1 Crônicas 21
Oriya Bible (GL_ORIYA) vs NAA
1 ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।
1 Então Satanás se levantou contra Israel e incitou Davi a levantar o censo de Israel.
2 ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, ୟାଅ, ଓ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ବରେଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଦେଶ ରେ ଥିବା ପ୍ରେତ୍ୟକକ ଜଣକୁ ଗଣନା କର। ଏହାପରେ ଆସି ମାେତେ ସତ୍ଯ କୁହ, ତବେେ ଦେଶର ଲୋକସଂଖ୍ଯା କେତେ, ତାହା ମୁଁ ଜାଣିପାରିବି।
2 Davi disse a Joabe e aos chefes do povo: — Vão e levantem o censo de Israel, desde Berseba até Dã, e tragam-me a apuração para que eu saiba o seu número.
3 କିନ୍ତୁ ଯୋୟାବ ଉତ୍ତର ଦେଲେ, ସଦାପ୍ରଭୁ ତାଙ୍କର ଦେଶକୁ 10 0 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦଯ, ସମଗ୍ର ଇଶ୍ରାୟେଲର ଲୋକ ଆପଣଙ୍କ ଦାସ ଅଟନ୍ତି। ହେ ମାରେ ମହାଶୟ ଓ ରାଜା, ଆପଣା କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି ? ଏହା ଦ୍ବାରା ଆପଣ ଇଶ୍ରାୟେଲର ଲୋକମାନଙ୍କୁ ପାପ ଦୋଷ ରେ ଦୋଷୀ କରାଇବେ।
3 Então Joabe disse: — Que o
4 କିନ୍ତୁ ଦାଉଦ ନିଜ ଜିଦ ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇଶ୍ରାୟେଲର ସାରା ଦେଶ ମଧିଅରେ ଲୋକମାନଙ୍କୁ ଗଣିଲେ। ଏହାପରେ ଯୋୟାବ ୟିରୁଶାଲମକୁ ଫରେି ଆସିଲେ,
4 Porém a palavra do rei prevaleceu contra Joabe. Então Joabe saiu e percorreu todo o Israel; depois, voltou para Jerusalém.
5 ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ଯା ଜଣାଇଲେ। ଇଶ୍ରାୟେଲ ମଧିଅରେ ଖଡ୍ଗ ବ୍ଯବହାର କରୁଥିବା 11,00,000 ଜଣ ଲୋକ ଥିଲେ। ଯିହୁଦା ରେ ଖ' ବ୍ଯବହାର କରୁଥିବା 4,70,000 ଜଣ ଲୋକ ଥିଲେ।
5 Joabe apresentou a Davi o resultado do recenseamento do povo: havia em Israel um milhão e cem mil homens que puxavam da espada; e em Judá eram quatrocentos e setenta mil homens que puxavam da espada.
6 ଯୋୟାବ ଲବେୀ ଓ ବିନ୍ଯାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା।
6 Porém os de Levi e Benjamim não foram contados entre eles, porque a ordem do rei foi abominável a Joabe.
7 ଦାଉଦ ପରମେଶ୍ବରଙ୍କ ଦୃଷ୍ଟି ରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ବର ଇଶ୍ରାୟେଲକୁ ଦଣ୍ଡ ଦେଲେ।
7 Tudo isto desagradou a Deus, e por isso ele castigou Israel.
8 ଏହାପର ଦାଉଦ ପରମେଶ୍ବରଙ୍କୁ କହିଲେ, ମୁଁ ଅତି ମୂର୍ଖତାର କାର୍ୟ୍ଯ କରିଅଛି। ଇଶ୍ରାୟେଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ଯ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମାରେ ସହେି ପାପକୁ କ୍ଷମା କର।
8 Então Davi se dirigiu a Deus, dizendo: — Cometi um grande pecado ao fazer tal coisa. Mas agora peço-te que perdoes a iniquidade do teu servo, porque fiz uma grande loucura.
9 ଗାଦ ଦାଉଦଙ୍କ ଭବିଷ୍ଯଦବକ୍ତା ଥିଲେ। ସଦାପ୍ରଭୁ ଗାଦଙ୍କୁ କହିଲେ, ୟାଅ ଓ ଦାଉଦଙ୍କୁ କୁହ : ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷଯ ଦେଉଅଛୁ।
9 Então o Senhor falou a Gade, o vidente de Davi, dizendo:
10 ତୁମ୍ଭକୁ ତନ୍ମଧ୍ଯରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସହେି ଅନୁୟାଯୀ ଦଣ୍ଡିତ ହବେ।
10 — Vá e diga a Davi: Assim diz o Senhor : “Eu lhe ofereço três opções; escolha uma delas, para que eu a execute contra você.”
