2 Samuel 19
Oriya Bible (GL_ORIYA) vs NTLH
1 ସଲାକମାଲନସଯାୟାବକକ୍ସ୍ଟ ଏ ଖବର ଜଣାଇଲଲ।ସସମାଲନସଯାୟାବକକ୍ସ୍ଟ କହିଲଲ, ସଦଖନ୍ତକ୍ସ୍ଟ ରାଜା ଅବଶାସଲାମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ଯ କରୁଛନ୍ତି।
1 Contaram a Joabe que o rei Davi estava chorando e se lamentando por causa de Absalão.
2 ଦାଉଦଙ୍କର ସୌନ୍ଯଦଳସସଦିନ ୟକ୍ସ୍ଟଦ୍ଧସର ଜଯଲାଭ କଲଲ। କିନ୍ତୁ ଜଯଲାଭ କରିବାର ଆନନ୍ଦ ସମସ୍ତସଲାକମାନଙ୍କ ପାଇଁ ଦକ୍ସ୍ଟଃଖସର ପରିଣତସହଲା। ଏହା ଥିଲା ଏକ ଦକ୍ସ୍ଟଃଖର ଦିନ, କାରଣସଲାକମାଲନ ଶୁଣିବାକୁ ପାଇଲଲସଯ, ରାଜା ତାଙ୍କର ନିଜ ପକ୍ସ୍ଟତ୍ର ପାଇଁ ଅତ୍ଯନ୍ତ ଦକ୍ସ୍ଟଃଖିତ।
2 Assim, naquele dia, a alegria da vitória virou tristeza para toda a tropa de Davi porque eles souberam que o rei estava chorando a morte do seu filho.
3 ସୈନ୍ଯମାଲନ ନଗରକକ୍ସ୍ଟ ପ୍ରଲବଶ କରୁଥିଲଲ,ସଯପରିସସମାନଙ୍କର ପରାସ୍ତ ସୈନିକମାଲନ ଲଜ୍ଜା ବସତଃ ନଗରସର ପ୍ରଲବଶ କରନ୍ତି।
3 Eles voltaram e entraram na cidade em silêncio, como fazem os soldados que fogem da batalha, envergonhados.
4 ରାଜା ତାଙ୍କର ମକ୍ସ୍ଟହଁକକ୍ସ୍ଟ ଢାଙ୍କି ଉଚ୍ଚସ୍ବରସର କ୍ରନ୍ଦନ କରିବାକୁ ଲାଗିଲଲ, ସହସମାର ପକ୍ସ୍ଟତ୍ର ଅବଶାସଲାମ,ସହସମାର ପକ୍ସ୍ଟତ୍ର ଅବଶାସଲାମ।
4 O rei havia coberto o rosto e gritava alto: — Ó meu filho! Meu filho Absalão! Absalão, meu filho!
5 ସଯାୟାବ ରାଜ ଗୃହସର ପ୍ରଲବଶ କରି ରାଜାଙ୍କକ୍ସ୍ଟ କହିଲା, ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣସସଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି,ସଯଉଁମାଲନ ଆଜି ଆପଣଙ୍କର ପକ୍ସ୍ଟତ୍ର, କନ୍ଯା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି।
5 Então Joabe foi à casa do rei e lhe disse: — Hoje o senhor humilhou os seus soldados, aqueles que salvaram a sua vida, a vida dos seus filhos e filhas e a vida das suas esposas e
6 କାରଣସଯଉଁମାଲନ ଆପଣଙ୍କକ୍ସ୍ଟ ଘୃଣା କରନ୍ତି ଆପଣସସମାନଙ୍କୁ ପ୍ସରମ କରୁଛନ୍ତି। ଏବଂ ଆପଣସସମାନଙ୍କୁ ଘୃଣା କରନ୍ତି,ସଯଉଁମାଲନ ଆପଣଙ୍କକ୍ସ୍ଟ ଭଲ ପାଆନ୍ତି। ଏବଂସସମାନଙ୍କୁ ଆପଣ ଭଲ ପାଆନ୍ତି,ସଯଉଁମାଲନ ଆପଣଙ୍କକ୍ସ୍ଟ ଘୃଣା କରନ୍ତି। ମୁ ଆଜିସଦଖକ୍ସ୍ଟଛି,ସଯ ଯଦି ଆଜି ଆମ୍ଲଭମାଲନ ସମସ୍ଲତ ମରିଥାନ୍ତକ୍ସ୍ଟ ଓ ଅବଶାସଲାମ ଜୀବିତ ଥାନ୍ତାସତଲବ ଆପଣ ଖକ୍ସ୍ଟସିସହାଇଥାନ୍ତଲ।
6 O senhor odeia os que o amam e ama aqueles que o odeiam. E mostrou que os seus oficiais e os seus soldados não valem nada para o senhor. Eu estou vendo agora que o senhor ficaria muito feliz se hoje Absalão estivesse vivo e todos nós estivéssemos mortos.
