1 Coríntios 2

Oriya Bible (GL_ORIYA)

1 ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତବେେଳେ ପରମେଶ୍ବରଙ୍କ ସତ୍ଯ ବିଷୟ ରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍ଚାତୁରୀ ବା ଜ୍ଞାନର କଥା କହି ନ ଥିଲି।

2 କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁଖ୍ରୀଷ୍ଟ ଓ କୃଶ ରେ ତାହାଙ୍କ ମୃତ୍ଯୁ ଭୋଗ ବ୍ଯତୀତ, ଅନ୍ୟସବୁ କଥା ଭୁଲି ୟିବି।

3 ଏଣୁ ମୁଁ ଦୁର୍ବଳ ଓ ଭୟ ରେ ଥରି ଥରି ସଠାେକୁ ଆସିଥିଲି।

4 ମାରେକଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମାହୋର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ।

5 ତୁମ୍ଭ ବିଶ୍ବାସ ମନୁଷ୍ଯର ଜ୍ଞାନର ନ ହାଇେ ପରମେଶ୍ବରଙ୍କ ଶକ୍ତି ରେ ହେଉ, ସେଥିପାଇଁ ମୁଁ ଏପରି କଲି।

6 ଯେଉଁମାନେ ଅଭିଜ୍ଞ ଆମ୍ଭେ ସହେିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ୟୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି।

7 କିନ୍ତୁ ଆମ୍ଭମାନେେ ପରମେଶ୍ବରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହବୋ ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ବର ଏହି ଜ୍ଞାନର ଯୋଜନା କରିଥିଲେ।

8 ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସମାନେେ ବୁଝି ଥାଆନ୍ତେ, ତାହା ହେଲ ଗୌରବମୟ ପ୍ରଭୁଙ୍କୁ କୃଶବିଦ୍ଧ କରି ମାରି ନ ଥାନ୍ତେ।

9 କିନ୍ତୁ ଶାସ୍ତ୍ରମାନଙ୍କ ରେ ଏହିପରି ଲଖାେ ଅଛି :

10 କିନ୍ତୁ ପରମେଶ୍ବର ଆତ୍ମାଙ୍କ ମାଧ୍ଯମ ରେ ଏହି ନିଗୂଢ଼ ବିଷୟମାନ ଆମକୁ ଦଖାଇେ ଦଇେଛନ୍ତି।

11 କୌଣସି ମନୁଷ୍ଯ ଏକ ମନୁଷ୍ଯର ମନକଥା ଜାଣିପା ରେ ନାହିଁ। କବଳେ ମଣିଷ ଭିତ ରେ ଥିବା ଆତ୍ମା ତା'ର ମନକଥା ଜାଣିପାରନ୍ତି। ସହେିଭଳି ପରମେଶ୍ବରଙ୍କ ମନକଥା ତାଙ୍କରି ଆତ୍ମା ବ୍ଯତୀତ କିଏ ଜାଣି ପାରିବ ?

12 ଆମ୍ଭେ ଜଗତର ଆତ୍ମା ଦ୍ବାରା ପରମଶ୍ବରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

13 ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ଯର କଳ୍ପିତ ଜ୍ଞାନର ବାକ୍ଯ କହୁନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ବାରା ଶିଖିଥିବା ବାକ୍ଯ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ର ଆତ୍ମାଙ୍କ ବାକ୍ଯ ବ୍ଯବହାର କରୁ।

14 ଯେଉଁଲୋକ ଆଧ୍ଯାତ୍ମିକ ନୁହେଁ, ସେ ପରମେଶ୍ବରଙ୍କ ଆତ୍ମିକ ସତ୍ଯଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ଯଗୁଡ଼ିକୁ ବୁଝିପା ରେ ନାହିଁ, କାରଣ ସଗେୁଡ଼ିକୁ କବଳେ ଆଧ୍ଯାତ୍ମିକ ଭାବରେ ବିଚାର କରି ହବେ।

15 କିନ୍ତୁ ଜଣେ ଆଧ୍ଯାତ୍ମିକ ଲୋକ ପ୍ରେତ୍ୟକକ ବିଷୟର ଉଚିତ୍ ମୂଲ୍ଯାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ବାରା ବିଚାରିତ ହାଇେ ପାରିବ ନାହିଁ। ଶାସ୍ତ୍ର କୁ ହେ :

16 ପ୍ରଭୂଙ୍କ ମନ କଥା କିଏ ଜାଣି ଅଛି? କ'ଣ କରିବାକୁ ହବେ ବୋଲି ପ୍ରଭୂଙ୍କୁ କିଏ କହିବ ? ୟିଶାଇୟ 40:13

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 Coríntios 2, comparar traduções ou montar um estudo — tudo direto pelo WhatsApp.