1 Coríntios 1

Oriya Bible (GL_ORIYA) vs BKJ

Sair da comparação
1 ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟଯୀଶୁଙ୍କର ଜଣେ ପ୍ ରରେିତ ରୂପେ ଆହୂତ ହଲିେ। ଏହା ପରମେଶ୍ବରଙ୍କ ଇଚ୍ଛା ରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ଯ ନମସ୍କାର ଜଣାନ୍ତି।
1 Paulo, chamado para ser um apóstolo de Jesus Cristo pela vontade de Deus, e Sóstenes, nosso irmão,
2 କରିନ୍ଥଠା ରେ ଥିବା ପରମେଶ୍ବରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କଠା ରେ ପବିତ୍ର କରାଯାଇଛନ୍ତି ସମାନଙ୍କେ ନିକଟକୁ ଏହି ପତ୍ର ଲଖାେ ଯାଉଅଛି। ତୁମ୍ଭମାନେେ ଈଶ୍ବରଙ୍କ ପବିତ୍ର ଲୋକ ହବୋ ନିମନ୍ତେ ଆହୂତ ହାଇେଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ସର୍ବତ୍ର ଯେଉଁମାନେ ବିଶ୍ବାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ବାସୀଙ୍କ ସହିତ ତୁମ୍ଭମାନେେ ଆହୂତ ହାଇେଅଛ।
2 à igreja de Deus que está em Corinto, para os que são santificados em Cristo Jesus, chamados para serem santos, com todos os que em todo lugar invocam o nome de Jesus Cristo nosso Senhor, tanto deles como nosso:
3 ଆମ୍ଭର ପିତା ପରମେଶ୍ବର ଓ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବତ୍ତୁର୍। ପାଉଲ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ।
3 Graça seja convosco, e paz, de Deus nosso Pai, e do Senhor Jesus Cristo.
4 ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାେଶ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି।
4 Eu sempre dou graças ao meu Deus por vós, pela graça de Deus que vos foi dada em Jesus Cristo;
5 ଖ୍ରୀଷ୍ଟ ଯୀଶୁଙ୍କଠା ରେ ତୁମ୍ଭମାନେେ ସମସ୍ତ ବିଷୟ ରେ ଆଶୀର୍ବାଦ ପାଇଅଛ। ତୁମ୍ଭମାନେେ ସମସ୍ତ କଥା ଓ ସମସ୍ତ ଜ୍ଞାନ ରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦ ରେ ପୂର୍ଣ୍ଣତା ଲାଭ କରିଛ।
5 pois em todas as coisas fostes enriquecidos por ele, em toda a palavra e em todo o conhecimento.
6 ଖ୍ରୀଷ୍ଟଙ୍କ ବିଷୟକ ସତ୍ଯ ତୁମ୍ଭଠା ରେ ପ୍ରମାଣିତ ହାଇେଛି।
6 Assim como o testemunho de Cristo foi confirmado em vós.
7 ଅତଏବ ଯେତବେେଳେ ତୁମ୍ଭମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତବେେଳେ ତୁମ୍ଭମାନେେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ।
7 De maneira que nenhum dom vos falta, esperando pela vinda de nosso Senhor Jesus Cristo,
8 ସେ ଶଷେ ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭମାନେେ ନିର୍ଦ୍ ଦୋଷ ଦଖାୟିବେ।
8 o qual vos confirmará também até ao fim, para serdes irrepreensíveis no dia de nosso Senhor Jesus Cristo.
9 ପରମେଶ୍ବର ବିଶ୍ବସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନ ରେ ସହଭାଗୀ ହବୋପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।
9 Deus é fiel, pelo qual fostes chamados para a comunhão de seu Filho Jesus Cristo, nosso Senhor.
10 ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ମୁଁ ନିବଦନେ କରେ ଯେ, ତୁମ୍ଭମାନେେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ବାରା ତୁମ୍ଭମାନଙ୍କ ଭିତ ରେ କୌଣସି ବିଭାଜନ ହବେ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ଯ ସମାନ ହବୋ ଦ୍ବାରା ତୁମ୍ଭମାନେେ ସଂପୂର୍ଣ୍ଣ ସଂୟୁକ୍ତ ହୁଅ।
10 Rogo-vos, porém, irmãos, pelo nome de nosso Senhor Jesus Cristo, que digais todos uma mesma coisa, e que não haja divisões entre vós; antes, sejais perfeitamente unidos, em uma mesma mente e em um mesmo julgamento.