7 ଏଲବ ଉଠନ୍ତକ୍ସ୍ଟ, ଆପଣଙ୍କର ସୈନ୍ଯମାନଙ୍କୁ ଉତ୍ସାହିତ କରନ୍ତକ୍ସ୍ଟ ଏବଂସସମାନଙ୍କୁ ଉତ୍ସାହ ଜନକ କଥା କକ୍ସ୍ଟହନ୍ତକ୍ସ୍ଟ। ମୁ ସଦାପ୍ରଭୁଙ୍କ ନାମସର ଶପଥ କରୁଅଛିସଯଲବ ଆପଣ ବାହାରକକ୍ସ୍ଟ ୟାଆନ୍ତକ୍ସ୍ଟ ନାହିଁ,ସତଲବ ଏହି ରାତ୍ରିସର ଆପଣଙ୍କ ସହିତସକହି ଜଲଣସହଲଲବି ରହିଲବ ନାହିଁ। ଆଉ ଆପଣଙ୍କ ୟୌବନକାଳାବଧି ବର୍ତ୍ତମାନ ପର୍ୟ୍ଯନ୍ତସଯଲତ ଅମଙ୍ଗଳ ଆପଣଙ୍କକ୍ସ୍ଟ ଘଟିଅଛିସସଗକ୍ସ୍ଟଡିକରୁ ହିଁ ଏହି ଦକ୍ସ୍ଟର୍ଘଟଣା ବଡସହବ।
7 Vá agora e dê uma palavra de elogio aos seus soldados. Se não fizer isso, eu juro, em nome de Deus, o Senhor , que amanhã de manhã nenhum deles estará do seu lado. E esse seria o pior desastre de toda a sua vida.
8 ଏହାପଲର ରାଜା ଉଠି ନଗର ଦ୍ବାରସର ବସିଲଲ, ଏ ଖବର ଗ୍ଭରିଆଲଡ ପ୍ରଗ୍ଭରିତସହାଇଗଲାସଯ ରାଜା ନଗରଦ୍ବାର ନିକଟଲର ବସିଛନ୍ତି।ସତଣୁ ସମସ୍ତସଲାକ ରାଜା ଦାଉଦଙ୍କକ୍ସ୍ଟସଦଖିବାକକ୍ସ୍ଟ ଆସିଲଲ।
8 Então o rei se levantou e foi sentar-se perto do portão da cidade. Os seus soldados souberam que ele estava lá e se reuniram todos em volta dele. Enquanto isso, todos os israelitas tinham fugido, cada um para a sua casa.
9 ବର୍ତ୍ତମାନ ଇଶ୍ରାଲୟଲର ପରିବାରବର୍ଗର ସମସ୍ତସଲାକ ୟକ୍ସ୍ଟକ୍ତି କରିବାକୁ ଲାଗିଲଲ ଏବଂସସମାଲନ କହିଲଲ, ରାଜା ଦାଉଦ ଆମ୍ଭମାନଙ୍କୁ ପଲଲଷ୍ଟୀୟମାନଙ୍କ ହସ୍ତରକ୍ସ୍ଟ ରକ୍ଷା କଲଲ, ଏବଂ ଅନ୍ୟ ଶତୃମାନଙ୍କଠାରକ୍ସ୍ଟ ମଧ୍ଯ ଆମକକ୍ସ୍ଟସସ ରକ୍ଷା କଲଲ। ଦାଉଦ ଅବଶାସଲାମସଯାଗକ୍ସ୍ଟଁ ରାଜ୍ଯ ଛାଡି ପଳାଇଛନ୍ତି।
9 E, em todo o país, eles começaram a brigar. Eles diziam: — O rei Davi nos livrou dos nossos inimigos. Ele nos livrou dos filisteus, mas agora fugiu de Absalão e saiu do país.
10 ସତଣୁ ବର୍ତ୍ତମାନ ଅବଶାଲଲାମକକ୍ସ୍ଟ ଆମ୍ଲଭ ଯାହାକକ୍ସ୍ଟ ରାଜା କରିଥିଲକ୍ସ୍ଟସସ ବର୍ତ୍ତମାନ ମୃତ।ସସ ୟକ୍ସ୍ଟଦ୍ଧସର ମୃତକ୍ସ୍ଟ୍ଯବରଣ କଲଲ।ସତଣୁ ଆମ୍ଲଭମାଲନ ଦାଉଦଙ୍କକ୍ସ୍ଟ ଆଉଥଲର ଆମ୍ଭମାନଙ୍କର ରାଜା କରିବକ୍ସ୍ଟ।
10 Nós escolhemos Absalão para ser o nosso rei, mas ele morreu na batalha. Então, por que não tentamos trazer o rei Davi de volta?
