1 Crônicas 24
Oriya Bible (GL_ORIYA) vs VC
1 ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।
1 Eis as classes dos filhos de Aarão: Nadab, Abiú, Eleazar e Itamar.
2 କିନ୍ତୁ ନାଦବ୍, ଅବୀହୂ ସମାନଙ୍କେ ପିତାଙ୍କ ମୃତ୍ଯୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିଯାସର ଓ ଈଥାମର ଯାଜକରୂପେ ସବୋକାର୍ୟ୍ଯ କଲେ।
2 Nadab e Abiú morreram antes de seu pai, sem filhos, e Eleazar e Itamar exerceram as funções do sacerdócio.
3 ଦାଉଦ ଇଲିଯାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳ ରେ ବିଭକ୍ତ କରିଥିଲେ। ସହେି ଦଳମାନେ ସମାନଙ୍କେୁ ଦତ୍ତ କାର୍ୟ୍ଯ ଯେପରି ସୂଚାରୁରୂପେ କରିପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ।
3 Davi, Sadoc, da linhagem de Eleazar, e Aquimelec, da linhagem de Itamar, dividiram os filhos de Aarão por classes, segundo o serviço deles.
4 ସାଦୋକ୍ ଓ ଅହୀମଲେକ୍ଙ୍କ ସାହାର୍ୟ୍ଯ ରେ ଏହା କରିଥିଲେ। ସାଦୋକ୍ ଇଲିଯାସରଙ୍କ ବଂଶଧର ଓ ଅହୀମଲେକ୍ ଇଥାମରଙ୍କ ବଂଶଧର ଥିଲେ।
4 Havia entre os filhos de Eleazar mais chefes que entre os filhos de Itamar; foram assim distribuídos: para os filhos de Eleazar, dezesseis chefes de família, e, para os filhos de Itamar, oito chefes de família.
5 ପ୍ରତି ପରିବାରରୁ ଲୋକମାନେ ମନୋନୀତ ହାଇେଥିଲେ। ସମାନେେ ଗୁଳିବାଣ୍ଟ ଦ୍ବାରା ମନୋନୀତ ହାଇେଥିଲେ। ପବିତ୍ର ସ୍ଥାନର ଦାଯିତ୍ବ ରେ ରହିବା ନିମନ୍ତେ କେତଜେଣ ବ୍ଯକ୍ତିଙ୍କୁ ମନୋନୀତ କରାୟାଇଥିଲା। ଆଉ ଅନ୍ୟ ଜଣେ ବ୍ଯକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାୟାଇଥିଲା। ଏହି ସମସ୍ତ ବ୍ଯକ୍ତିମାନେ ଇଲିଯାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।
5 Uns e outros foram divididos pela sorte, porque havia príncipes do santuário e príncipes de Deus, tanto entre os filhos de Eleazar, como entre os filhos de Itamar.
6 ଶମଯିଯ ସଂପାଦକ ଥିଲେ। ସେ ନଥନଲଙ୍କେ ପୁତ୍ର ଥିଲେ। ଶମଯିଯ ଲବେୀ ଗୋଷ୍ଠୀରୁ ଆସିଥିଲେ। ଶମଯିଯ ସହେି ବଂଶଧରମାନଙ୍କ ନାମ ଲେଖିଲେ। ସେ ସହେି ନାମଗୁଡ଼ିକୁ ରାଜା ଦାଉଦ ଓ ସହେି ନେତାଗଣ : ଯାଜକ ସାଦୋକ, ଅହୀମଲକେ, ଯାଜକମାନଙ୍କର ବଂଶଜ ନେତା ଓ ଲବେୀ ବଂଶଜ ନେତାମାନଙ୍କ ସମ୍ମୁଖ ରେ ଲେଖିଲେ। ଅହୀମଲକେ ଅବିଯାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଳାବାଣ୍ଟ ଦ୍ବାରା ସମାନେେ ଜଣେ ବ୍ଯକ୍ତିକୁ ମନୋନୀତ କଲେ ଓ ଶମଯିଯ ସହେି ଲୋକର ନାମ ଲେଖି ରଖିଲେ। ତେଣୁ ସମାନେେ ଇଲିଯାସର ଓ ଈଥାମରଙ୍କ ପରିବାରର ବ୍ଯକ୍ତିମାନଙ୍କର ମଧ୍ଯ କାମକୁ ଭାଗ କରି ଦେଲେ।
6 O escriba Semeias, filho de Natanael, um levita, inscreveu-os em presença do rei e dos príncipes, do sacerdote Sadoc e de Aquimelec, filho de Abiatar, como também de chefes de famílias sacerdotais e levíticas, sendo uma família sorteada para Eleazar, em seguida, uma família para Itamar.
