1 Crônicas 19

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ନାହଶ୍ ଅେମ୍ମାନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ଯୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ।
1 Algum tempo depois, Naás, rei dos amonitas, morreu, e seu filho foi o seu sucessor.
2 ଏ ଉତ୍ତା ରେ ଦାଉଦ କହିଲେ, ନାହଶ୍ ମାେ ପ୍ରତି ଦୟାଳୁ ହାଇେଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ ପ୍ରତି ଦୟାଳୁ ହବେି। ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ଯୁ ବିଷଯକ ସାନ୍ତ୍ବନା ଦବୋ ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନ୍ଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଅମ୍ମାନେ ଦେଶକୁ ଗଲେ।
2 Davi pensou: "Serei bondoso com Hanum, filho de Naás, porque seu pai foi bondoso comigo". Então Davi enviou uma delegação para transmitir a Hanum seu pesar pela morte do pai. Mas, quando os mensageiros de Davi chegaram à terra dos amonitas para expressar condolências a Hanum,
3 କିନ୍ତୁ ଅେମ୍ମାନୀୟ ନେତାମାନେ ହାନୂନ୍ଙ୍କୁ କହିଲେ, ଆପଣ ବିଶ୍ବାସ କରୁଛନ୍ତି କି, ପ୍ରକୃତ ରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦବୋ ପାଇଁ, ସାନ୍ତ୍ବନା ଦବୋ ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି ? ନା, ତାଙ୍କର ଦାସ ଆପଣଙ୍କ ବିଷଯ ରେ ଓ ଆପଣଙ୍କ ଦେଶ ବିଷଯ ରେ ତଥ୍ଯ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।
3 os líderes amonitas lhe disseram: "Achas que Davi está honrando teu pai ao enviar mensageiros para expressar condolências? Não é nada disso! Davi os enviou como espiões para examinar o país e destruí-lo".
4 ତେଣୁ ହାନୂନ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସମାନଙ୍କେ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ଯ, ହାନୂନ ସମାନଙ୍କେ ନିତମ୍ବ ନିକଟକୁ ବସ୍ତ୍ର କାଟି ପକାଇଲେ। ଏହାପରେ ସେ ସମାନଙ୍କେୁ ପଠାଇ ଦେଲେ।
4 Então Hanum prendeu os mensageiros de Davi, rapou-lhes a barba, cortou metade de suas roupas até as nádegas, e os mandou embora.
5 ଦାଉଦଙ୍କର ଦାସମାନେ ଗୃହକୁ ଫରେିୟିବା ନିମନ୍ତେ ଅତ୍ଯନ୍ତ ଲଜ୍ଜାବୋଧ କଲେ। କେତକେ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ'ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ୟ୍ଯନ୍ତ ଯିରୀହାେ ସହର ରେ ରୁହ। ଏହାପରେ ତୁମ୍ଭେ ଗୃହକୁ ଫରେିଆସିବ।
5 Quando Davi soube disso, enviou mensageiros ao encontro deles, pois haviam sido profundamente humilhados, e lhes mandou dizer: "Fiquem em Jericó até que a barba cresça, e então voltem para casa".
6 ଅେମ୍ମାନୀୟ ଲୋକମାନେ ଦେଖିଲେ ଯେ, ସମାନେେ ନିଜକୁ ଦାଉଦଙ୍କର ଅତ୍ଯନ୍ତ ଘୃଣ୍ଯ ଶତ୍ରୁ କରିଅଛନ୍ତି। ଏହାପରେ ହାନୂନ ଓ ଅେମ୍ମାନୀୟ ଏକ ସହସ୍ର ତାଳନ୍ତ ରୂପା ଦଇେ ମସୋପଟୋମିଯାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଚାଳକମାନଙ୍କୁ କିଣିଲେ।
6 Vendo Hanum e os amonitas que tinham atraído sobre si o ódio de Davi, alugaram da Mesopotâmia, de Arã Maaca e de Zobá, carros de guerra e condutores de carros, por trinta e cinco toneladas de prata.
