Marcos 14
ସତିଅର୍ ବାଟ୍ (DSO) vs NTLH
1 ନିସ୍ତାର୍ ପରବ୍ ଆରି କମିର୍ ନ ମିସାଇ ରୁଟି କାଇବା ପରବ୍ ଅଇବାକେ ଆରି ଦୁଇଦିନ୍ ବାକିରଇଲା । ସେବେଲେ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ କେ ନାଜାନ୍ତେ ଜିସୁକେ କେନ୍ତି ବନ୍ଦିକରି ମରାଇଅଇସି ବଲିକରି ବୁଦି ପାଁଚ୍ତେରଇଲାଇ ।
1 Faltavam dois dias para a Festa da Páscoa e a Festa dos Pães sem Fermento . Os chefes dos sacerdotes e os mestres da Lei procuravam um jeito de prender Jesus em segredo e matá-lo.
2 ମାତର୍ ସେମନ୍ କଇଲାଇ, “ପରବ୍ ଦିନ୍ମନ୍କେ ତାକେ ବନ୍ଦିକରି ନଏଁ । କାଇକେବଇଲେ ଲକ୍ମନ୍ ଗଣ୍ଡ୍ଗଲ୍ କର୍ବାଇ ।”
2 Eles diziam: — Não vamos fazer isso durante a festa, para não haver uma revolta no meio do povo.
3 ଜିସୁ ବେତ୍ନିଆ ଗଡେ ଆଗ୍ତୁ ବଡ୍ ରଗ୍ ଅଇଲା ସିମନର୍ ଗରେ କାଇବାକେ ବସ୍ଲାବେଲେ, ଗଟେକ୍ ମାଇଜି କାଁଚେ ବେସି ଦାମ୍ ଦେବା ବାସ୍ନା ଚିକନ୍ ଆନିକରି କାଁଚର୍ ଗାଲା ବାଙ୍ଗାଇ, ଜିସୁର୍ ମୁଣ୍ଡେ ରକଇଦେଲା ।
3 Jesus estava no povoado de Betânia, sentado à mesa na casa de Simão, o Leproso. Então uma mulher chegou com um frasco feito de alabastro , cheio de perfume de nardo puro, muito caro. Ela quebrou o gargalo do frasco e derramou o perfume na cabeça de Jesus.
4 ମାତର୍ ତେଇ ରଇବା କେତେକ୍ ଲକ୍ମନ୍ ରିସାଅଇ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଚିକନ୍ କାଇକେ ବେକାର୍ ବେକାର୍ ନସ୍ଟ କରି ପାକାଇଲାନି ?
4 Alguns que estavam ali ficaram zangados e disseram uns aos outros: — Que desperdício!
5 ଏଟା ବର୍ସେକର୍ କାମାଇଲାତେଇଅନି ଅଦିକ୍ ଡାବୁକେ ବିକି ଗରିବ୍ ଲକ୍ମନ୍କେ ଦେବାର୍ ଅଇତା ।” ବଲିକରି ସେମନ୍ ସେ ମାଇଜିକେ ବେସି କଇପାକାଇଲାଇ । ବାସ୍ନା ଚିକନ୍ ପୁରୁନ୍ ରଇବା କଣ୍ଡି|alt="Jars with spikenard" src="hk00117c.tif" size="col" copy="Horace Knowles ©" ref="୧୪:୩"
5 Esse perfume poderia ter sido vendido por mais de trezentas moedas de prata , que poderiam ser dadas aos pobres. Eles criticavam a mulher com dureza,
6 ମାତର୍ ଜିସୁ ସେମନ୍କେ କଇଲା, “ସେ ମାଇଜିକେ ଚାଡିଦିଆସ୍, କାଇକେ ତାକେ ଲାଗିକରି କସ୍ଟ ଦେଲାସ୍ନି ? ସେ ମର୍ପାଇ ନିକ କାମ୍ କଲାଆଚେ ।
6 mas Jesus disse:
7 କାଇକେବଇଲେ, ଗରିବ୍ ଲକ୍ମନ୍ ସବୁବେଲା ତମର୍ସଙ୍ଗ୍ ଆଚତ୍ । ତମେ ଜେଡେବେଲା ମନ୍କଲେ, ସେଡେବେଲା ସେମନ୍କେ ସାଇଜ କରିପାରାସ୍ । ମାତର୍ ମୁଇ ଆରି ବେସିଦିନ୍ ତମର୍ ସଙ୍ଗ୍ ନ ରଇ ।
7 Pois os pobres estarão sempre com vocês, e, em qualquer ocasião que vocês quiserem, poderão ajudá-los. Mas eu não estarei sempre com vocês.
