2 Reis 9
Oriya Bible (GL_ORIYA) vs ACF
1 ଇଲୀଶାୟ ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ଯରୁ ଜଣକୁ ଡାକି କହିଲେ, ତୁମ୍ଭେ କଟି ରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତ ରେ ଧରି ରାମାେତ୍-ଗିଲିଯଦକୁ ୟାଅ।
1 Então o profeta Eliseu chamou um dos filhos dos profetas, e lhe disse: Cinge os teus lombos; e toma este vaso de azeite na tua mão, e vai a Ramote de Gileade;
2 ତୁମ୍ଭେ ସଠାେରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର, ୟିହୋଶାଫଟଙ୍କ ପୁତ୍ର ଯହେୂଙ୍କର ଅନ୍ବଷେଣ କର। ତା'ପରେ କୋଠରୀ ଭିତରକୁ ୟାଇ ତାଙ୍କର ଭାଇମାନଙ୍କ ମଧ୍ଯରୁ ତାଙ୍କୁ ଉଠାଇ ଏକ ଭିତର କଠାେରୀକୁ ନଇୟୋଅ।
2 E, chegando lá, vê onde está Jeú, filho de Jeosafá, filho de Ninsi; entra, e faze que ele se levante do meio de seus irmãos, e leva-o à câmara interior.
3 ଏହି େଛାଟ ତୈଳ ଶିଶି ନଇେ ତାଙ୍କ ମସ୍ତକରେ ତୈଳ ଢାଳି କୁହ, 'ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।' ତା'ପରେ ତୁମ୍ଭେ ଦ୍ବାର ଫିଟାଇ ଦୌଡି ୟାଅ, ଆଉ ବିଳମ୍ବ କରନାହିଁ।
3 E toma o vaso de azeite, e derrama-o sobre a sua cabeça, e dize: Assim diz o Senhor: Ungi-te rei sobre Israel. Então abre a porta, foge, e não te detenhas.
4 ତେଣୁ ସହେି ୟୁବକ, ଭବିଷ୍ଯଦ୍ବକ୍ତା ରାମାେତ୍-ଗିଲିଯଦକୁ ଗଲେ।
4 Foi, pois, o moço, o jovem profeta, a Ramote de Gileade.
5 ସହେି ୟୁବା ଉପସ୍ଥିତ ହାଇେ ସନୋପତିମାନେ ବସିଥିବାର ଦେଖିଲେ। ତହୁଁ ୟୁବକ କହିଲେ, ହେ ସନୋପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।
5 E, entrando ele, eis que os capitães do exército estavam assentados ali; e disse: Capitão, tenho uma palavra que te dizer. E disse Jeú: A qual de todos nós? E disse: A ti, capitão!
6 ଏଥି ରେ ଯହେୂ ଉଠି ଘର ଭିତରକୁ ଗଲେ। ତା'ପରେ ୟୁବ ଭବିଷ୍ଯଦ୍ବକ୍ତା ଯହେୂଙ୍କ ମସ୍ତକରେ ସହେି ତୈଳ ଢାଳି କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।'
6 Então se levantou, entrou na casa, e derramou o azeite sobre a sua cabeça, e disse: Assim diz o Senhor Deus de Israel: Ungi-te rei sobre o povo do Senhor, sobre Israel.
7 ତେଣୁ ତୁମ୍ଭେ ନିଶ୍ଚଯ ଆହାବ୍ର ବଂଶକୁ ବିନାଶ କରିବ। ଏହି ରୂପେ ଆମ୍ଭେ ଆମ୍ଭର ସବେକ ଭବିଷ୍ଯଦ୍ବକ୍ତାଗଣଙ୍କର ମୃତ୍ଯୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ଯୁ ପାଇଁ ଈଷବଲେ ଉପରେ ପ୍ରତି ଶାଧେ ନବେୁ।
7 E ferirás a casa de Acabe, teu senhor, para que eu vingue o sangue de meus servos, os profetas, e o sangue de todos os servos do SENHOR, da mão de Jezabel.
