1 Crônicas 26

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ଦ୍ବାରପାଳମାନଙ୍କର ଦଳଗୁଡ଼ିକ :
1 Quanto às divisões dos porteiros: dos coraítas: Meselemias, filho de Coré, dos filhos de Asafe.
2 ମଶଲେିମିଯଙ୍କର ପୁତ୍ରଗଣ, ଜିଖରିଯ ଜେଷ୍ଠପୁତ୍ର ଥିଲେ। ୟିହୀଯଲେ ଦ୍ବିତୀୟ ପୁତ୍ର ଥିଲେ। ସବଦିଯ ତୃତୀୟ ପୁତ୍ର ଥିଲେ। ୟତନୀଯଲେ ଚତୁର୍ଥ ପୁତ୍ର ଥିଲେ।
2 E foram os filhos de Meselemias: Zacarias o primogênito, Jediael o segundo, Zebadias o terceiro, Jatniel o quarto,
3 ଏଲମ ପଞ୍ଚମ ପୁତ୍ର ଥିଲେ। ଯିହାହୋନନ୍ ଷଷ୍ଠ ପୁତ୍ର ଥିଲେ। ଆଉ ଇଲିଯୋ-ଐନଯ ସପ୍ତମ ପୁତ୍ର ଥିଲେ।
3 Elão o quinto, Joanã o sexto, Elioenai o sétimo.
4 ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ ; ଓବେଦ୍-ଇଦୋମଙ୍କର ଜେଷ୍ଠ ପୁତ୍ର ଥିଲେ ଶମଯିଯ। ୟିହୋଷାବଦ୍ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ୟୋଯାଦ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନଲେ ତାଙ୍କର ପଞ୍ଚମ ପୁତ୍ର ଥିଲେ।
4 E os filhos de Obede-Edom foram: Semaías o primogênito, Jozabade o segundo, Joá o terceiro, e Sacar o quarto, e Natanael o quinto,
5 ଅମ୍ମୀଯଲେ ତାଙ୍କର ଷଷ୍ଠ ପୁତ୍ର ଥିଲେ। ଇଷାଖର ତାଙ୍କର ସପ୍ତମ ପୁତ୍ର ଥିଲେ। ଆଉ ପିଯଲ୍ଲତଯ ତାଙ୍କର ଅଷ୍ଟମ ପୁତ୍ର ଥିଲେ। ପରମେଶ୍ବର ପ୍ରକୃତ ରେ ଓବେଦ୍-ଇଦୋମଙ୍କୁ ଆଶୀର୍ବାଦ କରିଥିଲେ।
5 Amiel o sexto, Issacar o sétimo, Peuletai o oitavo; porque Deus o tinha abençoado.
6 ଶମେଯିଯଙ୍କର ମଧ୍ଯ ପୁତ୍ରମାନେ ଥିଲେ। ଶମଯିଯଙ୍କ ପୁତ୍ରମାନେ ତାଙ୍କ ପରିବାରର ମୁଖ୍ଯ ଥିଲେ, କାରଣ ସମାନେେ ଅତି ସାହସୀ ଯୋଦ୍ଧା ଥିଲେ।
6 Também a seu filho Semaías nasceram filhos, que dominaram sobre a casa de seu pai; porque foram homens valentes.
7 ଶମଯିଯଙ୍କର ପୁତ୍ରମାନେ ଥିଲେ ଅତନି, ରଫାଯଲେ, ଓବେଦ୍, ଇଲୀଶାବଦ୍, ଇଲୀହୂ ଓ ସମଖିଯ। ଇଲୀଶାବଦ୍ଙ୍କର ଆତ୍ମୀଯମାନେ ଦକ୍ଷ କାରିଗର ଥିଲେ।
7 Os filhos de Semaías: Otni, Rafael, Obede, e Elzabade, com seus irmãos, homens valentes, Eliú e Semaquias.
8 ଏହି ସମସ୍ତ ବ୍ଯକ୍ତିଗଣ ଓବେଦ୍-ଇଦୋମଙ୍କର ବଂଶଧର ଥିଲେ। ସହେି ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ ଓ ଆତ୍ମୀଯମାନେ ମହାପରାକ୍ରମୀ ଥିଲେ। ସମାନେେ ଅତ୍ଯୁତ୍ତମ ପ୍ରହରୀଗଣ ଥିଲେ। ଓବେଦ୍-ଇଦୋମଙ୍କର ବାଷଠି ଜଣ ବଂଶଧର ଥିଲେ।
8 Todos estes foram dos filhos de Obede-Edom; eles e seus filhos, e seus irmãos, homens valentes e de força para o ministério; ao todo sessenta e dois, de Obede-Edom.