11 ଏହାପରେ ଗାଦ ଦାଉଦଙ୍କ ନିକଟକୁ ଗଲେ କହିଲେ, ସଦାପ୍ରଭୁ ଏହିପରି କହନ୍ତି, 'ଦାଉଦ, ତୁମ୍ଭେ କେଉଁ ଦଣ୍ଡ ରେ ଦଣ୍ଡିତ ହବୋକୁ ଇଚ୍ଛା କର, ତାହା ମନୋନୀତ କର : ତିନିବର୍ଷ ଦୁର୍ଭିକ୍ଷ ହବେ କିଅବା ତୁମ୍ଭର ଶତ୍ରୁଗଣ ତିନିମାସ ପର୍ୟ୍ଯନ୍ତ ତୁମ୍ଭ ପେଛ ପେଛ ଖଡ୍ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ।
11 Gade foi falar com Davi e lhe disse: — Assim diz o
12 ଦେଶସାରା ଭୟଙ୍କର ବ୍ଯାଧି ବ୍ଯାପି ୟିବ ଓ ସଦାପ୍ରଭୁଙ୍କର ଦୂତ ଇଶ୍ରାୟେଲ ମଧ୍ଯ ଦଇେ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।' ବର୍ତ୍ତମାନ ୟିଏ ମାେତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନଇୟିବେି ?
12 ou três anos de fome, ou que por três meses você seja consumido diante dos seus adversários, sendo alcançado pela espada dos seus inimigos, ou que por três dias a espada do Senhor , isto é, a peste na terra e o Anjo do Senhor causem destruição em todos os territórios de Israel.” Diga, agora, que resposta devo dar ao que me enviou.
13 ଦାଉଦ ଗାଦଙ୍କୁ କହିଲେ, ମୁଁ ବଡ଼ ସମସ୍ଯା ରେ ପଡ଼ିଅଛି। କୌଣସି ମନୁଷ୍ଯ ଦ୍ବାରା ମାରେ ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଚା ହେଁ ନାହିଁ। ସଦାପ୍ରଭୁ ଅତ୍ଯନ୍ତ ଦୟାଳୁ ଅଟନ୍ତି। ତେଣୁ ମାେତେ କିପ୍ରକା ରେ ଦଣ୍ଡିତ କରାୟିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।
13 Então Davi disse a Gade: — Estou muito angustiado. Porém é preferível que eu caia nas mãos do
14 ତେଣୁ ସଦାପ୍ରଭୁ ଇଶ୍ରାୟେଲ ମଧ୍ଯକୁ ଭୟଙ୍କର ବ୍ଯାଧି ପ୍ ରରଣେ କଲେ ଏବଂ 70,000 ଲୋକ ମୃତ୍ଯୁବରଣ କଲେ।
14 Então o Senhor enviou a peste a Israel; e morreram setenta mil homens do povo de Israel.
15 ୟିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ବର ଜଣେ ସ୍ବର୍ଗଦୂତଙ୍କୁ ପ୍ ରରଣେ କଲେ। କିନ୍ତୁ ସ୍ବର୍ଗଦୂତ ଯେତବେେଳେ ୟିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ୟିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ୟ୍ଯ ସାଧନ କରୁଥିବା ସ୍ବର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, ବନ୍ଦ କର ! ୟଥେଷ୍ଟ ହେଲା ! ସହେି ସମୟରେ ସଦାପ୍ରଭୁଙ୍କ ଦୂତ ୟିବୂଷୀଯ ଅରଣନର ରେ ଛିଡ଼ା ହାଇେଥିଲେ।
15 Deus enviou um anjo a Jerusalém, para a destruir. Quando estava por destruí-la, o Senhor olhou, mudou de ideia quanto a este mal e disse ao anjo destruidor: — Basta! Retire a sua mão. O Anjo do
16 ଦାଉଦ ଉର୍ଦ୍ଧ୍ବଆଡ଼େ ଚାହଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶ ରେ ଦେଖିଲେ। ସ୍ବର୍ଗଦୂତ ୟିରୁଶାଲମ ନଗରୀ ଉପରେ ତାଙ୍କର ଖଡ୍ଗ ବିସ୍ତାର କରି ରଖିଥିଲେ। ଏହାପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶଷେ ବସ୍ତ୍ରମାନ ପିନ୍ଧିଥିଲେ।
16 Davi ergueu os olhos e viu o Anjo do Senhor , que estava entre a terra e o céu, com a espada desembainhada na mão estendida contra Jerusalém. Então Davi e os anciãos, vestidos de pano de saco, se prostraram com o rosto em terra.
