମ୍ପନ ଆଣିବା।
6 Porque assim diz o Senhor dos Exércitos: Ainda uma vez, daqui a pouco, e farei tremer os céus, e a terra, e o mar, e a terra seca;
7 ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।
7 e farei tremer todas as nações, e virá o Desejado de todas as nações, e encherei esta casa de glória, diz o Senhor dos Exércitos.
8 ସମାନଙ୍କେର ସମସ୍ତ ରୂପାର ଅଧିକାରୀ ଆମ୍ଭେ ଏବଂ ସମସ୍ତ ସ୍ବର୍ଣ୍ଣ ମଧ୍ଯ ଆମ୍ଭର। ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କହୁଛନ୍ତି।
8 Minha é a prata, e meu é o ouro, disse o Senhor dos Exércitos.
9 ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହବେ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା, ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।
9 A glória desta última casa será maior do que a da primeira, diz o Senhor dos Exércitos, e neste lugar darei a paz, diz o Senhor dos Exércitos.
10 ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ନବମ ମାସର ଚତୁର୍ବଂଶ ଦିବସ ରେ ଭବିଷ୍ଯଦ୍ବକ୍ତା ହାଗଯ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ।
10 Ao vigésimo quarto dia do mês nono, no segundo ano de Dario, veio a palavra do Senhor pelo ministério do profeta Ageu, dizendo:
11 ଏହି ଜିନିଷଗୁଡିକ ବିଷଯ ରେ ବ୍ଯବସ୍ଥା କ'ଣ କୁ ହେ, ଯାଜକମାନଙ୍କୁ ପଗ୍ଭରିବାକୁ ସର୍ବଶକ୍ତିମାନ ସଦାପ୍ରଭୁ ଆଦେଶ ଦିଆନ୍ତି।
11 Assim diz o Senhor dos Exércitos: Pergunta, agora, aos sacerdotes, acerca da lei, dizendo:
12 ମନକରେ ଜଣେ ମନୁଷ୍ଯ କିଛି ମାଂସ ତା'ର ପୋଷାକର ଭାଙ୍ଗ ରେ ନିଏ। ଏହା ପବିତ୍ର ହବେ କାରଣ ଏହି ମାଂସ ବଳିଦାନର ଏକ ଅଂଶ ବିଶଷେ। କ'ଣ ସହେି ସବୁ ବସ୍ତ୍ର ଯଦି ରୋଟୀ, ରନ୍ଧାଖାଦ୍ୟ, ତଲେ କି ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ ସ୍ପର୍ଶ କରେ ତବେେ ସେ ସବୁ କ'ଣ ପବିତ୍ର ହାଇଯେିବ?
12 Se alguém leva carne santa na aba da sua veste e com a sua aba tocar no pão, ou no guisado, ou no vinho, ou no azeite, ou em qualquer outro mantimento, ficará este santificado? E os sacerdotes, respondendo, diziam: Não.
13 ତା'ପ ରେ ହାଗଯ କହିଲେ, ଯଦି ଜଣେ ବ୍ଯକ୍ତି ଗୋଟିଏ ଶବକୁ ଛୁଏଁ ତବେେ ସେ କ'ଣ ଅପବିତ୍ର ହବେ? ବର୍ତ୍ତମାନ ସେ ଯଦି ଅନ୍ୟ ଜିନିଷଗୁଡିକୁ ଛୁଏଁ ସଗେୁଡିକ କ'ଣ ଅପବିତ୍ର ହାଇଯେିବ?
13 E disse Ageu: Se alguém, que se tinha tornado impuro pelo contato com um corpo morto, tocar nalguma destas coisas, ficará isso imundo? E os sacerdotes, respondendo, diziam: Ficará imunda.
14 ତା'ପ ରେ ହାଗଯ କହିଲେ, ସଦାପ୍ରଭୁ ପରମେଶ୍ବର ଏହିସବୁ କହନ୍ତି, 'ଦେଶର ଲୋକମାନଙ୍କ ବିଷଯ ରେ ଏହା ସତ୍ଯ ଅଟେ। ସହେି ଲୋକମାନେ ଆମ୍ଭ ସମ୍ମୁଖ ରେ ଶୁଦ୍ଧ ଓ ପବିତ୍ର ନଥିଲେ। ତେଣୁ ଯେ କୌଣସି ଜିନିଷକୁ ସମାନେେ ଛୁଉଁଥିଲେ ଏବଂ ଯେ କୌଣସି ଜିନିଷକୁ ସମାନେେ ୟଜ୍ଞବଦେୀ ଉପରକୁ ଆଣୁଥିଲେ ସଗେୁଡିକ ସବୁ ଅଶୁଦ୍ଧ ହେଉଥିଲା।
14 Então, respondeu Ageu e disse: Assim é este povo, e assim é esta nação diante do meu rosto, disse o Senhor ; e assim é toda a obra das suas mãos; e tudo o que ali oferecem imundo é.
15 ଆଜି ଦିନର ପୂର୍ବରୁ ଯାହାସବୁ ଘଟିଲା ସେ ବିଷଯ ରେ ଚିନ୍ତା କର। ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ ଆରମ୍ଭ କରିବାର ପୂର୍ବ ସମୟ ବିଷଯ ରେ ଚିନ୍ତା କର।
15 Agora, pois, aplicai o vosso coração a isso, desde este dia em diante, antes de pordes pedra sobre pedra no templo do Senhor .
