1 Crônicas 4

Oriya Bible (GL_ORIYA)

1 ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସମାନେେ ଥିଲେ ପରେସ, ହିଷ୍ରୋଣ, କର୍ମି, ହୂର ଓ ଶାେବଲ୍।

2 ଶୋବଲ୍ଙ୍କର ପୁତ୍ର ଥିଲେ ରାଯା। ରାଯା ୟହତଙ୍କର ପିତା ଥିଲେ। ୟହତ ଅହୂମଯ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିଯୀଯଙ୍କର ବଂଶଧର ଅଟନ୍ତି।

3 ଐଟମ୍ଙ୍କର ପୁତ୍ରମାନେ ଥିଲେ ୟିଷ୍ରିଯଲେ, ୟିଶ୍ମା ଓ ୟିଦ୍ବଶ। ଆଉ ସମାନଙ୍କେର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।

4 ପନୁଯେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ।

5 ଅସହୂର ତକୋଯଙ୍କର ପିତା ଥିଲେ। ଅସହୂରଙ୍କର ଦୁଇ ପତ୍ନୀ ଥିଲେ। ସମାନଙ୍କେର ନାମ ଥିଲା ହିଲା ଓ ନାରା।

6 ନାରାଙ୍କର ପୁତ୍ରମାନେ ଥିଲେ ଅହୁଷମ୍, ହଫରେ, ତୈମିନିକି ଓ ଅହସ୍ତରିକି। ଅସହୂରଙ୍କଠାରୁ ନାରା ଏହି ପୁତ୍ରମାନଙ୍କୁ ଜନ୍ମ ଦଇେଥିଲେ।

7 ହିଲାଙ୍କର ପୁତ୍ରମାନେ ଥିଲେ ସରତେ, ୟିତସୋହର, ଓ ଇତନନ୍।

8 କୋଜ୍ ଆନୁବ୍, ହକ୍ଲୋସଙ୍କର ଓ ଅହ ହେଲଙ୍କ ପିତା ଥିଲେ। ଅହଲଲେ ହାରୁମଙ୍କ ପୁତ୍ର ଥିଲେ।

9 ୟାବେଷ୍ ତାଙ୍କର ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନିତ ହେଲ। ତାଙ୍କର ମାତା କହିଲେ, ମୁଁ ତାହାର ନାମ ୟାବେଷ୍ ଦଇେଅଛି, କାରଣ ତାହାକୁ ଜନ୍ମ ଦବୋ ସମୟରେ ମାେତେ ଅତିଶଯ ୟନ୍ତ୍ରଣା ହାଇେଥିଲା।

10 ୟାବେଷ୍ ଇଶ୍ରାୟେଲର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମାେତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମାେତେ ଅଧିକ ଦେଶ ରାଜତ୍ବ କରିବାକୁ ଦିଅ। ତୁମ୍ଭେ ମାରେ ପାଶେ ପାଶେ ରୁହ ଓ ମାେତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତବେେ ମାହେର କୌଣସି କଷ୍ଟ ହବେ ନାହିଁ। ୟାବେଷ୍ ଯାହାକିଛି ମାଗିଲେ, ପରମେଶ୍ବର ତାକୁ ସହେିସବୁ ପ୍ରଦାନ କଲେ।

11 କଲୂବ୍ ଶୁହଙ୍କ ଭ୍ରାତା ଥିଲେ। କଲୂବ୍ ମହୀଲଙ୍କ ପିତା ଥିଲେ। ମହୀର ଇଷ୍ଟୋନର ପିତା ଥିଲେ।

12 ଇଷ୍ଟୋନ ବୈଥ୍ରାଫା, ପା ସହେ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହସ୍ଙ୍କର ପିତା ଥିଲେ। ଏହି ବ୍ଯକ୍ତିଗଣ ରକୋ ନିବାସୀ ଥିଲେ।

