2 Reis 20

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ସେ ସମୟରେ ହିଜକିଯ ଅସୁସ୍ଥ ହେଲେ ଏବଂ ମୃତ୍ଯୁବରଣ କରିବା ଉପରେ ହେଲେ। ଭବିଷ୍ଯଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ କହନ୍ତି, 'ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ଯମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚଯ ମରିବ।'
1 Naqueles dias adoeceu Ezequias mortalmente; e o profeta Isaías, filho de Amós, veio a ele e lhe disse: Assim diz o SENHOR: Põe em ordem a tua casa, porque morrerás, e não viverás.
2 ହିଜକିଯ କାନ୍ଥ ଆଡେ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ।
2 Então virou o rosto para a parede, e orou ao Senhor, dizendo:
3 ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।
3 Ah, Senhor! Suplico-te lembrar de que andei diante de ti em verdade, com o coração perfeito, e fiz o que era bom aos teus olhos. E chorou Ezequias muitíssimo.
4 ଯିଶାଇୟ ଗ୍ରାମର ମଧ୍ଯଭାଗକୁ ପରିତ୍ଯାଗ ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ,
4 Sucedeu, pois, que, não havendo Isaías ainda saído do meio do pátio, veio a ele a palavra do Senhor dizendo:
5 ତୁମ୍ଭେ ଫରେିୟାଅ ଓ ଆମ୍ଭେଲାକମାନଙ୍କର ଅଧିପତି ହିଜକିଯକୁ କୁହ, 'ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନ ରେ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ।
5 Volta, e dize a Ezequias, capitão do meu povo: Assim diz o Senhor, o Deus de Davi, teu pai: Ouvi a tua oração, e vi as tuas lágrimas; eis que eu te sararei; ao terceiro dia subirás à casa do Senhor.
6 ଆମ୍ଭେ ତୁମ୍ଭର ଆଯୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀଯ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାେଶ ଓ ଆମ୍ଭର ସବେକ ଦାଉଦଙ୍କ ସକାେଶ ଏହି ନଗରକୁ ରକ୍ଷା କରିବି।'
6 E acrescentarei aos teus dias quinze anos, e das mãos do rei da Assíria te livrarei, a ti e a esta cidade; e ampararei esta cidade por amor de mim, e por amor de Davi, meu servo.
7 ତ'ପରେ ଯିଶାଇୟ କହିଲେ, ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନ ରେ ଲଗାଅ।
7 Disse mais Isaías: Tomai uma pasta de figos. E a tomaram, e a puseram sobre a chaga; e ele sarou.
8 ହିଜକିଯ ଯିଶାଇୟଙ୍କୁ କହିଲେ, ସଦାପ୍ରଭୁ ଯେ ମାେତେ ଆରୋଗ୍ୟ କରିବେ ଓ ତୃତୀୟ ଦିନ ରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟିବି, ଏହାର କି ସୂଚନା ଅଛି?
8 E Ezequias disse a Isaías: Qual é o sinal de que o Senhor me sarará, e de que ao terceiro dia subirei à casa do Senhor?
9 ତହୁଁ ଯିଶାଇୟ କହିଲେ, ତୁମ୍ଭେ କି ସୂଚନା ଚାହୁଁଛ? ଛାଯା କ'ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ୟିବ ? ତୁମ୍ଭ ପାଇଁ ପରମେଶ୍ବରଙ୍କଠାରୁ ଏହି ଚିହ୍ନ ହବେ। ଯେ ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ।
9 Disse Isaías: Isto te será sinal, da parte do Senhor, de que o Senhor cumprirá a palavra que disse: Adiantar-se-á a sombra dez graus, ou voltará dez graus atrás?
10 ଏଥି ରେ ହିଜକିଯ ଉତ୍ତର କଲେ, ଛାଯା ଦଶପାହୁଣ୍ତ ଆଗକୁ ୟିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।
10 Então disse Ezequias: É fácil que a sombra decline dez graus; não seja assim, mas volte a sombra dez graus atrás.
11 ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ।
11 Então o profeta Isaías clamou ao Senhor; e fez voltar a sombra dez graus atrás, pelos graus que tinha declinado no relógio de sol de Acaz.
12 ସେ ସମୟରେ ବଲଦନର ପୁତ୍ର ମରୋଦକବଲଦନ୍ ବାବିଲର ରାଜା ଥିଲେ। ସେ ହିଜକିଯ, ନିକଟକୁ ପତ୍ରଗୁଡିକ ଓ ଉପହାର ପଠାଇଲେ। କାରଣ ସେ ହିଜକିଯ ଅସୁସ୍ଥତା ବିଷଯ ରେ ଶୁଣିଲେ।
12 Naquele tempo enviou Berodaque-Baladã, filho de Baladã, rei de babilônia, cartas e um presente a Ezequias; porque ouvira que Ezequias tinha estado doente.