11 ରାଜା ଦାଉଦ ସାଲଦାକ୍ ଓ ଅବିଯାଥରଙ୍କକ୍ସ୍ଟ ଯାଜକମାନଙ୍କ ନିକଟକକ୍ସ୍ଟସଗାଟିଏ ବାର୍ତ୍ତା ପଠାଇଲଲ। ଦାଉଦ କହିଲଲ, ତୁମ୍ଲଭମାଲନ ୟାଅ ଓ ୟିହକ୍ସ୍ଟଦାର ପ୍ରାଚୀନବର୍ଗମାନଙ୍କୁ କକ୍ସ୍ଟହ, 'ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଆଣିବା ପାଇଁ ସସମ୍ତ ଇଶ୍ରାଲୟଲ କହନ୍ତି। ତାସହଲଲ ରାଜାଙ୍କକ୍ସ୍ଟ ତାଙ୍କ ଗୃହକକ୍ସ୍ଟ ଫଲରାଇ ଆଣିବା ପାଇଁ ତୁମ୍ଲଭମାଲନ କାହିଁକି ଅନ୍ତିମସଗାଷ୍ଠୀସହଉଛ?
11 O rei Davi soube do que os israelitas estavam dizendo. Então enviou os sacerdotes Zadoque e Abiatar aos líderes de Judá para perguntarem o seguinte: — Por que vocês seriam os últimos a ajudar a trazer o rei de volta ao seu palácio?
12 ତୁମ୍ଲଭମାଲନସମାର ଭାଇ, ତୁମ୍ଲଭସହଉଛସମାର ପରିବାରବର୍ଗ,ସତଲବ ତୁମ୍ଲଭମାଲନ ରାଜାଙ୍କକ୍ସ୍ଟ ଫଲରାଇ ଆଣିବାସର କାହିଁକି ଅନ୍ତିମସଗାଷ୍ଠୀସହଉଛ?'
12 Vocês são meus parentes, da minha própria carne e do meu próprio sangue; por que vocês seriam os últimos a ajudar a me trazer de volta?
13 ପକ୍ସ୍ଟଣି ତୁମ୍ଲଭ ୟାଅ ଅମାସାକକ୍ସ୍ଟ କକ୍ସ୍ଟହ, 'ତୁମ୍ଲଭସହଉଛସମାର ପରିବାର ଅଂଶ ସଦସ୍ଯ, ଯଦି ମୁସଯାୟାବଙ୍କ ସ୍ଥାନସର ତୁମ୍ଭକୁସସନାପତି ନ କଲର ପରଲମଶ୍ବରସମାଲତ ଦଣ୍ତସଦଲବ।'
13 Davi também mandou-os dizer a Amasa: — Você é meu parente. De agora em diante, você será o comandante do exército em lugar de Joabe. Que Deus me mate se eu não fizer isso!
14 ଦାଉଦ ଏହିପରି ଭାବଲର ୟିହକ୍ସ୍ଟଦାର ସମସ୍ତସଲାକମାନଙ୍କର ହୃଦଯକକ୍ସ୍ଟ ଛକ୍ସ୍ଟଇଁ ଥିଲଲ।ସତଣୁସସମାଲନ ସମସ୍ଲତସଗାଟିଏସଲାକପରି ଏ କଥାସର ସମ୍ମତି ପ୍ରକାଶ କଲଲ। ୟିହକ୍ସ୍ଟଦାରସଲାକମାଲନ ରାଜା ଦାଉଦଙ୍କ ନିକଟକକ୍ସ୍ଟ ଦୂତ ପଠାଇଲଲ,ସସମାଲନ କହିଲଲ, ଆପଣ ଓ ଆପଣଙ୍କର ସମସ୍ତ ଦାସସଫରି ଆସନ୍ତକ୍ସ୍ଟ।
14 Com essas palavras, o rei ganhou o coração de todos os homens de Judá, e eles mandaram lhe dizer que voltasse com todos os seus oficiais.