13 କନହସଙ୍କର ପୁତ୍ରମାନେ ଥିଲେ ଅତ୍ନୀଯଲେ ଓ ସରାଯ, ଅତ୍ନୀଯଲଙ୍କେର ପୁତ୍ରମାନେ ଥିଲେ ହଥତ୍ ଓ ମିୟନୋଥୟ।

14 ମିୟନୋଥୟ ଅଫ୍ରାଙ୍କର ପିତା ଥିଲେ।

15 କାଲେବ୍ ୟିଫୁନ୍ନିଙ୍କର ପୁତ୍ର ଥିଲେ। କାଲବଙ୍କେର ପୁତ୍ରମାନେ ଥିଲେ ଈରୁ, ଏଲା ଓ ନଯମ। ଏଲାଙ୍କର ପୁତ୍ର ଥିଲେ କନସ୍।

16 ୟିହଲିଲଙ୍କେର ପୁତ୍ରମାନେ ଥିଲେ ସୀଫ୍, ସୀଫା, ତୀରିଯ ଓ ଅସା ସେଲ।

17 ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମରଦେ, ଏଫର ଓ ଯାଲୋନ୍। ମଲଦଙ୍କେର ବିଥିଯା ନାମ୍ନୀ ଜଣେ ମିଶରୀଯା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିଯମ, ଶମ୍ମଯ ଓ ଇଷ୍ଟିମାୟଙ୍କେର ପିତା ୟିଶବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ୟିହୁଦୀଯ ପତ୍ନୀ ଯରେଦ୍ ହବରେ ଓ ୟିକୂଥୀଯଲଙ୍କେୁ ଜନ୍ମ ଦେଲେ।

18 ଯରେଦ୍ ଗଦୋରଙ୍କ ପିତା ଥିଲେ। ହବେର୍ ସଖାଙ୍କେ ର ପିତା ଥିଲେ ଏବଂ ୟିକୁଥୀଯଲେ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥିଯାଙ୍କର ଥିଲେ। ବିଥିଯା ଫାରୋଙ୍କର କନ୍ଯା ଥିଲେ। ସେ ମରଦଙ୍କେର ମିଶରୀଯା ପତ୍ନୀ ଥିଲେ।

19 ମରଦଙ୍କେର ସ୍ତ୍ରୀ ହାଦେିୟ ନହମଙ୍କର ଭଗିନୀ ଥିଲେ। ମରଦଙ୍କେ ସ୍ତ୍ରୀଙ୍କ ପୁତ୍ରମାନେ କିଯୀଲା ଓ ଇଷ୍ଟିମଯଙ୍କେ ପିତା ଥିଲେ। କିଯୀଲା ଗର୍ମୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ ଓ ଇଷ୍ଟିମାେଯ-ମାଖାତୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ।

20 ଶିମାନରେ ପୁତ୍ରମାନେ ଥିଲେ ଅମ୍ନୋନ୍, ରିର୍ଣ୍ଣ, ବିନ୍ହାନନ ଓ ତୀଲୋନ।

21 ଶଲୋ ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲକୋର ପିତା ଏର ଓ ମା ରଶାଙ୍କେର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବଯେ ରେ ଥିବା କାର୍ପାସ କାର୍ୟ୍ଯର କର୍ତ୍ତା ଥିଲେ।

22 ୟୋକୀମ ଏବଂ କୋଷବୋର ଲୋକେ, ୟୋଯାଶ ଓ ସାରଫ ମାୟୋବିଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଏହାପରେ ସମାନେେ ବୈଥଲହେିମକୁ ଫରେି ୟାଇଥିଲେ। ଏହି ଲଖାଗେୁଡ଼ିକ ଅତି ପ୍ରାଚୀନ ଅଟେ।

23 ଶଲୋଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସମାନେେ ନତାଯିମ ଓ ଗଦରୋ ରେ ବାସ କରୁଥିଲେ। ସମାନେେ ସହେି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ୟ୍ଯ କରୁଥିଲେ।