8 ଏ ମାଇଜି ଜେତ୍କି ପାର୍ଲା, ସେତ୍କି କଲାଆଚେ । ସେ ମର୍ ମଲା ଗାଗଡ୍ ମସ୍ନେ ତପ୍ବା ଆଗ୍ତୁ ଚିକନ୍ ଲାଗାଇଦେଲା ଆଚେ ।
8 Ela fez tudo o que pôde, pois antes da minha morte veio perfumar o meu corpo para o meu sepultamento.
9 ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି । ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
9 Eu afirmo a vocês que isto é verdade: em qualquer lugar do mundo onde o
10 ତାର୍ପଚେ ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ଜିସୁକେ ମୁକିଅ ପୁଜାରିମନର୍ ଆତେ ଦାରାଇଦେବାକେ ରାଜିଅଇକରି ସେମନର୍ ଲଗେ ଗାଲା ।
10 Judas Iscariotes, que era um dos doze discípulos, foi falar com os chefes dos sacerdotes para combinar como entregaria Jesus a eles.
11 ସେ ମୁକିଅ ପୁଜାରିମନ୍ ଜିଉଦାର୍ କାତା ସୁନିକରି ବେସି ସାର୍ଦା ଅଇଗାଲାଇ । ଏ କାମ୍ କଲେ ସେମନ୍ ଇସ୍କାରିୟତ୍ ଜିଉଦାକେ ଡାବୁ ଦେବୁ ବଲିକରି ପର୍ମାନ୍ କରି କଇଲାଇ । ସେଟାର୍ପାଇ ଇସ୍କାରିୟତ୍ ଜିଉଦା ଜିସୁକେ ମୁକିଅ ପୁଜାରିମନ୍କେ ଦାରାଇ ଦେବାକେ ବେଲା କଜ୍ଲା ।
11 Quando ouviram o que ele disse, eles ficaram muito contentes e prometeram dar dinheiro a ele. Assim Judas começou a procurar uma oportunidade para entregar Jesus.
12 କମିର୍ ନ ମିସାଇକରି ରୁଟି ତିଆର୍କରି କାଇବା ବଜିର୍ ପରବର୍ ପର୍ତୁମ୍ ଦିନେ, ରକିଆ ପାଇବା ପରବେ ମେଣ୍ଡାପିଲା ପୁଜ୍ବାଇ । ସେଦିନେ ଜିସୁର୍ ସିସ୍ମନ୍ ତାକେ “ତର୍ପାଇ ରକିଆ ପାଇବା ପରବର୍ ବଜି ସବୁ ଟିକ୍ କର୍ବାକେ ଆମେ କନ୍ ଜାଗାଇ ଜିବୁ ବଲିକରି ତୁଇ ମନ୍ କଲୁସ୍ନି ?”
12 No primeiro dia da Festa dos Pães sem Fermento , em que os judeus matavam carneirinhos para comemorarem a Páscoa , os discípulos perguntaram a Jesus: — Onde é que o senhor quer que a gente prepare o jantar da Páscoa para o senhor?
13 ସେଟାର୍ପାଇ ଜିସୁ ତାର୍ ଦୁଇଟା ସିସ୍ମନ୍କେ ଡାକିକରି କଇଲା ତମେ ଗଡେ ଜା । ତେଇ ଗଟେକ୍ ବଡ୍ଟା ଆଣ୍ଡିତେଇ ପାନି ନେବା ଲକ୍କେ ଦେକ୍ସା । ତମେ ତାର୍ ପଚେ ପଚେ ଜା ।
13 Então Jesus enviou dois discípulos com a seguinte ordem:
14 ସେ ପାନିନେବା ଲକ୍ ଗଟେକ୍ ଗରେ ପୁର୍ସି । ତମେ ମିସା ସେ ଗର୍ ବିତ୍ରେ ପୁରିକରି ସେ ଗରର୍ ସାଉକାର୍କେ କୁଆ, “ଆମର୍ ଗୁରୁ ପାଚାର୍ଲାନି, ମୁଇ ମର୍ ସିସ୍ମନର୍ ସଙ୍ଗ୍ ରକିଆ ପାଇବା ପରବର୍ ବଜି କର୍ବା ବାକ୍ରା କନ୍ତି ଆଚେ ?
14 e digam ao dono da casa em que ele entrar que o Mestre manda perguntar: “Onde fica a sala em que eu e os meus discípulos vamos comer o jantar da Páscoa?”
15 ସେ ଗରର୍ ସାଉକାର୍ ତମ୍କେ ଗର୍ ଉପ୍ରେ ରଇବା ନିମାନ୍ ସଜାଇଅଇରଇଲା ଗଟେକ୍ ବଡ୍ଟା ବାକ୍ରା ଦେକାଇଦେଇସି । ତେଇ ଆମର୍ପାଇ କାଇବା କାଦି ତିଆର୍କରା ।” ବଲି ପାଟାଇଲା ।
15 Então ele mostrará a vocês no andar de cima uma sala grande, mobiliada e arrumada para o jantar. Preparem ali tudo para nós.