15 ସତଣୁ ରାଜା ଦାଉଦ ୟର୍ଦ୍ଦନ ନଦୀ ପର୍ୟ୍ଯନ୍ତ ଗଲଲ। ୟକ୍ସ୍ଟହକ୍ସ୍ଟଦାରସଲାକମାଲନ ରାଜାଙ୍କକ୍ସ୍ଟ ଗିଲଗଲଠାଲର ଭଲଟିଲଲ ଓ ୟର୍ଦ୍ଦନ ପାର କରିସନଇଗଲଲ।
15 Davi voltou e chegou até o rio Jordão. Os homens da tribo de Judá foram encontrá-lo em Gilgal, para acompanhá-lo na travessia do rio.
16 ବହକ୍ସ୍ଟରୀମ ନିବାସୀ ଗଲରାର ପକ୍ସ୍ଟତ୍ର ବିନ୍ଯାମୀନୀଯ ଶିମିଯି ଶୀଘ୍ର ୟିହକ୍ସ୍ଟଦାରସଲାକମାନଙ୍କ ସଙ୍ଗସର ରାଜା ଦାଉଦଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲଲ।
16 Ao mesmo tempo, Simei, o benjamita, filho de Gera, da cidade de Baurim, foi depressa ao rio Jordão para se encontrar com o rei Davi.
17 ବିନ୍ଯାମୀନ ପରିବାରବର୍ଗର 1,000ସଲାକ ଶିମିଯି ସଙ୍ଗସର ଆସିଲଲ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପକ୍ସ୍ଟଅଙ୍କକ୍ସ୍ଟ ଓସକାଡିଏ ଜଣ ଗ୍ଭକରକକ୍ସ୍ଟ ଆଣିଲଲ। ଏ ସମସ୍ତସଲାକ ୟର୍ଦ୍ଦନ ନଦୀ ପାରସହାଇ ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ୟାଇଥିଲଲ।
17 Mil homens da tribo de Benjamim estavam com Simei. Também Ziba, que trabalhava para a família de Saul, foi ao Jordão com os seus quinze filhos e vinte empregados. Eles chegaram lá antes do rei
18 ସଲାକମାଲନ ୟର୍ଦ୍ଦନ ନଦୀ ପାରସହାଇ ରାଜାଙ୍କ ପରିବାର ଓ ରାଜାଙ୍କକ୍ସ୍ଟ ନଦୀ ପାର କରି ୟିହକ୍ସ୍ଟଦାକକ୍ସ୍ଟ ଆଣିବାକକ୍ସ୍ଟ ଗଲଲ। ରାଜା ଯାହା ଇଚ୍ଛା କଲଲସଲାକମାଲନ ତାହା କଲଲ।ସଯଲତଲବଲଳ ରାଜା ନଦୀ ପାର ହୋଉଥିଲଲ,ସସହି ସମୟଲର ଶିମିଯିର ପକ୍ସ୍ଟତ୍ର ଗଲରା ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ଆସିଲା। ଶିମିଯି ଆସି ରାଜାଙ୍କ ସମ୍ମକ୍ସ୍ଟଖସର ଭୂମିଷ୍ଟ ପ୍ରଣାମ କଲା।
18 e atravessaram o Jordão para acompanhar a gente do rei na travessia do rio e fazer tudo o que o rei quisesse. Quando o rei estava se aprontando para atravessar o rio, Simei se jogou no chão, em frente dele,
19 ଶିମିଯି ରାଜାଙ୍କକ୍ସ୍ଟ କହିଲା, ସହ ସଦାପ୍ରଭୁସମାର ପ୍ରଭକ୍ସ୍ଟ, ମୁ କରିଥିବା ପାପ ବିଷଯସର ଚିନ୍ତା କର ନାହିଁ। ଆପଣ ୟିରକ୍ସ୍ଟଶାଲମ ଗଲାପଲର ମୁସଯଉଁ କକ୍ସ୍ଟକର୍ମ କରିଛି ତାହାକକ୍ସ୍ଟ ସ୍ମରଣ କରନ୍ତକ୍ସ୍ଟ ନାହିଁ।
19 e disse: — Ó rei, eu peço que perdoe o mal que lhe fiz no dia em que o senhor saiu de Jerusalém. Esqueça o que eu fiz; nunca mais pense nisso.