8 ତେଣୁ ଆହାବ୍ ବଂଶର ସମସ୍ତେ ବିନଷ୍ଟ ହବେେ, ଏପରିକି ଆହବ ବଂଶର ସମସ୍ତ ଫୁସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇଶ୍ରାୟେଲ ରେ ବିନାଶ ହବେେ, କହେି ପଳାଯନ କରି ପାରିବେ ନାହିଁ।
8 E toda a casa de Acabe perecerá; destruirei de Acabe todo o homem, tanto o encerrado como o absolvido em Israel.
9 ଆଉ ମଧ୍ଯ ଆମ୍ଭେ ଆହାବ୍ର ବଂଶକୁ ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯର ପୁତ୍ର ବାଶାର ବଂଶ ତୁଲ୍ଯ କରିବା।
9 Porque à casa de Acabe hei de fazer como à casa de Jeroboão, filho de Nebate, e como à casa de Baasa, filho de Aías.
10 ଯଦି କୁକୁରମାନେ ଇଷବଲରେ ଶରୀରକୁ ୟିଷ୍ରିଯଲେ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହବେ ନାହିଁ।
10 E os cães comerão a Jezabel no pedaço de campo de Jizreel; não haverá quem a enterre. Então abriu a porta e fugiu.
11 ଅନନ୍ତର ଯହେୂ ଯେତବେେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫରେିଲେ। ସମାନଙ୍କେ ମଧ୍ଯରୁ ଜଣେ ଯହେୂଙ୍କୁ ପଚାରିଲେ, ସବୁ ମଙ୍ଗଳ ତ? ସହେି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା? ଯହେୂ ସବେକକୁ କହିଲେ, ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।
11 E, saindo Jeú aos servos de seu senhor, disseram-lhe: Vai tudo bem? Por que veio a ti este louco? E ele lhes disse: Bem conheceis o homem e o seu falar.
12 ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, ନା! ଆମ୍ଭମାନଙ୍କୁ ସତ୍ଯକଥା କୁହ, ସେ ଲୋକ ତୁମ୍ଭଙ୍କୁ କ'ଣ କହିଲା? ଯହେୂ ସହେି ଦାସମାନଙ୍କୁ ୟୁବା ଭବିଷ୍ଯଦ୍ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯହେୁ କହିଲା, ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।'
12 Mas eles disseram: É mentira; agora faze-nos saber. E disse: Assim e assim me falou, a saber: Assim diz o Senhor: Ungi-te rei sobre Israel.
13 ତା'ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶିଘ୍ର ଆପଣା ଆପଣା କୋଟ ନଇେ ସୋପାନ ଉପରେ ଯହେୂଙ୍କ ସମ୍ମୁଖ ରେ ରଖିଲେ। ତା'ପରେ ସମାନେେ ତୂରୀ ବଜାଇ ଘାଷେଣା କଲେ, ଯହେୂ ରାଜା ହେଲେ।
13 Então se apressaram, tomando cada um a sua roupa puseram debaixo dele, no mais alto degrau; e tocaram a buzina e disseram: Jeú reina!
14 ଅନନ୍ତର ନିମ୍ଶିଙ୍କର ପୌତ୍ର, ଯିହାଶାଫେଟ୍ଙ୍କ ପୁତ୍ର ଯହେୂ ୟୋରାମଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ।
14 Assim Jeú, filho de Jeosafá, filho de Ninsi, conspirou contra Jorão. Tinha, porém, Jorão cercado a Ramote de Gileade, ele e todo o Israel, por causa de Hazael, rei da Síria.
15 ରାଜା ଯୋରାମ ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲା ବେଳେ ଅରାମୀଯମାନେ ତାଙ୍କୁ କ୍ଷତ ବିକ୍ଷତ କରି ଦେଲେ। ସେ ସହେି କ୍ଷତରୁ ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଗଲେ।
15 Porém o rei Jorão voltou para se curar em Jizreel das feridas que os sírios lhe fizeram, quando pelejou contra Hazael, rei da Síria. E disse Jeú: Se é da vossa vontade, ninguém saia da cidade, nem escape, para ir denunciar isto em Jizreel.
