Tito 3
ସତିଅର୍ ବାଟ୍ (DSO) vs ARC
1 ସାସନ୍କାରିଆ ଆରି ଅଦିକାରିମନର୍ ତଲେ ରଇକରି ସେମନ୍ ତିଆର୍ଲାଟା ମାନିକରି ରଇବାକେ ମଣ୍ଡଲିର୍ ବାଇବଇନିମନ୍କେ ଏତାଇଦେସ୍ । ବିନ୍ ଲକ୍କେ କାଇ ସାଇଜ ମିସା କର୍ବାକେ ଜାଗ୍ରତ୍ ଅଇରଅତ୍ ।
1 Admoesta-os a que se sujeitem aos principados e potestades, que lhes obedeçam e estejam preparados para toda boa obra;
2 ବିନ୍ ଲକର୍ ବିସଇ ମିଚ୍ ନ କଇ ସବୁର୍ ସଙ୍ଗ୍ ସାନ୍ତିସଙ୍ଗ୍, ଆଲାଦେ, ମନ୍ବିତ୍ରେ ଦରମ୍ରଇ ମିସିବିଡି ରଅତ୍ ।
2 que a ninguém infamem, nem sejam contenciosos, mas modestos, mostrando toda mansidão para com todos os homens.
3 କାଇକେବଇଲେ ଗଟେକ୍ ବେଲାଇ ଆମେମିସା ବକୁଆ ଲକର୍ପାରା ରଇ ପର୍ମେସରର୍ କାତା ନ ମାନିକରି, ବୁଲ୍ ବିସଇ କର୍ତେରଇଲୁ । ଆମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ବିସଇ ରଇଲା, ସେଟା ସବୁ ସାର୍ଦାସଙ୍ଗ୍ କର୍ତେରଇଲୁ । ବିନ୍ ଲକର୍ ତିପୁଲ୍ କାତା ଗୁଲାଇବାଟେ ବିଚିକରି ସେମନ୍କେ ଇଁସା କର୍ତେରଇଲୁ । ସେମନ୍ ଆମ୍କେ ଗିନ୍ କର୍ତେରଇଲାଇ, ଆମେମିସା ସେମନ୍କେ ଗିନ୍ କର୍ତେରଇଲୁ ।
3 Porque também nós éramos, noutro tempo, insensatos, desobedientes, extraviados, servindo a várias concupiscências e deleites, vivendo em malícia e inveja, odiosos, odiando-nos uns aos outros.
4 ମାତର୍ ଆମେ ସେନ୍ତାରି ଚଲାଚଲ୍ତି କର୍ତେରଇଲେ ମିସା ଆମର୍ ମୁକ୍ତିକାରିଆ ପର୍ମେସର୍ ନିଜର୍ ଦୟା ଆରି ଆଲାଦ୍ ଆମ୍କେ ଦେକାଇଆଚେ ।
4 Mas, quando apareceu a benignidade e o amor de Deus, nosso Salvador, para com os homens,
5 ପାପର୍ ଡଣ୍ଡେଅନି ସେ ଆମ୍କେ ମୁକ୍ଲାଇଲା । ଆମେ ଦରମ୍ କାମ୍ କଲାର୍ପାଇ ସେ ଆମ୍କେ ଏନ୍ତି କରେନାଇ । ମାତର୍ ସେ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍ ଆତ୍ମା ଦେଇକରି ସେ ଆମ୍କେ ରକିଆ କଲା । ଜେକି ଆମର୍ ସବୁ ପାପ୍ ଦଇକରି ନୁଆ ଜିବନ୍ ଦେଲା ।
5 não pelas obras de justiça que houvéssemos feito, mas, segundo a sua misericórdia, nos salvou pela lavagem da regeneração e da renovação do Espírito Santo,
6 ଆମର୍ ରକିଆକାରି ଜିସୁକିରିସ୍ଟ କଲା କାମର୍ଲାଗି ପର୍ମେସର୍ ଏଟା କଲା । କାଇ ମୁଲିଅ ନ ଦେଇ ଜେତ୍କି ବଇଲେ ସେତ୍କି ଆମ୍କେ ସୁକଲ୍ଆତ୍ମା ଦେଲା ଆଚେ ।
6 que abundantemente ele derramou sobre nós por Jesus Cristo, nosso Salvador,
7 ପର୍ମେସର୍ ଆମ୍କେ ତାର୍ ପିଲାଟକି କର୍ବାକେ ଏନ୍ତାରି କଲା ଆଚେ । ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚ୍ବାକେ ଆମେ ଆସା କର୍ବାର୍ ଅଇସି । ଆମର୍ପାଇ ରଇବା ତାର୍ ବଡ୍ ଦୟାର୍ଲାଗି, ତାର୍ ମୁଆଟେ ଦସି ଇସାବେ ନ ଦେକେ । ପର୍ମେସର୍ ଆମ୍କେ କାଇ ଦସ୍ ନ କଲା ଲକ୍ବଲି ଜାନାଇଆଚେ ।
7 para que, sendo justificados pela sua graça, sejamos feitos herdeiros, segundo a esperança da vida eterna.
8 ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି ।
8 Fiel é a palavra, e isto quero que deveras afirmes, para que os que creem em Deus procurem aplicar-se às boas obras; estas coisas são boas e proveitosas aos homens.