9 ମଶଲେିମିଯଙ୍କର ପୁତ୍ର ଓ ଆତ୍ମୀଯଗଣ ମହାପରାକ୍ରମୀ ଥିଲେ। ସମୁଦାଯ ଅଠର ଜଣ ପୁତ୍ର ଓ ଆତ୍ମୀଯ ଥିଲେ।
9 E os filhos e os irmãos de Meselemias, homens valentes, foram dezoito.
10 ଏହିମାନେ ମରାରି ବଂଶର ଦ୍ବାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହାଇେଥିଲେ। ଦ୍ବାରପାଳମାନେ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ସିମ୍ରି ଜେଷ୍ଠପୁତ୍ର ନ ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ।
10 E de Hosa, dentre os filhos de Merari, foram filhos: Sinri o chefe (ainda que não era o primogênito, contudo seu pai o constituiu chefe),
11 ହିଲକିଯ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ଟବଲିଯ ତାଙ୍କର ତୃତୀୟ ପୁତ୍ର ଥିଲେ। ଆଉ ଜିଖରିଯ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ସର୍ବ ମାଟେ, ହୋଷାଙ୍କର 13 ଜଣ ପୁତ୍ର ଓ ଆତ୍ମୀଯ ଥିଲେ।
11 Hilquias o segundo, Tebalias o terceiro, Zacarias o quarto; todos os filhos e irmãos de Hosa foram treze.
12 ଏହିମାନେ ଦ୍ବାରପାଳମାନଙ୍କ ଦଳର ନେତା ଥିଲେ। ଦ୍ବାରପାଳମାନେ ଏକ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ, ଠିକ୍ ଯେପରି ସମାନଙ୍କେର ଆତ୍ମୀଯମାନେ କରୁଥିଲେ।
12 Destes se fizeram as turmas dos porteiros, alternando os principais dos homens da guarda, juntamente com os seus irmãos, para ministrarem na casa do Senhor.
13 ପ୍ରେତ୍ୟକକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ବାର ଦିଆୟାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ବାର ନିରୂପଣ କରିବା ନିମନ୍ତେ ଗୁଳାବାଣ୍ଟ କରାଯାଉଥିଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାର କରାଯାଉଥିଲା।
13 E lançaram sortes, assim os pequenos como os grandes, segundo as casas de seus pais, para cada porta.
14 ଶଲେିମିଯଙ୍କୁ ପୂର୍ବ ପାଶର୍‌ବର ଦ୍ବାର ଜଗିବା ନିମନ୍ତେ ମନୋନୀତ କରାୟାଇଥିଲା। ଏହାପରେ ଶଲେିମିଯଙ୍କ ପୁତ୍ର ଜିଖରିଯଙ୍କ ନିମନ୍ତେ ଗୁଳିବାଣ୍ଟ କରାଗଲା। ଜିଖରିଯ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଜିଖରିଯଙ୍କୁ ଉତ୍ତରପାଶର୍‌ବ ଦ୍ବାର ନିମନ୍ତେ ମନୋନୀତ କରାଗଲା।
14 E caiu a sorte do oriente a Selemias; e lançou-se a sorte por seu filho Zacarias, conselheiro entendido, e saiu-lhe a do norte.
15 ଓବେଦ୍-ଇଦୋମଙ୍କୁ ଦକ୍ଷିଣପାଶର୍‌ବ ଦ୍ବାର ନିମନ୍ତେ ମନୋନୀତ କରାଗଲା ଓ ଆଉ ଯେଉଁ ଗୃହ ରେ ବହୁମୂଲ୍ଯ ସାମଗ୍ରୀମାନ ରଖାୟାଇଥିଲା, ତାହାକୁ ଜଗିବା ନିମନ୍ତେ ଓବେଦ୍ ଇଦୋମଙ୍କର ପୁତ୍ରମାନଙ୍କୁ ମନୋନୀତ କରାଗଲା।
15 E para Obede-Edom a do sul; e para seus filhos a casa dos depósitos.
16 ଶୁପପୀମ ଓ ହୋଷାଙ୍କୁ ପଶ୍ଚିମପାଶର୍‌ବ ଦ୍ବାର ଓ ଉଚ୍ଚତର ପଥରେ ଥିବା ଶଲେଖତ୍ ଦ୍ବାରକୁ ଜଗିବା ନିମନ୍ତେ ମନୋନୀତ କରାଗଲା। ପ୍ରେତ୍ୟକକ ପରିବାରରୁ ରକ୍ଷକମାନଙ୍କୁ ସମାନଙ୍କେର ସ୍ଥାନ ରେ ମୁତଯନ କରାଗଲା।
16 Para Supim e Hosa a do ocidente, junto a porta Salequete, perto do caminho da subida; uma guarda defronte de outra guarda.