16 ୟୋରାମ ୟିଷ୍ରିଯଲେ ରେ ବିଶ୍ରାମ ନେଉଥିଲେ। ତେଣୁ ଯହେୂ ଆପଣା ରଥରେ ଚଢି ୟିଷ୍ରିଯଲେ ୟାତ୍ରା କଲେ। ଯିହୁଦାର ରାଜା ଅହସିଯ ମଧ୍ଯ ଯୋରାମକୁ ଦେଖିବାକୁ ୟିଷ୍ରିଯଲେ ଆସିଥିଲେ।
16 Então Jeú subiu a um carro, e foi a Jizreel, porque Jorão estava deitado ali; e também Acazias, rei de Judá, descera para ver a Jorão.
17 ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।
17 E o atalaia estava na torre de Jizreel, e viu a tropa de Jeú, que vinha, e disse: Vejo uma tropa. Então disse Jorão: Toma um cavaleiro, e envia-lho ao encontro; e diga: Há paz?
18 ତେଣୁ ଦୂତ ଅଶ୍ବ ପୃଷ୍ଠ ରେ ୟାଇ ଯହେୂଙ୍କୁ ସାକ୍ଷାତ କରି ପଚାରିଲେ, ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, 'ତୁମ୍ଭେ ଶାନ୍ତି ଉଦ୍ଦେଶ୍ଯ ରେ ଆସିଛ ତ?'
18 E o cavaleiro lhe foi ao encontro, e disse: Assim diz o rei: Há paz? E disse Jeú: Que tens tu que fazer com a paz? Passa-te para trás de mim. E o atalaia o fez saber, dizendo: Chegou a eles o mensageiro, porém não volta.
19 ତା'ପରେ ୟୋରାମ ଦ୍ବିତୀୟ ଦୂତକୁ ଅଶ୍ବ ପୃଷ୍ଠ ରେ ପଠାଇଲେ। ଦୂତ ସମାନଙ୍କେୁ ଭଟେିଲେ ଏବଂ କହିଲେ, ରାଜା ପଗ୍ଭରୁଛନ୍ତି, 'କୁଶଳ କି?'
19 Então enviou outro cavaleiro; e, chegando este a eles, disse: Assim diz o rei: Há paz? E disse Jeú: Que tens tu que fazer com a paz? Passa-te para trás de mim.
20 ପ୍ରହରୀ ଯୋରାମଙ୍କୁ କହିଲା, ଦ୍ବିତୀୟ ଦୂତ ସହେି ଦଳ ନିକଟକୁ ଗଲେ କିନ୍ତୁ ଏପର୍ୟ୍ଯନ୍ତ ଫରେିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯହେୂପରି ନିମ୍ଶିର ନାତି ଗୋଟିଏ ରଥରେ ଦୂତଗୁଡିକୁ ଚଳାଉଛନ୍ତି। ସେ ପାଗଳ ମନୁଷ୍ଯ ପରି ଅତି ପ୍ରଚଣ୍ତ ବଗେ ରେ ରଥ ଚଳାଉଛନ୍ତି।
20 E o atalaia o fez saber, dizendo: Também este chegou a eles, porém não volta; e o andar parece como o andar de Jeú, filho de Ninsi, porque anda furiosamente.
21 ଏଥି ରେ ଯୋରାମ କହିଲେ, ମାରେ ରଥ ପ୍ରସ୍ତୁତ କର।
21 Então disse Jorão: Aparelha o carro. E aparelharam o seu carro. E saiu Jorão, rei de Israel, e Acazias, rei de Judá, cada um em seu carro, e saíram ao encontro de Jeú, e o acharam no pedaço de campo de Nabote, o jizreelita.