16 ତାର୍ ପଚେ ଦୁଇଟା ସିସ୍ମନ୍ ସେ ଗରେ ଗାଲାଇ । ତେଇ ଜିସୁ ସେମନ୍କେ ଜେନ୍ତି କଇରଇଲା, ସବୁ ସେନ୍ତି ଦେକ୍ଲାଇ । ସେଟାର୍ପାଇ ସେମନ୍ ତେଇ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
16 Os dois discípulos foram até a cidade e encontraram tudo como Jesus tinha dito. Então prepararam o jantar da Páscoa.
17 ସଞ୍ଜ୍ ଅଇଲାକେ ଜିସୁ ତାର୍ ସିସ୍ମନ୍କେ ଡାକିନେଇ ତେଇ କେଟ୍ଲା ।
17 Quando anoiteceu, Jesus chegou com os doze discípulos.
18 ସେମନ୍ ବସି କାଇବାବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଏବେ ତମର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଆମର୍ ସଙ୍ଗ୍ କାଇଲାନି, ସେ ମକେ ସତ୍ରୁମନ୍କେ ଦାରାଇଦେଇସି ।”
18 Enquanto estavam à mesa, no meio do jantar, ele disse:
19 ଏ କାତା ସୁନିକରି ସିସ୍ମନ୍ ବେସି ମନ୍ଦୁକ୍ ଅଇଲାଇ । ସବୁଲକ୍ ଗଟେକ୍ ଗଟେକ୍ ଅଇକରି ଜିସୁକେ ସେଲକ୍ ମୁଇ କି ? ବଲିକରି ପାଚାର୍ଲାଇ ।
19 Eles ficaram tristes e, um por um, começaram a perguntar: — O senhor não está achando que sou eu, está?
20 ଜିସୁ ସେମନ୍କେ କଇଲା, “ତମର୍ ବାର ଲକର୍ ବିତ୍ରେଅନି ଜନ୍ ଲକ୍ ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲିଆଚେ, ସେ ଆକା ।”
20 Jesus respondeu:
21 “ମର୍ ବିସଇ ପର୍ମେସରର୍ ସାସ୍ତରେ କେନ୍ତି ଲେକା ଅଇଲାଆଚେ, ସେନ୍ତିସେ ସବୁ ଅଇଲାନି, ସେଟା ସତ୍ସେ, ମାତର୍ ଜାର୍ଟାନେଅନି ନର୍ପିଲା ମୁଇ ସତ୍ରୁମନର୍ ଆତେ ଦାରାଇଅଇବି, ସେ ବେସି ବଡ୍ ଡଣ୍ଡ୍ ପାଇବାଲକ୍ ଆରି ସେ ଜନମ୍ ନ ଅଇରଇଲେ ନିକ ଅଇତା ।”
21 Pois o
22 ସିସ୍ମନ୍ କାଇବାକେ ବସ୍ଲାବେଲେ, ଜିସୁ ରୁଟିଦାରିକରି ପର୍ମେସର୍କେ ଜୁଆର୍କଲା ଆରି ସେଟା ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ ନିଆ ଏଟା ମର୍ ଗାଗଡ୍ ।”
22 Enquanto estavam comendo, Jesus pegou o pão e deu graças a Deus. Depois partiu o pão e o deu aos discípulos, dizendo:
23 ତାର୍ପଚେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି ସବୁ ଲକ୍କେ କାଇବାକେ ଦେଲାଜେ ସେମନ୍ କାଇଲାଇ ।
23 Em seguida, pegou o cálice de vinho e agradeceu a Deus. Depois passou o cálice aos discípulos, e todos beberam do vinho.
24 ଆରି ସେ ତାର୍ ସିସ୍ମନ୍କେ କଇଲା, ଏଟା ଅଇଲାନି ବେସି ଲକର୍ପାଇ ଜରାଇଲା ମର୍ ବନି । ଏ ବନି ସଙ୍ଗ୍ ପର୍ମେସର୍ ଲକ୍ମନର୍ ସଙ୍ଗ୍ ରାଜିନାମା କଲାନି ।
24 Então Jesus disse:
25 ମୁଇ ତମ୍କେ ସତ୍ କାତା କଇଲିନି, “ମୁଇ ପର୍ମେସରର୍ ରାଇଜେ ନୁଆ ଅଙ୍ଗୁର୍ ରସ୍ କାଇବା ଦିନ୍ ନ ଆଇବାଜାକ, ଏଟା ଆରି କେବେ ମିସା ନ କାଇ ।”
25 Eu afirmo a vocês que isto é verdade: nunca mais beberei deste vinho até o dia em que beber com vocês um vinho novo no
26 ସବୁ ସିସ୍ମନ୍ ମିସିକରି ପର୍ମେସର୍କେ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ ନାଉଁର୍ ପର୍ବତେ ଗାଲାଇ ।
26 Então eles cantaram canções de louvor e foram para o monte das Oliveiras.
27 ସେବେଲେ ଜିସୁ ସିସ୍ମନ୍କେ କଇଲା, “ତମେ ସବୁଲକ୍ ମକେ ଚାଡିକରି ଉଟିଜାଇସା । ସେଟା ପର୍ମେସରର୍ ସାସ୍ତରେ ଏନ୍ତି ଲେକାଅଇଲାଆଚେ,
27 E Jesus disse aos discípulos:
28 “ମାତର୍ ମୁଇ ମଲାଟାନେଅନି ଆରିତରେକ୍ ଉଟ୍ଲାପଚେ, ତମେ ଗାଲିଲି ଦେସେ ଜିବା ଆଗ୍ତୁ, ମୁଇ ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