7 ଅେମ୍ମାନୀୟ ଲୋକେ 32,000 ରଥ କିଣିଲେ ମଧ୍ଯ ସମାନଙ୍କେୁ ସାହାୟ୍ଯ କରିବା ନିମନ୍ତେ ସମାନେେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମଦବୋ ସହର ନିକଟରେ ଛାଉଣୀ ସ୍ଥାପନ କଲେ। ଅେମ୍ମାନୀୟ ଲୋକମାନେ ନିଜେ ମଧ୍ଯ ସହରରୁ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଲେ।
7 Alugaram trinta e dois mil carros e seus condutores, e contrataram o rei de Maaca com suas tropas, o qual veio e acampou perto de Medeba, e os amonitas foram convocados de suas cidades e partiram para a batalha.
8 ଅେମ୍ମାନୀୟ ଲୋକମାନେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅେମ୍ମାନୀୟ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇଶ୍ରାୟେଲର ସମସ୍ତ ସୈନ୍ଯ ବାହିନୀକୁ ପଠାଇଲେ।
8 Ao saber disso, Davi ordenou a Joabe que marchasse com todo o exército.
9 ଅେମ୍ମାନୀୟ ଲୋକମାନେ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇଗେଲେ। ସମାନେେ ନଗର-ଦ୍ବାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାୟ୍ଯ କରିବାକୁ ଆସିଥିଲେ, ସମାନେେ ବାହା ରେ ଥିବା କ୍ଷେତ୍ରଗୁଡ଼ିକ ମଧିଅରେ ରହିଲେ।
9 Os amonitas saíram e se puseram em posição de combate na entrada da cidade, e os reis que tinham vindo posicionaram-se em campo aberto.
10 ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ଯଦଳ ପ୍ରସ୍ତୁତ ହାଇେଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖ ରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତ ରେ ଅଛନ୍ତି। ତେଣୁ ଯୋୟାବ ଇଶ୍ରାୟେଲର କେତଜେଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସମାନଙ୍କେୁ ଅରାମର ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।
10 Vendo Joabe que estava cercado pelas linhas de combate, escolheu alguns dos melhores soldados de Israel e os posicionou contra os arameus.
11 ଯୋୟାବ ଅବୀଶଯଙ୍କ ଅଧୀନ ରେ ଇଶ୍ରାୟେଲର ଅବଶିଷ୍ଟ ସୈନ୍ଯଦଳକୁ ରଖିଲେ। ଅବୀଶଯ ଯୋୟାବଙ୍କ ଭ୍ରାତା ଥିଲେ। ସହେି ସୈନ୍ଯମାନେ ଅେମ୍ମାନୀୟ ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରି ଗଲେ।
11 Pôs o restante dos homens sob o comando de seu irmão Abisai e os posicionou contra os amonitas.
12 ଯୋୟାବ ଅବୀଶଯଙ୍କୁ କହିଲେ, ଯଦି ଅରାମର ସୈନ୍ଯଦଳ ମାେ' ନିମନ୍ତେ ପ୍ରବଳ ହୁଅନ୍ତି, ତବେେ ତୁମ୍ଭେ ମାେତେ ନିତାନ୍ତ ସାହାୟ୍ଯ କରିବ। କିନ୍ତୁ ଯଦି ଅେମ୍ମାନୀୟ ସୈନ୍ଯଦଳ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତବେେ ମୁଁ ତୁମ୍ଭକୁ ସାହାୟ୍ଯ କରିବି।
12 E Joabe disse a Abisai: "Se os arameus forem fortes demais para mim, venha me ajudar; mas, se os amonitas forem fortes demais para você, eu irei ajudá-lo.
13 ଆମ୍ଭମାନଙ୍କ ପରମେଶ୍ବରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ୟୁଦ୍ଧ କରିବାକୁ ଆସିଅଛୁ, ଆମ୍ଭମାନେେ ସାହସୀ ଓ ବଳବାନ ହେଉ ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।
13 Seja forte e lutemos com bravura pelo nosso povo e pelas cidades do nosso Deus. E que o Senhor faça o que for de sua vontade".
