1 João 2

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ମାରେପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭମାନେେ ପାପ ନ କର। କିନ୍ତୁ ଯଦି କହେି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ୟିଏ କି ଧାର୍ମିକ ଓ ୟିଏ ପିତାଙ୍କ ଛାମୁ ରେ ଆମ୍ଭମାନଙ୍କର ସପକ୍ଷବାଦୀ ; ସେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
1 Meus filhinhos, estas coisas vos escrevo para que não pequeis; e, se alguém pecar, temos um Advogado para com o Pai, Jesus Cristo, o Justo.
2 ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କବଳେ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ଯ ସେ ବହିନିଅନ୍ତି।
2 E ele é a propiciação pelos nossos pecados e não somente pelos nossos, mas também pelos de todo o mundo.
3 ଆମ୍ଭେ ଯଦି ପରମେଶ୍ବରଙ୍କର ଆଜ୍ଞା ପାଳନ କରୁ, ତବେେ ଆମ୍ଭମାନେେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତ ରେ ତାହାଙ୍କୁ ଜାଣିଛୁ।
3 E nisto sabemos que o conhecemos: se guardarmos os seus mandamentos.
4 ଯଦି କିଏ କୁ ହେ, ମୁଁ ପରମେଶ୍ବରଙ୍କୁ ଜାଣେ, କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତବେେ ସେ ଜଣେ ମିଥ୍ଯାବାଦୀ। ତାହାଙ୍କଠା ରେ ସତ୍ଯ ନାହିଁ।
4 Aquele que diz: Eu conheço-o e não guarda os seus mandamentos é mentiroso, e nele não está a verdade.
5 ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ଶିକ୍ଷା ପାଳନ କରେ, ତା'ଠା ରେ ପରମେଶ୍ବରଙ୍କ ପ୍ ରମରେ ଉଦ୍ଦେଶ୍ଯ ସାଧିତ ହାଇେଛି। ଏହିଭଳି ଭାବେ ଆମ୍ଭମାନେେ ପରମେଶ୍ବରଙ୍କର ଅନୁଗମନ କରୁଛୁ ବୋଲି ଜାଣିପାରିବା।
5 Mas qualquer que guarda a sua palavra, o amor de Deus está nele verdadeiramente aperfeiçoado; nisto conhecemos que estamos nele.
6 ପରମେଶ୍ବରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ଯକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ।
6 Aquele que diz que está nele também deve andar como ele andou.
7 ପ୍ରିୟ ବନ୍ଧୁଗଣ !ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟ ରେ ଲେଖୁ ନାହିଁ, ମାତ୍ର ଏହା ସହେି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭମାନେେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭମାନେେ ଶୁଣିଅଛ, ତାହାହିଁ ସହେି ଆଜ୍ଞା।
7 Irmãos, não vos escrevo mandamento novo, mas o mandamento antigo, que desde o princípio tivestes. Este mandamento antigo é a palavra que desde o princípio ouvistes.
8 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟ ରେ ଲେଖୁଛି, ଏହାର ସତ୍ଯତା ଯୀଶୁଙ୍କଠା ରେ ଓ ତୁମ୍ଭମାନଙ୍କ ଜୀବନ ରେ ମଧ୍ଯ ଦେଖିପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ଯ ଜ୍ଯୋତିଃ ପ୍ରକାଶିତ ହେଲାଣି।
8 Outra vez vos escrevo um mandamento novo, que é verdadeiro nele e em vós; porque vão passando as trevas, e já a verdadeira luz alumia.
9 ଯେଉଁ ଲୋକ ଆଲୋକରେ ଅଛି ବୋଲି କୁ ହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତବେେ ସେ ଏପର୍ୟ୍ଯନ୍ତ ଅନ୍ଧକାର ରେ ରହିଛି।
9 Aquele que diz que está na luz e aborrece a seu irmão até agora está em trevas.
10 ନିଜ ଭାଇକୁ ପ୍ ରମେ କରୁଥିବା ବ୍ଯକ୍ତି ଆଲୋକରେ ବାସ କରୁଥାଏ ଏବଂ ତା'ଠା ରେ ଭୁଲ କାମ କରିବାର କୌଣସି କାରଣ ନ ଥାଏ।
10 Aquele que ama a seu irmão está na luz, e nele não há escândalo.
11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ଯକ୍ତି ଅନ୍ଧକାର ରେ ଥାଏ। ସେ ଅନ୍ଧକାର ରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପା ରେ ନାହିଁ ; କାରଣ ଅନ୍ଧକାର ତାକୁ ଅନ୍ଧ କରଦେଇେଥାଏ।
11 Mas aquele que aborrece a seu irmão está em trevas, e anda em trevas, e não sabe para onde deva ir; porque as trevas lhe cegaram os olhos.
