2 Crônicas 4
Oriya Bible (GL_ORIYA) vs ARA
1 ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।
1 Também fez um altar de bronze de vinte côvados de comprimento, vinte de largura e dez de altura.
2 ଏହାପରେ ଶଲୋମନ ତରଳ କଂସା ରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଏହାର ଠିକ୍ ବିପରୀତ ବିନ୍ଦୁ ପର୍ୟ୍ଯନ୍ତ ଦଶ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ ହାତ ଥିଲା।
2 Fez também o mar de fundição, redondo, de dez côvados de uma borda até a outra borda, e de cinco de altura; e um fio de trinta côvados era a medida de sua circunferência.
3 ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାଶର୍ବର ଚତୁର୍ଦ୍ଦିଗ ରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁଃପାଶର୍ବ ରେ ଦଶ ହାତ ପର୍ୟ୍ଯନ୍ତ ଦୁଇ ଧାଡ଼ି ରେ ସଗେୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାୟିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳଇେ ଠିକ୍ ସ୍ଥାନ ରେ ବ ସଇେ ଦିଆୟଇଥିଲା।
3 Por baixo da sua borda, em redor, havia figuras de colocíntidas, dez em cada côvado; estavam em duas fileiras, fundidas quando se fundiu o mar.
4 ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡମକୁ ରଖାୟାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ୟାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହାଇେଥିଲେ।
4 Assentava-se o mar sobre doze bois; três olhavam para o norte, três, para o ocidente, três, para o sul, e três, para o oriente; o mar apoiava-se sobre eles, cujas partes posteriores convergiam para dentro.
5 ଏହି ବୃହତ୍ ପିତ୍ତଳ କୁଣ୍ଡଟି 3 ,000 ମହଣ ମାଟଇେେ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦଖାଯାେଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା।
5 A grossura dele era de quatro dedos, a sua borda, como borda de copo, como flor de lírios; comportava três mil batos.
6 ଶଲୋମନ ଦଶଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ସହେି ବୃହତ୍ କୁଣ୍ତର ଦକ୍ଷିଣ ପାଶର୍ବ ରେ ଏବଂ ଅନ୍ୟ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାଶର୍ବ ରେ ରଖିଲେ। ହାମବେଳିକୁ ଉତ୍ସର୍ଗ କରିବା ପରେ ଧୋଇବ ନିମନ୍ତେ ଏହି ଦଶଟି ପ୍ରକ୍ଷାଳନ ପାତ୍ର ବ୍ଯବହାର କରାୟାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡ ରେ କବଳେ ଯାଜକମାନେ ପ୍ରକ୍ଷାଳନ କରିବେ।
6 Também fez dez pias e pôs cinco à direita e cinco, à esquerda, para lavarem nelas o que pertencia ao holocausto; o mar, porém, era para que os sacerdotes se lavassem nele.
7 ସମାନଙ୍କେର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶଟି ବତୀଦଣ୍ଡ ନିର୍ମାଣ କଲେ। ସହେି ବତୀଦଣ୍ଡଗୁଡ଼ିକ ମନ୍ଦିର ରେ ଖଞ୍ଜାଗଲା। ପ୍ରେତ୍ୟକକ ଦକ୍ଷିଣ ଓ ବାମ ପାଶର୍ବ ରେ ପାଞ୍ଚଟି ବତୀଦଣ୍ଡ ଖଞ୍ଜା ହେଲା।
7 Fez também dez candeeiros de ouro, segundo fora ordenado, e os pôs no templo, cinco à direita e cinco à esquerda.
8 ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।
8 Também fez dez mesas e as pôs no templo, cinco à direita e cinco à esquerda; também fez cem bacias de ouro.
9 ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ବାର ନିର୍ମାଣ କଲେ ଏବଂ ସଗେୁଡ଼ିକୁ ପିତ୍ତଳ ରେ ଆଚ୍ଛାଦନ କଲେ।
9 Fez mais o pátio dos sacerdotes e o pátio grande, como também as portas deles, as quais cobriu de bronze.
10 ଏହାପରେ ସେ ସହେି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାଶର୍ବ ରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କଣ ରେ ଥିଲା।
10 E o mar pôs ao lado direito, para o lado sudeste.
11 ହୂରମ ପାତ୍ର, ବଲଚୋ ଓ ବସେିନ୍ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ବରଙ୍କୁ ମନ୍ଦିର ରେ ରାଜା ଶ ଲୋମନଙ୍କ ନିମନ୍ତେ ନିଜର କାର୍ୟ୍ଯ ଶଷେ କଲେ।
11 Depois, fez Hirão as panelas, e as pás, e as bacias. Assim, terminou ele de fazer a obra para o rei Salomão, para a Casa de Deus:
12 ହୂରମ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗ ରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘାଡ଼ୋଇବା ନିମନ୍ତେ କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ତିଆରି କରିଥିଲେ।
12 as duas colunas, os dois globos e os dois capitéis que estavam no alto das duas colunas; as duas redes, para cobrirem os dois globos dos capitéis que estavam no alto das colunas;
13 ଏହି ଦୁଇଟି କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରେତ୍ୟକକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ୟାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗ ରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘାଡ଼ୋଇ ଥିଲା।
13 as quatrocentas romãs para as duas redes, isto é, duas fileiras de romãs para cada rede, para cobrirem os dois globos dos capitéis que estavam no alto das colunas.
