1 Crônicas 5

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।
1 O filho mais velho de Israel era Rúben, mas ele teve relações com uma das concubinas de seu pai e o desonrou. Por isso seus direitos de filho mais velho foram dados aos filhos de seu irmão José. Desse modo, Rúben não aparece nos registros genealógicos como filho mais velho.
2 ପରିବାରର ଇତିହାସ ରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବନ୍ଙ୍କେ ନାମ ଲିଖିତ ହୁଏ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧିଅରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷଫଙ୍କେ ପରିବାର ପାଇଲା।
2 Os descendentes de Judá se tornaram a tribo mais poderosa e dela veio um governante para a nação, mas os direitos de filho mais velho pertenciam a José.
3 ରୁବନ୍ଙ୍କେ ପୁତ୍ରମାନେ ଥିଲେ : ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।
3 Os filhos de Rúben, filho mais velho de Israel, foram: Enoque, Palu, Hezrom e Carmi.
4 ଯାୟେଲଙ୍କ ବଂଶଧରମାନଙ୍କର ନାମ ଏହି : ଶିମଯିଯ ୟୋଯଲଙ୍କ ପୁତ୍ର, ଗୋଗ୍ ଶିମିଯିଯଙ୍କ ପୁତ୍ର ଓ ଶିମିଯି ଗୋଗ୍ଙ୍କ ପୁତ୍ର ଥିଲେ।
4 Os descendentes de Joel foram: Semaías, Gogue, Simei,
5 ମୀଖା ଶିମିଯିଙ୍କ ପୁତ୍ର, ରାଯା ମିଖାଙ୍କ ପୁତ୍ର। ବାଲ୍ ରାଯାଙ୍କ ପୁତ୍ର।
5 Mica, Reaías, Baal
6 ବରୋ ବାଲ୍ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗଲତ୍ ପିଲନଷେର ବରୋଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନଇେ ଗଲେ। ତେଣୁ ବରୋ ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବରୋ ରୁବନ୍ଙ୍କେ ଗୋଷ୍ଠୀଯର ମୁଖ୍ଯ ଥିଲେ।
6 e Beera. Beera era o chefe dos rubenitas quando foram levados ao cativeiro por Tiglate-Pileser, rei da Assíria.
7 ପରିବାରର ଇତିହାସ ରେ ଯେଉଁପରି ଲଖାେ ୟାଇଅଛି, ଠିକ୍ ସହେିପରି ଯାୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ୟାଇଅଛି। ୟିଯିଯଲେ ପ୍ରଥମ ପୁତ୍ର ଥିଲେ, ତା'ପରେ ଜିଖରିଯ।
7 Os parentes de Beera, listados em seus registros genealógicos de acordo com seus clãs, foram: Jeiel, o chefe, Zacarias
8 ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।
8 e Belá, filho de Azaz, filho de Sema, filho de Joel. Os rubenitas habitavam na região que se estende de Aroer até Nebo e Baal-Meom.
9 ବଲୋଙ୍କ ବଂଶଧରମାନ ପୂର୍ବଦିଗ ରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିଯଦ ରେ ସମାନଙ୍କେର ଅନକେ ଗୋପଲ ଥିବାରୁ ସମାନେେ ସହେି ସ୍ଥାନ ରେ ବାସ କରୁଥିଲେ।
9 Uma vez que tinham tantos rebanhos na terra de Gileade, espalharam-se para o leste, em direção ao limite do deserto que se estende para o rio Eufrates.
10 ଶାଉଲ ରାଜା ଥିବା ସମୟରେ ବଲୋଙ୍କ ବଂଶଧରମାନେ ହାଗରୀଯ ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହାଗରୀଯ ଲୋକମାନଙ୍କୁ ପରାସ୍ତ କଲେ। ସମାନେେ ତମ୍ବୁ ଗୃହ ରେ ବାସ କରୁଥିଲେ ଓ ଗିଲିଯଦର ପୂର୍ବ ପାଶର୍‌ବସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।
10 Durante o reinado de Saul, os rubenitas guerrearam contra os hagarenos e os derrotaram. Então passaram a viver nos acampamentos deles em toda a região a leste de Gileade.