28 Mas, depois que eu for ressuscitado, irei adiante de vocês para a Galileia.
29 ମାତର୍ ପିତର୍ ଜିସୁକେ କଇଲା, “ସବୁ ସିସ୍ମନ୍ ତମ୍କେ ଚାଡିକରି ଗାଲେ ମିସା ମୁଇ ତମ୍କେ କେବେ ନ ଚାଡି ।”
29 Então Pedro disse a Jesus: — Eu nunca abandonarei o senhor, mesmo que todos o abandonem!
30 ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଆଜି ରାତି ଦୁଇତର୍ କୁକ୍ଡା ଡାକ୍ବା ଆଗ୍ତୁ, ତୁଇ ମକେ ତିନ୍ତର୍ ଚିନିନାଇ ବଲିକରି କଇସୁ ।”
30 Mas Jesus lhe disse:
31 ଏ କାତା ସୁନି ପିତର୍ ଜିସୁକେ ଆରିତରେକ୍ ଡାଟ୍ସଙ୍ଗ୍ କଇଲା, “ମୁଇ ତମର୍ ସଙ୍ଗ୍ ମର୍ବାର୍ ଆଲେ ମିସା କେବେ ତମ୍କେ ନାଜାନି ବଲି ନ କଇ ।” ଆରି ବାକି ସିସ୍ମନ୍ ମିସା ସେନ୍ତିସେ କଇଲାଇ ।
31 Mas Pedro repetia com insistência: — Eu nunca vou dizer que não o conheço, mesmo que eu tenha de morrer com o senhor! E todos os outros discípulos disseram a mesma coisa.
32 ତାର୍ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଆଇଲାଇ । ତେଇ ଜିସୁ ସିସ୍ମନ୍କେ କଇଲା, “ମୁଇ ପାର୍ତନା କର୍ବାବେଲେ ତମେ ଇତି ବସିରୁଆ ।”
32 Jesus e os discípulos foram a um lugar chamado Getsêmani. E Jesus lhes disse:
33 ପିତର୍, ଜଅନ୍ ଆରି ଜାକୁବ୍କେ ତାର୍ ସଙ୍ଗ୍ ମିସ୍ତେ ଡାକିନେଲା । ସେ ଦୁକ୍ଅଇ କିଲ୍ବିଲ୍ ଅଇବାର୍ ବସ୍ଲା ।
33 Então Jesus foi, levando consigo Pedro, Tiago e João. Aí ele começou a sentir uma grande tristeza e aflição
34 ଆରି ଜିସୁ, ପିତର୍, ଜାକୁବ୍ ଆରି ଜଅନ୍କେ କଇଲା, “ମର୍ ମନେ ବେସି ଦୁକ୍ ଅଇଗାଲା ଆଚେ । ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ତମେ ଇତି ବସିରଇ ଜାଗିରୁଆ ।”
34 e disse a eles:
35 ଜିସୁ ତାକର୍ଟାନେଅନି କଣ୍ଡେକ୍ ଦୁରିକେ ଇଣ୍ଡିଜାଇ ଉମ୍ତାଡିଅଇ ବୁଏଁ ଅଦ୍ରିକରି ପର୍ମେସର୍କେ ଏନ୍ତି ପାର୍ତନା କଲା, “ଏନ୍ତି କରିଅଇସି ବଇଲେ, ଏ କସ୍ଟର୍ ବେଲା ମକେ ନ ଆସ ।
35 Ele foi um pouco mais adiante, ajoelhou-se, encostou o rosto no chão e pediu a Deus que, se possível, afastasse dele aquela hora de sofrimento.
36 ଏ ମର୍ ବାବା ତୁଇ ମନ୍କଲୁସ୍ ବଇଲେ କାଇ କାମ୍ ମିସା କରିପାରୁସ୍ । ସେଟାର୍ପାଇ ଏ ଦୁକ୍ କସ୍ଟର୍ ମୁତା ମର୍ଟାନେଅନି ଦାରି ଜା । ମାତର୍ ମର୍ ମନ୍ କଲା ଇସାବେ ନ କରି ତମର୍ ମନ୍ କଲା ଇସାବେ କରା” ବଲି ପାର୍ତନା କଲା ।
36 Ele orava assim:
37 ତାର୍ପଚେ ଜିସୁ ତାର୍ ସିସ୍ମନର୍ ଲଗେ ବାଉଡି ଆଇଲାଜେ, ସେମନ୍ ସଇରଇବାଟା ଦେକ୍ଲା । ସେ ପିତର୍କେ କଇଲା, “ ସିମନ୍ ପିତର୍, ତମେ ସଇଦେଲାସ୍ନି କି ? ଗଟେକ୍ ଗଁଟା ମିସା ଚେତା ରଇ ଜାଗି ନାପାର୍ଲାସ୍ନି ?
