2 Crônicas 32

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ହିଜକିଯ ଏହି ସମସ୍ତ ବିଷଯ ବିଶ୍ବସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ ହରେୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ ହରେୀବ୍ ଓ ତାଙ୍କର ସୈନ୍ଯଦଳ ଦୁର୍ଗଗୁଡ଼ିକର ବାହା ରେ ଛାଉଣୀ ସ୍ଥାପନ କଲେ। ସେ ସହେି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ ହରେୀବ୍ ନିଜ ନିମନ୍ତେ ଏହିସବୁ ସହର ଜଯ କରିବାକୁ ଇଚ୍ଛା କରୁଥିଲେ।
1 Depois dessas coisas e dessa fidelidade, veio Senaqueribe, rei da Assíria, e entrou em Judá, e acampou-se contra as cidades fortes, e intentou separá-las para si.
2 ହିଜକିଯ ଜାଣିଥିଲେ ଯେ, ସନ୍ ହରେୀବ୍ ୟିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି।
2 Vendo, pois, Ezequias que Senaqueribe vinha e que o seu rosto era de guerra contra Jerusalém,
3 ଏହାପରେ ହିଜକିଯ ତାଙ୍କର ପଦାଧିକାରୀ ଓ ସନୋଧିକାରୀମାନଙ୍କ ସହିତ କଥା ହେଲେ। ସମାନେେ ସମସ୍ତ ନଗର ବାହା ରେ ଥିବା ଜଳନିର୍ଝରଗୁଡ଼ିକର ଜଳକୁ ବନ୍ଦ କରିବା ନିମନ୍ତେ ଏକମତ ହେଲେ। ସହେି ପଦାଧିକାରୀ ଓ ସନୋଧିକାରୀମାନେ ହିଜକିଯଙ୍କୁ ସାହାୟ୍ଯ କଲେ।
3 teve conselho com os seus príncipes e os seus varões, para que se tapassem as fontes das águas que havia fora da cidade; e eles o ajudaram.
4 ଅନକେ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ଯ ଦଇେ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସମାନେେ କହିଲେ ଯେ, ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।
4 Assim, muito povo se ajuntou e tapou todas as fontes, como também o ribeiro que se estendia pelo meio da terra. E disseram: Por que viriam os reis da Assíria e achariam tantas águas?
5 ହିଜକିଯ ୟିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ଯ ଭାଗ ରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ୟିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନକେ ଅସ୍ତ୍ର ଓ ଢ଼ାଲମାନ ନିର୍ମାଣ କଲେ।
5 E ele se fortificou, e edificou todo o muro quebrado até às torres, e levantou o outro muro para fora, e fortificou a Milo na Cidade de Davi, e fez armas e escudos em abundância.
6 ଲୋକମାନଙ୍କର ଦାଯିତ୍ବ ନବୋ ନିମନ୍ତେ ହିଜକିଯ ୟୁଦ୍ଧର ପଦାଧିକାରୀମାନଙ୍କୁ ମନୋନୀତ କଲେ। ନଗରଦ୍ବାର ନିକଟସ୍ଥ ଉନ୍ମୁକ୍ତ ସ୍ଥାନ ରେ ସେ ସହେି ପଦାଧିକାରୀମାନଙ୍କୁ ସାକ୍ଷାତ କଲେ। ସେ କହିଲେ,
6 E pôs oficiais de guerra sobre o povo, e ajuntou-os a si na praça da porta da cidade, e falou-lhes ao coração, dizendo:
7 ଦୃଢ଼ ଓ ସାହସୀ ହୁଅ। ଅଶୂର ରାଜା ଅଥବା ତାଙ୍କ ସହିତ ଥିବା ବିଶାଳ ସୈନ୍ଯବାହିନୀ ବିଷଯ ରେ ଭୟ କର ନାହିଁ କିମ୍ବା ବ୍ଯସ୍ତ ହୁଅ ନହିଁ। ଅଶୂରର ରାଜାଙ୍କର ଶକ୍ତିଠାରୁ ଆମ୍ଭମାନଙ୍କ ସହିତ ଆହୁରି ମହାନ୍ ଶକ୍ତି ଅଛି।
7 Esforçai-vos e tende bom ânimo; não temais, nem vos espanteis por causa do rei da Assíria, nem por causa de toda a multidão que está com ele, porque há um maior conosco do que com ele.
8 ଅଶୂରର ରାଜାଙ୍କ ସହିତ କବଳେ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ୟୁଦ୍ଧ କରିବେ। ଏହିପରି ଯିହୁଦାର ରାଜା ହିଜକିଯ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।
8 Com ele está o braço de carne, mas conosco, o Senhor , nosso Deus, para nos ajudar e para guerrear nossas guerras. E o povo descansou nas palavras de Ezequias, rei de Judá.