11 ଗାଦ୍ଙ୍କ ଗୋଷ୍ଠୀ ରୁବନେୀଯମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀଯ ଲୋକମାନେ ସଲଖା ସହର ପର୍ୟ୍ଯନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ।
11 Ao lado dos rubenitas, ficaram os descendentes de Gade, que habitavam na terra de Basã até Salcá.
12 ଯାୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ବିତୀୟ ନେତା ଥିଲେ। ଏହାପରେ ୟାନଯ ନେତା ହେଲେ।
12 Joel foi o chefe na terra de Basã, e Safã, o segundo no poder, seguido de Janai e Safate.
13 ସମାନଙ୍କେ ପିତ୍ରାଳଯ ରେ ସାତଜଣ ଭ୍ରାତା ଏହିପରି ଥିଲେ ମୀଖାଯଲେ, ଶୁଲ୍ଲ, ଶବୋ, ୟୋରଯ, ୟାକନ୍, ସୀଯ ଓ ଏବର୍।
13 Seus parentes, chefes de outros sete clãs, foram: Micael, Mesulão, Seba, Jorai, Jacã, Zia e Héber.
14 ଏହି ବ୍ଯକ୍ତିମାନେ ଅବୀହଯିଲର ବଂଶଧର ଥିଲେ। ଅବୀ ହଯେିଲ ହୁରିଙ୍କର ପୁତ୍ର ଥିଲେ। ହୁରି ୟାରୋହଙ୍କ ପୁତ୍ର, ୟାରହୋ ଗିଲିଯଦଙ୍କ ପୁତ୍ର। ଗିଲିଯଦ୍ ମୀଖାଯଲଙ୍କେ ପୁତ୍ର, ମୀଖାଯେଲ୍ ୟିହିଶଯଙ୍କ ପୁତ୍ର, ୟିହିଶଯ ୟହଦୋଙ୍କ ପୁତ୍ର, ୟହଦୋ ବୂଷ୍ଙ୍କ ପୁତ୍ର ଥିଲେ।
14 Todos esses foram descendentes de Abiail, filho de Huri, filho de Jaroa, filho de Gileade, filho de Micael, filho de Jesisai, filho de Jado, filho de Buz.
15 ଅହି ଅବଦିଯଲଙ୍କେ ପୁତ୍ର, ଅବଦିଯଲେ ଗୂନିଙ୍କ ପୁତ୍ର ଥିଲେ। ଅହି ସମାନଙ୍କେ ପରିବାରର ନେତା ଥିଲେ।
15 Aí, filho de Abdiel, filho de Guni, foi o chefe de seus clãs.
16 ଗାଦ୍ଙ୍କ ଗୋଷ୍ଠୀର ଲୋକମାନେ ଗିଲିଯଦ ଦେଶ ରେ ବାସ କରୁଥିଲେ। ସମାନେେ ବାଶନ ରେ, ବାଶନ୍ ଚତୁର୍ଦ୍ଦିଗସ୍ଥ େଛାଟ ସହର ଗୁଡ଼ିକରେ ଓ ଶାରୋଣ ରେ ଥିବା ସବୁ ଚାରଣଭୂମି ଓ ସୀମା ପର୍ୟ୍ଯନ୍ତ ସ୍ଥାନମାନଙ୍କ ରେ ବାସ କରୁଥିଲେ।
16 Os gaditas habitaram na terra de Gileade, em Basã e em seus povoados, e em toda a região de pastagens de Sarom.
17 ଯୋଥମ୍ ଓ ୟାରବିଯାମଙ୍କ ସମୟରେ, ଗାଦ୍ଙ୍କ ଗୋଷ୍ଠୀ ଇତିହାସ ରେ ଏହି ବ୍ଯକ୍ତିମାନଙ୍କର ନାମ ଲିଖିତ ହାଇେଥିଲା। ଯୋଥମ୍ ଯିହୁଦାର ରାଜା ଓ ୟାରବିଯାମ ଇଶ୍ରାୟେଲର ରାଜା ଥିଲେ।
17 Todos foram listados nos registros genealógicos no tempo de Jotão, rei de Judá, e de Jeroboão, rei de Israel.
18 ରୂବନଙ୍କେର ବଂଶଧରମାନଙ୍କରୁ, ଗାଦଙ୍କର ବଂଶଧରମାନଙ୍କରୁ ଏବଂ ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗର ବଂଶଧରମାନଙ୍କରୁ 44,760 ଜଣ ସାହସୀ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ୟୁଦ୍ଧବିଦ୍ଯା ରେ ପ୍ରବୀଣ ଥିଲେ। ସମାନେେ ଢ଼ାଲ ଓ ଖଡ୍ଗ ଧାରଣ କରିଥିଲେ ଏବଂ ସମାନେେ ଧନୁ ଓ ତୀର ଚାଳନା ରେ ନିପୁଣ ଥିଲେ।
18 Havia 44.760 homens aptos para a guerra nos exércitos de Rúben e Gade e da meia tribo de Manassés. Eram todos hábeis no combate e armados com escudos, espadas e arcos.
