2 Reis 19

Oriya Bible (GL_ORIYA)

1 ରାଜା ହିଜକିଯ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ଯସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡିହାଇେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

2 ପୁଣି ରାଜଗୃହାଧ୍ଯକ୍ଷ ଇଲିଯାକୀମକୁ, ଲେଖକ ଶିବନ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡାଇ ଆମାେସର ପୁତ୍ର ଭବିଷ୍ଯଦବକ୍ତା ଯିଶାଇୟ ନିକଟକୁ ପଠାଇଲେ।

3 ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ କହନ୍ତି, ଏହି କ୍ଲେଶ, ଅନୁୟୋଗ ଓ ଅପମାନର ଦିନ, ଏହା ଏପରି ଦିନ ଯବେେ ଶିଶୁଗଣ ପ୍ରସବ ଦ୍ବାର ରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସମାନଙ୍କେ ପାଖ ରେ ଶକ୍ତି ନାହିଁ।

4 ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷଯ ରେ ମନ୍ଦକଥା କରିବାକୁ ତାଙ୍କର ସନୋଧ୍ଯକ୍ଷଙ୍କୁ ପଠାଇଲେ। ହାଇପୋ ରେ ସଦାପ୍ରଭୁ ଶୁଣିପାରନ୍ତି, ଯାହା ସନୋଧ୍ଯକ୍ଷ କହିଲା ଓ ଶତୃକୁ ଦଣ୍ତ ଦବେେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।'

5 ହିଜକିଯ ଉଚ୍ଚ ଅଧିକାରୀ ଯିଶାଇୟଙ୍କୁ ଦେଖିବାକୁ ଗଲେ।

6 ଯିଶାଇୟ ସମାନଙ୍କେୁ କହିଲେ, ତୁମ୍ଭର ମହାଶୟ ହିଜିକିଯଙ୍କୁ ଏହି ସମ୍ବାଦ ଦିଅ, 'ସଦାପ୍ରଭୁ କହନ୍ତି, ଅଶୂରୀଯ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥା ରେ ଭୀତ ହୁଅନାହିଁ।

7 ଏଠାକୁ ଦେଖ ମୁଁ ତାଙ୍କ ମଧିଅରେ ଏକ ଆତ୍ମା ଦବେି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫରେିୟିବ, ଆଉ ମୁଁ ତାକୁ ତା'ର ନିଜ ଦେଶ ରେ ଖଡ୍ଗ ଦ୍ବାରା ବଧ କରିବି।'

8 ଅନନ୍ତର ଅଶୂରୀଯ ରାଜା ଲାଖୀଶକୁ ପ୍ରସ୍ଥାନ କରିଛି ବୋଲି ରବଶାକି ଶୁଣି ଫରେିଗଲା ଓ ଲିବନା ବିରୁଦ୍ଧ ରେ ତାକୁ ୟୁଦ୍ଧ କରୁଥିବାର ଦେଖିଲା।

9 ପୁଣି ଅଶୂରୀଯ ରାଜା କୂଶଦେଶୀଯ ତିର୍ହକ ରାଜ ବିଷଯ ରେ ଏହି ଜନରବ ଶୁଣିଲା, ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଅଛି।

10 ତୁମ୍ଭମାନେ ଯିହୁଦାର ରାଜା ହିଜକିଙ୍କୁ ଏହିକଥା କହିବ,

11 ଏଠାକୁ ଦେଖ, ତୁମ୍ଭମାନେେ ମଧ୍ଯ ଶୁଣିଅଛ ଯେ, ଅଶୂରୀଯ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଅଛନ୍ତି। ତୁମ୍ଭମାନେେ କ'ଣ ଉଦ୍ଧାର ପାଇବ? ନା!

12 ଆଉ ମଧ୍ଯ ମାରେ ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀଯମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସମାନଙ୍କେର ଦବେତାଗଣ ସମାନଙ୍କେୁ ଉଦ୍ଧାର କରି ପାରିଲେ ନାହିଁ?