9 ଅଶୂରର ରାଜା ସନ୍ ହରେୀବ୍ ଓ ତାଙ୍କର ସମସ୍ତ ସୈନ୍ଯଦଳ ଲାଖୀଶ ସହର ନିକଟରେ ଛାଉଣୀ କଲେ, ଯେପରି ସମାନେେ ତାହାକୁ ଜଯ କରିପାରନ୍ତି। ଏହାପରେ ସନ୍ ହରେୀବ୍, ଯିହୁଦାର ରାଜା ହିଜକିଯ ଓ ୟିରୁଶାଲମ ରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ଯମାନଙ୍କୁ ପଠାଇଲା। ହିଜକିଯ ଓ ୟିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ ହରେୀବ୍ଙ୍କ ଭୃତ୍ଯର ଏକ ବାର୍ତ୍ତା ଥିଲା।
9 Depois disso, Senaqueribe, rei da Assíria, enviou os seus servos a Jerusalém (ele, porém, estava diante de Laquis, com todo o seu domínio), a Ezequias, rei de Judá, e a todo o Judá que estava em Jerusalém, dizendo:
10 ସମାନେେ କହିଲେ, ଅଶୂରର ରାଜା ସନ୍ ହରେୀବ୍ ଏହି କଥା କହନ୍ତି, 'ତୁମ୍ଭମାନେେ କେଉଁ ବିଷଯ ରେ ନିର୍ଭର କରି ଆକ୍ରମଣ ସମୟରେ ସୁଦ୍ଧା ୟିରୁଶାଲମ ରେ ରହୁଅଛ ?
10 Assim diz Senaqueribe, rei da Assíria: Em que confiais vós, que vos ficais na fortaleza em Jerusalém?
11 ହିଜକିଯ ତୁମ୍ଭମାନଙ୍କୁ ପ୍ରତାରଣା କରୁଅଛି। ତୁମ୍ଭମାନେେ ଯେପରି କ୍ଷୁଧା ଓ ତୃଷା ରେ ମୃତ୍ଯୁବରଣ କରିବ ; ଏଥିନିମନ୍ତେ ତୁମ୍ଭମାନଙ୍କୁ କୌଶଳକ୍ରମେ ୟିରୁଶାଲମ ରେ ରଖାଯାଉଅଛି। ହିଜକିଯ ତୁମ୍ଭଙ୍କୁ କ ହେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କୁ ଅଶୂରର ରାଜାର ହସ୍ତରୁ ରକ୍ଷା କରିବେ।
11 Porventura, não vos incita Ezequias, para morrerdes à fome e à sede, dizendo: O Senhor , nosso Deus, nos livrará das mãos do rei da Assíria?
12 ହିଜକିଯ ନିଜେ ସଦାପ୍ରଭୁଙ୍କ ଉଚ୍ଚସ୍ଥାନ ଓ ୟଜ୍ଞବଦେୀ ସବୁ ବାହାର କରି ଦଲୋ। ଯିହୁଦା ଓ ୟିରୁଶାଲମର ଲୋକମାନେ ! ତୁମ୍ଭମାନଙ୍କୁ ସେ କହିଲା ଯେ, ତୁମ୍ଭମାନଙ୍କୁ କବଳେ ଗୋଟିଏ ୟଜ୍ଞବଦେୀ ଉପରେ ପୂଜା ଓ ସୁଗନ୍ଧିଧୂପ ଜ୍ବଳାଇବାକୁ ପଡ଼ିବ।
12 Não é Ezequias o mesmo que tirou os seus altos e os seus altares e falou a Judá e a Jerusalém, dizendo: Diante do único altar vos prostrareis e sobre ele queimareis incenso?
13 ମାରେ ପୂର୍ବପୁରୁଷଗଣ ଓ ମୁଁ ଅନ୍ଯାନ୍ଯ ଦେଶର ସମସ୍ତ ଲୋକଙ୍କ ପ୍ରତି କ'ଣ କରିଅଛି, ତାହା ତୁମ୍ଭମାନେେ ଅବଶ୍ଯ ଜାଣ। ଅନ୍ୟ ଦେଶର ଦବେତାମାନେ ସମାନଙ୍କେର ନିଜ ଲୋକମାନଙ୍କୁ ରକ୍ଷା କରିପାରିଲେ ନାହିଁ। ସହେି ଦବେତାମାନେ ମାେତେ ସମାନଙ୍କେର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରିପାରିଲେ ନାହିଁ।
13 Não sabeis vós o que eu e meus pais fizemos a todos os povos das terras? Porventura, puderam de qualquer maneira os deuses das nações daquelas terras livrar a sua terra das minhas mãos?
