2 Reis 8

Oriya Bible (GL_ORIYA)

1 ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସହେି ସ୍ତ୍ରୀକୁ କହିଲେ, ତୁମ୍ଭେ ଓ ତୁମ୍ଭର ପରିବାର ୟାଇ ଅନ୍ୟ ଦେଶ ରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶ ରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତବର୍ଷ ପାଇଁ ଏହି ଦେଶ ରେ ରହିବ।

2 ପରମେଶ୍ବରଙ୍କ ଲୋକଙ୍କର ବାକ୍ଯାନୁସା ରେ ସେ ସ୍ତ୍ରୀ ଲୋକଟି ଆପଣା ପରିବାର ସହିତ ୟାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶ ରେ ସାତବର୍ଷ ବାସ କଲା।

3 ପୁଣି ସାତବର୍ଷ ସମାପ୍ତି ପରେ ସେ ସ୍ତ୍ରୀ ଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫରେି ଆସିଲା।

4 ସହେି ସମୟରେ ରାଜା ପରମେଶ୍ବରଙ୍କ ଲୋକଙ୍କର ଦାସ ଗି ହଜେୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗି ହଜେୀକୁ କହିଲେ, ମୁଁ ବିନଯ କରୁଛି, ଇଲୀଶାୟ ଯେଉଁ ମହାନ୍ କାର୍ୟ୍ଯମାନ କରିଛନ୍ତି ମାେତେ ଜଣାଅ।

5 ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗି ହଜେୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫରେି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗି ହଜେୀ କହିଲେ, ହେ ମାରେ ମହାଶୟ ମହାରାଜ! ଏ ହେଉଛି ସହେି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନଃଜୀବିତ କରିଥିଲେ।

6 ରାଜା ସ୍ତ୍ରୀ ଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀ ଲୋକଟି ସମସ୍ତ କଥା କହିଲା,

7 ଇଲୀଶାୟ ଦମ୍ମେଶକରେ ପହନ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡିତ ଥିଲେ। ଜଣେ ଲୋକ ବିନ୍ହଦଦ୍କୁ କହିଲା, ପରମେଶ୍ବରଙ୍କ ଲୋକ ସେ ସ୍ଥାନକୁ ଆସିଛନ୍ତି ବୋଲି ତାଙ୍କୁ ସମ୍ବାଦ ଦିଆଗଲା।

8 ତତ୍ପରେ ରାଜା ବିନ୍ହଦଦ୍ ହସାଯଲକେୁ କହିଲେ, ଏହି ଉପହାର ନଇେ ପରମେଶ୍ବର ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡାରୁ ମୁକ୍ତ ହବେି କି ନାହିଁ, ଏହି କଥା ତାଙ୍କ ଦ୍ବାରା ସଦାପ୍ରଭୁଙ୍କୁ ପଗ୍ଭର।

9 ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?

10 ତହିଁରେ ଇଲୀଶାୟ କହିଲେ, ୟାଅ, ବିନ୍ହଦଦ୍କୁ କୁହ, 'ତୁମ୍ଭେ ଅବଶ୍ଯ ବଞ୍ଚିବ।' କିନ୍ତୁ ପ୍ରକୃତ ରେ ସଦାପ୍ରଭୁ ମାେତେ କହିଛନ୍ତି ଯେ, ' ସେ ଅବଶ୍ଯ ମରିବ।'

11 ସେତବେେଳେ ଇଲୀଶାୟ ହସାଯଲେ ପଢି ଏପରିସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହବୋ ପର୍ୟ୍ଯନ୍ତ ବିହ୍ବଳ ହେଲେ। ପୁଣି ପରମେଶ୍ବରଙ୍କ ଲୋକ ରୋଦନ କଲେ।

12 ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?

13 ହସାଯଲେ କହିଲେ, ମୁଁ ତ ସପରେି ଶକ୍ତିଶାଳୀ ନୁହେଁ, ମୁଁ ସହେି ସାମରିକ କୃତିବ ପାରିବ ନାହିଁ?

14 ତା'ପରେ ହସାଯଲେ ଇଲୀଶାୟଙ୍କଠାରୁ ବିଦାଯ ନଇେ ରାଜାଙ୍କ ନିକଟକୁ ଗଲେ। ବିନ୍ହଦଦ୍ ହସାଯଲଙ୍କେୁ କହିଲେ, ଇଲୀଶାୟ ତୁମ୍ଭକୁ କ'ଣ କହିଛନ୍ତି।

15 ମାତ୍ର ପରଦିନ ହସାଯଲେ ଏକ ପତଳା ବସ୍ତ୍ର ନଇେ ଜଳ ରେ ବୁଡାଇଲେ ଓ ରାଜା ବିନ୍ହଦଦ୍ର ମୁଖ ଉପରେ ଆବୃତ କଲେ। ତହିଁରେ ତାଙ୍କର ଶ୍ବାସରୁଦ୍ଧ ହାଇେ ସେ ମଲେ ଓ ହସାଯଲେ ତାଙ୍କ ପଦ ରେ ରାଜତ୍ବ କଲେ।