14 ଯୋୟାବଙ୍କ ସୈନ୍ଯବାହିନୀ ଅରାମର ସୈନ୍ଯଦଳକୁ ଆକ୍ରମଣ କଲେ। ଅରାମର ସୈନ୍ଯଦଳ ଯୋୟାବ ଓ ତାଙ୍କର ସୈନ୍ଯବାହିନୀଠାରୁ ପଳାଯନ କଲେ।
14 Então Joabe e seus soldados avançaram contra os arameus, que fugiram dele.
15 ଅେମ୍ମାନୀୟ ସୈନ୍ଯଦଳ ଦେଖିଲେ ଯେ, ଅରାମର ସୈନ୍ଯଦଳ ପଳାଯନ କରୁଅଛନ୍ତି, ତେଣୁ ସମାନେେ ମଧ୍ଯ ପଳାଯନ କଲେ। ସମାନେେ ଅବୀଶଯ ଓ ତାଙ୍କର ସୈନ୍ଯଦଳଠାରୁ ପଳାଯନ କଲେ। ଅେମ୍ମାନୀୟମାନେ ସମାନଙ୍କେ ନଗରକୁ ଫରେିଗଲେ ଓ ଯୋୟାବ ୟିରୁଶାଲମକୁ ଫରେିଆସିଲେ।
15 Quando os amonitas viram que os arameus estavam fugindo de Joabe, também fugiram de seu irmão Abisai e entraram na cidade. Assim, Joabe voltou para Jerusalém.
16 ଅରାମୀଯ ନେତାମାନେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି। ତେଣୁ ସମାନେେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀଯ ଲୋକମାନଙ୍କଠାରୁ ସାହାୟ୍ଯ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ଶୋଫକ୍ ଅରାମରୁ ଆସିଥିବା ହଦ ରଷେରଙ୍କ ସୈନ୍ଯଦଳର ସନୋପତି ଥିଲେ। ଶୋଫକ୍ ଅନ୍ୟ ଅରାମୀଯ ସୈନ୍ଯଦଳକୁ ମଧ୍ଯ ପରିଚାଳିତ କରୁଥିଲେ।
16 Ao perceberem os arameus que haviam sido derrotados por Israel, enviaram mensageiros para trazer arameus que viviam do outro lado do Eufrates, e Sofaque, o comandante do exército de Hadadezer, veio à frente deles.
17 ଅରାମୀଯ ଲୋକମାନେ ୟୁଦ୍ଧ ନିମନ୍ତେ ଏକତ୍ର ହେଉଅଛନ୍ତି ବୋଲି ଦାଉଦ ଶୁଣିଲେ। ତେଣୁ ଦାଉଦ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ଦାଉଦ ସମାନଙ୍କେୁ ୟର୍ଦ୍ଦନ ନଦୀ ପାର କରାଇ ନେଲେ। ସମାନେେ ଅରାମୀଯମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଲେ। ଦାଉଦ ୟୁଦ୍ଧ ନିମନ୍ତେ ନିଜ ସୈନ୍ଯଦଳକୁ ପ୍ରସ୍ତୁତ କଲେ ଓ ସମାନେେ ଅରାମୀଯମାନଙ୍କୁ ଆକ୍ରମଣ କଲେ।
17 Informado disso, Davi reuniu todo o Israel e atravessou o Jordão; avançou contra eles e formou linhas de combate defronte deles. Mas, começado o combate,
18 ଦାଉଦ ଓ ତାଙ୍କର ସୈନ୍ଯବାହିନୀ 7,000 ଅରାମୀଯ ରଥଚାଳକ ଓ 40,000 ଅରାମୀଯ ସୈନ୍ଯଙ୍କୁ ହତ୍ଯା କଲେ। ଦାଉଦ ଓ ତାଙ୍କର ସୈନ୍ଯବାହିନୀ ଅରାମୀଯ ସୈନ୍ଯଦଳର ସନୋପତି ଶୋଫକକୁ ମଧ୍ଯ ହତ୍ଯା କଲେ।
18 eles fugiram de diante de Israel, e Davi matou sete mil dos seus condutores de carros de guerra e quarenta mil dos seus soldados de infantaria. Também matou Sofaque, o comandante do exército deles.
19 ହଦ ରଷେରଙ୍କ ପଦାଧିକାରୀମାନେ ଯେତବେେଳେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି, ସମାନେେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସମାନେେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀଯମାନେ ଅେମ୍ମାନୀୟମାନଙ୍କୁ ଆଉ ସାହାୟ୍ଯ କରିବାକୁ ରାଜି ହେଲେ ନାହିଁ।
19 Quando os vassalos de Hadadezer viram que tinham sido derrotados por Israel, fizeram a paz com Davi e se sujeitaram a ele. E os arameus não quiseram mais ajudar os amonitas.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 19, comparar traduções ou montar um estudo — tudo direto pelo WhatsApp.