1 Crônicas 3
Oriya Bible (GL_ORIYA) vs ARIB
1 ଦାଉଦଙ୍କର କେତାଟେି ପୁତ୍ର ହିବ୍ରୋଣ ସହର ରେ ଜନ୍ମ ହାଇେଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାର ରେ ଥିଲା :
1 Estes foram os filhos de Davi que lhe nasceram em Hebrom: o primogênito Amnom, de Ainoã, a jizreelita; o segundo Daniel, de Abigail, a carmelita;
2 ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।
2 O terceiro Absalão, filho de Maacá, filha de Talmai, rei de Gesur; o quarto Adonias, filho de Hagite;
3 ପଞ୍ଚମ ପୁତ୍ର ଥିଲେ ଶଫଟୀଯ। ତାଙ୍କର ମାତା ଥିଲେ : ଅବିଟଲ୍।
3 O quinto Sefatias, de Abital; o sexto Itreão, de Eglá, sua mulher.
4 ଦାଉଦ ହିବ୍ରୋଣ ରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହାଇେଥିଇଲେ।
4 Seis lhe nasceram em Hebrom, onde reinou sete anos e seis meses; e reinou trinta e três anos em Jerusalém.
5 ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।
5 Estes lhe nasceram em Jerusalém: Siméia, Sobabe, Natã e Salomão; estes quatro lhe nasceram de Bate-Sua, filha de Amiel.
6 ଅନ୍ୟ ନଅ ଜଣ ପୁତ୍ର ହେଲେ :
6 Nasceram-lhe mais: Ibar, Elisama, Elifelete,
7 ୟିଭର, ଇଲୀଶାମା, ଇଲୀଫଲେଟ୍, ନୋଗହ,
7 Nogá, Nefegue, Jafia,
8 ନଫେଗ୍, ୟାଫୀଯ, ଇଲୀଯାଦା, ଇଲୀଶାମା ଓ ଇଲୀଫଲେଟ୍।
8 Elisama, Eliadá e Elifelete, nove.
9 ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ଯ ପୁତ୍ରଗଣ ଥିଲେ। ତାମର ସମାନଙ୍କେର ଭଉଣୀ ଥିଲେ।
9 Todos estes foram filhos de Davi, afora os filhos das concubinas; e Tamar foi irmã deles.
10 ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।
10 Filho de Salomão foi Roboão, de quem foi filho Abias, de quem foi filho Asa, de quem foi filho Jeosafá,
11 ଯିହାଶାଫେଟ୍ଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିଯ। ଅହସିଯଙ୍କର ପୁତ୍ର ଥିଲେ ଯୋୟାଶ୍।
11 de quem foi filho Jorão, de quem foi filho Acazias, de quem foi filho Joás,
12 ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।
12 de quem foi filho Amazias, de quem foi filho Jotão,
13 ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।
13 de quem foi filho Acaz, de quem foi filho Ezequias, de quem foi filho Manassés,
14 ମନଃଶିଙ୍କ ପୁତ୍ର ଥିଲେ ଆମାେନ୍। ଆମାେନ୍ଙ୍କ ପୁତ୍ର ଥିଲେ ଯୋଶିୟଯ।
14 de quem foi filho Amom, e de quem foi filho Josias.
15 ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।
15 Os filhos de Josias: o primogênito Joanã, o segundo Jeoiaquim, o terceiro Zedequias, o quarto Salum.
16 ଯିହାୟୋଦାରକୀମଙ୍କ ପୁତ୍ର ଥିଲେ ଯିହାୟୋଦାରଚୀନ୍, ତାଙ୍କର ପୁତ୍ର ଥିଲେ ସିଦିକିଯ।
16 Os filhos de Jeoiaquim: Jeconias, seu filho, e Zedequias, seu filho.
17 ୟିକନିଯ ବାବିଲୋନ୍ ରେ ବନ୍ଦୀ ହାଇେ ୟିବା ପରେ, ୟିକନିଯଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ ; ଶଲ୍ଟୀଯେଲ୍,
17 Os filhos de Jeconias, o deportado: Sealtiel, seu filho,
18 ମଲକୀରାମ, ପଦାଯ, ଶିନତସର, ୟିକମିଯ ହୋଶାମା ଓ ନଦବିଯ।
18 Malquirão, Pedaías, Senazar, Jecamias, Hosama e Nedabias.
19 ପଦାଯଙ୍କର ପୁତ୍ରମାନେ ଥିଲେ ସରୁଦ୍ଦାବଲେ ଓ ଶିମିଯି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିଯ। ଶ ଲୋମୀତ ସମାନଙ୍କେର ଭଉଣୀ ଥିଲେ।
19 Os filhos de Pedaías: Zorobabel e Simei; e os filhos de Zorobabel: Mesulão e Hananias, e Selomite, irmã destes;
20 ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ହଶୂବା, ଓ ହେଲ, ବରେିଖିଯ, ହସଦିଯ ଓ ୟୁଶବ ହଷେଦ୍।
20 e Hasubá, Oel, Berequias, Hasadias e Jusabe-Hesede, cinco.
21 ହନାନିଯଙ୍କର ପୁତ୍ରମାନେ ଥିଲେ ପ୍ଲଟିଯ ଓ ତାଙ୍କର ପୁତ୍ର ଥିଲେ ୟିଶାଯାହ। ତାଙ୍କର ପୁତ୍ର ଥିଲେ : ରଫାଯର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନର ଓ ତାଙ୍କର ପୁତ୍ର ଥିଲେ ଓବଦିଯର ଓ ତାଙ୍କର ପୁତ୍ର ଥିଲେ ଶଖନିଯର।
21 Hananias foi pai de Pelatias; Pelatias de Jesaías; Jesaías de Refaías; Refaías de Arnã; Arnã de Obadias; e Obadias de Secanias.
22 ଶଖନିଯରଙ୍କର ବଂଶଧରମାନଙ୍କର ତାଲିକା ଏହି :ଶମଯିଯ। ଶମଯିଯଙ୍କର ଛଅ ପୁତ୍ର ଥିଲେ : ହଟୂଶ୍, ୟିଗାଲ, ବାରୀହ, ନିଯରିଯ, ଶମାେଯିହ ଓ ଶାଫଟ୍।
22 Os filhos de Secanias: Semaías e os filhos deste: Hatus, Igal, Bariá, Nearias e Safate, seis.
23 ନିଯରିଯଙ୍କର ତିନି ପୁତ୍ର ଥିଲେ, ସମାନେେ ହେଲେ ଇଲୀଯୋ-ଐନଯ, ହିଜକିଯ ଅସ୍ରୀକାମ।
23 Os filhos de Nearias: Elioenai, Ezequias e Azricão, três.
24 ଇଲୀଯୋ-ଐନଯଙ୍କର ସାତ ପୁତ୍ର ଥିଲେ। ସମାନେେ ହେଲେ ହୋଦବିଯ, ଇଲୀଯାଶୀବ, ପ୍ଲାଯ, ଅକ୍ଲବ୍, ୟୋହାନନ୍, ଦଳୀଯ ଓ ଅନାନି।
24 E os filhos de Elioenai: Hodavias, Eliasibe, Pelaías, Acube, Joanã, Delaías e Anani, sete.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 3, comparar traduções ou montar um estudo — tudo direto pelo WhatsApp.