16 ଲୋକମାନେ କୋଡିଏ ଓଜନ ମାପର ଶସ୍ଯ ଗ୍ଭହିଁଥିଲେ କିନ୍ତୁ ଶସ୍ଯ ସ୍ତୁପ ରେ ମାତ୍ର ଦଶ ଓଜନ ମାପର ଶସ୍ଯ ଥିଲା। ଲୋକମାନେ ଦ୍ରାକ୍ଷାରସ କୁଣ୍ତରୁ ପଗ୍ଭଶ ମାଠିଆ ଦ୍ରାକ୍ଷାରସ ଗ୍ଭହିଁଥିଲେ। କିନ୍ତୁ ସେଥି ରେ ମାତ୍ର କୋଡିଏ ମାଠିଆ ଦ୍ରାକ୍ଷାରସ ଥିଲା।
16 Depois daquele tempo, veio alguém a um monte de vinte medidas, e havia somente dez; vindo ao lagar para tirar cinquenta, havia somente vinte.
17 କାହିଁକି ଏହା ହେଲା? କାରଣ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦଲେୁ। ଗଛଗୁଡିକ ମାରିଦବୋକୁ ଆମ୍ଭେ ରୋଗ ପଠାଇଥିଲୁ। ତୁମ୍ଭ ହାତ ରେ ପ୍ରସ୍ତୁତ କରିଥିବା ଶସ୍ଯକୁ ଆମ୍ଭେ କୁଆପଥର ପକାଇ ନଷ୍ଟ କରିଥିଲୁ। ଆମ୍ଭେ ଏସବୁ କଲାପ ରେ ମଧ୍ଯ ସମାନେେ ଆମ୍ଭ ପାଖକୁ ଆସିଲେ ନାହିଁ।' ସଦାପ୍ରଭୁ ଏହିସବୁ କହିଲେ।
17 Feri-vos com queimadura, e com ferrugem, e com saraiva, em toda a obra das vossas mãos; e não houve entre vós quem voltasse para mim, diz o Senhor .
18 ସଦାପ୍ରଭୁ କହିଲେ, ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ଯ ଶଷେ କରିଛ। ତେଣୁ ଏହାପ ରେ କ'ଣ ସବୁ ଘଟୁଛି ଆଗକୁ ଲକ୍ଷ୍ଯ କର।
18 Ponde, pois, eu vos rogo, desde este dia em diante, desde o vigésimo quarto dia do mês nono, desde o dia em que se fundou o templo do Senhor , ponde o vosso coração nestas coisas.
19 ଖଳା ରେ ଆଉ ଶସ୍ଯ ଅଛି କି? ନାଁ, କୌଣସି ଶସ୍ଯ ଖଳା ରେ ନାହିଁ। ଦ୍ରାକ୍ଷାଲତାକୁ, ଡିମିରି ଗଛକୁ, ଡାଳିମ୍ବୂ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ଯ କର। ସମାନେେ ଫଳ ଧାରଣ କରୁଛନ୍ତି କି? ନାଁ, ସେ ସବୁ ଧାରଣ କରୁନାହିଁନ୍ତି। କିନ୍ତୁ ଆଜିଠାରୁ ଦେଖ, ସଗେୁଡିକ ଉତ୍ତମ ଫଳ ଧାରଣ କରିବେ, କାରଣ ଆମ୍ଭେ ଆର୍ଶୀବାଦ କରିବା।
19 Há ainda semente no celeiro? Nem a videira, nem a figueira, nem a romeira, nem a oliveira têm dado os seus frutos; mas desde este dia vos abençoarei.
20 ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗଯ ନିକଟକୁ ଆସିଲା। ବାର୍ତ୍ତାଟି ହେଉଛି।
20 E veio a palavra do Senhor segunda vez a Ageu, aos vinte e quatro do mês, dizendo:
21 ଯିହୁଦାର ଶାସକ ୟିରୁଦ୍ଦାବିଲଙ୍କ ନିକଟକୁ ୟାଅ। ଆମ୍ଭେ ପୃଥିବୀ ଓ ସ୍ବର୍ଗକୁ ଥରାଇ ଦବୋ।
21 Fala a Zorobabel, príncipe de Judá, dizendo: Farei tremer os céus e a terra;
22 ଆମ୍ଭେ ବହୁ ରାଜ୍ଯ ଓ ରାଜାଙ୍କୁ ଓଲଟାଇ ଦବୋ, ଆମ୍ଭେ ରାଜ୍ଯର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସମାନଙ୍କେର ରଥ ଓ ଆ ରୋହୀଙ୍କୁ ଧ୍ବଂସ କରିବା। ଆମ୍ଭେ ସମାନଙ୍କେର ୟୁଦ୍ଧ ଅଶ୍ବ ଓ ଆ ରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସମାନେେ ପରସ୍ପର ବିରୁଦ୍ଧ ରେ ଯିବେ ଏବଂ ପରସ୍ପର ଖଣ୍ତା ରେ ହଣାହଣି ହାଇେ ମରିବେ।
22 e derribarei o trono dos reinos e destruirei a força dos reinos das nações; e destruirei o carro e os que nele se assentam; e os cavalos e os que andam montados neles cairão, cada um pela espada do seu irmão.
23 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲ, ତୁମ୍ଭେ ଆମ୍ଭର ଭୃତ୍ଯ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସହେି ସମୟରେ ଆମ୍ଭେ ତୁମ୍ଭକୁ ଏକ ମାହେର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହବେ।
23 Naquele dia, diz o Senhor dos Exércitos, te tomarei, ó Zorobabel, filho de Sealtiel, servo meu, diz o Senhor , e te farei como um anel de selar; porque te escolhi, diz o Senhor dos Exércitos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ageu 2, comparar traduções ou montar um estudo — tudo direto pelo WhatsApp.