Mateus 19
ସତିଅର୍ ବାଟ୍ (DSO) vs ARC
1 ଜିସୁ ଏ ସବୁ କଇସାର୍ଲା ପଚେ ଗାଲିଲି ଚାଡିକରି ଜର୍ଦନ୍ ଗାଡ୍ ସେପାଟେ ରଇଲା ଜିଉଦା ଜାଗାଇ କେଟ୍ଲା ।
1 E aconteceu que, concluindo Jesus esses discursos, saiu da Galileia e dirigiu-se aos confins da Judeia, além do Jordão.
2 ବେସି ଲକ୍ମନ୍ ତାର୍ ସଙ୍ଗ୍ ଗାଲାଇ ଆରି ସେ କେତେକ୍ କେତେକ୍ ରଗିମନ୍କେ ନିକ କଲା ।
2 E seguiram-no muitas gentes e curou-as ali.
3 କେତେଟା ପାରୁସିମନ୍ ଜିସୁକେ ବୁଲ୍ ଦାର୍ବାକେ ଚେସ୍ଟା କଲାଇ । ସେମନ୍ ତାର୍ ଲଗେ ଆସି ପାଚାର୍ଲାଇ, “ମସାର୍ ରିତିନିତି ଇସାବେ ଗଟେକ୍ ଲକ୍ କାଇଆଲେ ବୁଲର୍ ପାଇ ବଲି ତାର୍ ମାଇଜିକେ ଚାଡି ଦେଇ ପାରେ କି ?”
3 Então, chegaram ao pé dele os fariseus, tentando-o e dizendo-lhe: É lícito ao homem repudiar sua mulher por qualquer motivo?
4 ଜିସୁ କଇଲା, “ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା ।
4 Ele, porém, respondendo, disse-lhes: Não tendes lido que, no princípio, o Criador os fez macho e fêmea
5 ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ ।
5 e disse: Portanto, deixará o homem pai e mãe e se unirá à sua mulher, e serão dois numa só carne?
6 ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।”
6 Assim não são mais dois, mas uma só carne. Portanto, o que Deus ajuntou não separe o homem.
7 ପାରୁସିମନ୍ ଆରି ପାଚାର୍ଲାଇ, “ସେନ୍ତାର୍ ଆଲେ ମାଇଜିକେ ରାଜିନାମା ପତର୍ ଲେକି ଚାଡି ଦେବାକେ ମସା କାଇକେ ନିୟମ୍ କଲାଆଚେ ?”
7 Disseram-lhe eles: Então, por que mandou Moisés dar-lhe carta de divórcio e repudiá-la?
8 ଜିସୁ କଇଲା, “ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଦୁର୍ବଲ୍ ରଇଲାଟା ଦେକି ମସା ତମର୍ ମାଇଜିମନ୍କେ ଚାଡ୍ବାକେ ରାଜି ଅଇଲା । ମାତର୍ ଆଦିପୁର୍ବେ ତିଆର୍ ଅଇଲା ବେଲେ ଏନ୍ତାରି ନିୟମ୍ ନ ରଇଲା ।
8 Disse-lhes ele: Moisés, por causa da dureza do vosso coração, vos permitiu repudiar vossa mulher; mas, ao princípio, não foi assim.
9 ମାତର୍ ମୁଇ ତମ୍କେ କଇଲିନି, କେ ମିସା ତାର୍ ମାଇଜିକେ ବେସିଆ କାମ୍ ଅପ୍ରାଦ୍କେ ଚାଡି, ବିନ୍ କାଇଆଲେ କାମର୍ ପାଇ ଚାଡାମେଲା କରି, ବିନ୍ ମାଇଜିକେ ସଙ୍ଗଇଲେ, ସେ ସେ ନିଜେ ଦାରିଆ ଅଇସି ।”
9 Eu vos digo, porém, que qualquer que repudiar sua mulher, não sendo por causa de prostituição, e casar com outra, comete adultério; e o que casar com a repudiada
10 ଜିସୁର୍ ସିସ୍ମନ୍ କଇଲାଇ, “ଜଦି ମାଇଜି ମୁନୁସର୍ ବିତ୍ରେ ଏନ୍ତାରି ଆଚେ ବଇଲେ, ବିବା ନ ଅଇବାଟା ନିକ ।”