9 ମାତର୍ ଜନ୍ ଲକ୍ମନ୍ କାଇ ଲଡାକେ ନ ଆଇବା ବିସଇର୍ପାଇ ଦଦାପେଲା ଅଇବାଇ, ଆରି ତାକର୍ କୁଟୁମର୍ ଆନିଦାଦିମନର୍ ବିସଇ କଇ ଲାଗିରଇବାଇ, ଚୁଚାଇ ଚୁଚାଇ ଦଦାପେଲା ଅଇବାଇ ଆରି ମସା ମିଲାଇରଇବା ରିତିନିତି ବିସଇନେଇ ଲାଗାଲାଗି ଅଇବାଇ, ସେନ୍ତାରିଟାନେ ପୁର୍ନାଇ । କାଇକେବଇଲେ ଏଟା କାକେ ଲଡାକେ ନ ଦେଏ, ଆରି ଚୁଚାଇସେ ।
9 Mas não entres em questões loucas, genealogias e contendas e nos debates acerca da lei; porque são coisas inúteis e vãs.
10 ବିସ୍ବାସିମନର୍ ବିତ୍ରେ ଜଦି କେ ମିସା ଗଟେକ୍ ବେଗ୍ଲାଇବା ଲକ୍ ରଇଲେ, ତାକେ ଡାଟ୍ ସଙ୍ଗ୍ କଇକରି ଚାଡାଇଦେସ୍ । ସେ ନ ଚାଡ୍ଲେ ଆରିତରେକ୍ ଜାଗ୍ରତା କରା । ତାର୍ପଚେ ମିସା ସେ କରିଲାଗିରଇଲେ ତାକେ ଚାଡିଦେସ୍ ।
10 Ao homem herege, depois de uma e outra admoestação, evita-o,
11 ଏନ୍ତାରି ଲକ୍ ସତ୍ ବିସଇତେଇଅନି ମନ୍ ବାଉଡାଇଲା ଆଚେ ବଲି ତୁଇ ଜାନିପାରୁସ୍ । ତାର୍ ପାପର୍ଲାଗି ସେ ପର୍ମେସରର୍ ମୁଆଟେ ଦସ୍ କରିଆଚେ ବଲି ଲକ୍ମନ୍ ନିକସଙ୍ଗ୍ ଜାନ୍ବାଇ ।
11 sabendo que esse tal está pervertido e peca, estando já em si mesmo condenado.
12 ତକେ ସାଇଜ କର୍ବାକେ ମୁଇ ଆର୍ତେମସ୍କେ ନଇଲେ ତେକିକସ୍କେ ପାଟାଇବି । ଆକର୍ ବିତ୍ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍ ଅଇବାକେ ଆଉ । କାଇକେବଇଲେ ସିତ୍ମାସ୍ ସାର୍ବାଜାକ ତେଇ ରଇବାକେ ମୁଇ ମନ୍ କଲିନି ।
12 Quando te enviar Ártemas ou Tíquico, procura vir ter comigo a Nicópolis; porque deliberei invernar ali.
13 ଜିନି ନାଉଁର୍ ଗଟେକ୍ ଅକିଲ୍ ଆରି ଆପଲ୍ ନାଉଁର୍ ଆରିଗଟେକ୍ ଲକ୍ ଜିବାକେ ବାରଇବାବେଲେ, ସେମନ୍କେ ଜେତ୍କି ସାଇଜ ଲଡା ଆଚେ, ସେଟା ସବୁ କରିଦେସ୍ । ସେମନ୍କେ ଲଡାକେ ଆଇବାଟା ଜାଗାଇଦେସ୍ ।
13 Acompanha, com muito cuidado, Zenas, doutor da lei, e Apolo, para que nada lhes falte.
14 ସେଟାକେ ଚାଡି କିରତେରଇବା ଆମର୍ ସବୁ ବିସ୍ବାସି ବାଇବଇନିମନ୍, ଦରମ୍ କାମ୍ କର୍ବାଟା ନ ଚାଡିକରି, ପାଇଟିକାବାଡ୍ କର୍ତେରଅତ୍ । ସେନ୍ତାରି କଲେ, ଅବାବେ ରଇଲା ଲକ୍ମନ୍କେ ଦେଇପାର୍ବାଇ । ଆରି ବିସ୍ବାସିମନ୍ ବେକାର୍ ଜିବନ୍ ନ ବିତାଅତ୍ ।
14 E os nossos aprendam também a aplicar-se às boas obras, nas coisas necessárias, para que não sejam infrutuosos.
15 ମର୍ ସଙ୍ଗ୍ ରଇବା ସବୁ ବିସ୍ବାସିମନ୍ ତକେ ଜୁଆର୍ ଜାନାଇଲାଇନି । କିରତେରଇବା ଆମର୍ ବିସ୍ବାସି ବାଇବଇନିମନ୍ ଜେତ୍କିଲକ୍ ଆମ୍କେ ଆଲାଦ୍ କଲାଇନି, ସେମନ୍କେ ସବୁକେ ଆମର୍ ଜୁଆର୍ ଜାନାଇଦେସ୍ ।
15 Saúdam-te todos os que estão comigo. Saúda tu os que nos amam na fé. A graça
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Tito 3, comparar traduções ou montar um estudo — tudo direto pelo WhatsApp.