Romanos 16
ସତିଅର୍ ବାଟ୍ (DSO) vs ARIB
1 ଏ ଚିଟିତେଇ ପିବି, ଜେ କି କିରିସ୍ଟର୍ ଲାଗି ଆମର୍ ବଇନି ଅଇଲାଆଚେ, ତାର୍ ବିସଇ ଜାନାଇଲିନି । ସେ କେଁକ୍ ଜାଗାଇ ରଇବା ମଣ୍ଡଲିଟାନେ ଏବେ ସେବାକାମ୍ କଲାନି । ତାକେ ମୁଇ ତମର୍ଲଗେ ପାଟାଇଲିନି ।
1 Recomendo-vos a nossa irmã Febe, que é serva da igreja que está em Cencréia;
2 ଆମର୍ ମାପ୍ରୁର୍ ନାଉଁ ଦାରି ତାକେ ଡାକିନିଆ । କାଇକେବଇଲେ ଏନ୍ତାରି ଚଲାଚଲ୍ତି ବିସ୍ବାସିମନର୍ପାଇ ନିକ । ତାକେ କାଇଆଲେ ଲଡା ରଇଲେ ସାଇଜ କରା । କାଇକେବଇଲେ ସେ ମକେ ଆରି ବେସି ବିସ୍ବାସିମନ୍କେ ସାଇଜ କଲାଆଚେ ।
2 para que a recebais no Senhor, de um modo digno dos santos, e a ajudeis em qualquer coisa que de vós necessitar; porque ela tem sido o amparo de muitos, e de mim em particular.
3 କିରିସ୍ଟର୍ ମର୍ ସଙ୍ଗ୍ କାମ୍କରୁମନ୍ ପିରିସ୍କିଲା ଆରି ଆକିଲାକେ ମର୍ ଜୁଆର୍ ଜାନାଆ ।
3 Saudai a Prisca e a Áqüila, meus cooperadores em Cristo Jesus,
4 ସେମନ୍ ମକେ ସାଇଜ କଲାର୍ପାଇ ନିଜର୍ ଜିବନ୍ ବିପଦେ ପାକାଇ ଆଚତ୍ । ଏଟାର୍ପାଇ ମୁଇ ସେମନ୍କେ ବେସି ଜୁଆର୍ କଲିନି । ଅବ୍କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍ ମିସା ସେମନ୍କେ ଜୁଆର୍ ଜାନାଇଲାଇନି ।
4 os quais pela minha vida expuseram as suas cabeças; o que não só eu lhes agradeço, mas também todas as igrejas dos gentios.
5 ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି ।
5 Saudai também a igreja que está na casa deles. Saudai a Epêneto, meu amado, que é as primícias da Ásia para Cristo.
6 ତମର୍ ନିକ ପାଇ ବେସି କସ୍ଟ ପଡିରଇବା ମରିୟମ୍କେ ମର୍ ଜୁଆର୍ ଜାନାଇ ଦିଆସ୍ ।
6 Saudai a Maria, que muito trabalhou por vós.
7 ଆନ୍ଦରନିକ୍ ଆରି ୟୁନିୟାକେ ମର୍ ଜୁଆର୍ ଜାନାଇଲିନି । ଏ ଦୁଇଟା ମର୍ ସଙ୍ଗର୍ ଜିଉଦିଲକ୍ । ସେମନ୍ ମର୍ ସଙ୍ଗ୍ ବନ୍ଦିସାଲେ ରଇଲାଇ । ମର୍ ଆଗ୍ତୁ ସେମନ୍ କିରିସ୍ଟକେ ବିସ୍ବାସ୍ କଲାଇ । ଆରି ସବୁ ପେରିତ୍ ସିସ୍ମନ୍ ସେମନ୍କେ ସନ୍ମାନ୍ ଦେବାଇ ।
7 Saudai a Andrônico e a Júnias, meus parentes e meus companheiros de prisão, os quais são bem conceituados entre os apóstolos, e que estavam em Cristo antes de mim.