37 Depois voltou e encontrou os três discípulos dormindo. Então disse a Pedro:
38 ତମେ ଜେନ୍ତିକି ପରିକାର୍ ପାନ୍ଦେ ନ ଅଦର୍ବାପାଇ ଜାଗି ରଇକରି ପାର୍ତନା କରା । ମନ୍ କର୍ବି ବଲି ମନ୍ କଲାନି ମାତର୍ ଗାଗଡ୍ ନିଚ୍ଲାନି ।”
38 Vigiem e orem para que não sejam tentados. É fácil querer resistir à tentação; o difícil mesmo é conseguir.
39 ଜିସୁ ଆରିତରେକ୍ ଜାଇକରି ଆଗ୍ତୁର୍ ପାରା କଇକରି ପାର୍ତନା କଲା ।
39 Jesus foi outra vez e orou, dizendo as mesmas palavras.
40 ତାର୍ପଚେ ସେ ସିସ୍ମନର୍ ଲଗେ ଆରି ତରେକ୍ ବାଉଡି ଆସି ଦେକ୍ଲା । ସେମନ୍ ଆରିତରେକ୍ ସଇଦେଇରଇଲାଇ । ସେମନର୍ ଆଁକିତେଇ ଗୁନ୍ ଡାବି ଆଇତେରଇଲାଜେ ସେମନ୍ ଜିସୁକେ କାଇବଲି ମିସା କଇବାକେ ଜାନି ନାପାର୍ଲାଇ ।
40 Em seguida, voltou ao lugar onde os discípulos estavam e os encontrou de novo dormindo. Eles estavam com muito sono e não conseguiam ficar com os olhos abertos. E não sabiam o que responder a Jesus.
41 ଏନ୍ତି ତିନ୍ତର୍ ପାର୍ତନା କରି ସାରାଇଲାପଚେ ଜିସୁ ସିସ୍ମନର୍ଲଗେ ଆରିତରେକ୍ ବାଉଡି ଆଇଲା ଆରି ସେମନ୍କେ କଇଲା, “ଏବେଜାକ ତମେ ପୁଣ୍ଡିକରି ସଇଦେଇ ଆଚାସ୍ ? ଏତ୍କି ଅଇସିବେ, ଏବେ ନର୍ପିଲା ମକେ, ପାପି ଲକ୍ମନର୍ ଆତେ ଦାରାଇଦେବା ବେଲା ଆସି କେଟ୍ଲା ।
41 Quando voltou pela terceira vez, Jesus perguntou:
42 ଉଟା ଆମେ ଜୁବେ । ଏଦେ ଦେକା ! ମକେ ସତ୍ରୁମନ୍କେ ଦାରାଇ ଦେବା ଲକ୍ ଆଇଲାଆଚେ ।” ବଲି କଇଲାଇ ।
42 Levantem-se, e vamos embora. Vejam! Aí vem chegando o homem que está me traindo!
43 ସେ ଦାପ୍ରେ ଜିସୁ ଏ କାତା କଇବାବେଲା, ବାର୍ଟା ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଇସ୍କାରିୟତ୍ ଜିଉଦା ଆସି କେଟ୍ଲା । ଆରି ତାର୍ ସଙ୍ଗ୍ ବେସି ଲକ୍ମନ୍ ରଇଲାଇ । ସେ ଲକ୍ମନର୍ ଆତେ କାଣ୍ଡା ଆରି ଟେଙ୍ଗ୍ ଦାରିରଇଲାଇ । ସେ ଲକ୍ମନ୍କେ ମୁକିଅ ପୁଜାରିମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ମୁକିଅ ଜିଉଦି ନେତାମନ୍, ପାଟାଇ ରଇଲାଇ ।
43 Jesus ainda estava falando, quando chegou Judas, um dos doze discípulos. Vinha com ele uma multidão armada com espadas e porretes, que tinha sido mandada pelos chefes dos sacerdotes, pelos mestres da Lei e pelos líderes judeus.
44 ସତ୍ରୁମନର୍ ଆତେ ଦାରାଇଦେବା ଇସ୍କାରିୟତ୍ ଜିଉଦା ଜିସୁକେ ଦେକାଇଦେବାକେ ଏନ୍ତି ଗଟେକ୍ ଚିନ୍ କଇରଇଲା, “ମୁଇ ଜନ୍ ଲକ୍କେ ଚୁମ୍ବି, ସେ ଆକା ଜିସୁ । ତମେ ତାକେ ବନ୍ଦିକରି ଜାଗରତ୍ ସଙ୍ଗ୍ ଦୁରିକେ ଦାରିଜାଇସା ।”
44 O traidor tinha combinado com eles um sinal. Ele tinha dito: “Prendam e levem bem seguro o homem que eu beijar, pois é ele.”