22 ୟୋରାମ ଯହେୂଙ୍କୁ ଦେଖି ପଚାରିଲେ, ହେ ଯହେୂ, ତୁମ୍ଭେ ଶାନ୍ତର ସହିତ ଆସିଛ ତ?
22 E sucedeu que, vendo Jorão a Jeú, disse: Há paz, Jeú? E disse ele: Que paz, enquanto as prostituições da tua mãe Jezabel e as suas feitiçarias são tantas?
23 ଏଥି ରେ ଯୋରାମ ଆପଣା ରଥ ବୁଲାଇ ପଳାଯନ କଲେ। ଯୋରାମ ଅହସିଯଙ୍କୁ କହିଲେ, ହେ ଅହସିଯ, ଶଠତା ହେଲା।
23 Então Jorão voltou as mãos e fugiu; e disse a Acazias: Traição há, Acazias.
24 ମାତ୍ର ଯହେୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷପେ କଲେ ଓ ଏହା ୟୋରାମଙ୍କ ପୃଷ୍ଠ ଦେଶ ରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦଯକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡିଗଲେ।
24 Mas Jeú entesou o seu arco com toda a força, e feriu a Jorão entre os braços, e a flecha lhe saiu pelo coração; e ele caiu no seu carro.
25 ଯହେୂ ତାଙ୍କର ସାରଥି ବିଦ୍କରକୁ କହିଲେ, ତାକୁ ଉଠାଇ ନଇେ ୟିଷ୍ରିଯଲେୀଯ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକା ରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର।
25 Então Jeú disse a Bidcar, seu capitão: Toma-o, lança-o no pedaço do campo de Nabote, o jizreelita; porque, lembra-te de que, indo eu e tu juntos a cavalo após seu pai, Acabe, o Senhor pôs sobre ele esta sentença, dizendo:
26 ସଦାପ୍ରଭୁ କହିଥିଲେ, 'ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା'ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବ୍କୁ ଏହି ଭୂମିରେ ପ୍ରତିଫଳ ଦବେି।' ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ୟୋରାମଙ୍କୁ ନଇେ ସହେି କ୍ଷେତ୍ର ଭୁମି ରେ ପକାଅ।
26 Por certo vi ontem, à tarde, o sangue de Nabote e o sangue de seus filhos, diz o Senhor; e neste mesmo campo te retribuirei, diz o Senhor. Agora, pois, toma-o e lança-o neste campo, conforme a palavra do Senhor.
27 ଯିହୁଦାର ରାଜା ଅହସିଯ ଏହା ଦେଖି ପଳାଯନ କଲେ। ସେ ଉଦ୍ୟାନ ଗୃହ ଦଇେ ପଳାଯନ କରୁଥିବା ବେଳେ ଯହେୂ ତାଙ୍କ ପେଛ ପେଛ ୟାଇ କହିଲେ, ଅହସିଯଙ୍କୁ ମଧ୍ଯ ସହେି ରଥରେ ଆଘାତ କର।
27 O que vendo Acazias, rei de Judá, fugiu pelo caminho da casa do jardim; porém Jeú o perseguiu dizendo: Feri também a este; e o feriram no carro à subida de Gur, que está junto a Ibleão. E fugiu a Megido, e morreu ali.
28 ଅହସିଯଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ୟିରୁଶାଲମକୁ ନଇଗେଲେ ଓ ଦାଉଦ ନଗର ରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବର ରେ ତାଙ୍କୁ କବର ଦେଲେ।
28 E seus servos o levaram num carro a Jerusalém, e o sepultaram na sua sepultura junto a seus pais, na cidade de Davi
29 ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ବରର ଏକାଦଶ ବର୍ଷ ରେ ଅହସିଯ ଯିହୁଦା ଉପରେ ରାଜ୍ଯ କରିବାକୁ ଆରମ୍ଭ କରିଥିଲେ।
29 (E no ano undécimo de Jorão, filho de Acabe, começou Acazias a reinar sobre Judá).