11 ହେ ଭାଇ ଓ ଭଉଣୀମାନେ ଖ୍ଲଯୀଙ୍କ ପରିବାରର କେତକେ ଲୋକ ତୁମ୍ଭମାନଙ୍କ ବିଷୟ ରେ ମାେତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ପରସ୍ପର ବାଦବିବାଦ ଅଛି।
11 Pois me tem sido declarado a respeito de vós, irmãos meus, pelos que são da casa de Cloé, que há contendas entre vós.
12 ମୁଁ ଏହା କହିବା ଅର୍ଥ : ତୁମ୍ଭମାନଙ୍କ ଭିତରୁ ଜଣେ କୁ ହେ, ମୁଁ ପାଉଲଙ୍କର ଅନୁଗାମୀ, ଆଉଜଣେ କୁ ହେ ମୁଁ ଆପଲ୍ଲଙ୍କର ଅନୁଗାମୀ, ଅନ୍ୟ ଜଣେ କୁ ହେ, ମୁଁ କଫୋଙ୍କର ଅନୁଗାମୀ, ଓ ଅନ୍ୟଜଣେ କୁ ହେ : ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ !
12 Agora digo isso, a cada um de vós que diz: Eu sou de Paulo, e eu de Apolo, e eu de Cefas, e eu de Cristo.
13 ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପା ରେ। ପାଉଲ କ'ଣ ତୁମ୍ଭମାନଙ୍କ ପାଇଁ କୃଶ ଉପରେ ପ୍ରାଣ ତ୍ଯାଗ କରିଥିଲେ କି ? ନା ! ତୁମ୍ଭମାନେେ କ'ଣ ପାଉଲଙ୍କ ନାମ ରେ ବାପ୍ତିଜିତ ହାଇେଛି ? ନା !
13 Está Cristo dividido? Foi Paulo crucificado por vós? Ou fostes vós batizados em nome de Paulo?
14 ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ଯରୁ ଆଉ କାହାରିକୁ ବାପ୍ତିଜିତ ନ ଦଇେ ଥିବାରୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ।
14 Eu agradeço a Deus pois não batizei nenhum de vós, senão a Crispo e a Gaio;
15 ଏଥିଲାଗି ଧନ୍ଯବାଦ ଦେଉଛି ଯେ, କହେି ହେଲେ ମାେ ନାମ ରେ ତୁମ୍ଭମାନେେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ।
15 para que ninguém diga que em meu próprio nome fostes batizados.
16 ମୁଁ ସ୍ତିଫାନଙ୍କ ପରିବାରକୁ ମଧ୍ଯ ବାପ୍ତଜିତ କରିଛି, କିନ୍ତୁ ଆଉ କେଉଁମାନଙ୍କୁ ବାପ୍ତିଜିତ କରିଛି, ତାହା ମନେ ପଡ଼ୁ ନାହିଁ।
16 E eu batizei também a família de Estéfanas; além destes, não sei se eu batizei algum outro.
17 ଖ୍ରୀଷ୍ଟ ମାେତେ ଲୋକମାନଙ୍କୁ ଡ଼ୁବନ କରିବା ଦାଯିତ୍ବ ଦଇେ ନ ଥିଲେ। ସେ ମାେତେ ସୁସମାଚାର ପ୍ରଚାର କରିବା ଦାଯିତ୍ବ ଦଇେ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତା ରେ ପ୍ରଭୁଙ୍କ ବାକ୍ଯ ପ୍ରଚାର କରିବାକୁ ଖ୍ରୀଷ୍ଟ ମାେତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ରେ ଥିବା ମହାଶକ୍ତି ବ୍ଯର୍ଥ ହାଇଯେିବ।
17 Porque Cristo enviou-me não para batizar, mas para pregar o evangelho; não com sabedoria de palavras, para que não se faça vã a cruz de Cristo.
18 ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।
18 Porque a pregação da cruz é loucura para os que perecem; mas para nós, que somos salvos, é o poder de Deus.
19 ଶାସ୍ତ୍ର ରେ ଲଖାେ ଅଛି :
19 Porque está escrito: Eu destruirei a sabedoria dos sábios e reduzirei a nada o entendimento do prudente.
20 ଜ୍ଞାନୀ ଲୋକ କେଉଁଠା ରେ ଅଛନ୍ତି ? ବିଦ୍ବାନ ଲୋକ କେଉଁଠା ରେ ଅଛନ୍ତି ? ବର୍ତ୍ତମାନ ୟୁଗର ଦାର୍ଶନିକ କେଉଁଠା ରେ ଅଛନ୍ତି? ପରମେଶ୍ବର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି।
20 Onde está o sábio? Onde está o escriba? Onde está o inquiridor deste mundo? Não tem Deus feito insensata a sabedoria deste mundo?