45 ସେମନ୍ ତେଇ ଆସିକରି କେଟ୍ଲା ଦାପ୍ରେ, ଇସ୍କାରିୟତ୍ ଜିଉଦା ଜିସୁର୍ ଲଗେ ଜାଇକରି “ଏ ଗୁରୁ, ଜୁଆର୍ !” ବଲିକରି ଚୁମ୍ଲା ।
45 Logo que chegou perto de Jesus, Judas disse: — Mestre! E o beijou.
46 ସେବେଲା ସେଲକ୍ମନ୍ ଜିସୁକେ ଦାରି ବନ୍ଦିକରି ନେବାବେଲେ,
46 Então eles pegaram Jesus e o prenderam.
47 ସେ ଲଗେ ଟିଆଅଇରଇଲା ଜିସୁର୍ ଗଟେକ୍ ସିସ୍ ତାର୍ କାଣ୍ଡା ବେଟି ମୁକିଅ ପୁଜାରିର୍ ଗତି ଦାଙ୍ଗ୍ଡାର୍ ଉଜା କାନ୍ କାଟିଦେଲା ।
47 Mas um dos que estavam ali tirou a espada, atacou um empregado do Grande Sacerdote e cortou uma orelha dele.
48 ଜିସୁ ସେ ଲକ୍ମନ୍କେ ପାଚାର୍ଲା, “ମୁଇ କାଇ ଗଟେକ୍ ଅପ୍ରାଦି ଲକ୍ କି, ତମେ କାଣ୍ଡା ଆରି ଟେଙ୍ଗ୍ମନ୍ ଦାରି ମକେ ନେବାର୍ ଆସିଆଚାସ୍ ?
48 Então Jesus disse para aquela gente:
49 ସବୁ ଦିନ୍ ମୁଇ ପାର୍ତନା ଗର୍ମନ୍କେ ସିକାଇଦେବା ବେଲେ ମୁଇ ତମର୍ ସଙ୍ଗ୍ ରଇଲି । ମାତର୍ ସେବେଲେ ମକେ ଦାରାସ୍ନାଇ । ମାତର୍ ପର୍ମେସରର୍ ସାସ୍ତରେ ଜେନ୍ତି ଲେକାଅଇରଇଲା ସେଟା ସବୁ ସତ୍ ଅଇବାକେସେ ଏନ୍ତି ଅଇଲାଆଚେ ।”
49 Eu estava com vocês todos os dias, ensinando no pátio do Templo, e vocês não me prenderam. Mas isso está acontecendo para se cumprir o que as
50 ସେବେଲା ଜିସୁର୍ ସିସ୍ମନ୍ ତାକେ ଚାଡି ଉଟିପାଲାଇଲାଇ ।
50 Então todos os discípulos abandonaram Jesus e fugiram.
51 ମାତର୍ ସେବେଲା ଗଟେକ୍ ଦାଙ୍ଗ୍ଡା ଅବ୍କା ପାତଲ୍ ଚାଦର୍ ଡାବିଅଇ ଜିସୁର୍ ପଚେ ପଚେ ଜାଇତେରଇଲା । ଲକ୍ମନ୍ ତାକେ ବନ୍ଦିକର୍ବାକେ ଚେସ୍ଟା କଲାଇକେ
51 Um jovem, enrolado num lençol, seguia Jesus. Alguns tentaram prendê-lo,
52 ସେ ଦାଙ୍ଗ୍ଡା ପାତଲ୍ ଚାଦର୍ ଚାଡିକରି ଡୁମ୍ଣ୍ଡା ଉଟିପାଲାଇଲା ।
52 mas ele largou o lençol e fugiu nu.
53 ପଚେ ସେ ଲକ୍ମନ୍ ଜିସୁକେ ସବୁର୍ଟାନେଅନି ବଡ୍ପୁଜାରିତେଇ ଦାରିଗାଲାଇ । ମୁକିଅ ପୁଜାରିମନ୍, ପାର୍ଚିନ୍ମନ୍ ଆରି ନିୟମ୍ ଗୁରୁମନ୍ ସବୁଲକ୍ ଗଟେକ୍ ତେଇ ରୁଣ୍ଡ୍ଲାଇ ।
53 Em seguida, levaram Jesus até a casa do Grande Sacerdote , onde estavam reunidos os chefes dos sacerdotes, alguns líderes dos judeus e alguns mestres da Lei.
54 ପିତର୍ ଜିସୁର୍ ଟାନେଅନି ଦୁରିକେ ରଇ ତାର୍ ପଚେ ପଚେ ଗାଲା ଆରି ମୁକିଅ ପୁଜାରିର୍ ଡାଣ୍ଡ୍ବିତ୍ରେ ଗାଲା । ଜାଗୁଆଲ୍ମନର୍ ସଙ୍ଗ୍ ବସିକରି ଜଇ ଚେକ୍ତେରଇଲା ।
54 Pedro seguiu Jesus de longe e entrou no pátio da casa do Grande Sacerdote. Ele sentou-se perto do fogo, com os guardas, para se esquentar.
55 ତେଇ ମୁକିଅ ପୁଜାରିମନ୍ ଆରି ବିଚାର୍ କର୍ବା ଜିଉଦି ନେତାମନ୍ ଜିସୁକେ ମର୍ବା ଡଣ୍ଡ୍ ଦେବାକେ ତାର୍ ବିରଦେ ସାକି କଜ୍ତେରଇଲାଇ । ମାତର୍ ସାକି ଦେବାକେ କେ ମିସା ମିଲତ୍ନାଇ ।
55 Os chefes dos sacerdotes e todo o Conselho Superior estavam procurando encontrar alguma acusação contra Jesus a fim de o condenarem à morte. Mas não conseguiram nenhuma.
