1 Crônicas 13
Oriya Bible (GL_ORIYA) vs NTLH
1 ଦାଉଦ ତାଙ୍କ ସୈନ୍ଯଦଳର ସମସ୍ତ ସନୋଧ୍ଯକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।
1 O rei Davi consultou todos os oficiais que comandavam grupos de mil homens e grupos de cem.
2 ଏହାପରେ ଦାଉଦ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସମାନଙ୍କେୁ କହିଲେ, ଯଦି ତୁମ୍ଭମାନେେ ଭାବୁଛ ଯେ ଏହା ଏକ ଉତ୍ତମ ବିଷଯ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତବେେ ଆସ, ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ ରରଣେ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସମାନଙ୍କେ ସହର ରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କ ରେ ବାସ କରୁଥିବା ଯାଜକ ଓ ଲବେୀୟମାନଙ୍କ ନିକଟକୁ ମଧ୍ଯ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସମାନଙ୍କେୁ ଜଣାଉ ଯେ, ସମାନେେ ଆସି ଆମ୍ଭମାନଙ୍କ ସହିତ ୟୋଗ ଦିଅନ୍ତୁ।
2 Depois anunciou a todo o povo de Israel o seguinte: — Se vocês acharem bom, e se isso for da vontade do
3 ଆମ୍ଭମାନେେ ୟିରୁଶାଲମ ରେ ଆମ୍ଭମାନଙ୍କ ନିକଟକୁ ନିଯମ ସିନ୍ଦୁକକୁ ଫରୋଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭମାନେେ ନିଯମସିନ୍ଦୁକ ପ୍ରତି ଯତ୍ନଶୀଳ ହାଇେ ନାହୁଁ।
3 Aí nós iremos buscar a arca da aliança , pois ela ficou esquecida durante o reinado de Saul.
4 ଇଶ୍ରାୟେଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସମାନଙ୍କେର ହୃଦବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।
4 Essa proposta agradou ao povo, e todos concordaram com ela.
5 ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।
5 Então Davi reuniu todo o povo de Israel, desde a fronteira do Egito, no Sul, até a subida de Hamate, no Norte, a fim de levarem a arca da aliança de Quiriate-Jearim para Jerusalém.
6 ଦାଉଦ ଓ ତାଙ୍କ ସହିତ ଇଶ୍ରାୟେଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିଯତ୍-ୟିଯାରୀମର ଅନ୍ୟ ଏକ ନାମ ଅଟେ। ସମାନେେ ନିଯମସିନ୍ଦୁକ ଆଣିବା ନିମନ୍ତେ ସଠାେକୁ ଗଲେ। ସହେି ନିଯମସିନ୍ଦୁକ ପରମେଶ୍ବର ସଦାପ୍ରଭୁଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ଯମାନ ଥାଆନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମ ରେ ନାମିତ ଅଟେ।
6 Davi e o povo foram até a cidade de Baalá, isto é, Quiriate-Jearim, no território da tribo de Judá, para tirar dali a arca da aliança de Deus, a qual tem o nome do Senhor , que se assenta no seu trono, acima dos querubins .
7 ଲୋକମାନେ ନିଯମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସମାନେେ ତାହାକୁ ଏକ ନୂତନ ଶଗଡ଼ଗାଡ଼ି ରେ ରଖିଲେ। ଉଷ ଓ ଅହିଯୋ ସହେି ଶଗଡ଼କୁ ଚଳାଇଲେ।
7 Colocaram a arca num carro de bois, novo, e a levaram embora da casa de Abinadabe. Uzá e Aiô guiavam o carro.
8 ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।
8 Então Davi e todo o povo começaram a dançar com todas as suas forças em louvor a Deus. Eles cantavam e tocavam instrumentos musicais, isto é, harpas , liras , tambores, pratos e trombetas.
9 ସମାନେେ କୀଦୋନସ୍ଥିତ ଶସ୍ଯ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିଯମସିନ୍ଦୁକ ପ୍ରାଯ ପଡ଼ିୟିବା ତୁଲ୍ଯ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା।
9 Quando chegaram ao campo de debulhar cereais que pertencia a Quidom, os bois tropeçaram. Então Uzá estendeu a mão e segurou a arca da aliança.
10 ସଦାପ୍ରଭୁ ଉଷଙ୍କ ପ୍ରତି ଅତ୍ଯନ୍ତ କୋରାଧାନ୍ବିତ ହେଲେ। ସଦାପ୍ରଭୁ ଉଷଙ୍କୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସହେିଠା ରେ ପରମେଶ୍ବରଙ୍କ ସମ୍ମୁଖ ରେ ମୃତ୍ଯୁ ଭୋଗ କଲା।
10 Na mesma hora, o Senhor ficou irado por Uzá ter tocado na arca e o matou. Ele morreu ali, na presença de Deus.
11 ପରମେଶ୍ବର ଉଷଙ୍କ ପ୍ରତି ଆପଣାର କୋର୍ଧ ପ୍ରକାଶିତ କଲେ। ଏଥି ନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ସହେି ସ୍ଥାନ ପରେସ-ଉଷ ନାମ ରେ ନାମିତ ହାଇେଅଛି।
11 Davi ficou furioso porque Deus, na sua ira, havia castigado Uzá; assim até hoje aquele lugar é chamado de Peres-Uzá .
12 ସହେିଦିନ ଦାଉଦ ପରମେଶ୍ବରଙ୍କୁ ଭୟ କଲେ। ଦାଉଦ କହିଲେ, ମୁଁ ଏଠାକୁ ମାେ ନିକଟକୁ ନିଯମସିନ୍ଦୁକକୁ ଆଣିପାରିବି ନାହିଁ।
12 Então Davi ficou com medo de Deus e disse: — E agora como poderei levar comigo a arca da aliança?
13 ତେଣୁ ଦାଉଦ ନିଯମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିଯମସିନ୍ଦୁକକୁ ଓବେଦ୍-ଇଦୋମର ଗୃହ ରେ ଛାଡ଼ିଦଇେ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ।
13 Assim Davi não levou a arca consigo para a Cidade de Davi . Em vez disso, ele a deixou na casa de um homem chamado Obede-Edom, que era da cidade de Gate.
14 ନିଯମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହ ରେ ତିନିମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ବ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।
14 A arca ficou ali três meses, e Deus abençoou a família de Obede-Edom e tudo o que era dele.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 13, comparar traduções ou montar um estudo — tudo direto pelo WhatsApp.