17 ଦାଉଦ ପରମେଶ୍ବରଙ୍କୁ କହିଲେ, ମୁଁ ହିଁ ପାପ କରିଥିବା ବ୍ଯକ୍ତି ! ଲୋକମାନଙ୍କୁ ଗଣିବା ନିମନ୍ତେ ମୁଁ ଆଦେଶ ଦଇେଥିଲି। ମୁଁ ମନ୍ଦକାର୍ୟ୍ଯ କଲି। ଇଶ୍ରାୟେଲର ଲୋକମାନେ କୌଣସି ମନ୍ଦ କରି ନାହାଁନ୍ତି। ହେ ସଦାପ୍ରଭୁ, ମାରେ ପରମେଶ୍ବର, ମାେତେ ଓ ମାରେ ପରିବାରକୁ ଦଣ୍ଡିତ କର। କିନ୍ତୁ ତୁମ୍ଭର ଲୋକମାନଙ୍କୁ ବଧ କରୁଥିବା ଏହି ଭୟଙ୍କର ବ୍ଯାଧିକୁ ଦୂର କର।
17 Davi falou para Deus: — Por acaso não fui eu quem mandou contar o povo? Eu é que pequei e fiz esse mal. Mas estas ovelhas o que fizeram? Ah!
18 ଏହାପରେ ସଦାପ୍ରଭୁଙ୍କର ଦୂତ ଗାଦଙ୍କୁ କଥା କହିଲେ। ସେ କହିଲେ, ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ କୁହ। ଦାଉଦକୁ ୟିବୂଷୀଯ ଅରଣନର ଶସ୍ଯଦଳିବା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ପଡ଼ିବ।
18 Então o Anjo do Senhor disse a Gade que mandasse Davi edificar um altar ao Senhor na eira de Ornã, o jebuseu.
19 ଗାଦ ଏହିସବୁ ବିଷଯ ଦାଉଦଙ୍କୁ କହିଲେ ଓ ଦାଉଦ ଅରଣନର ଶସ୍ଯଦଳିବା ସ୍ଥାନକୁ ଗଲେ।
19 Davi foi segundo a palavra que Gade havia falado em nome do Senhor .
20 ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ବର୍ଗଦୂତଙ୍କୁ ଦେଖିଲେ। ଅରଣନ୍ଙ୍କ ଚାରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ।
20 Ao voltar-se, Ornã viu o Anjo; e os seus quatro filhos que estavam com ele se esconderam. Ora, Ornã estava debulhando trigo.
21 ଦାଉଦ ଅରଣନ୍ଙ୍କ ନିକଟକୁ ଗଲେ। ଅରଣନ୍ ତାଙ୍କୁ ଦେଖି ଶସ୍ଯଦଳିବା ସ୍ଥାନରୁ ଉଠି ଆସି ଦାଉଦଙ୍କ ନିକଟକୁ ଗଲେ ଓ ଭୂମି ଆଡ଼କୁ ମୁହଁ କରି ମଥାନତ କଲେ।
21 Quando Davi estava indo ao encontro de Ornã, este olhou e viu Davi. E, saindo da eira, se inclinou diante de Davi, com o rosto em terra.
22 ଦାଉଦ ଅରଣନ୍ଙ୍କୁ କହିଲେ, ତୁମ୍ଭର ଶସ୍ଯଦଳିବା ସ୍ଥାନକୁ ମାେତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ଯ ଦବେି। ତବେେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ୟଜ୍ଞବଦେୀ ନିର୍ମାଣ କରିବି। ଆଉ ତା'ପରେ ଏହି ମହାମାରୀ ଦୂର ହବେ।
22 Davi disse a Ornã: — Dê-me este lugar da eira, a fim de edificar nele um altar ao
23 ଅରଣନ୍ ଦାଉଦଙ୍କୁ କହିଲେ, ଏହି ଶସ୍ଯଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମାରେସ୍ବାମୀ ଓ ରାଜା ଅଟନ୍ତି। ଆପଣ ଯାହା ଚାହାଁନ୍ତି, ତାହା କରନ୍ତୁ। ଦେଖନ୍ତୁ, ହାମବେଳି ନବୈେଦ୍ଯ ନିମନ୍ତେ ମୁଁ ବଳଦ ଦବେି। ନିଆଁ ଜାଳିବା ପାଇଁ ମୁଁ କାଠ ଦବେି। ଶସ୍ଯ ନବୈେଦ୍ଯ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦବେି।
23 Então Ornã disse a Davi: — Que o rei, meu senhor, a tome para si e faça dela o que bem quiser. Eis que dou os bois para o holocausto, o debulhador de cereais para a lenha e o trigo para a oferta de cereais; dou tudo.