20 ଆପଣ ଜାଣନ୍ତିସଯ ମୁ ପାପ କରିଛି।ସଯଉଁଥିପାଇଁସଯାଲଷଫର ବଂଶରକ୍ସ୍ଟ ମୁ ପ୍ରଥମ ବ୍ଯକ୍ତି, ମୁ ଆଜିସମାର ସଦାପ୍ରଭୁ ମହାରାଜାଙ୍କକ୍ସ୍ଟ ଭଲଟିବାକକ୍ସ୍ଟ ଆସିଲି।
20 Eu sei que fiz uma coisa errada e é por isso que sou a primeira pessoa das tribos do Norte a vir encontrá-lo hoje.
21 କିନ୍ତୁ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଉତ୍ତର କରି କହିଲା, ଶିମିଯିକକ୍ସ୍ଟ ଆଲମ ନିଶ୍ଚିତ ମାରିଦଲବକ୍ସ୍ଟ କାରଣସସ ସଦାପ୍ରଭୁଙ୍କ ଅଭିଷିକ୍ତକକ୍ସ୍ଟ ଶାପସଦଇ ଅଛି।
21 Então Abisai, cuja mãe era Zeruia, disse: — Simei deveria morrer por ter amaldiçoado aquele que Deus escolheu como rei.
22 ଦାଉଦ କହିଲଲ, ସହ ସରକ୍ସ୍ଟଯାର ପକ୍ସ୍ଟତ୍ର, ତୁମ୍ଭମାନଙ୍କ ସହିତ ମୁ କ'ଣ କରିବି? ଆଜି ତୁମ୍ଲଭମାଲନସମାର ବିରକ୍ସ୍ଟଦ୍ଧସର ଅଛ। ଇଶ୍ରାଲୟଲସରସକୗଣସିସଲାକକୁ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବ ନାହିଁ। ଆଜି ମୁ ଜାଲଣସଯ ମୁ ଇଶ୍ରାଲୟଲ ଉପଲର ରାଜା ଅଲଟ।
22 Mas Davi disse a Abisai e ao seu irmão Joabe: — Vocês, filhos de Zeruia, não têm nada a ver com isso! Vocês estão querendo me criar problemas? Agora eu sou o rei de Israel, e nenhum israelita será morto hoje.
23 ତା'ପଲର ରାଜା ଶିମିଯିକକ୍ସ୍ଟ କହିଲଲ, ତୁମ୍ଲଭ ମରିବ ନାହିଁ। ରାଜା ଏହା ଶିମିଯି ନିକଟଲର ଶପଥ କଲଲ।
23 E disse a Simei: — Eu juro que você não será morto.
24 ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲା। ରାଜା ୟିରକ୍ସ୍ଟଶାଲମ ଛାଡିବା ଦିନଠାରକ୍ସ୍ଟ ମଫୀବୋଶତ୍ ତା'ର ଦାଢି କାଟି ନ ଥିଲା। ନିଜର ପାଦସଧାଇ ନଥିଲା, ତା'ର ବସ୍ତ୍ର ମଧ୍ଯ ସଫା କରି ନ ଥିଲା।
24 Mefibosete, o neto de Saul, também desceu para ir ao encontro do rei. Ele não havia lavado os pés, nem aparado a barba, nem lavado as suas roupas desde o dia em que o rei tinha saído de Jerusalém até o dia em que voltou vitorioso.
25 ସଯଲତଲବଲଳ ମଫୀବୋଶତ୍ ରାଜାଙ୍କକ୍ସ୍ଟ ୟିରକ୍ସ୍ଟଶାଲମସରସଦଖା କଲା, ରାଜା ପଚାରିଲଲ ତୁମ୍ଲଭ କାହିଁକିସମା ସହିତ ଗଲ ନାହିଁ?
25 Quando Mefibosete chegou de Jerusalém para se encontrar com o rei, este lhe perguntou: — Mefibosete, por que você não foi comigo?
26 ମଫୀବୋଶତ୍ ଉତ୍ତରସଦଲା, ସହସମାର ପ୍ରଭକ୍ସ୍ଟ ମହାରାଜ,ସମାର ଦାସସମାଲତ ପ୍ରବଞ୍ଚନା କଲା। ମୁ ତସଛାଟାସତଣୁ ମୁସମା ଦାସ ସୀବଃକକ୍ସ୍ଟ କହିଲି, 'ଏକ ଗଧ ସଜାଇବା ପାଇଁ,ସଯଉଁଥିସର ମୁ ୟାଇସମାରରାଜାଙ୍କକ୍ସ୍ଟସଦଖା କରିବି।'
26 Ele respondeu: — Ó rei, o senhor sabe que sou aleijado. Eu mandei o meu escravo arrear o meu jumento, para que eu pudesse montar e ir com o senhor, mas o meu escravo me traiu.