24 ଶିମିୟୋନଙ୍କର ପୁତ୍ରମାନେ ଥିଲେ ନମୂଯଲେ, ୟାମୀନ, ୟାରୀବ, ସରହେ ଓ ଶୌଲ।

25 ଶୌଲଙ୍କର ପୁତ୍ର ଥିଲେ ଶଲ୍ଲୁମ। ଶଲ୍ଲୁମଙ୍କର ପୁତ୍ର ଥିଲେ ମିବସମ୍। ମିବସମ୍ଙ୍କର ପୁତ୍ର ଥିଲେ ମିସମ।

26 ମିସମଙ୍କର ପୁତ୍ର ଥିଲେ ହାମୁଯଲେ। ହାମୁଯଲଙ୍କେର ପୁତ୍ର ଥିଲେ ସାକ୍କୁର। ସାକ୍କୁରଙ୍କର ପୁତ୍ର ଥିଲେ ଶିମଯି।

27 ଶିମଯିଙ୍କର ଷୋହଳ ଜଣ ପୁତ୍ର ଥିଲେ ଓ ଛଅ ଜଣ କନ୍ଯା ଥିଲେ। କିନ୍ତି ଶିମଯିଙ୍କର ଭ୍ରାତାମାନଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ। ଶିମଯିଙ୍କର ଭ୍ରାତାମାନଙ୍କର କୌଣସି ବଡ଼ ପରିବାର ନ ଥିଲା। ଯିହୁଦାର ଅନ୍ଯାନ୍ଯ ପରିବାରଗୁଡ଼ିକ ପରି ସମାନଙ୍କେର ପରିବାରବର୍ଗ ବଡ଼ ନ ଥିଲା।

28 ଶିମଯିଙ୍କର ବଂଶଧରମାନେ ବରେଶବୋ, ମାେଲାଦାର, ହତସରଶୁଯାଲ,

29 ବିଲ୍ଲା, ଏତସମ, ତୋଲଦ୍,

30 ବଥୁଯଲେ, ହର୍ମା, ସିକ୍ଳଗ,

31 ବେଥମର୍କାବୋଦ, ହତସର, ସୂଷୀମ, ବୈଥବିରୀ ଓ ସାରଯିମ ରେ ବାସ କରୁଥିଲେ। ଦାଉଦ ରାଜା ହବୋ ପର୍ୟ୍ଯନ୍ତ ସମାନେେ ସହେିସବୁ ନଗର ରେ ବାସ କରୁଥିଲେ।

32 ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ ନୋନ, ତୋଖନ୍େ ଓ ଆଶନ୍।

33 ବାଲ ପରି କତେୋଟି ସୁଦୂରବର୍ତ୍ତୀ ଗ୍ରାମ ମଧ୍ଯ ଥିଲା। ଏହିସବୁ ସ୍ଥାନ ରେ ସମାନେେ ବାସ କରୁଥିଲେ। ଆହୁରି ମଧ୍ଯ ସମାନେେ ନିଜର ପରିବାରର ଇତିହାସ ଲେଖି ରଖୁଥିଲେ।

34 ଏହା ହେଉଛି ସମାନଙ୍କେ ପରିବାରବର୍ଗ ନେତାମାନଙ୍କର ତାଲିକା।

35 ସମାନେେ ଥିଲେ ମଶୋବବ୍, ୟମ୍ଲେକ୍, ୟୋଶ ଅମତ୍ସିଯରଙ୍କ ପୁତ୍ର ଯାୟେଲ,

36 ଯୋଶିୟବିଯଙ୍କ ପୁତ୍ର ଯହେୂ, ସରାଯଙ୍କ ପୁତ୍ର ଅଦୀଯେଲ୍, ଇଲିଯୋ-ଐନଯ, ୟାକୋବା, ୟିଶୋହାୟ,

37 ଅସାଯ,ଅଦୀଯଲେ,୍ ୟିଶୀମିଯଲେ, ବନାଯ ଓ ସୀଷଃ, ଶିଫୀଙ୍କ ପୁତ୍ର। ଶିଫିଯି ଆଲୋନଙ୍କ ପୁତ୍ର ଓ ଆଲ୍ଲୋନ ୟିଦାଯଙ୍କ ପୁତ୍ର,