14 ମାରେ ପୂର୍ବପୁରୁଷମାନେ ସହେି ଦେଶଗୁଡ଼ିକୁ ଧ୍ବଂସ କଲେ। ଏପରି କହେି ଦବେତା ନାହିଁ, ୟିଏ ମାେତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭମାନେେ କ'ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମାେ'ଠାରୁ ରକ୍ଷା କରିପାରିବ ?
14 Qual é, de todos os deuses daquelas nações que meus pais destruíram, que pôde livrar o seu povo das minhas mãos, para que vosso Deus vos possa livrar das minhas mãos?
15 ତୁମ୍ଭମାନଙ୍କୁ ମୂର୍ଖ ବନଇବୋ ଓ ପ୍ରତାରଣା କରିବାକୁ ହିଜକିଯଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ବାସ କର ନାହିଁ, କାରଣ କୌଣସି ରାଜ୍ଯ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମାେ'ଠାରୁ ବା ମାରେପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ବର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମାେତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।'
15 Agora, pois, não vos engane Ezequias, nem vos incite assim, nem lhe deis crédito, porque nenhum deus de nação alguma, nem de reino algum pôde livrar o seu povo das minhas mãos, nem das mãos de meus pais, quanto menos vos poderá livrar o vosso Deus das minhas mãos.
16 ଅଶୂର ରାଜାର ଭୃତ୍ଯମାନେ ସଦାପ୍ରଭୁ ପରମେଶ୍ବର ଓ ପରମେଶ୍ବରଙ୍କ ଦାସ ହିଜକିଯଙ୍କ ବିରୁଦ୍ଧ ରେ ଆହୁରି ଜଘନ୍ଯ କଥାସବୁ କହିଲେ।
16 Também seus servos falaram ainda mais contra o Senhor Deus e contra Ezequias, o seu servo.
17 ଅଶୂରର ରାଜା ଆହୁରି ମଧ୍ଯ ଏପରି ପତ୍ରମାନ ଲେଖିଲା, ଯାହା ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କୁ ଅପମାନିତ କରୁଥିଲା। ଅଶୂରର ରାଜା ସହେି ପତ୍ରଗୁଡ଼ିକରେ ଏହିପରି ଲେଖିଲା : ଅନ୍ୟ ଦେଶର ଦବେତାମାନେ ମାେତେ ସମାନଙ୍କେର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିଲେ ନାହିଁ। ସହେିପ୍ରକା ରେ ମଧ୍ଯ ହିଜକିଯର ପରମେଶ୍ବର ମାେତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକିପାରିବ ନାର୍ହି।
17 Escreveu também cartas, para blasfemar do Senhor , Deus de Israel, e para falar contra ele, dizendo: Assim como os deuses das nações das terras não livraram o seu povo das minhas mãos, assim também o Deus de Ezequias não livrará o seu povo das minhas mãos.
18 ଏହାପରେ ଅଶୂରର ରାଜାର ଭୃତ୍ଯମାନେ ୟିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ବର ରେ ଡାକିଲେ। ସହେି ଭୃତ୍ଯମାନେ ୟିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସମାନେେ ଯେପରି ୟିରୁଶାଲମ ନଗରକୁ ହସ୍ତଗତ କରିପାରନ୍ତି, ସେଥିନିମନ୍ତେ ସହେିସବୁ କଥା କହିଲେ।
18 E clamaram em alta voz em judaico contra o povo de Jerusalém que estava em cima do muro, para os atemorizarem e os perturbarem, para tomarem a cidade.
19 ସହେି ସବେକଗଣ ଏପରି କାର୍ୟ୍ଯ କଲେ, ଯେପରି ଇଶ୍ରାୟେଲ ପରମେଶ୍ବର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।
19 E falaram do Deus de Jerusalém, como dos deuses dos povos da terra, obras das mãos dos homens.
20 ରାଜା ହିଜକିଯ ଓ ଆମାେସ୍ଙ୍କ ପୁତ୍ର ଭବିଷ୍ଯତ୍ବକ୍ତା ଯିଶାଇୟ ଏହି ସମସ୍ଯା ସମ୍ବନ୍ଧ ରେ ପ୍ରାର୍ଥନା କଲେ। ସମାନେେ ସ୍ବର୍ଗ ପ୍ରତି ଅତି ଉଚ୍ଚସ୍ବର ରେ ପ୍ରାର୍ଥନା କଲେ।