10 Disseram-lhe seus discípulos: Se assim é a condição do homem relativamente à mulher, não convém casar.
11 ଜିସୁ କଇଲା, “ଏ ସିକିଆ ସବୁ ଲକ୍ ନ ମାନତ୍ । ପର୍ମେସର୍ ଟାନେଅନି ଜନ୍ଲକ୍ମନ୍କେ ଏଟା ଦିଆଅଇଆଚେ ସେମନ୍ସେ ଏଟା ମାନ୍ବାଇ ।
11 Ele, porém, lhes disse: Nem todos podem receber esta palavra, mas
12 ବିନ୍ ବିନ୍ କାମର୍ପାଇ ଲକ୍ମନ୍ ବିବା ନ ଅଇ ରଇଜିବାଇ । କେତେ ଲକ୍ ଜନମେ ଅନି ବେଜୁ ଅଇ ବିବାଅଇ ନାପାରତ୍ । କେତେ ଲକ୍କେ ମୁନୁସ୍ମନ୍ ସେନ୍ତାରି କରି ଆଚତ୍, ଆରି କେତେ ଲକ୍ ସରଗ୍ ରାଇଜର୍ ପାଇ କାମ୍ କର୍ବାକେ ବିବା ନ ଅଇକରି ଆଚତ୍ । ଜନ୍ ଲକ୍ମନ୍ ଏ ସିକିଆର୍ ଅରତ୍ ବୁଜିପାର୍ଲାଇନି, ସେମନ୍ ସେଟା ମାନତ୍ ।”
12 Porque há eunucos que assim nasceram do ventre da mãe; e há eunucos que foram castrados pelos homens; e há eunucos que se castraram a si mesmos por causa do Reino dos céus. Quem pode receber isso, que o receba.
13 କେତେ ଲକ୍ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ପାର୍ତନା କର୍ବାକେ, ସେମନ୍କେ ଜିସୁର୍ ଲଗେ ଆନ୍ଲାଇ । ମାତର୍ ସିସ୍ମନ୍ ସେମନ୍କେ ଦମ୍କାଇଲାଇ ।
13 Trouxeram-lhe, então, algumas crianças, para que lhes impusesse as mãos e orasse; mas os discípulos os repreendiam.
14 ମାତର୍ ଜିସୁ କଇଲା, “ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।”
14 Jesus, porém, disse: Deixai os pequeninos e não os estorveis de vir a mim, porque dos tais é o Reino dos céus.
15 ଜିସୁ ପିଲାମନର୍ ଉପ୍ରେ ଆତ୍ ସଙ୍ଗଇ ଆସିର୍ବାଦ୍ କଲା । ପଚେ ସେ ତେଇଅନି ଉଟିଗାଲା ।
15 E, tendo-lhes imposto as mãos, partiu dali.
16 ଦିନେକ୍ ଗଟେକ୍ ସାଉକାର୍ ପିଲା ଜିସୁର୍ ଲଗେ ଆସି ପାଚାର୍ଲା, “କାଇ ନିକ କାମ୍କଲେ, ନ ସାର୍ବା ଜିବନ୍ ମିଲ୍ସି ?”
16 E eis que, aproximando-se dele um jovem, disse-lhe: Bom Mestre, que bem farei, para conseguir a vida eterna?
17 ଜିସୁ ତାକେ କଇଲା, “ନିକ କାମ୍ ବିସଇ ନେଇକରି ମକେ କାଇକେ ପାଚାର୍ଲୁସ୍ନି ? ପର୍ମେସର୍ସେ ସତ୍ । ତାର୍ ଆଦେସ୍ ମାନ୍ଲେ, ନ ସାର୍ବା ଜିବନ୍ ମିଲାଇସୁ ।”
17 E ele disse-lhe: Por que me chamas bom? Não
18 ସେ ପାଚାର୍ଲା, “କାଇ କାଇ ଆଦେସ୍ ?”
18 Disse-lhe ele: Quais? E Jesus disse: Não matarás, não cometerás adultério, não furtarás, não dirás falso testemunho;
19 ଆୟା ବାବାର୍ ସେବା କରା ଆରି ତମର୍ ପଡିସାର୍ ଲକ୍ମନ୍କେ ନିଜର୍ ପାରା ଆଲାଦ୍ କରା ।”
19 honra teu pai e tua mãe, e amarás o teu próximo como a ti mesmo.
20 ସେ ବେଣ୍ଡିଆ କଇଲା, “ମୁଇ ଏ ସବୁ ଆଦେସ୍ ମାନି ଆଇଲିନି । ଆରି କାଇଟା କର୍ବାର୍ ଆଚେ ?”