27 କିନ୍ତୁସମାର ଦାସସମାଲତ ପ୍ରବଞ୍ଚନା କଲା।ସସ ହିଁ ଆପଣଙ୍କ ପାଖକକ୍ସ୍ଟ ଗଲା ଓସସ ଆପଣଙ୍କ ଆଗସରସମାର ଅପବାଦ କରିଅଛ। କିନ୍ତୁସହସମାର ପ୍ରଭକ୍ସ୍ଟ ଓ ମହାରାଜ, ଆପଣସହଉଛନ୍ତି ପରଲମଶ୍ବରଙ୍କର ଜଲଣ ଦୂତପରି,ସତଣୁ ଆପଣଙ୍କ ଦକ୍ସ୍ଟଷ୍ଟିସର ଯାହା ଭଲ ତାହା କରନ୍ତକ୍ସ୍ଟ।
27 Ele lhe contou mentiras a meu respeito. Mas o senhor é como um anjo de Deus e sabe a verdade; portanto, faça o que achar melhor.
28 ଆପଣସମାର ଜଲଜଲବାପାଙ୍କର ସମସ୍ତ ପରିବାରକକ୍ସ୍ଟ ହତ୍ଯା କରି ପାରିଥାନ୍ତଲ, କିନ୍ତୁ ଆପଣ ତାହା କଲଲ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକକ୍ସ୍ଟ ନିଜ ମଲଜସରସଭାଜନକାରୀସଲାକମାନଙ୍କ ସଙ୍ଗସର ସ୍ଥାନସଦଲଲ। ଏହିସହତକ୍ସ୍ଟ ଏଲବ ମହାରାଜାଙ୍କ ନିକଟଲର ଆଉ ଆପତ୍ତି କରିବା ପାଇଁସମାର କଲଉଁ ଅଧିକାର ଅଛି?
28 Toda a família do meu pai merecia ser morta pelo senhor, mas o senhor me deu o direito de comer junto com o senhor. Eu não tenho o direito de lhe pedir mais nenhum favor.
29 ରାଜା ମଫୀବୋଶତକକ୍ସ୍ଟ କହିଲଲ, ତୁମ୍ଭର ସମସ୍ଯା ବିଷଯସର ଆଉ କିଛି କକ୍ସ୍ଟହ ନାହିଁ। ମୁ କହକ୍ସ୍ଟଅଛି ତୁମ୍ଲଭ ଓ ସୀବଃସସହି ଭୂମିକକ୍ସ୍ଟ ବାଣ୍ଟି ନିଅ।
29 O rei respondeu: — Não diga mais nada. Eu resolvi que a propriedade de Saul será dividida entre você e Ziba.
30 ମଫୀବୋଶତ୍ ରାଜାଙ୍କକ୍ସ୍ଟ କହିଲଲ, ସହଉ,ସମାର ପ୍ରଭକ୍ସ୍ଟ ମହାରାଜା, ଆପଣ ନିରାପଦସର ଗୃହକକ୍ସ୍ଟସଫରି ଆସିଛନ୍ତି, ତାହାହିଁ ୟଥଲଷ୍ଟ।ସତଣୁ ସୀବଃ ସବୁକିଛିସନଇଯାଉ।
30 — Que Ziba fique com tudo! — respondeu Mefibosete. — Para mim é suficiente que o senhor tenha voltado em paz para casa.
31 ଗିଲିଯଦୀଯ ବର୍ସିଲ୍ଲଯ ରୋଗଲୀମରକ୍ସ୍ଟ ଆସିଲା।ସସ ରାଜାଙ୍କକ୍ସ୍ଟ ୟର୍ଦ୍ଦନ ନଦୀ ପାର କରାଇ ସକ୍ସ୍ଟରକ୍ଷାସଦବା ପାଇଁ ତାଙ୍କ ସଙ୍ଲଗ ପାରସହାଇଗଲା।
31 Barzilai, da cidade de Rogelim, que ficava na região de Gileade, também tinha vindo da sua cidade para acompanhar o rei na travessia do rio Jordão.
32 ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।
32 Barzilai era bem velho: tinha oitenta anos de idade. Era muito rico e, quando o rei esteve em Maanaim, ele o havia sustentado.
33 ଦାଉଦ ବର୍ସିଲ୍ଲଯକକ୍ସ୍ଟ କହିଲଲ, ତୁମ୍ଲଭସମା ସହିତ ନଦୀ ପାରସହାଇ ଆସ। ମୁ ତୁମ୍ଭକୁ ୟିରକ୍ସ୍ଟଶାଲମସର ଆପଣା ସଙ୍ଲଗ ପ୍ରତିପାଳନ କରିବି।
33 — Barzilai, — disse o rei — venha para Jerusalém e fique comigo, que eu o sustentarei.