24 କିନ୍ତୁ ରାଜା ଦାଉଦ ଅରଣନ୍ଙ୍କୁ ଉତ୍ତର ଦେଲେ, ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ଯ ଦବେି। ମୁଁ ତୁମ୍ଭଠାରୁ କିଛି ନଇେ ସଦାପ୍ରଭୁଙ୍କୁ ଦବେି ନାହିଁ। ମୁଁ ବିନା ମୂଲ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରିବି ନାହିଁ।
24 Porém o rei Davi disse a Ornã: — Não! Eu vou comprar pelo seu inteiro valor. Porque não tomarei o que é seu para dar ao
25 ତେଣୁ ଦାଉଦ ଅରଣନ୍ଙ୍କୁ ସହେି ସ୍ଥାନ ନିମନ୍ତେ ଦାଉଦଙ୍କୁ ପ୍ରାଯ 6000 ଶକେଲ ସୁନା ଦେଲେ।
25 Davi pagou a Ornã por aquele lugar sete quilos e duzentos gramas de ouro.
26 ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଦାଉଦ ହାମବେଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ବର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହାମବେଳି, ନବୈେଦ୍ଯ ଉପରେ ସହେି ଅଗ୍ନି ଅବତରଣ କଲା।
26 Edificou ali um altar ao Senhor , ofereceu nele holocaustos e sacrifícios pacíficos e invocou o Senhor , que lhe respondeu com fogo do céu sobre o altar do holocausto.
27 ଏହାପରେ ସଦାପ୍ରଭୁ ସ୍ବର୍ଗଦୂତଙ୍କୁ ତାଙ୍କର ଖଡ୍ଗ ଖାପରେ ରଖିବାକୁ ଆଦେଶ ଦେଲେ।
27 O Senhor deu ordem ao Anjo, e ele meteu a sua espada na bainha.
28 ଦାଉଦ ଦେଖିଲେ ଯେ, ସଦାପ୍ରଭୁ ତାହାଙ୍କୁ ଅରଣନ୍ଙ୍କ ଶସ୍ଯଦଳିବା ସ୍ଥାନ ରେ ଉତ୍ତର ଦେଲେ, ତେଣୁ ଦାଉଦ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ।
28 Naquele tempo, ao ver que o Senhor lhe havia respondido na eira de Ornã, o jebuseu, Davi ofereceu sacrifícios ali.
29 ଗିବିଯୋନ ସହରର ଉଚ୍ଚସ୍ଥାନ ରେ ପବିତ୍ର ତମ୍ବୁ ଓ ହାମବେଳି, ନବୈେଦ୍ଯର ବଦେୀ ଥିଲା। ଇଶ୍ରାୟେଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମାଶାେ ପବିତ୍ର ତମ୍ବୁ ନିର୍ମାଣ କରିଥିଲେ।
29 Porque naquele tempo o tabernáculo do Senhor , que Moisés havia feito no deserto, e o altar do holocausto estavam no lugar alto de Gibeão.
30 ଦାଉଦ ପରମେଶ୍ବରଙ୍କ ସହିତ କଥାବାର୍ତ୍ତା ନିମନ୍ତେ ପବିତ୍ର ତମ୍ବୁ ମଧ୍ଯକୁ ୟାଇପାରୁ ନ ଥିଲେ, କାରଣ ସେ ଭୟ କରୁଥିଲେ। ପରମେଶ୍ବରଙ୍କ ଦୂତ ଓ ତାଙ୍କର ଖଡ୍ଗକୁ ଦାଉଦ ଅତ୍ଯନ୍ତ ଭୟ କରୁଥିଲେ।
30 Davi não podia ir até lá para consultar a Deus, porque estava com medo da espada do Anjo do Senhor .
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 21, comparar traduções ou montar um estudo — tudo direto pelo WhatsApp.