56 ବେସି ଲକ୍ମନ୍ ଆସିକରି ଜିସୁର୍ ବିରଦେ ମିଚ୍ ସାକି କଇଲାଇ, ମାତର୍ ସେମନ୍ ସବୁଲକ୍ ବିନ୍ ବିନ୍ ରକାମର୍ କାତା କଇଲାଇ ।
56 Muitos diziam mentiras contra ele, mas as suas histórias não combinavam umas com as outras.
57 ସାରାସାରି କେତେ ଲକ୍ ଉଟିକରି ତାର୍ ବିରଦେ ମିଚ୍ ସାକି ଦେଇ ଏନ୍ତି କଇଲାଇ,
57 Alguns se levantaram e acusaram Jesus com mentiras. Eles diziam:
58 “ଲକ୍ମନ୍ ତିଆର୍କଲା ଏ ପର୍ମେସରର୍ ମନ୍ଦିର୍ ମୁଇ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତିଆର୍କରିଦେବି, ଜନ୍ଟାକି ଲକ୍ମନ୍ ତିଆର୍ ନ କରିରଅତ୍ ବଲି ସେ କଇବା ଏ କାତା ଆମେ ସୁନିଆଚୁ ।”
58 — Nós ouvimos quando ele disse: “Vou destruir este Templo que foi construído por seres humanos e, em três dias, levantarei outro que não será construído por seres humanos.”
59 ମାତର୍, ଏନ୍ତି ବଇଲେମିସା ଏ ଲକ୍ମନ୍ କାଇ କାଇ ବିସଇ ସବୁ କଇତେରଇଲାଇ, ସେଟା, ଗଟେକ୍ ଲକର୍ କାତା ଆରି ଗଟେକ୍ ଲକର୍ କାତା ସଙ୍ଗ୍ ନ ମିସ୍ତେରଇଲା ।
59 Mesmo assim as suas histórias não combinavam umas com as outras.
60 ତାର୍ପଚେ ସବୁଲକର୍ ଆଗ୍ତୁ ବଡ୍ ପୁଜାରି ଟିଆଅଇକରି ପାଚାର୍ଲା, “ଏ ଲକ୍ମନ୍ ତର୍ ବିରଦେ କେତେ କାତା କଇଲାଇନି, ସେ ବିସଇନେଇ ତକେ କାଇଟା ମିସା କଇବାର୍ ଆଚେ କି ?”
60 Aí o Grande Sacerdote se levantou no meio de todos e perguntou a Jesus: — Você não vai se defender dessa acusação?
61 ମାତର୍ ଜିସୁ ଚିମ୍ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍ପୁଜାରି ଜିସୁକେ ଆରି ତର୍ ପାଚାର୍ଲା, “ତୁଇ କାଇ ପୁଜା ପାଇବା ପର୍ମେସରର୍ ପଅ କିରିସ୍ଟ କି ?”
61 Mas Jesus ficou calado e não respondeu nada. Então o Grande Sacerdote tornou a perguntar: — Você é o
62 ଜିସୁ କଇଲା, “ଉଁ, ମୁଇ ସେ । ଆରି ନର୍ପିଲା ମୁଇ, ପର୍ମେସରର୍ ବେସି ବପୁର୍ ଉଜା ଆତ୍ ବାଟେ ବସିରଇଲାଟା ଆରି ସରଗର୍ ମେଗେ ଆଇବାଟା ଦେକ୍ସା ।”
62 Jesus respondeu:
63 ବଡ୍ ପୁଜାରି ଏ କାତା ସୁନିକରି ବେସି ରିସାଅଇଜାଇ ତାର୍ ନିଜର୍ ପଚିଆ ଚିରିପାକାଇଲା ଆରି ସବୁଲକ୍ମନ୍କେ କଇଲା, “ଆମ୍କେ ଆରି କାଇ ସାକି ଦର୍କାର୍ ?”
63 Aí o Grande Sacerdote rasgou as suas próprias roupas e disse: — Não precisamos mais de testemunhas!
64 “ସେ ପର୍ମେସରର୍ ପିଲା ବଲିକରି କଇଲାଟା ତମେ ସୁନିଆଚାସ୍ । ଏବେ ତମେ କାଇଟା ବଲି ବାବ୍ଲାସ୍ନି ?” ତେଇ ସବୁ ଲକ୍ମନ୍ ଜିସୁକେ ଦସି କରାଇ, ତାକେ ମର୍ବା ଡଣ୍ଡ୍ ମିଲ ବଲି କଇଲାଇ ।
64 Vocês ouviram esta blasfêmia contra Deus! Então, o que resolvem? Todos estavam contra Jesus e aí o condenaram à morte.