34 କିନ୍ତୁ ବର୍ସିଲ୍ଲଯ ରାଜାଙ୍କକ୍ସ୍ଟ କହିଲଲ, ଆପଣ ଜାଣନ୍ତିସମାରସକଲତ ବଯସ? ଆପଣ କ'ଣ ଭାବକ୍ସ୍ଟଛନ୍ତି ମୁ ଆପଣଙ୍କ ସହିତ ଯିରୁଶାଲମକୁ ୟାଇପାରିବି?
34 Mas ele respondeu: — Eu não vou viver muito mais; por que iria para Jerusalém com o senhor?
35 ମୁ ଅଶି ବର୍ଷର ଜଲଣ ବୃଦ୍ଧ। ମୁ ଭଲମନ୍ଦ ବାରିବା ପାଇଁ ବହକ୍ସ୍ଟତ ଦକ୍ଷ। ମୁ ଯାହା ଭୋଜନ କି ପାନକଲର କ'ଣ ତହିଁର ସ୍ବାଦ ଭଲ ଭାବଲର ବାରିପାସର? ମୁ ଗାଯକ କି ଗାଯୀକାମାନଙ୍କର ସ୍ବର ବାରିପାସର?ସତଲବ କାହିଁକି ଆପଣଙ୍କ ଦାସସମାର ପ୍ରଭକ୍ସ୍ଟ ମହାରାଜାଙ୍କ ପ୍ରତି ଭାର ସ୍ବରୂପସହବି?
35 Já tenho oitenta anos e não tenho prazer em mais nada. Não sinto o gosto do que como ou bebo e já não posso ouvir a voz dos cantores. Eu seria somente um peso para o senhor.
36 ଆପଣଙ୍କ ଦାସ କଲବଳ ୟର୍ଦ୍ଦନ ପାରସହାଇ ମହାରାଜାଙ୍କ ସଙ୍ଲଗ ୟିବ, ମୁ ଏଲତଗକ୍ସ୍ଟଡିଏ ସାମଗ୍ରୀ ଦରକାର କଲର ନାହିଁ। ଯାହା ଆପଣସମାଲତ ପକ୍ସ୍ଟରସ୍କୃତ କରିବା ପାଇଁ ଇଚ୍ଛା କରନ୍ତି।
36 Não mereço uma recompensa tão grande como essa. Eu irei com o senhor só até um pouco depois do rio Jordão.
37 ସମାଲତ ଦୟାକରି ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁସଯମନ୍ତ ନିଜ ନଗରସରସମାର ପିତା ଓ ମାତାଙ୍କ କବର ନିକଟଲର ମରିବି। ଏଥିପାଇଁ ଆରଣଙ୍କ ଏହି ଦାସକକ୍ସ୍ଟସଫରିୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମାତ୍ର ଆପଣଙ୍କ ଦାସ କିମ୍ହମକକ୍ସ୍ଟସଦଖନ୍ତକ୍ସ୍ଟ,ସସସମାହର ସଦାପ୍ରଭୁ ମହାରାଜଙ୍କ ସଙ୍ଲଗ ପାରସହାଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିସର ଯାହା ଭଲ ଦିଶଲ, ତାହା ତା' ପ୍ରତି କରନ୍ତକ୍ସ୍ଟ।
37 Deixe-me voltar para casa e morrer perto do túmulo dos meus pais. Mas aqui está Quimã, o meu escravo. Leve-o com o senhor e faça por ele o que achar melhor.
38 ତା'ପଲର ରାଜା ଉତ୍ତରସଦଲଲ, କିମ୍ହମ୍ସମା ସଙ୍ଲଗ ପାରସହାଇ ୟିବ। ମୁ ତାକକ୍ସ୍ଟ ତକ୍ସ୍ଟମ୍ଭ ପାଇଁ ଦୟାସଦଖାଇବି। ମୁ ତକ୍ସ୍ଟମ୍ଭ ପାଇଁ ସବୁକିଛି କରିବି।
38 O rei respondeu: — Eu o levarei comigo e farei por ele tudo o que você quiser. E farei por você qualquer coisa que me pedir.
39 ରାଜା ବର୍ସିଲ୍ଲଯକକ୍ସ୍ଟ ଚକ୍ସ୍ଟମ୍ବନସଦଇ ବିଦାଯସଦଲଲ ଓ ଆଶୀର୍ବାଦ କଲଲ। ବର୍ସିଲ୍ଲଯ ଗୃହକକ୍ସ୍ଟସଫରିଗଲା ଓ ରାଜା ଓ ସମସ୍ତସଲାକ ୟର୍ଦ୍ଦନ ପାରସହଲଲ।
39 Então Davi e toda a sua gente atravessaram o rio Jordão. Ele beijou Barzilai e lhe deu a sua bênção, e Barzilai voltou para casa.