13 ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବିଯମ, ହନୋ ଓ ଅଦ୍ଦାର ରାଜଗଣ? ସମାନେେ ସମସ୍ତେ ବିନାଶ ପ୍ରାପ୍ତ ହାଇେଅଛନ୍ତି।

14 ହିଜକିଯ ତାଙ୍କର ଦୂତମାନଙ୍କଦ୍ବାରା ପଠାୟାଇଥିବା ଚିଠିଟିକୁ ପାଠକଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ଚିଠିଟିକୁ ମଲୋଇ ଦେଲେ।

15 ହିଜକିଯ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ , ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ କବଳେ ଏ ସମଗ୍ର ବିଶ୍ବର ପରମେଶ୍ବର ଅଟ। ଆଉ ମଧ୍ଯ ତୁମ୍ଭେ ସ୍ବର୍ଗ ଓ ପୃଥିବୀ ନିର୍ମାଣ କରି ଅଛ।

16 ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡରେ ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ବରଙ୍କୁ ଅପମାନ କରିବା ପାଇଁ ସନ୍ ହରେୀବ ଯାହା କହି ପଠାଇଅଛି, ତାହାର ସହେିକଥା ଶୁଣ।

17 ହେ ସଦାପ୍ରଭୁ, ଏହା ସତ୍ଯ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସମାନଙ୍କେ ଦେଶକୁ ଧ୍ବଂସ କରିଅଛନ୍ତି।

18 ଅଶୂରର ରାଜାମାନେ ସମାନଙ୍କେ ଜାତିର ଦବେତାଗୁଡିକୁ ଅଗ୍ନି ରେ ଦଗ୍ଧିଭୂତ କଲେ। ଅବଶ୍ଯ ସମାନେେ ପ୍ରକୃତ ଦବେତାଗଣ ନଥିଲେ। ମନୁଷ୍ଯକୃତ କାଷ୍ଠ ଓ ପ୍ରସ୍ତରର ପ୍ରତିମା ମାତ୍ର, ତେଣୁ ସହେି ରାଜାମାନେ ସଗେୁଡିକୁ ବିନାଶ କଲେ।

19 ତେଣୁ ସେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ମୁଁ ବିନଯ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ବର ଅଟ, ଏହା ପୃଥିବୀସ୍ଥ ସମୁଦାଯ ରାଜ୍ଯ ଜାଣିବେ।

20 ଏହାପରେ ଆମାେସର ପୁତ୍ର ଯିଶାଇୟ ହିଜକିଯଙ୍କ ନିକଟକୁ କହି ପଠାଇଲେ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭେ ଅଶୂରର ରାଜା ସନ ହରେୀବ୍ ବିରୁଦ୍ଧ ରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।'

21 ଏହା ହେଉଛି ସନ୍ ହରେୀବ୍ ବିଷଯ ରେ ସଦାପ୍ରଭୁଙ୍କ ବାର୍ତ୍ତା:

22 କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା? କିଏ ତୁମ୍ଭ ବିରୁଦ୍ଧ ରେ କହିଲା। ତେଣୁ ତୁମ୍ଭେ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ବିରୁଦ୍ଧ ରେ ଥିଲ। ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ୟ୍ଯ କଲ।

23 ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ବାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ। ତୁମ୍ଭେ କହିଲେ, ମୁଁ ମାରେ ଅପାର ରଥରେ ପର୍ବତଗଣର ଉର୍ଦ୍ଧ୍ବକୁ ଆସିଲି। ମୁଁ ଲିବାନୋନ୍ର ଅଭ୍ଯନ୍ତରକୁ ଆସିଅଛି। ମୁଁ ତାହାର ଉଚ୍ଚ ଏରସ୍ବୃକ୍ଷ ଓ ତାହାର ଉତ୍କୃଷ୍ଟ ଦବଦୋରୁ ବୃକ୍ଷସବୁ କାଟି ପକାଇଲି। ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ଯ ରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।

24 ଆମ୍ଭେ ନୂତନ ସ୍ଥାନ ରେ କୂପ ଖାେଳିଅଛୁ ଓ ଜଳପାନ କରିଅଛୁ। ପୁଣି ଆମ୍ଭେ ମିଶରର ସମସ୍ତ ନଦୀ ଶୁଷ୍କ କରିବା ଓ ଦେଶ ରେ ପଦ ଗ୍ଭରଣ କରିବା।

25 ତୁମ୍ଭେ କ'ଣ ଏହା ଶୁଣିନାହଁ, ପରମେଶ୍ବର କ'ଣ କହିଲେ, ଯେ କିପରି ଆମ୍ଭେ ପୁରାତନ କାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବ କାଳରୁ ଏହା ସ୍ଥିର କରିଅଛୁଁ। ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରମାନ ଧ୍ବଂସ କରି ସେ ସବୁକୁ ଢିପ କରିବା। ଆମ୍ଭେ ଏହା ଘଟିବା ପାଇଁ କରିଛୁ।

