2 Crônicas 2

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ଯ ନିଜ ନିମନ୍ତେ ଏକ ରାଜକୀଯ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ।
1 E determinou Salomão edificar uma casa ao nome do Senhor , como também uma casa para o seu reino.
2 ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70 ,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ୟ୍ଯ କରିବା ନିମନ୍ତେ 3,600 ତଦାରଖକାରୀଙ୍କୁ ମନୋନୀତ କଲେ।
2 E contou Salomão setenta mil homens de carga, e oitenta mil que cortassem na montanha, e três mil e seiscentos inspetores sobre eles.
3 ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।
3 E Salomão enviou a Hirão, rei de Tiro, dizendo: Como procedeste com Davi, meu pai, e lhe mandaste cedros, para edificar uma casa em que morasse, assim também procede comigo.
4 ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।
4 Eis que estou para edificar uma casa ao nome do Senhor , meu Deus, para lhe consagrar, para queimar perante ele incenso aromático, e para o pão contínuo da proposição, e para os holocaustos da manhã e da tarde, nos sábados, e nas luas novas, e nas festividades do Senhor , nosso Deus; o que é perpetuamente a obrigação de Israel.
5 ଆମ୍ଭର ପରମେଶ୍ବର ଅନ୍ୟ ସମସ୍ତ ଦବେତାଗଣ ଅପେକ୍ଷା ମହାନ୍ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି।
5 E a casa que estou para edificar há de ser grande, porque o nosso Deus é maior do que todos os deuses.
6 ବାସ୍ତବ ରେ କୌଣସି ବ୍ଯକ୍ତି ଆମ୍ଭର ପରମେଶ୍ବରଙ୍କୁ ଭିତ ରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରିପାରିବ ନାହିଁ। ଏପରିକି ସ୍ବର୍ଗ ବା ସର୍ବୋଚ୍ଚ ସ୍ବର୍ଗ ମଧ୍ଯ ତାଙ୍କୁ ଧାରଣ କରିପାରିବ ନାହିଁ। ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିପାରିବି ନାହିଁ। କବଳେ ତାଙ୍କଠା ରେ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପା ରେ।
6 Porém quem teria força para lhe edificar uma casa, visto que os céus e até os céus dos céus o não podem conter? E quem sou eu, que lhe edificasse casa, salvo para queimar incenso perante ele?
7 ବର୍ତ୍ତମାନ, ଆପଣ ମାେ ନିକଟକୁ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଓ ଲୌହ କର୍ମ ରେ ପାରଦର୍ଶୀ ଏକ ବ୍ଯକ୍ତିକୁ ପଠାଇବାକୁ ମୁଁ ଚା ହେଁ। ସହେି ବ୍ଯକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗା ରେ କାର୍ୟ୍ଯ କରିପାରୁଥିବା ଆବଶ୍ଯକ। ମାରେବାପାଙ୍କ ଦ୍ବାରା ମନୋନୀତ କାରିଗରମାନଙ୍କ ସହ ସହେି ବ୍ଯକ୍ତି ଯିହୁଦା ଏବଂ ୟିରୁଶାଲମ ରେ କାର୍ୟ୍ଯ କରିବ।
7 Manda-me, pois, agora um homem sábio para trabalhar em ouro, e em prata, e em bronze, e em ferro, e em púrpura, e em carmesim, e em azul; e que saiba lavrar ao buril, juntamente com os sábios que estão comigo em Judá e em Jerusalém, os quais Davi, meu pai, preparou.
8 ଆହୁରି ମଧ୍ଯ ଲିବାନୋନ୍ରୁ ମାେ ନିକଟକୁ ଦବଦୋରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବା ରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମାରଦୋସମାନେ, ତୁମ୍ଭର ଦାସମାନଙ୍କୁ ସାହାୟ୍ଯ କରିବେ।
8 Manda-me também madeira de cedros, faias, e algumins do Líbano; porque bem sei eu que os teus servos sabem cortar madeira no Líbano; e eis que os meus servos estarão com os teus servos,
9 ମୁଁ ବହୁତ ପରିମାଣର କାଠ ଆବଶ୍ଯକ କରେ ; କାରଣ ଯେଉଁ ମନ୍ଦିର ମୁଁ ନିର୍ମାଣ କରୁଛି, ତାହା ବହୁତ ବଡ଼ ଓ ସୌନ୍ଦର୍ୟ୍ଯ ରେ ପୂର୍ଣ୍ଣ ହବେ।
9 e isso para prepararem muita madeira; porque a casa que estou para fazer há de ser grande e maravilhosa.