17 ଛଅଜଣ ଲବେୀୟ ପ୍ରତିଦିନ ରକ୍ଷକମାନେ ପୂର୍ବ ଫାଟକରେ ଛିଡ଼ା ହେଲେ। ଚାରିଜଣ ଲବେୀୟ ଉତ୍ତର ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ। ଚାରିଜଣ ଲବେୀୟ ଦକ୍ଷିଣ ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ ଏବଂ ଦୁଇ ଜଣ ଲବେୀୟ ଭଣ୍ଡାରଗୃହର ପ୍ରେତ୍ୟକକ ଦ୍ବାର ରେ ଛିଡ଼ା ହେଲେ।
17 Ao oriente seis levitas; ao norte quatro por dia, ao sul quatro por dia, porém para as casas dos depósitos de dois em dois.
18 ଚାରିଜଣ ମଧ୍ଯ ପଶ୍ଚିମ ଦିଗ ରେ ଏବଂ ଦୁଇଜଣ ସୀମାନ୍ତବର୍ତ୍ତୀ ସ୍ଥାନ ରେ ରହିଲେ।
18 Em Parbar, ao ocidente, quatro junto ao caminho, e dois junto a Parbar.
19 ଦ୍ବାରପାଳମାନଙ୍କର ଏହିସବୁ ଦଳ ଥିଲା। ସହେି ଦ୍ବାରପାଳମାନେ କୋରହ ଓ ମରାରି ବଂଶର ଥିଲେ।
19 Estas são as turmas dos porteiros dentre os filhos dos coraítas, e dentre os filhos de Merari.
20 ଅହିଯ ଲବେୀୟ ଗୋଷ୍ଠୀରୁ ଆସିଥିଲେ। ଅହିଯ ପରମେଶ୍ବରଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଯେଉଁ ସ୍ଥାନମାନଙ୍କ ରେ ପବିତ୍ର ସାମଗ୍ରୀଗୁଡ଼ିକ ରଖାୟାଇଥିଲା। ଅହିଯ ତାହାର ଦାଯିତ୍ବ ରେ ମଧ୍ଯ ଥିଲେ।
20 E dos levitas: Aías tinha cargo dos tesouros da casa de Deus e dos tesouros das coisas sagradas.
21 ଲାଦନ୍ ଗେର୍ଶୋନ୍ଙ୍କ ପରିବାରରୁ ଆସିଥିଲେ। ଯହେିଯଲେ ଲାଦନ୍ଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ଯରୁ ଜଣେ ଥିଲେ।
21 Quanto aos filhos de Ladã, os filhos dos gersonitas que pertencem a Ladã, chefes das casas paternas de Ladã: Jeieli.
22 ୟିହୀଯଲେିଙ୍କ ପୁତ୍ରମାନେ ଥିଲେ ସେଥମ୍ ଓ ସେଥମ୍ଙ୍କ ଭ୍ରାତା ଯାୟେଲ। ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସମାନଙ୍କେର ଦାଯିତ୍ବ ଥିଲା।
22 Os filhos de Jeieli: Zetã e Joel, seu irmão; estes tinham cargo dos tesouros da casa do Senhor,
23 ଅନ୍ୟ ନେତାମାନେ ଅମ୍ରାମୀ, ୟିଷହରୀଯ, ହିବ୍ରୋଣୀଯ ଓ ଉଷିଯଲଙ୍କେ ପରିବାରବର୍ଗରୁ ମନୋନୀତ ହାଇେଥିଲେ।
23 Dos anramitas, dos izaritas, dos hebronitas, dos uzielitas.
24 ନେତା ଶବୂଯଲେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଶବୂଯଲେ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମାଶାଙ୍କେ ପୁତ୍ର ଥିଲେ।
24 E Sebuel, filho de Gérson, o filho de Moisés, era o chefe dos tesouros.
25 ଏହି ସମସ୍ତ ଶବୂଯଲଙ୍କେର ଆତ୍ମୀଯ ଥିଲେ : ଇଲୀଯଷେର ତାଙ୍କର ଆତ୍ମୀଯ ଥିଲେ : ରହବିଯ, ଇଲୀଯଷେରଙ୍କ ପୁତ୍ର। ୟିଶାଯାହ, ରହବିଯଙ୍କ ପୁତ୍ର। ଯୋରାମ, ୟିଶାଯାଦଙ୍କ ପୁତ୍ର। ସିଖ୍ରି ୟୋରାମଙ୍କ ପୁତ୍ର। ଆଉ ଶ ଲୋମୀତ୍, ସିଖ୍ରିଙ୍କ ପୁତ୍ର।
25 E seus irmãos foram, do lado de Eliézer, Reabias seu filho, e Jesaías seu filho, e Jorão seu filho, e Zicri seu filho, e Selomite, seu filho.