26 ଏଣୁ ସେ ନଗର ଗୁଡିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ। ସମାନେେ ହତାଶ ଓ ଉଦ୍ବିଗ୍ନ ହେଲେ। ସମାନେେ କ୍ଷତରେ ଶାକ ଓ ନବୀନ ତୃଣ, ଗୃହଛାତ ଉପରିସ୍ଥ ଘାସ ଏହା ବଢିବା ପୂର୍ବରୁ ଶୁଷ୍କ ହେଉଛି।

27 ମାତ୍ର କେତବେେଳେ ତୁମ୍ଭର ବସିବାର, ବାହାରକୁ ୟିବାର ଭିତରକୁ ଆସିବାର ଓ ମାେ ସହିତ ତୁମ୍ଭ ର୍ଧୈୟ୍ଯଚ୍ଯୁତ ହବୋର ଆମ୍ଭେ ଜାଣୁ।

28 ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋରଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକା ରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠଧାର ରେ ଲଗାମ ଦବୋ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସହେି ବାଟରେ ତୁମ୍ଭଙ୍କୁ ଫରୋଇ ଦବୋ।

29 ହେ ହିଜକିଯ, ଏହା ତୁମ୍ଭ ପ୍ରତି ମାରେ ସାହାୟ୍ଯର ଚିହ୍ନ ହବେ। ଏହି ବର୍ଷ ତୁମ୍ଭମାନେେ ସ୍ବଯଂ କ୍ଷତେ ରେ ବଢିଥିବା ଶସ୍ଯ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ଯ କାଟିବ ଓ ତୁମ୍ଭ ଦ୍ବାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ।

30 ପୁଣି ଯିହୁଦା ବଞ୍ଚିରହିଥିବା ଅବଶିଷ୍ଟ ଲୋକମାନେ ସମାନଙ୍କେର ପରିବାର ରେ କହେି ଗୁଣା ରେ ବଢିପାଇବେ।

31 ଅଳ୍ପ କେତକେ ମୃତ୍ଯୁର ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ୟିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।

32 ତେଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହି କଥା କୁହନ୍ତି। ସେ ଏହି ନଗରକୁ ନଗର ରେ ତୀର ନିକ୍ଷପେ କରିବ ନାହିଁ। ସେ ଏହି ନଗର ବିରୁଦ୍ଧ ରେ ଢାଳ ଧରି ଆସିବ ନାହିଁ। ସେ ଏହି ନଗରକୁ ଆକ୍ରମଣ କରିବାକୁ ଗଡାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।

33 ପୁଣି ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଥିଲା ସହେି ବାଟରେ ଫରେିୟିବ। ସେ ଏ ନଗରକୁ ଆସିବ ନାହିଁ।

34 ମୁଁ ଏହି ନଗରକୁ ରକ୍ଷା କରିବି। ମାେ ନିଜ ସକାେଶ ଓ ମାରେ ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦବେି।

35 ଅନନ୍ତର ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ଅଶୂରୀଯମାନଙ୍କର ଛାଉଣୀ ରେ 1,85,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ଯମାନେ ପ୍ରଭାତ ରେ ମୃତ ଶରୀର ଦେଖିଲେ।

36 ତେଣୁ ଅଶୂରର ରାଜା ସନ୍ ହରେୀବ୍ ପ୍ରସ୍ଥାନ କଲା ଓ ନିନିବୀ ରେ ଅବସ୍ଥାନ କଲା।

37 ଏକଦା ସନ୍ ହରେୀବ୍ ଆପଣା ନିଷ୍ରୋକ ନାମକ ଦବେତାକୁ ମନ୍ଦିର ରେ ପୂଜା କରିବା ବେଳେ ତା'ର ପୁତ୍ର ଅଦ୍ ରେମ୍ମଲକେ ଓ ଶ ରେତ୍ସର ତାହାକୁ ଖଡ୍ଗ ରେ ବଧ କଲେ। ତା'ପରେ ସମାନେେ ଅରାରଟ ଦେଶକୁ ପଳାଯନ କଲେ। ଆଉ ତା'ର ପୁତ୍ର ଏସରହଦ୍ଦୋନ ତାହାର ପଦ ରେ ରାଜା ହେଲା।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 2 Reis 19, comparar traduções ou montar um estudo — tudo direto pelo WhatsApp.