10 କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ଯ ଦଇପୋ ରେ। ମୁଁ ସମାନଙ୍କେ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।
10 E eis que a teus servos, os cortadores, que cortarem a madeira, darei vinte mil coros de trigo malhado, e vinte mil coros de cevada, e vinte mil batos de vinho, e vinte mil batos de azeite.
11 ତା'ପରେ ସୋରର ରାଜା ହୂରମ, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସହେି ବାର୍ତ୍ତା ଥିଲା : ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।
11 E Hirão, rei de Tiro, respondeu por escrito e enviou a Salomão, dizendo: Porquanto o Senhor ama o seu povo, te pôs sobre ele rei.
12 ହୂରମ୍ ଆହୁରି ମଧ୍ଯ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ପ୍ରଶଂସା କର। ସେ ସ୍ବର୍ଗ ଓ ମର୍ତ୍ତ୍ଯ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସହେି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀଯ ପ୍ରାସାଦ ନିର୍ମାଣ କରୁଛନ୍ତି।
12 Disse mais Hirão: Bendito seja o Senhor , Deus de Israel, que fez os céus e a terra; que deu ao rei Davi um filho sábio, de grande prudência e entendimento, que edifique casa ao Senhor e para o seu reino.
13 ମୁଁ ମାରେବାପାଙ୍କ କାରିଗରମାନଙ୍କ ମଧ୍ଯରୁ ଜଣଙ୍କୁ ତୁମ୍ଭ ନିକଟକୁ ପଠାଇବି।
13 Agora, pois, envio um homem sábio de grande entendimento, a saber, Hirão-Abi,
14 ତାଙ୍କର ମାଆ ଦାନ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ୟ୍ଯ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ଯ କାର୍ୟ୍ଯ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରିପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ୟ୍ଯ କରିବେ।
14 filho de uma mulher das filhas de Dã e cujo pai foi homem de Tiro; este sabe lavrar em ouro, e em prata, em bronze, em ferro, em pedras, e em madeira, e em púrpura, e em pano azul, e em linho fino, e em carmesim; e é hábil para toda obra de buril e para todas as engenhosas invenções, qualquer coisa que se lhe propuser, juntamente com os teus sábios e os sábios de Davi, meu senhor, teu pai.
15 ମହାଶୟ, ବର୍ତ୍ତମାନ ଆମକୁ ଗହମ, ବାର୍ଲି ତୈଳ ଓ ଦ୍ରାକ୍ଷାରସ ଦିଅନ୍ତୁ, ଯାହା ଆପଣ ଦବୋକୁ ପ୍ରତିଜ୍ଞା କଲେ। ଏହି ଦ୍ରବ୍ଯସବୁ ମାରେ ଦାସମାନଙ୍କୁ ଦିଅ।
15 Agora, pois, que meu senhor mande para os seus servos o trigo, e a cevada, e o azeite, e o vinho de que falou.
16 ଆଉ ଆମ୍ଭେ ଲିବାନୋନ୍ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଚାହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦଇେ କାଠଭଳୋ ରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା'ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ୟିରୁଶାଲମକୁ ନଇୟିବେ।
16 E nós cortaremos tanta madeira no Líbano quanta houveres mister e ta traremos em jangadas pelo mar a Jope, e tu a farás subir a Jerusalém.
17 ଏହାପରେ ଇଶ୍ରାୟେଲ ଦେଶ ରେ ରହୁଥିବା ପ୍ରେତ୍ୟକକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାୟାଇଥିଲା। ସମାନେେ ଦେଶ ରେ 1,53,600 ବିଦେଶୀଙ୍କୁ ପାଇଲେ।
17 E Salomão contou todos os homens estrangeiros que havia na terra de Israel, conforme a conta com que os contara Davi, seu pai; e acharam-se cento e cinquenta e três mil e seiscentos.
18 ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3,600 ବିଦେଶୀ ଲୋକଙ୍କୁ କାର୍ୟ୍ଯ କରାଇବା ନିମନ୍ତେ ପର୍ୟ୍ଯବେକ୍ଷକ ରୂପେ ବାଛିଲେ।
18 E fez deles setenta mil carreteiros e oitenta mil cortadores na montanha, como também três mil e seiscentos inspetores, para fazerem trabalhar o povo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 2, comparar traduções ou montar um estudo — tudo direto pelo WhatsApp.