16 ଆହାବ୍ଙ୍କ ପୁତ୍ର ୟୋରାମଙ୍କ ଶାସକ ଇଶ୍ରାୟେଲ ରେ ରାଜତ୍ବ କରିବାର ପଞ୍ଚମ ବର୍ଷ ରେ ୟିହୋଶାଫଟଙ୍କ ପୁତ୍ର ୟିହୋରାମ ଯିହୁଦାର ରାଜା ହେଲେ।

17 ୟିହୋରାମଙ୍କୁ ଯେତବେେଳେ ବତିଶ ବର୍ଷ ହାଇେଥିଲେ, ସେ ରାଜ୍ଯ ଉପରେ ଶାସନ କରିବା ଆରମ୍ଭ କଲେ। ସେ ୟିରୁଶାଲମ ରେ ଆଠବର୍ଷ ରାଜତ୍ବ କଲେ।

18 ୟିହୋରାମ ଇଶ୍ରାୟେଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ସେ ଆହାବ ବଂଶାନୁସା ରେ ଚଳିଲେ କାରଣ ସେ ଆହାବ୍ଙ୍କ କନ୍ଯାକୁ ବିବାହ କରିଥିଲେ।

19 ମାତ୍ର ସଦାପ୍ରଭୁ ଯିହୁଦାକୁ ବିନାଶ କଲେ ନାହିଁ, କାରଣ ସେ ଆପଣା ଦାସ ଦାଉଦଙ୍କୁ ପ୍ରତିଜ୍ଞା କରି କହିଥିଲେ ତାଙ୍କରି ପରିବାରମାନଙ୍କ ମଧ୍ଯରୁ ଜଣେ ସର୍ବଦା ରାଜା ହବେ।

20 ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।

21 ତା'ପରେ ୟିହୋରାମ ଓ ତାଙ୍କର ସମସ୍ତ ରଥ ସାଯୀରକୁ ୟାତ୍ରା କଲେ। ଇଦୋମୀଯ ସୈନ୍ଯମାନେ ସମାନଙ୍କେୁ ଚତୁର୍ଦ୍ଦିଗରୁ ଘରେିଗଲେ। ୟିହୋରାମ ଓ ତାଙ୍କର ସନୋଧ୍ଯକ୍ଷମାନେ ସମାନଙ୍କେୁ ଆକ୍ରମଣ କଲେ। ସେଥି ରେ ଶତୃମାନେ ପ୍ରାଣଭୟ ରେ ଦୌଡି ପଳାଯନ କଲେ। ମାତ୍ର ୟିହୋରାମଙ୍କର ସମସ୍ତ ସୈନ୍ଯ ନିଜ ନିଜ ତମ୍ବୁକୁ ଫରେି ଆସିଲେ।

22 ତେଣୁ ଇଦୋମୀଯ ଲୋକମାନେ ଯିହୁଦା ବିରୁଦ୍ଧ ରେ ବିଦ୍ରୋହ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଯିହୁଦାର ରାଜତ୍ବରୁ ମୁକ୍ତ ଅଛନ୍ତି।

23 ୟିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ୟ୍ଯା ବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହାଇେଅଛି।

24 ୟିହୋରାମଙ୍କର ମୃତ୍ଯୁବରଣ କଲେ ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ ଦାଉଦ ନଗର ରେ କବର ନେଲେ। ତା'ପରେ ୟିହୋରାମଙ୍କ ପୁତ୍ର ଅହସିଯ ତାଙ୍କ ପଦି ରେ ରାଜା ହେଲେ।

25 ଆହାବ୍ଙ୍କ ପୁତ୍ର ୟୋରାମ ଇଶ୍ରାୟେଲ ଭୂଖଣ୍ତର ରାଜା ଦ୍ବାଦଶ ବର୍ଷ ରେ ୟିହୋରାମଙ୍କ ପୁତ୍ର ଅହସିଯ ଯିହୁଦାର ରାଜା ହେଲେ।

26 ଅହସିଯଙ୍କୁ ଯେତବେେଳେ ବାଇଶି ବର୍ଷ ହାଇେଥିଲା, ସେ ଯିହୁଦାର ରାଜା ହେଲେ। ସେ ୟିରୁଶାଲମ ରେ ଏକବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଅଥଲିଯା, ସେ ଇଶ୍ରାୟେଲର ରାଜା ଅମ୍ରିଙ୍କର କନ୍ଯା ଥିଲେ।

27 ଅହସିଯ ମଧ୍ଯ ଆହାବ୍ର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ।

28 ୟୋରାମ ଆହାବ୍ ବଂଶର ଥିଲେ। ଏ ନିମନ୍ତେ ସେ ଅହସିଯଙ୍କ ସଙ୍ଗେ ମିଶି ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ରାମାେତ-ଗିଲିଯଦ ରେ ୟୁଦ୍ଧ କରିବାକୁ ଗଲେ। ଏଥି ରେ ଅରାମୀଯମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ।

29 ରାଜା ଯୋରାମ, ସେ ତା'ର କ୍ଷତର ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଫରେିଗଲେ। ୟୋରାମ ପୀଡିତ ହବୋ ଯୋଗୁଁ, ଯିହୁଦାର ରାଜା ଅହସିଯ ୟିହୋରାମଙ୍କୁ ଦଖାେ କରିବାକୁ ୟିଷ୍ରିଯଲକେୁ ଗଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 2 Reis 8, comparar traduções ou montar um estudo — tudo direto pelo WhatsApp.