20 Porém o rei Ezequias e o profeta Isaías, filho de Amoz, oraram por causa disso e clamaram ao céu.
21 ଏହାପରେ ସଦାପ୍ରଭୁ ଅଶୂର ରାଜାର ଛାଉଣୀକୁ ଜଣେ ସ୍ବର୍ଗଦୂତଙ୍କୁ ପଠାଇଲେ। ସହେି ସ୍ବର୍ଗଦୂତ ଅଶୂରର ସୈନ୍ଯଦଳର ସମସ୍ତ ସୈନ୍ଯ, ନେତାଗଣ ଓ ସନୋଧିକାରୀମାନଙ୍କୁ ହତ୍ଯା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫରେିଗଲା ଓ ତାହାର ଲୋକମାନେ ତା' ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦବେତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତଜେଣ ସହେି ସ୍ଥାନ ରେ ତାହାକୁ ଏକ ଖଡ୍ଗ ରେ ବଧ କଲେ।
21 Então, o Senhor enviou um anjo que destruiu todos os varões valentes, e os príncipes, e os chefes no arraial do rei da Assíria; e este tornou com vergonha de rosto à sua terra; e, entrando na casa de seu deus, os mesmos que descenderam dele o mataram ali à espada.
22 ଏହି ପ୍ରକା ରେ ସଦାପ୍ରଭୁ ହିଜକିଯ ଓ ୟିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସନ୍ ହେ ରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କ ଠାରୁ ରକ୍ଷା କଲେ। ଲୋକମାନଙ୍କୁ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ।
22 Assim livrou o Senhor a Ezequias e aos moradores de Jerusalém das mãos de Senaqueribe, rei da Assíria, e das mãos de todos; e de todos os lados os guiou.
23 ସଦାପ୍ରଭୁଙ୍କ ପାଇଁ ଉପହାର ନଇେ ବହୁତ ଲୋକ ୟିରୁଶାଲମକୁ ଆସିଲେ। ସମାନେେ ଯିହୁଦାର ରାଜା ହିଜକିଯଙ୍କ ପାଇଁ ମୂଲ୍ଯବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିଯଙ୍କୁ ସମ୍ମାନ କଲେ।
23 E muitos traziam presentes a Jerusalém, ao Senhor , e coisas preciosíssimas a Ezequias, rei de Judá, de modo que, depois disso, foi exaltado perante os olhos de todas as nações.
24 ସହେି ଦିନମାନଙ୍କର ହିଜକିଯ ଗୁରୁତ୍ବର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିଯଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ।
24 Naqueles dias, Ezequias adoeceu de morte e orou ao Senhor , o qual lhe falou e lhe deu um sinal.
25 କିନ୍ତୁ ହିଜକିଯଙ୍କ ହୃଦଯ ଗର୍ବୀ ଥିଲା, ତେଣୁ ସେ ପରମେଶ୍ବରଙ୍କ ମହାଦୟା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ନାହିଁ। ଏଥି ନିମନ୍ତେ ପରମେଶ୍ବର ହିଜକିଯ ଓ ଯିହୁଦା ଏବଂ ୟିରୁଶାଲମର ଲୋକଙ୍କ ପ୍ରତି କୋର୍ଧ କଲେ।
25 Mas não correspondeu Ezequias ao benefício que se lhe fez, porque o seu coração se exaltou; pelo que veio grande indignação sobre ele e sobre Judá e Jerusalém.
26 କିନ୍ତୁ ହିଜକିଯ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନେ ସମାନଙ୍କେର ହୃଦଯ ଓ ଜୀବନକୁ ପରିବର୍ତ୍ତିତ କଲେ। ସମାନେେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିଯ ଜୀବିତ ଥିବା ପର୍ୟ୍ଯନ୍ତ ସଦାପ୍ରଭୁ ସମାନଙ୍କେ ଉପରେ କୋରଧ କଲେ।
26 Ezequias, porém, se humilhou pela soberba do seu coração, ele e os habitantes de Jerusalém; e a grande indignação do Senhor não veio sobre eles, nos dias de Ezequias.