38 ୟିଦାଯ ଶମଯିଙ୍କ ପୁତ୍ର ଓ ଶିମିଯି ଶମଯିଯଙ୍କ ପୁତ୍ର ଥିଲେ।

39 ସମାନେେ ଉପତ୍ୟକାର ପୂର୍ବ ପାଶର୍‌ବସ୍ଥ ଗଦୋର ସହରର ବର୍ହିଦେଶ ରେ ଥିବା ସ୍ଥାନକୁ ଗମନ କଲେ। ସମାନେେ ନିଜର ପଶୁ ଓ ମଷେ ପଲ ନିମନ୍ତେ ଚାରଣଭୂମି ଖାଜେିବାକୁ ସହେି ସ୍ଥାନକୁ ଗଲେ।

40 ସମାନେେ ସଠାେରେ ପ୍ରଚୁର ଘାସ ରେ ଭରା ଅତ୍ଯୁତ୍ତମ ଚାରଣଭୂମି ପାଇଲେ। ସଠାେରେ ସମାନେେ ଅନକେ ଉତ୍ତମସ୍ଥାନ ମଧ୍ଯ ପାଇଲେ। ସହେି ସ୍ଥାନ ଅତ୍ଯନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତ ରେ ହାମ୍ଙ୍କ ବଂଶଧରମାନେ ସଠାେରେ ବାସ କରୁଥିଲେ।

41 ହିଜକିଯ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସହେି ଲୋକମାନେ ଗଦୋରକୁ ଆସିଲେ ଓ ହାମ୍ଙ୍କ ବଂଶଧରମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହମାତୀଯ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରି ଦେଲେ। ସହେି ଲୋକମାନେ ସଠାେରେ ବାସ କରୁଥିବା ମିଯନୀଯ ଲୋକମାନଙ୍କ ସହିତ ମଧ୍ଯ ୟୁଦ୍ଧ କଲେ। ସମାନେେ ସମସ୍ତେ ମିଯନୀଯ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ଯ ସଠାେରେ କୌଣସି ମିଯନୀଯ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସଠାେରେ ବସବାସ କରିବାକୁ ଆରମ୍ଭ କଲେ।

42 ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସଯେୀରର ପାର୍ବତ୍ଯମଯ ଦେଶକୁ ଗମନ କଲେ। ୟିଶଯିଙ୍କର ପୁତ୍ରମାନେ ସହେି ଲୋକମାନଙ୍କୁ ପଥ କଢ଼ାଇ ନଇଗେଲେ। ସହେି ପୁତ୍ରମାନେ ଥିଲେ : ପ୍ଲଟିଯ, ନିଯଶଯ, ରଫାଯ ଓ ଉଷୀଯଲେ। ଶିମଯୋନୀଯ ଲୋକମାନେ ସହେି ସ୍ଥାନ ରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।

43 ସଠାେରେ କବଳେ ଅଳ୍ପମାତ୍ର ଅମାଲକେୀଯ ଲୋକ ରହିଲେ। ଆଉ ଏହିଶିମିଯୋନୀଯ ଲୋକମାନେ ସମାନଙ୍କେୁ ବଧ କଲେ। ସହେି ସମୟଠାରୁ ଆଜି ପର୍ୟ୍ଯନ୍ତଶିମିଯୋନୀଯ ଲୋକମାନେ ସଯେୀର ରେ ବସବାସ କରି ଆସିଅଛନ୍ତି।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 4, comparar traduções ou montar um estudo — tudo direto pelo WhatsApp.