26 ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶ ଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ତାହାର ଦାଯିତ୍ବ ରେ ଥିଲେ।
26 Este Selomite e seus irmãos tinham a seu cargo todos os tesouros das coisas dedicadas que o rei Davi e os chefes das casas paternas, capitães de milhares, e de centenas, e capitães do exército tinham consagrado.
27 ୟୁଦ୍ଧରୁ ପ୍ରାପ୍ତ କେତକେ ବସ୍ତୁ ସମାନେେ ପ୍ରଦାନ କଲେ। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ରେ ବ୍ଯବହୃତ ହବୋ ନିମନ୍ତେ ସମାନେେ ସହେିସବୁ ବସ୍ତୁ ପ୍ରଦାନ କଲେ।
27 Dos despojos das guerras dedicaram ofertas para repararem a casa do Senhor.
28 ଶଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ଭବିଷ୍ଯତବକ୍ତା ଶାମୁଯଲଙ୍କେ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ। କୀଶ୍ଙ୍କ ପୁତ୍ର ଶାଉଲ ; ନେର୍ଙ୍କ ପୁତ୍ର ଅବନର ଓ ସରୁଯାର ପୁତ୍ର ଯୋୟାବ। ଶ ଲୋମୀତ୍ ଓ ତାଙ୍କ ଆତ୍ମୀଯମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଲୋକମାନଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ।
28 Como também tudo quanto tinha consagrado Samuel, o vidente, e Saul filho de Quis, e Abner filho de Ner, e Joabe filho de Zeruia; tudo que qualquer havia dedicado estava debaixo da mão de Selomite e seus irmãos.
29 କନନିଯ ୟିଷହରୀଯଙ୍କ ପରିବାରରୁ ଆସିଥିଲେ। କନନିଯ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହା ରେ କାର୍ୟ୍ଯ କରିବାର ଦାଯିତ୍ବ ଥିଲା। ସମାନେେ ଇଶ୍ରାୟେଲର ବିଭିନ୍ନ ସ୍ଥାନ ରେ ପୋଲିସ ଓ ବିଚାରକର୍ତ୍ତା ଭାବରେ କାର୍ୟ୍ଯ କରିଥିଲେ।
29 Dos izaritas, Quenanias e seus filhos foram postos sobre Israel como oficiais e como juízes, dos negócios externos.
30 ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।
30 Dos hebronitas foram Hasabias e seus irmãos, homens valentes, mil e setecentos, que tinham a superintendência sobre Israel, além do Jordão para o ocidente, em toda a obra do Senhor, e para o serviço do rei.
31 ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ୟିରିଯ ସମାନଙ୍କେର ନେତା ଥିଲେ। ଦାଉଦ ଚାଳିଶ ବର୍ଷ ବ୍ଯାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖାଜେି ବାହାର କରିବାକୁ ଆଦେଶ ଦଇେଥିଲେ। ଗିଲିଯଦର ୟା ସରେ ସହର ରେ ବାସ କରୁଥିବା ହିବ୍ରୋଣ୍ ପରିବାର ମଧିଅରେ ଏହିପରି କେତଜେଣ ଲୋକ ମିଳିଲେ।
31 Dos hebronitas Jerias era o chefe, segundo as suas gerações conforme as suas famílias. No ano quarenta do reino de Davi se buscaram e acharam entre eles homens valentes em Jazer de Gileade.
32 ୟିରିଯର ଆତ୍ମୀଯମାନେ ଦକ୍ଷ ଲୋକ ଥିଲେ ସମାନଙ୍କେ ମଧ୍ଯରୁ 2,700 ଜଣ ପରିବାରର ମୁଖ୍ଯ ଥିଲେ। ରାଜା ଦାଉଦ ସମାନଙ୍କେୁ ରୁବନେ ଓ ଗାଦ୍ ପରିବାରବର୍ଗମାନଙ୍କର ଓ ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗମାନଙ୍କୁ ପରମେଶ୍ବରଙ୍କ ସବୋ ପାଇଁ ଏବଂ ରାଜାଙ୍କ କାର୍ୟ୍ଯର ଦାଯିତ୍ବ ଦେଲେ।
32 E seus irmãos, homens valentes, dois mil e setecentos, chefes dos pais; e o rei Davi os constituiu sobre os rubenitas e os gaditas, e a meia tribo dos manassitas, para todos os negócios de Deus, e para todos os negócios do rei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 26, comparar traduções ou montar um estudo — tudo direto pelo WhatsApp.