20 Disse-lhe o jovem: Tudo isso tenho guardado desde a minha mocidade; que me falta ainda?
21 ଜିସୁ ତାକେ କଇଲା, “ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।”
21 Disse-lhe Jesus: Se queres ser perfeito, vai, vende tudo o que tens, dá-o aos pobres e terás
22 ଏଟା ସୁନି କରି ସେ ବେଣ୍ଡିଆ ମୁ ଉତ୍ରାଇଦେଇ ତେଇଅନି ଉଟିଗାଲା । କାଇକେ ବଇଲେ ସେ ଲକ୍ ବେସି ସାଉକାର୍ ରଇଲା ।
22 E o jovem, ouvindo essa palavra, retirou-se triste, porque possuía muitas propriedades.
23 ଜିସୁ ସିସ୍ମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ସଲ୍କେ କେଟ୍ବାଟା ବଡେ ଆବଡ୍ ।
23 Disse, então, Jesus aos seus discípulos: Em verdade vos digo que é difícil entrar um rico no Reino dos céus.
24 ଆରି ତରେକ୍ କଇଲିନି, ଗଟେକ୍ ବଡ୍ଟା ପସୁ ଜେନ୍ତି ସୁଜି କାଣାବାଟେ ଚିଙ୍ଗ୍ଲି ଜିବାକେ ଆବଡ୍, ସାଉକାର୍ ଲକ୍ ସରଗ୍ ରାଇଜେ କେଟ୍ବାଟା ଅଦିକ୍ ଆବଡ୍ ।”
24 E outra vez vos digo que é mais fácil passar um camelo pelo fundo de uma agulha do que entrar um rico no Reino de Deus.
25 ସିସ୍ମନ୍ ଏ କାତା ସୁନି କାବାଅଇଜାଇ ପାଚାର୍ଲାଇ, “ଏନ୍ତି ବଇଲେ କେ ତେବେ ମୁକ୍ତି ପାଇପାର୍ସି ?”
25 Os seus discípulos, ouvindo isso, admiraram-se muito, dizendo: Quem poderá, pois, salvar-se?
26 ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, “ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
26 E Jesus, olhando para eles, disse-lhes: Aos homens é isso impossível, mas a Deus tudo é possível.
27 ଏ କାତା ସୁନି ପିତର୍ କଇଲା, “ଦେକା, ଆମେ ସବୁଜାକ ଚାଡିକରି ତମର୍ ସଙ୍ଗ୍ ଆସିଆଚୁ । ତେବେ ଆମ୍କେ କାଇଟା ମିଲ୍ସି ?”
27 Então, Pedro, tomando a palavra, disse-lhe: Eis que nós deixamos tudo e te seguimos; que receberemos?
28 ଜିସୁ ସେମନ୍କେ କଇଲା, “ଏ କାତା ସତ୍ ବଲି ଜାନ୍ସା, ଜେଡେବେଲେ ନୁଆ ଜୁଗେ ନର୍ପିଲା ମୁଇ ମର୍ ଡାକ୍ପୁଟା ଅଇବା ବସ୍ବାଟାନେ ବସ୍ବି । ମର୍ ବାର୍ଟା ସିସ୍, ତମେ ମିସା, ବାର୍ଟା ବସ୍ବାଟାନେ ବସି ଇସ୍ରାଏଲର୍ ବାର୍ଟା କୁଟୁମ୍କେ ସାସନ୍ କର୍ସା ।
28 E Jesus disse-lhes: Em verdade vos digo que vós, que me seguistes, quando, na regeneração, o Filho do Homem se assentar no trono da sua glória, também vos assentareis sobre doze tronos, para julgar as doze tribos de Israel.
29 ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ ।
29 E todo aquele que tiver deixado casas, ou irmãos, ou irmãs, ou pai, ou mãe, ou mulher, ou filhos, ou terras, por amor do meu nome, receberá cem vezes tanto e herdará a vida eterna.
30 ଏବେ ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍, ସେମନର୍ ବିତ୍ରେଅନି ବେସି ଲକ୍ ପଚେ ଅଇଜିବାଇ । ଆରି ଜନ୍ ଲକ୍ମନ୍ ପଚେ ଆଚତ୍, ସେମନର୍ ବିତ୍ରେ ଅନି ବେସି ଲକ୍ ଆଗ୍ତୁ ଅଇଜିବାଇ ।”
30 Porém muitos primeiros serão derradeiros, e
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 19, comparar traduções ou montar um estudo — tudo direto pelo WhatsApp.