12 ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ବାରା କ୍ଷମା କରାଯାଇଥିବା କାରଣରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
12 Filhinhos, escrevo-vos porque, pelo seu nome, vos são perdoados os pecados.
13 ପିତାମାନେ ! ଯେ ଆଦ୍ଯରୁ ଅଛନ୍ତି, ତୁମ୍ଭମାନେେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
13 Pais, escrevo-vos, porque conhecestes aquele que é desde o princípio. Jovens, escrevo-vos, porque vencestes o maligno. Eu vos escrevi, filhos, porque conhecestes o Pai.
14 ପିଲାମାନେ ! ତୁମ୍ଭମାନେେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ ! ସେ ଆଦ୍ଯରୁ ଅଛନ୍ତି ବୋଲି ତୁମ୍ଭମାନେେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ବଳବାନ ଏବଂ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କଠା ରେ ଅଛି, ଓ ତୁମ୍ଭମାନେେ ସହେି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
14 Eu vos escrevi, pais, porque já conhecestes aquele que é desde o princípio. Eu vos escrevi, jovens, porque sois fortes, e a palavra de Deus está em vós, e já vencestes o maligno.
15 ତୁମ୍ଭମାନେେ ସଂସାରକୁ ବା ସେଥି ରେ ଥିବା ବିଷୟଗୁଡ଼ିକୁ ଭଲ ପାଅ ନାହିଁ। ଯଦି କହେି ସଂସାରକୁ ଭଲ ପାଏ, ତବେେ ପିତାଙ୍କ ପ୍ ରମେ ତାହାଠା ରେ ନାହିଁ।
15 Não ameis o mundo, nem o que no mundo há. Se alguém ama o mundo, o amor do Pai não está nele.
16 ସଂସାରର ଏହି ବିଷୟଗୁଡ଼ିକ ମନ୍ଦ ଅଟେ। ଯଥା :
16 Porque tudo o que há no mundo, a concupiscência da carne, a concupiscência dos olhos e a soberba da vida, não é do Pai, mas do mundo.
17 ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାର ରେ ଥିବା ବିଷୟଗୁଡ଼ିକ ମଧ୍ଯ କ୍ଷୟ ପାଉଅଛି। ମାତ୍ର ଯେ କହେି ପରମେଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହାଇେ ରହିବ।
17 E o mundo passa, e a sua concupiscência; mas aquele que faz a vontade de Deus permanece para sempre.
18 ପିଲାମାନେ ! ବର୍ତ୍ତମାନ ଶଷେକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସହେିପରି ଅନକେ ସଂଖ୍ଯା ରେ ଖ୍ରୀଷ୍ଟ ବିରୋଧୀମାନେ ଦଖାେ ଦେଲଣେି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତ ରେ ଶଷେ କାଳ ଆସି ପହଞ୍ଚିଛି।
18 Filhinhos, é já a última hora; e, como ouvistes que vem o anticristo, também agora muitos se têm feito anticristos; por onde conhecemos que é já a última hora.
19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳ ରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଚାଲିଗଲେ। ସମାନେେ ପ୍ରକୃତ ରେ ଆମ୍ଭ ନିଜର ନ ଥିଲେ। ଯଦି ସମାନେେ ଆମ୍ଭ ନିଜର ହାଇେଥାନ୍ତେ, ତବେେ ସମାନେେ ଆମ୍ଭ ସହିତ ରହିଥାନ୍ତେ। ସମାନେେ ଆମ୍ଭକୁ ଛାଡ଼ି ଚାଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସମାନେେ ପ୍ରକୃତ ରେ ଆମ୍ଭର ନୁହଁନ୍ତି।
19 Saíram de nós, mas não eram de nós; porque, se fossem de nós, ficariam conosco; mas isto é para que se manifestasse que não são todos de nós.