8 ମାପ୍ରୁର୍ଲଗେ ମର୍ ଆଲାଦର୍ ମଇତର୍ ଆମ୍ପଲିଆକେ ଜୁଆର୍ ଜାନାଇଦିଆସ୍ ।
8 Saudai a Ampliato, meu amado no Senhor.
9 କିରିସ୍ଟର୍ ସେବାଇ ମର୍ ସଙ୍ଗାରି ଉର୍ବାନ ଆରି ମର୍ ଆଲାଦର୍ ମଇତର୍ ତାକିୟକେ ମିସା ମର୍ ଜୁଆର୍ ଜାନାଇଦିଆସ୍ ।
9 Saudai a Urbano, nosso cooperador em Cristo, e a Estáquis, meu amado.
10 କିରିସ୍ଟକେ ବିସ୍ବାସ୍କରି ସେବାକର୍ବା ଆପଲ ଆରି ଆରିସ୍ତବଲର୍ କୁଟୁମର୍ ସବୁକେ ମର୍ ଜୁଆର୍ ଜାନାଇଦିଆସ୍ ।
10 Saudai a Apeles, aprovado em Cristo. Saudai aos da casa de Aristóbulo.
11 ମର୍ ସଙ୍ଗର୍ ଜିଉଦି ଏରଦିୟନ୍ ଆରି ନାରସିସର୍ ଗରେ ରୁଣ୍ଡ୍ବା ବିସ୍ବାସି ବାଇବଇନିମନ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
11 Saudai a Herodião, meu parente. Saudai aos da casa de Narciso que estão no Senhor.
12 ମାପ୍ରୁର୍ ସେବାଇ ଲାଗିରଇଲା ତିରିପନ୍ ଆରି ତିରିପସା ଆରି ମାପ୍ରୁର୍ ପାଇ ବେସି କସ୍ଟ ପଡିରଇବା ଆଲାଦର୍ ପର୍ସିସ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
12 Saudai a Trifena e a Trifosa, que trabalham no Senhor. Saudai a amada Pérside, que muito trabalhou no Senhor.
13 ମାପ୍ରୁର୍ ମୁକିଅ ଦାଙ୍ଗ୍ଡା ରୁପସ୍ ଜେ କି ସେବା କାମ୍ଟାନେ ଆବଡ୍ ଅଇ କଲାଆଚେ । ଆରି ମର୍ ଆୟାପାରା ତାକର୍ ଆୟାକେ ମିସା ମର୍ ଜୁଆର୍ । ସେ ମକେ ନିଜର୍ ପଅ ପାରା ଦେକ୍ଲା ।
13 Saudai a Rufo, eleito no Senhor, e a sua mãe e minha.
14 ଆସୁକିରି, ପେଲେଗନ୍, ଅର୍ମିସ୍, ପାତ୍ରବା, ଅର୍ମାସ୍ ଆରି ସେମନର୍ ସଙ୍ଗ୍ ରଇବା ସବୁ ବିସ୍ବାସି ବାଇବଇନିମନ୍କେ ଜୁଆର୍ ଜାନାଆ ।
14 Saudai a Asíncrito, a Flegonte, a Hermes, a Pátrobas, a Hermes, e aos irmãos que estão com eles.
15 ପିଲଲଗ୍ ଆରି ଜୁଲିଆ, ନିରୁସ୍ ଆରି ତାର୍ ବଇନି ଆରି ଅଲୁମ୍ପା ଆରି ସେମନର୍ ସଙ୍ଗ୍ ରଇତେରଇବା ସବୁ ପର୍ମେସରର୍ ଲକ୍ମନ୍କେ ମର୍ ଜୁଆର୍ ଜାନାଆ ।
15 Saudai a Filólogo e a Júlia, a Nereu e a sua irmã, e a Olimpas, e a todos os santos que com eles estão.
16 ତମର୍ ବିତ୍ରର୍ ଆଲାଦ୍ ଦେକାଇକରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜୁଆର୍ବେଟ୍ ଉଆ । କିରିସ୍ଟର୍ ସବୁ ମଣ୍ଡଲି ତମ୍କେ ଜୁଆର୍ ଜାନାଇଲାନି ।
16 Saudai-vos uns aos outros com ósculo santo. Todas as igrejas de Cristo vos saúdam.
17 ଏ ମର୍ ବାଇବଇନିମନ୍, ମୁଇ ତମ୍କେ ବାବୁଜିଆ କଲିନି, ତମେ ଜାଗ୍ରତ୍ ଅଇକରି ରୁଆ । ତମର୍ ବିସ୍ବାସ୍ ଆରି ଗଟେକ୍ ମନ୍ ଅଇରଇବାଟା ଜନ୍ ଲକ୍ମନ୍ ବେଗ୍ଲାଇବାକେ ଚେସ୍ଟା କଲାଇନି, ତାକର୍ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍ ସିକିଆ ପାଇଆଚାସ୍, ତାର୍ ବିରଦ୍ କଲାଇନି ।
17 Rogo-vos, irmãos, que noteis os que promovem dissensões e escândalos contra a doutrina que aprendestes; desviai-vos deles.