30 ତା'ପରେ ଯହେୂ ୟିଷ୍ରିଯଲରେ ପଥରେ ଗଲେ। ଇଷବେଲେ ଏବିଷଯ ରେ ୟାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ଯାସ କରି ଝରକା ନିକଟରେ ଛିଡା ହାଇେ ବାହାରକୁ ଚାହିଁଲେ।
30 Depois Jeú veio a Jizreel, o que ouvindo Jezabel, pintou-se em volta dos olhos, enfeitou a sua cabeça, e olhou pela janela.
31 ଯେତବେେଳେ ଯହେୂ ନଗର ଫାଟକରେ ପ୍ରବେଶ କଲେ, ଇଷବଲେ କହିଲେ, ହେ ଆପଣା ମହାଶୟର ହତ୍ଯାକାରୀ ସିମ୍ରି , ତୁମ୍ଭେ ଶାନ୍ତି ରେ ଅଛ କି?
31 E, entrando Jeú pelas portas, disse ela: Teve paz Zinri, que matou a seu senhor?
32 ଯହେୂ ଝରକା ଆଡେ ମୁଖ ଉଠାଇ କହିଲେ, କିଏ ମାେ ପକ୍ଷ ରେ ଅଛି?
32 E levantou ele o rosto para a janela e disse: Quem é comigo? quem? E dois ou três eunucos olharam para ele.
33 ଯହେୂ ସମାନଙ୍କେୁ କହିଲେ, ଇଷବଲକେୁ ତଳକୁ ପକାଇ ଦିଅ।
33 Então disse ele: Lançai-a daí abaixo. E lançaram-na abaixo; e foram salpicados com o seu sangue a parede e os cavalos, e Jeú a atropelou.
34 ଯହେୂ ଭିତରକୁ ୟାଇ ଭୋଜନ ପାନ କଲେ। ତା'ପରେ ସେ କହିଲେ, ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ଯା।
34 Entrando ele e havendo comido e bebido, disse: Olhai por aquela maldita, e sepultai-a, porque é filha de rei.
35 ଲୋକମାନେ ଇଷବଲକେୁ କବର ଦବୋକୁ ଗଲେ। ମାତ୍ର ସମାନେେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡା କିଛି ପାଇଲେ ନାହିଁ।
35 E foram para a sepultar; porém não acharam dela senão somente a caveira, os pés e as palmas das mãos.
36 ତେଣୁ ସମାନେେ ଯହେୂ ନିକଟକୁ ଫରେିଆସି ସବୁକଥା କହିଲେ। ଯହେୂ କହିଲେ, ସଦାପ୍ରଭୁ ଆପଣା ଦାସ ତିଶ୍ବୀଯକୁ ଏଲିଯ ଏହି ବାର୍ତ୍ତା ଦଇେଥିଲେ। ଏଲିଯ କହିଥିଲେ, 'କୁକୁରମାନେ ୟିଷ୍ରିଯଲେୀଯ ଭୂମିରେ ଇଷବଲରେ ଶରୀରକୁ ଗ୍ଭଟି ଖାଇବେ।
36 Então voltaram, e lho fizeram saber; e ele disse: Esta é a palavra do Senhor, a qual falou pelo ministério de Elias, o tisbita, seu servo, dizendo: No pedaço do campo de Jizreel os cães comerão a carne de Jezabel.
37 ପୁଣି ଇଷବଲଙ୍କେ ଶରୀର ୟିଷ୍ରିଯଲେୀଯ ଭୂମି ଉପରେ ଖତପରି ହବେ। ତହିଁରେ କହେି ଏହି ଶରୀରକୁ ଜାଣିପାରିବେ ନାହିଁ ଏବଂ କହିପାରିବେ ନାହିଁ ଯେ, ଏହା ଇଷବଲେ।'
37 E o cadáver de Jezabel será como esterco sobre o campo, na herdade de Jizreel; de modo que não se possa dizer: Esta é Jezabel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Reis 9, comparar traduções ou montar um estudo — tudo direto pelo WhatsApp.