1 Crônicas 25

Oriya Bible (GL_ORIYA)

1 ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

2 ଆସଫଙ୍କ ପରିବାରରୁ : ସକ୍କୁର, ଯୋଷେଫ୍, ନଥନିଯ ଓ ଅସା ରେଲ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଚାଳନା କଲେ।

3 ୟିହୂଥୂନଙ୍କ ପରିବାରରୁ : ଗଦଲିଯ, ସରୀ, ୟିଶାଯାହ, ହଶବିଯ ଓ ମତ୍ତଥିଯ। ସମାନେେ ସମୁଦାଯ ଛଅ ଜଣ ଥିଲେ ୟିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ଓ ସଦାପ୍ରଭୁଙ୍କର ଧନ୍ଯବାଦ, ପ୍ରଶଂସା କରିବା ନିମନ୍ତେ ୟିଦୂଥୂନ ବୀଣାୟନ୍ତ୍ରର ବ୍ଯବହାର କରୁଥିଲେ।

4 ହମେନଙ୍କର ଯେଉଁ ପୁତ୍ରମାନେ ସବୋକାର୍ୟ୍ଯ କରୁଥିଲେ, ସମାନେେ ହେଲେ : ବୁକ୍କିଯ, ମତ୍ତନିଯ, ଉଷୀଯଲେ, ଶବୂଯଲେ ଓ ଯିରମୋେତ୍, ହନାନିଯ, ହନାନି, ଇଲୀଯାଥା, ଗିଦ୍ଦଲତି ଓ ରୋମମତି-ଏଷର, ୟଶବକାଶା, ମଲ୍ଲୋଥି, ହୋଥୀର, ମହସୀଯୋତ୍।

5 ଏମାନେ ସମସ୍ତେ ହମେନଙ୍କର ପୁତ୍ରଗଣ ଥିଲେ। ହମେନ ଦାଉଦଙ୍କ ଭବିଷ୍ଯତବକ୍ତା ଥିଲେ। ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ହମେନଙ୍କୁ ବଳବାନ କରିବେ। ତେଣୁ ହମେନଙ୍କର ଅନକେ ପୁତ୍ର ଜାତ ହେଲେ। ପରମେଶ୍ବର ହମେନଙ୍କୁ ଚଉଦ ପୁତ୍ର ଓ ତିନି କନ୍ଯା ଦେଲେ।

6 ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ : ଆସଫ, ୟିଦୁଥୂନ ଓ ହମେନ।

7 ଲବେୀ ଗୋଷ୍ଠୀର ସହେି ବ୍ଯକ୍ତିମାନେ ଓ ସମାନଙ୍କେର ଆତ୍ମୀଯମାନେ ଗାଯନ ବିଦ୍ଯା ରେ ତାଲିମପ୍ରାପ୍ତ ହାଇେଥିଲେ। 288 ଜଣ ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ।

8 ସମାନେେ ଗୁଳାବାଣ୍ଟ ଦ୍ବାରା ପ୍ରେତ୍ୟକକ ବ୍ଯକ୍ତି ନିମନ୍ତେ ବିଭିନ୍ନ କାର୍ୟ୍ଯ ନିରୂପଣ କଲେ। ପ୍ରେତ୍ୟକକ ଲୋକ ପ୍ରତି ସମାନ ବ୍ଯବହାର କରାଗଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାରା କରାଗଲା। ଛାତ୍ର ପ୍ରତି ଯେ ପ୍ରକାର ବ୍ଯବହାର, ଶିକ୍ଷକ ପ୍ରତି ମଧ୍ଯ ସେ ପ୍ରକାର ବ୍ଯବହାର କରାଗଲା।

9 ପ୍ରଥମ ରେ, ଆପଣଙ୍କ ପରିବାରରୁ ଯୋଷଫଙ୍କେୁ ମନୋନୀତ କରାଗଲା।

10 ତୃତୀୟ ରେ, ସକ୍କରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

11 ଚତୁର୍ଥ ରେ ୟିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

12 ପଞ୍ଚମ ରେ, ନଥନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

13 ଷଷ୍ଠ ରେ ବୁକ୍କିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

14 ସପ୍ତମ ରେ ୟିଶା ରେଲାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

15 ଅଷ୍ଟମ ରେ ୟିଶାଯାହଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

16 ନବମ ରେ ମତ୍ତନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

17 ଦଶମ ରେ ଶିମିଯିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

18 ଏକାଦଶ ରେ, ଅସା ରେଲଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

19 ଦ୍ବାଦଶ ରେ, ହଶବିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

20 ତ୍ରଯୋଦଶ ରେ, ଶବୂଯଲଙ୍କେ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

21 ଚତୁର୍ଦ୍ଦଶ ରେ, ମତ୍ତଥିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

22 ପଞ୍ଚଦଶ ରେ, ଯିରମୋେତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

23 ଷୋଡ଼ଶ ରେ, ହନାନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

24 ସପ୍ତଦଶ ରେ, ୟଶବକାଶାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

25 ଅଷ୍ଟଦଶ ରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

26 ଊନବିଂଶ ରେ, ମଲୋ୍ଲଥିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

27 ବିଂଶ ରେ, ଇଲୀଯାଥାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

28 ଏକବିଂଶ ରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

29 ଦ୍ବାବିଂଶ ରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

30 ତ୍ରଯୋବିଂଶ ରେ, ମହସୀଯୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

31 ଚତୁବିଂଶ ରେ, ରୋମମତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 25, comparar traduções ou montar um estudo — tudo direto pelo WhatsApp.