1 João 4

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।
1 Amados, não deis crédito a qualquer espírito; antes, provai os espíritos se procedem de Deus, porque muitos falsos profetas têm saído pelo mundo fora.
2 ଏହି ପ୍ରକା ରେ ତୁମ୍ଭମାନେେ ପରମେଶ୍ବରଙ୍କର ଆତ୍ମାକୁ ଚିହ୍ନିପାରିବ : ଏକ ଆତ୍ମା କହିବ ଯେ, ମୁଁ ବିଶ୍ବାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ଯ ରୂପ ଧାରଣ କରି ଆସିଥିଲେ, ସହେି ଆତ୍ମା ପରମେଶ୍ବରଙ୍କଠାରୁ ଆଗତ।
2 Nisto reconheceis o Espírito de Deus: todo espírito que confessa que Jesus Cristo veio em carne é de Deus;
3 ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟ ରେ ଏପରି ସାକ୍ଷ୍ଯ ଦିଅନ୍ତି ନାହିଁ, ସହେି ଆତ୍ମା ପରମେଶ୍ବରଙ୍କଠାରୁ ଆସି ନାହିଁ, ସମାନେେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧ ରେ ତୁମ୍ଭମାନେେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତ ରେ ରହିଛି।
3 e todo espírito que não confessa a Jesus não procede de Deus; pelo contrário, este é o espírito do anticristo, a respeito do qual tendes ouvido que vem e, presentemente, já está no mundo.
4 ପିଲାମାନେ !ତୁମ୍ଭମାନେେ ପରମେଶ୍ବରଙ୍କର ଅଟ। ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧିଅରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠା ରେ ଥିବା ଶୟତାନଠାରୁ ମଧ୍ଯ ମହାନ୍।
4 Filhinhos, vós sois de Deus e tendes vencido os falsos profetas, porque maior é aquele que está em vós do que aquele que está no mundo.
5 ସହେି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସମାନଙ୍କେର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସମାନଙ୍କେ କଥା ଶୁଣେ।
5 Eles procedem do mundo; por essa razão, falam da parte do mundo, e o mundo os ouve.
6 କିନ୍ତୁ ଆମ୍ଭେସବୁ ପରମେଶ୍ବରଙ୍କର। ତେଣୁ ପରମେଶ୍ବରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ବରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ଯମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା।
6 Nós somos de Deus; aquele que conhece a Deus nos ouve; aquele que não é da parte de Deus não nos ouve. Nisto reconhecemos o espírito da verdade e o espírito do erro.
7 ପ୍ରିୟ ବନ୍ଧୁମାନେ, ଆମ୍ଭେସବୁ ପରସ୍ପରକୁ ଭଲ ପାଇବା ଉଚିତ, କାରଣ ପ୍ ରମେ ପରମେଶ୍ବରଙ୍କଠାରୁ ଆ ସେ। ଯେଉଁ ଲୋକ ପ୍ ରମେ କରେ, ସେ ପରମେଶ୍ବରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପା ରେ।
7 Amados, amemo-nos uns aos outros, porque o amor procede de Deus; e todo aquele que ama é nascido de Deus e conhece a Deus.
8 ଯେଉଁ ଲୋକ ପ୍ ରମେ କରେ ନାହିଁ, ସେ ପରମେଶ୍ବରଙ୍କୁ ଜାଣେ ନାହିଁ, କାରଣ ପରମେଶ୍ବର ତ ପ୍ ରମେ।
8 Aquele que não ama não conhece a Deus, pois Deus é amor.
9 ଏହିପରି ଭାବରେ ପରମେଶ୍ବର ଆମ୍ଭକୁ ତାହାଙ୍କ ପ୍ ରମେ ଦଖାଇେଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ଯମ ରେ ଜୀବନ ପାଇପାରିବା।
9 Nisto se manifestou o amor de Deus em nós: em haver Deus enviado o seu Filho unigênito ao mundo, para vivermos por meio dele.
10 ଆମ୍ଭମାନେେ ଯେ ପରମେଶ୍ବରଙ୍କୁ ପ୍ ରମେ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ ରମେ କଲେ, ଏହା ହେଉଛି ପ୍ରକୃତ ପ୍ ରମେ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ବରୂପ କରି ପଠାଇଲେ :
10 Nisto consiste o amor: não em que nós tenhamos amado a Deus, mas em que ele nos amou e enviou o seu Filho como propiciação pelos nossos pecados.
11 ଏହାଦ୍ବାରା ଆମ୍ଭପ୍ରତି ପରମେଶ୍ବରଙ୍କ ମହାନ୍ ପ୍ ରମେ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭମାନେେ ମଧ୍ଯ ପରସ୍ପରକୁ ନିଶ୍ଚୟ ପ୍ ରମେ କରିବା।
11 Amados, se Deus de tal maneira nos amou, devemos nós também amar uns aos outros.
12 କହେି କବେେ ପରମେଶ୍ବରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ ରମେ କରିବା, ତବେେ ପରମେଶ୍ବର ଆମ୍ଭମାନଙ୍କ ମଧିଅରେ ବାସ କରିବେ ଓ ତାହାଙ୍କର ପ୍ ରମେ ଆମ୍ଭଠା ରେ ସିଦ୍ଧ ହବେ।