7 ପ୍ରଥମ ଦଳ ଥିଲା ଯିହାୟୋଦାରରୀବଙ୍କ ଦଳ।
7 A primeira sorte caiu a Joiarib, a segunda a Jedei,
8 ତୃତୀୟ ଦଳ ଥିଲା ହାରୀମଙ୍କ ଦଳ।
8 a terceira a Harim, a quarta a Seorim,
9 ପଞ୍ଚମ ଦଳ ଥିଲା ମଲକିଯଙ୍କ ଦଳ।
9 a quinta a Melquia, a sexta a Maimã,
10 ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।
10 a sétima a Acos, a oitava a Abia,
11 ନବମ ଦଳ ଥିଲା ଯଶୂେଯଙ୍କ ଦଳ।
11 a nona a Jesua, a décima a Sequenia,
12 ଏକାଦଶ ଦଳ ଥିଲା ଇଲୀଯାଶୀବଙ୍କ ଦଳ।
12 a undécima a Eliasib, a duodécima a Jacim,
13 ତ୍ରଯୋଦଶ ଦଳ ଥିଲା ହୁପ୍ପଙ୍କ ଦଳ।
13 a décima terceira a Hofa, a décima quarta a Isbaab,
14 ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।
14 a décima quinta a Belga, a décima sexta a Emer,
15 ସପ୍ତଦଶ ଦଳ ହଷେୀରଙ୍କ ଦଳ ଥିଲା।
15 a décima sétima a Hezir, a décima oitava a Afses,
16 ଊନବିଂଶ ଦଳ ଥିଲା ପଥାହିଯଙ୍କ ଦଳ।
16 a décima nona a Fetéia, a vigésima a Ezequiel,
17 ଏକବିଂଶ ଦଳ ଥିଲା ୟାଖୀନଙ୍କ ଦଳ।
17 a vigésima primeira a Jaquim, a vigésima segunda a Gamul,
18 ତ୍ରଯୋବିଂଶ ଦଳ ଥିଲା ଦଲାଯଙ୍କ ଦଳ।
18 a vigésima terceira a Dalaiau, a vigésima quarta a Maziau.
19 ମନ୍ଦିର ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହାଇେଥିଲେ। ମନ୍ଦିରର ସବୋକାର୍ୟ୍ଯ ପାଇଁ ହାରୋଣଙ୍କ ଦତ୍ତ ନିଯମର ସମାନେେ ବାଧ୍ଯ ହେଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ହାରୋଣଙ୍କୁ ଏହି ନିଯମଗୁଡ଼ିକ ପ୍ରଦାନ କରିଥିଲେ।
19 Assim, foram eles classificados para seus serviços no templo do Senhor, segundo as regras estabelecidas por Aarão, seu pai, consoante as ordens do Senhor, Deus de Israel.
20 ଲବେୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା : ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ଯରୁ : ଶୂଯଲେ ଶବୂଯଲଙ୍କେ ବଂଶଧରମାନଙ୍କ ମଧ୍ଯରୁ : ଯହଦେିଯ
20 Dos restantes levitas, os chefes foram: dos filhos de Amrão: Subael; filho de Subael: Jeedeia;
21 ରହବିଯରୁ : ୟିଶିଯ (ୟିଶିଯ ଜେଷ୍ଠ ପୁତ୍ର ଥିଲେ)
21 de Roodia, dos filhos de Roodia: o chefe Jesias.
22 ୟିଶହରିଯ ପରିବାରବର୍ଗ ଶ ଲୋମୀତ୍।
22 Dos isaaritas: Salemot; dos filhos de Salemot: Jaat.
23 ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରିଯ।
23 Filhos de Hebron: Jeriau, Amarias, o segundo, Jaaziel, o terceiro, Jecmaã, o quarto.
24 ଉଷୀଯଲଙ୍କେ ପୁତ୍ର ଥିଲେ ମୀଖା।
24 Filho de Oziel: Mica; dos filhos de Mica: Samir;
25 ୟିଶିଯ ମୀଖାଙ୍କ ଭ୍ରାତା ଥିଲେ।
25 irmão de Mica: Jesia; filho de Jesia: Zacarias.
26 ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ
26 Filhos de Merari: Mooli e Musi.
27 ମରାରିଙ୍କ ପୁତ୍ର ୟାସିଯଙ୍କ ପୁତ୍ରମାନେ ଥିଲେ : ବିନୋ, ଶୋହମ୍, ସକୂର ଓ ଇବ୍ରି।
27 Filhos de Merari, por Oziau, seu filho: Saão, Zacur e Hebri.
28 ମହଲିଙ୍କ ପୁତ୍ର ଥିଲେ ଇଲିଯାସର। କିନ୍ତୁ ଇଲିଯାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
28 De Mooli: Eleazar, que não teve filhos; de Cis, os filhos de Cis:
29 କୀଶଙ୍କ ପୁତ୍ର ଥିଲେ ୟିରହମଲେ।
29 Jerameel.
30 ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରମୋେତ୍।
30 Filhos de Musi: Mooli, Eder e Jerimot.
31 ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।
31 Estes são os filhos de Levi, segundo suas famílias.Também eles, como seus irmãos, os filhos de Aarão, foram tirados pela sorte, em presença do rei Davi, de Sadoc e Aquimelec, como também dos chefes de família dos sacerdotes e levitas, estando os mais velhos em mesma igualdade que os mais novos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 24, comparar traduções ou montar um estudo — tudo direto pelo WhatsApp.