13 ହିଜକିଯ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ନେଲେ ଓ ତାଙ୍କ ଗୃହ ରେ ଥିବା ସମୁଦାଯ ମୂଲ୍ଯବାନ୍ ପଦାର୍ଥଗୁଡିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ଯ, ବହୁମୂଲ୍ଯ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାର ରେ ଥିବା ତାଙ୍କର ସମସ୍ତ ଦ୍ରବ୍ଯ ଦଖାଇେଲେ, ଯାହା ହିଜକିଯ ତାଙ୍କ ଗୃହ ରେ ଓ ସମଗ୍ର ରାଜ୍ଯ ରେ ଏପରି ଜିନିଷ ନ ଥିଲା।
13 E Ezequias lhes deu ouvidos; e lhes mostrou toda a casa de seu tesouro, a prata, o ouro, as especiarias e os melhores ungüentos, e a sua casa de armas, e tudo quanto se achou nos seus tesouros; coisa nenhuma houve que não lhes mostrasse, nem em sua casa, nem em todo o seu domínio.
14 ତା'ପରେ ଭବିଷ୍ଯଦ୍ବକ୍ତା ଯିଶାଇୟ ରାଜା ହିଜକିଯଙ୍କ ନିକଟକୁ ଆସି ପଚାରିଲେ, ଏହି ଲୋକମାନେ କ'ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?
14 Então o profeta Isaías veio ao rei Ezequias, e lhe disse: Que disseram aqueles homens, e de onde vieram a ti? Disse Ezequias: Vieram de um país muito remoto, de babilônia.
15 ତହୁଁ ଯିଶାଇୟ କହିଲେ, ତୁମ୍ଭେ ସମାନଙ୍କେୁ କ'ଣ ସବୁ ଦଖାଇେଲ?
15 E disse ele: Que viram em tua casa? E disse Ezequias: Tudo quanto há em minha casa viram; coisa nenhuma há nos meus tesouros que eu não lhes mostrasse.
16 ତା'ପରେ ଯିଶାଇୟ ହିଜକିଯଙ୍କୁ କହିଲେ, ସଦାପ୍ରଭୁଙ୍କ ବାକ୍ଯ ଶୁଣ।
16 Então disse Isaías a Ezequias: Ouve a palavra do Senhor.
17 ସମୟ ଆସୁଛି ତୁମ୍ଭ ଗୃହ ରେ ଥିବା ସମସ୍ତ ଦ୍ରବ୍ଯ ଓ ଏ ପର୍ୟ୍ଯନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆୟିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡା ୟିବ ନାହିଁ।
17 Eis que vêm dias em que tudo quanto houver em tua casa, e o que entesouraram teus pais até ao dia de hoje, será levado a babilônia; não ficará coisa alguma, disse o SENHOR.
18 ତୁମ୍ଭଠାରୁ ଜନ୍ମ ହାଇେଥିବା ପୁତ୍ରମାନଙ୍କୁ ବାବିଲୋନୀଯମାନେ ନଇେଯିବେ ଓ ବାବିଲ ରାଜାର ଅଟ୍ଟାଳିକା ରେ ସମାନେେ ନଫୁସକ ହାଇେ ରହିବେ।
18 E ainda até de teus filhos, que procederem de ti, e que tu gerares, tomarão, para que sejam eunucos no paço do rei da babilônia.
19 ତା'ପରେ ହିଜକିଯ ଯିଶାଇୟକୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ଯ କହିଲେ, ତାହା ଅତି ଉତ୍ତମ।
19 Então disse Ezequias a Isaías: Boa é a palavra do Senhor que disseste. Disse mais: E não haverá, pois, em meus dias paz e verdade?
20 ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
20 Ora, o mais dos atos de Ezequias, e todo o seu poder, e como fez a piscina e o aqueduto, e como fez vir a água à cidade, porventura não está escrito no livro das crônicas dos reis de Judá?
21 ଅନନ୍ତର ହିଜକିଯଙ୍କର ମୃତ୍ଯୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ।
21 E Ezequias dormiu com seus pais; e Manassés, seu filho, reinou em seu lugar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Reis 20, comparar traduções ou montar um estudo — tudo direto pelo WhatsApp.