18 ଜନ୍ ଲକ୍ମନ୍ ଏନ୍ତାରି କାମେ ବୁଡି ଆଚତ୍, ସେମନ୍ ଆମର୍ ମାପ୍ରୁ କିରିସ୍ଟର୍ ଆଦେସ୍ ମାନତ୍ ନାଇ । ସେମନ୍ କାଲି ନିଜର୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ତେରେପେତେ ଅଇଲାଇନି । ସୁଆଦ୍ କାତା ଆରି ତିପୁଲ୍ କାତା କଇ ଦରମ୍ ଲକ୍ମନ୍କେ ବୁଲ୍କାଇଦେଲାଇନି ।
18 Porque os tais não servem a Cristo nosso Senhor, mas ao seu ventre; e com palavras suaves e lisonjas enganam os corações dos inocentes.
19 ତମେ ପର୍ମେସରର୍ ଆଦେସ୍ ମାନ୍ଲାସ୍ନି ବଲି ତାର୍ ସୁବ୍କବର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ । ସେଟାର୍ ପାଇ ମୁଇ ବେସି ସାର୍ଦା । ମୁଇ ମନ୍ କଲିନି, ତମେ ସତ୍ ବିସଇତେଇ ଗିଆନି ଉଆ ଆରି କାରାପ୍ ବିସଇତେଇ ବୁଡି ରୁଆନାଇ ।
19 Pois a vossa obediência é conhecida de todos. Comprazo-me, portanto, em vós; e quero que sejais sábios para o bem, mas simples para o mal.
20 ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି ।
20 E o Deus de paz em breve esmagará a Satanás debaixo dos vossos pés. A graça de nosso Senhor Jesus Cristo seja convosco.
21 ମର୍ ସଙ୍ଗ୍ ମିସିକରି କାମ୍କର୍ବା ସଙ୍ଗାରି ତିମତି, ଆରି ଆମର୍ ଜିଉଦି ବାଇମନ୍ ଲୁକିଅ, ଜାସନ୍ ଆରି ସପିପାତ୍ର ତମ୍କେ ଜୁଆର୍ ଜାନାଇଲାଇନି ।
21 Saúdam-vos Timóteo, meu cooperador, e Lúcio, e Jáson, e Sosípatro, meus parentes.
22 ମୁଇ ତର୍ତିଅ, ମର୍ ସଙ୍ଗାରି ପାଉଲ୍, କଇଦେଲାକେ ଏ ଚିଟି ଲେକ୍ଲିଆଚି । ମାପ୍ରୁର୍ ନାଉଁ ଦାରି ମୁଇ ତମ୍କେ ଜୁଆର୍ ଜାନାଇଲିନି ।
22 Eu, Tércio, que escrevo esta carta, vos saúdo no Senhor.
23 ଗାୟସ୍ ତମ୍କେ ଜୁଆର୍ ଜାନାଇଲାନି । ମୁଇ ତାର୍ ଗରେ ରଇଲିନି ଆରି ତାର୍ ଗରେ ରୁଣ୍ଡ୍ବା ଇତିର୍ ବିସ୍ବାସିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଏ ଗଡର୍ ଡାବୁ ଇସାବ୍କିତାବ୍ କରୁ ଏରାସ୍ଟ ଆରି ବାଇ କାର୍ତ ମିସା ତମ୍କେ ଜୁଆର୍ ଜାନାଇଲାନି ।
23 Saúda-vos Gaio, hospedeiro meu e de toda a igreja. Saúda-vos Erasto, tesoureiro da cidade, e também o irmão Quarto.
24 ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାନି ତମର୍ ସବୁ ଲକର୍ ଲଗେ ରଅ ।
24 {A graça de nosso Senhor Jesus Cristo seja com todos vós. Amém.}
25 ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ ।
25 Ora, àquele que é poderoso para vos confirmar, segundo o meu evangelho e a pregação de Jesus Cristo, conforme a revelação do mistério guardado em silêncio desde os tempos eternos,
26 ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ ।
26 mas agora manifesto e, por meio das Escrituras proféticas, segundo o mandamento do Deus, eterno, dado a conhecer a todas as nações para obediência da fé;
27 ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍ !
27 ao único Deus sábio seja dada glória por Jesus Cristo para todo o sempre. Amém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 16, comparar traduções ou montar um estudo — tudo direto pelo WhatsApp.