20 ଆଉ ତୁମ୍ଭମାନେେ ସହେି ପବିତ୍ର ବ୍ଯକ୍ତିଙ୍କଠାରୁ ଦାନ343 ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ଯକୁ ଜାଣିଛ।
20 E vós tendes a unção do Santo e sabeis tudo.
21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ'ଣ ? ତୁମ୍ଭେ ସତ୍ଯକୁ ଜାଣି ନାହଁ ବୋଲି କ'ଣ ମୁଁ ଏହା ଲେଖୁଛି ? ନା, ତୁମ୍ଭେ ଏହି ସତ୍ଯ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ଯ ଜାଣିଛ ସତ୍ଯରୁ କବେେ ହେଲେ କୌଣସି ମିଥ୍ଯା ଉତ୍ପନ୍ନ ହୁଏ ନାହିଁ।
21 Não vos escrevi porque não soubésseis a verdade, mas porque a sabeis, e porque nenhuma mentira vem da verdade.
22 ତବେେ ମିଥ୍ଯାବାଦୀ କିଏ ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ବୀକାର କରେ, ସେ ହେଉଛି ମିଥ୍ଯାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ବୀକାର କରେ।
22 Quem é o mentiroso, senão aquele que nega que Jesus é o Cristo? É o anticristo esse mesmo que nega o Pai e o Filho.
23 ଯେଉଁ ବ୍ଯକ୍ତି ପୁତ୍ରକୁ ବିଶ୍ବାସ କରେ ନାହିଁ, ପିତା ତାହାଙ୍କଠା ରେ ବାସ କରନ୍ତି ନାହିଁ। ଯେଉଁ ବ୍ଯକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠା ରେ ପିତା ମଧ୍ଯ ଅଛନ୍ତି।
23 Qualquer que nega o Filho também não tem o Pai; e aquele que confessa o Filho tem também o Pai.
24 ତୁମ୍ଭମାନେେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସହେି ଶିକ୍ଷା ଅନୁଯାଯୀ ଜୀବନ କାଟିବ, ତବେେ ତୁମ୍ଭେ ପିତା ପରମେଶ୍ବର ଓ ପୁତ୍ରଙ୍କଠା ରେ ରହିବ।
24 Portanto, o que desde o princípio ouvistes permaneça em vós. Se em vós permanecer o que desde o princípio ouvistes, também permanecereis no Filho e no Pai.
25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦବେେ ବୋଲି ପ୍ରତିଜ୍ଞା କରିଛନ୍ତି।
25 E esta é a promessa que ele nos fez: a vida eterna.
26 ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ ପଥରେ କଢ଼ାଇ ନବୋକୁ ଚେଷ୍ଟା କରୁଛନ୍ତି, ସମାନଙ୍କେ ବିଷୟ ରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି।
26 Estas coisas vos escrevi acerca dos que vos enganam.
27 ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶଷେ ଦାନ ଦଇେଛନ୍ତି, ତାହା ତୁମ୍ଭଠା ରେ ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନବୋ ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସହେି ଦାନ ତୁମ୍ଭକୁ ସମସ୍ତ ବିଷୟ ରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦଇେଥିବା ସହେି ଦାନ ସତ୍ଯ ଅଟେ, ମିଥ୍ଯା ନୁହେଁ। ତେଣୁ ତାହାଙ୍କର ସହେି ଦାନର ଶିକ୍ଷାନୁସା ରେ ତୁମ୍ଭମାନେେ ଖ୍ରୀଷ୍ଟଙ୍କଠା ରେ ଆଉ ଜୀବନଯାପନ କର।
27 E a unção que vós recebestes dele fica em vós, e não tendes necessidade de que alguém vos ensine; mas, como a sua unção vos ensina todas as coisas, e é verdadeira, e não é mentira, como ela vos ensinou, assim nele permanecereis.
28 ପ୍ରିୟ ପିଲାମାନେ, ତାହାଙ୍କଠା ରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭମାନେେ ଭରସାୟୁକ୍ତ ହାଇେ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସହେିଦିନ ଆମ୍ଭକୁ ଲଜ୍ଜିତ ହବୋକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ।
28 E agora, filhinhos, permanecei nele, para que, quando ele se manifestar, tenhamos confiança e não sejamos confundidos por ele na sua vinda.
29 ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ଯ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ଯକ୍ତି ପରମେଶ୍ବରଙ୍କର ସନ୍ତାନ ଅଟନ୍ତି।
29 Se sabeis que ele é justo, sabeis que todo aquele que pratica a justiça é nascido dele.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 João 2, comparar traduções ou montar um estudo — tudo direto pelo WhatsApp.