14 ଆହୁରି ହୂରମ ଦଶଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶଟି ଦଣ୍ଡକୁ କୁଣ୍ଡ ରେ ଖଞ୍ଜିଥିଲେ।
14 Fez também os suportes e as pias sobre eles,
15 ହୂରମ ବିରାଟ ପିତ୍ତଳ କୁଣ୍ଡ ଓ ତା'ର ତଳେ ବାରଟି ଷଣ୍ଢ ତିଆରି କରିଥିଲେ।
15 o mar com os doze bois por baixo.
16 ପରମେଶ୍ବରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଚାମୁଚ ହୂରମ ତିଆରି କରିଥିଲେ। ଏହି ସମସ୍ତ ଜିନିଷଗୁଡ଼ିକ ସ୍ବଚ୍ଛ ପିତ୍ତଳ ରେ ନିର୍ମିତ ହାଇେଥିଲା।
16 Também as panelas, as pás, os garfos e todos os utensílios fez Hirão-Abi para o rei Salomão, para a Casa do Senhor , de bronze purificado.
17 ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚ ରେ ଢ଼ାଳିଲେ। ସୁକ୍କୋତ ଓ ସ ରଦୋ ସହରର ମଧ୍ଯବର୍ତ୍ତୀ ୟର୍ଦ୍ଦନ ଉପତ୍ୟକା ରେ ଏହି ଛାଞ୍ଚଗୁଡ଼ିକ ତିଆରି ହାଇେଥିଲା।
17 Na planície do Jordão, o rei os fez fundir em terra barrenta, entre Sucote e Zereda.
18 ଶଲୋମନ ଏହିପରି ଅନକେ ଜିନିଷ ଏତେ ପରିମାଣ ରେ ତିଆରି କରିଥିଲେ ଯେ ଏଥି ରେ ବ୍ଯବହୃତ ପିତ୍ତଳର ଓଜନ ମାପିବା ପାଇଁ କହେି ଚେଷ୍ଟା କଲେ ନାହିଁ।
18 Fez Salomão todos estes objetos em grande abundância, não se verificando o peso do seu bronze.
19 ଶଲୋମନ ପରମେଶ୍ବରଙ୍କ ମନ୍ଦିର ରେ ବ୍ଯବହାର ନିମନ୍ତେ ସବୁପାତ୍ର ତିଆରି କରିଥିଲେ। ଶଲୋମନ ଏକ ସ୍ବର୍ଣ୍ଣ ୟଜ୍ଞବଦେୀ ନିର୍ମାଣ କଲେ। ଉପସ୍ଥିତ ରୋଟୀକୁ ଅର୍ପଣ କରିବା ନିମନ୍ତେ ଏକ ମଜେ ନିର୍ମାଣ କଲେ।
19 Também fez Salomão todos os utensílios do Santo Lugar de Deus: o altar de ouro e as mesas, sobre as quais estavam os pães da proposição;
20 ଶଲୋମନ ଦୀପ ଓ ଦୀପବଳୀ ସବୁ ଶୁଦ୍ଧ ସୁନା ରେ ତିଆରି କରାଇଲେ। ମନ୍ଦିର ଭିତ ରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖ ରେ ନିଯମାନୁୟାଯୀ ଜ଼ଳାୟିବା ନିମନ୍ତେ ଦୀପଗୁଡ଼ିକ ରଖାୟାଇଥିଲା।
20 e os candeeiros com as suas lâmpadas de ouro puro, para as acenderem, segundo o costume, perante o Santo dos Santos.
21 ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ଯବହାର କରିଥିଲେ।
21 As flores, as lâmpadas e as tenazes eram do mais fino ouro,
22 ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନା ରେ ତିଆରି କଲେ। ମନ୍ଦିରର ଦ୍ବାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ବାରସବୁ ଏବଂ ମୁଖ୍ଯ ଗୃହର ଦ୍ବାରସବୁ ଶଲୋମନ ସୁନା ରେ ତିଆରି କଲେ।
22 como também as espevitadeiras, as bacias, as taças e os incensários, de ouro finíssimo; quanto à entrada da casa, as suas portas de dentro do Santo dos Santos e as portas do Santo Lugar do templo eram de ouro.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 4, comparar traduções ou montar um estudo — tudo direto pelo WhatsApp.