21 ପରମେଶ୍ବର ଆପଣା ଜ୍ଞାନ ରେ ଏହା ଚାହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳ ରେ ପରମେଶ୍ବରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଚାରକୁ ଜଗତ ମୂର୍ଖତା ବୋଲି କୁ ହେ, ସହେି ବାର୍ତ୍ତା ଯେଉଁମାନେ ବିଶ୍ବାସ କରୁଛନ୍ତି, ତଦ୍ଦ୍ବାରା ସମାନଙ୍କେୁ ଉଦ୍ଧାର କରିବାକୁ ଇଚ୍ଛାକଲେ।
21 Visto que, na sabedoria de Deus, o mundo não conheceu a Deus pela sua sabedoria, agradou a Deus salvar os que creem pela loucura da pregação.
22 ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯ କର୍ମ ଦେଖିବାକୁ ଚାହାଁନ୍ତି, ଓ ଗ୍ରୀକ୍ମାନେ ଜ୍ଞାନ ଚାହାଁନ୍ତି।
22 Porque os judeus requerem um sinal, e os gregos buscam a sabedoria;
23 କିନ୍ତୁ ଆମ୍ଭେ ପ୍ରଚାର କରୁଛୁ : ଖ୍ରୀଷ୍ଟ କୃଶ ରେ ମୃତ୍ଯୁ ବରଣ କଲେ। ଏକଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ।
23 mas nós pregamos a Cristo crucificado, que é pedra de tropeço para os judeus, e para os gregos loucura;
24 କିନ୍ତୁ ପରମେଶ୍ବରଙ୍କ ଦ୍ବାରା ଆହୂତ ଉଭୟ ୟିହୁଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ବରଙ୍କ ଶକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ସ୍ବରୂପ ଅଟନ୍ତି।
24 mas, para os que são chamados, tanto judeus como gregos, Cristo é o poder de Deus, e a sabedoria de Deus.
25 ଏପରିକି ପରମେଶ୍ବରଙ୍କ 'ମୂର୍ଖତା' ମନୁଷ୍ଯର ଜ୍ଞାନଠାରୁ ଅଧିକ ଶକ୍ତିୟୁକ୍ତ। ସହେିପରି ପରମେଶ୍ବରଙ୍କ ଦୁର୍ବଳତା ମନୁଷ୍ଯର ଶକ୍ତିଠାରୁ ଅଧିକ ଶକ୍ତିୟୁକ୍ତ।
25 Porque a loucura de Deus é mais sábia do que os homens; e a fraqueza de Deus é mais forte do que os homens.
26 ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କଲେ, ସେତବେେଳେ ତୁମ୍ଭମାନଙ୍କ ମଧ୍ଯରୁ ଅଳ୍ପ କେତକେ ଜାଗତିକ ଭାବରେ ଜ୍ଞାନୀ ଥିଲା, ତୁମ୍ଭମାନଙ୍କ ମଧ୍ଯରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲା ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ।
26 Porque vedes o vosso chamado, irmãos, que não são muitos os homens sábios segundo a carne, nem muitos os poderosos, nem muitos os nobres que são chamados;
27 କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।
27 mas Deus escolheu as coisas loucas deste mundo para confundir os sábios; e Deus escolheu as coisas fracas deste mundo para confundir as coisas que são poderosas;
28 ପରମେଶ୍ବର ଜଗତ ଦୃଷ୍ଟି ରେ ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ଯ ବିଷୟଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ବର ଜଗତ ଦୃଷ୍ଟି ରେ ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଚାହିଁଲେ।
28 e Deus escolheu as coisas vis deste mundo, e as coisas que são desprezíveis, sim, as coisas que nada são, para aniquilar a nada as coisas que são;
29 ପରମେଶ୍ବରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗ ରେ ଗର୍ବ କରିପାରିବ ନାହିଁ।
29 para que nenhuma carne se glorie em sua presença.
30 କବଳେ ପରମେଶ୍ବର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତା ରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ପରମଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହାଇେଛୁ।
30 Mas vós sois dele em Cristo Jesus, o qual por parte de Deus nos foi feito sabedoria, e justiça, e santificação, e redenção;
31 ଶାସ୍ତ୍ର ରେ ଏହିପରି ଲଖାେଅଛି : ଯଦି କାହାର ଗର୍ବ କରିବାକୁ ଥାଏ। ତା' ହେଲେ ସେ କବଳେ ପ୍ରଭୁଙ୍କଠା ରେ ଗର୍ବ କରିବା ଉଚିତ୍।
31 para que, como está escrito: Aquele que se gloria, glorie-se no Senhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 1, comparar traduções ou montar um estudo — tudo direto pelo WhatsApp.