27 ହିଜକିଯ ଅନକେ ଧନସଂପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ଯ ମଣିମୁକ୍ତା, ମସଲା, ଢ଼ାଲ ଓ ସମସ୍ତ ପ୍ରକାର ଦ୍ରବ୍ଯ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ।
27 E teve Ezequias riquezas e glória em grande abundância; e fizeram-se tesouros de prata, e de ouro, e de pedras preciosas, e de especiarias, e de escudos, e de tudo o que se podia desejar,
28 ଲୋକମାନେ ହିଜକିଯଙ୍କ ନିକଟକୁ ଯେଉଁ ଖାଦ୍ୟଶସ୍ଯ, ନୂତନ ଦ୍ରାକ୍ଷାରସ ଓ ତୈଳ ପଠାଉଥିଲେ, ତାହା ରଖିବା ନିମନ୍ତେ ତାଙ୍କର ଭଣ୍ଡାରଗୃହ ସବୁ ଥିଲା। ସମସ୍ତ ପଶୁପଲ ଓ ମଷେପଲ ନିମନ୍ତେ ତାଙ୍କର ଗୁହାଳ ସବୁ ଥିଲା।
28 também armazéns para a colheita do trigo, e do mosto, e do azeite, e estrebarias para toda casta de animais, e currais para os rebanhos.
29 ହିଜକିଯ ମଧ୍ଯ ବହୁତ ନଗର ନିର୍ମାଣ କଲେ ଏବଂ ସେ ବହୁତ ମଷେ ଓ ଗୋରୁ ପଲ ପାଇଲେ। ପରମେଶ୍ବର ହିଜକିଯଙ୍କୁ ପ୍ରଚୁର ଧନରତ୍ନ ଦଇେଥିଲେ।
29 Edificou também cidades e possuiu ovelhas e vacas em abundância, porque Deus lhe tinha dado muitíssima fazenda.
30 ହିଜକିଯ ହିଁ ୟିରୁଶାଲମ ରେ ଗୀହାନେ ଝରଣାର ଉର୍ଦ୍ଧ୍ବସ୍ଥ ଉତ୍ସକୁ ବନ୍ଦ କଲେ ଓ ସହେି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାଶର୍‌ବ ରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିଯ ଯେଉଁ ସମସ୍ତ କର୍ମ କଲେ, ସେଥି ରେ ସଫଳ ହେଲେ।
30 Também o mesmo Ezequias tapou o manancial superior das águas de Giom e as fez correr por baixo para o ocidente da Cidade de Davi, porque Ezequias prosperou em toda a sua obra.
31 ଥରେ ବାବିଲୀଯ ନେତାମାନେ ହିଜକିଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ସହେି ବାର୍ତ୍ତାବାହକମାନେ ଦେଶ ମଧିଅରେ ଘଟିଥିବା ଏକ ଅଦ୍ଭୁତ ଚିହ୍ନ ସମ୍ବନ୍ଧ ରେ ପଚାରିଲେ। ଯେତବେେଳେ ସମାନେେ ଆସିଲେ ସେତବେେଳେ ହିଜକିଯଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିଯଙ୍କ ହୃଦଯ ରେ ଯାହା କିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ବର ହିଜକିଯଙ୍କୁ ଏକାକୀ ଛାଡ଼ିଗଲେ।
31 Contudo, no negócio dos embaixadores dos príncipes da Babilônia que foram enviados a ele a perguntarem acerca do prodígio que se fez naquela terra, Deus o desamparou, para tentá-lo, para saber tudo o que havia no seu coração.
32 ହିଜକିଯଙ୍କର ଅନ୍ୟ ସମସ୍ତ ଅବଶିଷ୍ଟ କର୍ମ ଓ ସଦାପ୍ରଭୁଙ୍କୁ କେତେ ପ୍ ରମେ କଲେ, ତାହା ଆମ୍ଭମାନଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ଯିଶାଇୟଙ୍କ ଦର୍ଶନ ପୁସ୍ତକ ଓ ଯିହୁଦା ଓ ଇଶ୍ରାୟେଲର ରାଜାମାନଙ୍କ ପୁସ୍ତକ ରେ ଲଖାେ ୟାଇଅଛି।
32 Quanto ao resto dos atos de Ezequias e às suas beneficências, eis que estão escritos na visão do profeta Isaías, filho de Amoz, e no livro da história dos reis de Judá e de Israel.
33 ହିଜକିଯ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିଯଙ୍କୁ ସହେିଠା ରେ କବର ଦେଲେ। ହିଜକିଯ ମୃତ୍ଯୁବରଣ କଲାପରେ ଯିହୁଦା ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦଖାଇେଲେ। ମନଃଶି ହିଜକିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ମନଃଶି ହିଜକିଯଙ୍କ ପୁତ୍ର ଥିଲେ।
33 E dormiu Ezequias com seus pais, e o sepultaram no mais alto dos sepulcros dos filhos de Davi; e todo o Judá e os habitantes de Jerusalém lhe fizeram honras na sua morte; e Manassés, seu filho, reinou em seu lugar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 32, comparar traduções ou montar um estudo — tudo direto pelo WhatsApp.