12 Ninguém jamais viu a Deus; se amarmos uns aos outros, Deus permanece em nós, e o seu amor é, em nós, aperfeiçoado.
13 ଆମ୍ଭେ ଜାଣୁ ଯେ, ଆମ୍ଭେ ସବୁ ପରମେଶ୍ବରଙ୍କଠା ରେ ରହିଛୁ ଓ ସେ ଆମ୍ଭଠା ରେ ଅଛନ୍ତି। ଆମ୍ଭେ ଏହା ଜାଣୁ, କାରଣ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କର ପବିତ୍ର ଆତ୍ମାଙ୍କୁ ଦଇେଛନ୍ତି।
13 Nisto conhecemos que permanecemos nele, e ele, em nós: em que nos deu do seu Espírito.
14 ଆମ୍ଭମାନେେ ଦେଖିଅଛୁ ଯେ ପରମେଶ୍ବର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭମାନେେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ଯ ଆମ୍ଭେ ସହେି ସାକ୍ଷ୍ଯ ଦେଉଅଛୁ।
14 E nós temos visto e testemunhamos que o Pai enviou o seu Filho como Salvador do mundo.
15 ଯଦି କହେି ବିଶ୍ବାସ କରେ ଯେ, ଯୀଶୁ ପରମେଶ୍ବରଙ୍କର ପୁତ୍ର ଅଟନ୍ତି, ତବେେ ପରମେଶ୍ବର ତାଠା ରେ ରହନ୍ତି ଓ ସେ ମଧ୍ଯ ପରମେଶ୍ବରଙ୍କଠା ରେ ରହେ।
15 Aquele que confessar que Jesus é o Filho de Deus, Deus permanece nele, e ele, em Deus.
16 ତେଣୁ ଆମ୍ଭେ ପରମେଶ୍ବରଙ୍କ ପ୍ ରମେକୁ ଜାଣିଛୁ ଓ ତହିଁରେ ଭରସା ରଖିଛୁ।
16 E nós conhecemos e cremos no amor que Deus tem por nós. Deus é amor, e aquele que permanece no amor permanece em Deus, e Deus, nele.
17 ଯଦି ଆମ୍ଭେ ପରମେଶ୍ବରଙ୍କ ପ୍ ରମେ ରେ ସ୍ଥିର ହାଇେ ରହୁ, ତବେେ ତାହାର ବିଚାର ଦିନ ରେ ଆମ୍ଭମାନେେ ଭରସାୟୁକ୍ତ ହାଇେ ନିର୍ଭୟ ରେ ରହିପାରିବା। ଏହି ଜଗତ ରେ ଆମ୍ଭମାନେେ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି ହାଇେଥିବାରୁ, ନିର୍ଭୟ ରେ ରହିପାରିବା।
17 Nisto é em nós aperfeiçoado o amor, para que, no Dia do Juízo, mantenhamos confiança; pois, segundo ele é, também nós somos neste mundo.
18 ପ୍ ରମେ ରେ ଭୟ ନ ଥାଏ। ବରଂ ପରମେଶ୍ବର ଦତ୍ତ ସିଦ୍ଧ ପ୍ ରମେ ଭୟକୁ ଦୂର କରିଦିଏ। ଭୟ ସହିତ ଦଣ୍ଡର ସମ୍ପର୍କ ଥାଏ। ତେଣୁ ଯାହାର ଭୟ ଅଛି, ଈଶ୍ବରଙ୍କ ପ୍ ରମେ ତାହାଠା ରେ ସିଦ୍ଧ ହାଇେ ନାହିଁ।
18 No amor não existe medo; antes, o perfeito amor lança fora o medo. Ora, o medo produz tormento; logo, aquele que teme não é aperfeiçoado no amor.
19 ପରମେଶ୍ବର ଆମ୍ଭକୁ ପ୍ରଥମେ ପ୍ ରମେ କରିବାରୁ ଆମ୍ଭମାନେେ ତାହାଙ୍କୁ ପ୍ ରମେ କରିଲୁା
19 Nós amamos porque ele nos amou primeiro.
20 ଯଦି କହେି କ ହେ ମୁଁ ପରମେଶ୍ବରଙ୍କୁ ପ୍ ରମେ କରେ, କିନ୍ତୁ ନିଜ ଭାଇକୁ ଘୃଣା କରେ, ତବେେ ସେ ହେଉଛି ମିଥ୍ଯାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତବେେ ଯେଉଁ ପରମେଶ୍ବରଙ୍କୁ ସେ କବେେ ଦେଖି ନାହିଁ, ତାହାଙ୍କୁ ପ୍ ରମେ କରି ପାରିବ ନାହିଁ।
20 Se alguém disser: Amo a Deus, e odiar a seu irmão, é mentiroso; pois aquele que não ama a seu irmão, a quem vê, não pode amar a Deus, a quem não vê.
21 ଏହି ଆଜ୍ଞା ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଛୁ ଯେ ଯେକହେି ପରମେଶ୍ବରଙ୍କୁ ପ୍ ରମେ କରେ, ସେ ନିଜ ଭାଇକୁ ମଧ୍ଯ ପ୍ ରମେ କରେ।
21 Ora, temos, da parte dele, este mandamento: que aquele que ama a Deus ame também a seu irmão.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 João 4, comparar traduções ou montar um estudo — tudo direto pelo WhatsApp.