19 ସମାନେେ ହାଗରୀଯ ଲୋକ ଓ ୟିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧ ରେ ଏକ ୟୁଦ୍ଧ ଆରମ୍ଭ କଲେ।
19 Guerrearam contra os hagarenos e contra Jetur, Nafis e Nodabe.
20 ମନଃଶିର ରୂବନେ ଓ ଗାଦ୍ ଗୋଷ୍ଠୀଯର ଏହି ଲୋକମାନେ ୟୁଦ୍ଧ କ୍ଷେତ୍ର ରେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେୁ ଯେପରି ସାହାୟ୍ଯ କରନ୍ତି, ଏଥିନିମନ୍ତେ ସମାନେେ ତାଙ୍କ ନିକଟରେ ବୀନତି କଲେ। କାରଣ ସମାନେେ ତାଙ୍କ ଠା ରେ ବିଶ୍ବାସ କରୁଥିଲେ। ତେଣୁ ପରମେଶ୍ବର ସମାନଙ୍କେୁ ସାହାୟ୍ଯ କଲେ। ହାଗରୀଯ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ବର ସମାନଙ୍କେୁ ଅନୁମତି ଦେଲେ। ଆହୁରି ମଧ୍ଯ ସମାନେେ ହାଗରୀଯ ଲୋକମାନଙ୍କ ସହିତ ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ପରାସ୍ତ କଲେ।
20 Durante a batalha, clamaram a Deus e ele atendeu às suas orações, pois confiaram nele. Assim, os hagarenos e todos os seus aliados foram derrotados.
21 ସମାନେେ ହାଗରୀଯ ଲୋକମାନଙ୍କର ପଶୁଗଣକୁ ନଇଗେଲେ। ସମାନେେ 50,000 ଓଟ, 2,50,000 ମଷେ, 2,000 ଗଧ ଓ 1,00,000 ଲୋକଙ୍କୁ ନଇଗେଲେ।
21 Tomaram dos hagarenos como despojo 50 mil camelos, 250 mil ovelhas e 2 mil jumentos, e fizeram 100 mil prisioneiros.
22 ପରମେଶ୍ବର ସମାନଙ୍କେୁ ୟୁଦ୍ଧ ରେ ବିଜଯ ଲାଭ କରିବାକୁ ସାହାୟ୍ଯ କରିବାରୁ ଅନକେ ହାଗରୀଯ ଲୋକ ନିହତ ହେଲେ। ଏହାପରେ ମନଃଶିର, ରୂବନ୍େ ଓ ଗାଦ୍ ବଂଶର ବଂଶଧରଗଣ ହାଗରୀଯ ଲୋକମାନଙ୍କର ଦେଶ ରେ ସଠାରୁେ ବାବିଲକୁ ନିର୍ବାସିତ ହେଲା ପର୍ୟ୍ଯନ୍ତ ବାସ କଲେ।
22 Muitos dos hagarenos foram mortos na batalha, pois Deus lutou contra eles. As tribos se estabeleceram na terra deles, até que foram levadas para o exílio.
23 ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ମନଃଶିରଙ୍କ ଗୋଷ୍ଠୀର ଅର୍ଦ୍ଧକେ ଲୋକ ବାସ କଲେ। ସମାନେେ ଏକ ବିଶାଳ ଗୋଷ୍ଠୀ ରେ ପରିଣତ ହେଲେ।
23 A meia tribo de Manassés era numerosa e se espalhou por toda a terra, desde Basã até Baal-Hermom, Senir e o monte Hermom.
24 ସମାନଙ୍କେ ପରିବାର ନେତାଗଣ ଥିଲେ : ଏଫର, ୟୀଶି, ଇଲୀଯଲେ, ଅସ୍ରୀଯଲେ, ୟିରମିଯ, ହୋଦବିଯ ଓ ୟହଦୀଯଲେ, ସହେି ଲୋକମାନେ ଅତ୍ଯନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ଯାତ ବ୍ଯକ୍ତିଗଣ ଥିଲେ। ସମାନେେ ସମାନଙ୍କେର ପରିବାରବର୍ଗର ମୁଖ୍ଯ ଥିଲେ।
24 Os chefes de seus clãs foram: Éfer, Isi, Eliel, Azriel, Jeremias, Hodavias e Jadiel. Esses homens foram guerreiros valentes de grande reputação e chefes de seus clãs.
25 କିନ୍ତୁ ଏହି ନେତାମାନେ ସମାନଙ୍କେର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲେ। ସମାନେେ ସହେି ଲୋକମାନଙ୍କର ମିଥ୍ଯା ଦବେତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ବର ସମାନଙ୍କେ ସମ୍ମୁଖ ରେ ନଷ୍ଟ କରିଥିଲେ।
25 Contudo, essas tribos foram infiéis ao Deus de seus antepassados. Adoraram os deuses das nações que Deus havia destruído diante deles.
26 ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଓ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।
26 Por isso, o Deus de Israel fez Pul, rei da Assíria, também conhecido como Tiglate-Pileser, invadir a terra e levar cativos os membros das tribos de Rúben e Gade e da meia tribo de Manassés. Os assírios os deportaram para Hala, Habor, Hara e para o rio Gozã, onde estão até hoje.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 5, comparar traduções ou montar um estudo — tudo direto pelo WhatsApp.