40 ରାଜା ୟର୍ଦ୍ଦନ ପାରସହାଇ ଗିଲଗଲକକ୍ସ୍ଟ ଗଲଲ ଓ କିମ୍ହମ୍ ତାଙ୍କ ସଙ୍ଲଗ ପାରସହାଇଗଲଲ। ପକ୍ସ୍ଟଣି ୟିହକ୍ସ୍ଟଦାର ସମସ୍ତସଲାକ ମଧ୍ଯ ଇଶ୍ରାଲୟଲର ଅର୍ଦ୍ଧଲକସଲାକ ରାଜାଙ୍କକ୍ସ୍ଟ ଘଲନି ଆସିଲଲ।
40 O rei atravessou o rio acompanhado por todos os homens de Judá e pela metade dos homens de Israel. Dali foi para Gilgal, e Quimã seguiu com ele.
41 ଏଥିସରସଦଖ ସମକ୍ସ୍ଟଦାଯ ଇଶ୍ରାଲୟଲସଲାକ ରାଜାଙ୍କ ନିକଟକକ୍ସ୍ଟ ଆସି ରାଜାଙ୍କକ୍ସ୍ଟ କହିଲଲ, ଆମ୍ଭମାନଙ୍କ ଭାତୃବର୍ଗ ୟିହକ୍ସ୍ଟଦାସଲାଲକ କିସହତକ୍ସ୍ଟ ଆପଣଙ୍କକ୍ସ୍ଟ ଗ୍ଭଲରି କରିସନଲଲ। ଆଉ ମହାରାଜାଙ୍କକ୍ସ୍ଟ ଓ ତାଙ୍କ ପରିଜନ ବର୍ଗଙ୍କକ୍ସ୍ଟ ଓ ଦାଉଦଙ୍କ ସଙ୍ଲଗ ତାଙ୍କର ସମସ୍ତସଲାକଙ୍କକ୍ସ୍ଟ ୟର୍ଦ୍ଦନ ପାର କରି ଆଣିଲଲ?ସସଲତଲବଲଳ ଦାଉଦଙ୍କର ସମସ୍ତସଲାକ ତାହାଙ୍କ ସାଙ୍ଗସର ଥିଲଲ।
41 Então todos os israelitas foram e disseram a Davi: — Ó rei, por que é que os nossos irmãos, os homens de Judá, se acharam com o direito de trazer o senhor, a sua família e a sua gente para este lado do rio Jordão?
42 ତହକ୍ସ୍ଟଁ ୟିହକ୍ସ୍ଟଦାର ସମସ୍ତସଲାକ ଇଶ୍ରାଲୟଲସଲାକମାନଙ୍କୁ ଉତ୍ତରସଦଲଲ, ରାଜା ଆମ୍ଭମାନଙ୍କ ବଂଶର ଅନ୍ତଭର୍କ୍ସ୍ଟକ୍ତ ଅଟନ୍ତି।ସତଲବ ତୁମ୍ଲଭମାଲନ କାହିଁକିସକାର୍ଧ କରୁଅଛ? ଆମ୍ଲଭମାଲନ ରାଜାଙ୍କର ଖର୍ଚ୍ଚସର କିଛି ଖାଇ ନାହକ୍ସ୍ଟଁ କିମ୍ବା ରାଜା ଆମ୍ଭକକ୍ସ୍ଟ ଭଲଟିସଦଇ ନାହାଁନ୍ତି?
42 Os homens de Judá responderam: — Nós fizemos isso porque o rei é nosso parente. Será que isso é razão para vocês ficarem zangados? Será que o rei pagou pela nossa comida ou nos deu alguma coisa?
43 ଇଶ୍ରାଲୟଲସଲାକମାଲନ ଉତ୍ତରସଦଇ କହିଲଲ, ଦାଉଦଙ୍କଠାସର ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି ମଧ୍ଯ ଦାଉଦଙ୍କଠାସର ତୁମ୍ଭମାନଙ୍କ ଅପଲକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ।ସତଲବ ରାଜାଙ୍କକ୍ସ୍ଟ ଫଲରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକିସନଇନାହିଁ ଓ କାହିଁକି ଆମ୍ଭମାନଙ୍କୁସହଯଜ୍ଞାନ କଲ?
43 Os israelitas disseram: — Nós temos dez vezes mais direito sobre o rei Davi do que vocês, embora ele seja seu parente. Por que é que vocês fizeram pouco caso de nós? Afinal de contas, nós fomos os primeiros a falar de trazer o rei de volta! Mas a resposta dos homens de Judá foi ainda mais violenta do que a dos homens de Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Samuel 19, comparar traduções ou montar um estudo — tudo direto pelo WhatsApp.