65 ତେଇ ରଇଲା କେତେ ଲକ୍ମନ୍ ତାର୍ ଉପ୍ରେ ତୁକ୍ବାର୍ ଦାର୍ଲାଇ । କେତେଲକ୍ମନ୍ ତାର୍ ମୁଏଁ ଡାବିକରି ତାକେ ବିଦାସଙ୍ଗ୍ ମାର୍ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍ମେସରର୍ କାତା କଇବା ବବିସତ୍ବକ୍ତା ବଇଲେ, ତକେ କେ ମାର୍ଲା କ ?” ପଚେ ସନିଅମନ୍ ତାକେ ଦାରିଜାଇକରି ମାର୍ଲାଇ ।
65 Então alguns começaram a cuspir nele. Cobriam o rosto dele, davam bofetadas nele e perguntavam: — Quem foi que bateu em você? Adivinhe! E também os guardas o pegaram e lhe deram bofetadas.
66 ପିତର୍ ମଜାଡାଣ୍ଡେ ଟିଆଅଇଲାବେଲେ ବଡ୍ ପୁଜାରିର୍ ଗତି ଦାଙ୍ଗ୍ଡି ତେଇ ଆଇଲା ।
66 Pedro ainda estava lá embaixo no pátio, quando apareceu uma das empregadas do Grande Sacerdote .
67 ପିତର୍ ଜଇ ଚେକ୍ବାବେଲେ ତାକେ ନିମାନ୍ ଦେକିକରି କଇଲା, “ତୁଇମିସା ନାଜରିତର୍ ଜିସୁର୍ ସଙ୍ଗ୍ ରଇଲୁସ୍ ।”
67 Ela viu Pedro se esquentando perto do fogo, olhou bem para ele e disse: — Você também estava com Jesus de Nazaré.
68 ମାତର୍ ପିତର୍ ତାକେ କଇଲା, “ସେଟା ମୁଇ ନଇ, ମୁଇ କେବେ ମିସା ଜିସୁର୍ ସଙ୍ଗ୍ ରଇନାଇ, ତମେ କାଇଟା କଇଲାସ୍ନି ମୁଇ ନାଜାନି ।” ତାର୍ପଚେ ପିତର୍ ଡାଣ୍ଡେ ପୁର୍ବା ବାଟେ ଉଟିଗାଲା ।
68 Mas ele negou, dizendo: — Eu não o conheço. Não sei do que é que você está falando. E saiu para o corredor. Naquele momento, o galo cantou.
69 ଆରି ତରେକ୍ ଗତିଦାଙ୍ଗ୍ଡି ପିତର୍କେ ଦେକି ତେଇ ଟିଆଅଇଲା ଲକ୍ମନ୍କେ କଇଲା, “ଏ ଲକ୍ ମିସା ଜିସୁର୍ ଦଲେଅନି ଗଟେକ୍ ଲକ୍ ।”
69 Quando a empregada viu Pedro ali, começou a dizer aos que estavam perto: — Este homem é um deles.
70 ମାତର୍ ପିତର୍ ଆରିତରେକ୍ କଇଲା, “ଏ କାତା ମୁଲ୍କେ ସତ୍ ନାଇ ।” ଆରି କେତେପର୍ ଗାଲା ପଚେ, ତେଇ ରଇଲା ଲକ୍ମନ୍ “ତୁଇ ସେମନର୍ ମାନ୍ଦାଇ ରଇଲୁସ୍ ଆକା, ତୁଇ ଗଟେକ୍ ଗାଲିଲି ଅନି ଆଇଲା ଲକ୍ ପାରା ଡିସ୍ଲୁସ୍ନି ।” ବଲି କଇଲାଇ ।
70 Mas ele negou outra vez. Pouco depois, as pessoas que estavam ali disseram de novo a Pedro: — Não há dúvida de que você é um deles, pois você também é da Galileia.
71 ମାତର୍ ପିତର୍ ସାଇପ୍ ଦେଇ ରାନ୍ ପାକାଇ କଇଲା, “ମୁଇ ପର୍ମେସରର୍ ନାଉଁ ଦାରି ପର୍ମାନ୍ କରି କଇଲିନି, ତମେ କାର୍ କାତା କଇଲାସ୍ନି, ମୁଇ ତାକେ ମୁଲ୍କେ ନାଜାନି ।”
71 Aí Pedro disse: — Juro que não conheço esse homem de quem vocês estão falando! Que Deus me castigue se não estou dizendo a verdade!
72 ପିତର୍ ଏ କାତା କଇଲା ଦାପ୍ରେ କୁକ୍ଡା ଦୁଇତର୍ ଡାକ୍ଲା । ଜିସୁ କଇରଇବା ସବୁ କାତା ପିତର୍ ଏତାଇଲା । ଜିସୁ କଇରଇଲା, କୁକ୍ଡା ଦୁଇତର୍ ଡାକ୍ବା ଆଗ୍ତୁ ତୁଇ ମକେ ତିନ୍ ତର୍ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍ପଚେ ପିତର୍ ବେସି ଦୁକ୍କରି କାନ୍ଦ୍ବାର୍ ଦାର୍ଲା ।
72 Naquele instante o galo cantou pela segunda vez, e Pedro lembrou que Jesus lhe tinha dito: “Antes que o galo cante duas vezes, você dirá três vezes que não me conhece.” Então Pedro caiu em si e começou a chorar.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Marcos 14, comparar traduções ou montar um estudo — tudo direto pelo WhatsApp.