Lucas 11
ସତିଅର୍ ବାଟ୍ (DSO) vs ARC
1 ତରେକ୍ ଜିସୁ ଗଟେକ୍ ଜାଗାଇ ପାର୍ତନା କର୍ତେରଇଲା । ସେ ପାର୍ତନା କରି ସାରାଇଲା ପଚେ, ତାକର୍ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ତାକେ କଇଲା, “ଏ ମାପ୍ରୁ ଡୁବନ୍ ଦେଉ ଜଅନ ଜେନ୍ତାରି ନିଜର୍ ସିସ୍ମନ୍କେ ପାର୍ତନା କର୍ବାକେ ସିକାଇଲା, ତମେମିସା ଆମ୍କେ ପାର୍ତନା କର୍ବାକେ ସିକାଆ ।”
1 E aconteceu que, estando ele a orar num certo lugar, quando acabou, lhe disse um dos seus discípulos: Senhor, ensina-nos a orar, como também João ensinou aos seus discípulos.
2 ଜିସୁ ସେମନ୍କେ କଇଲା, ଜେଡେବେଲେ ତମେ ପାର୍ତନା କର୍ସା, ସେଡ୍କିବେଲେ କୁଆ,
2 E ele lhes disse: Quando orardes, dizei: Pai, santificado seja o teu nome; venha o teu Reino;
3 ସବୁଦିନ୍ ଆମ୍କେ ଆମର୍ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
3 dá-nos cada dia o nosso pão cotidiano;
4 ଆମର୍ ସବୁ ପାପ୍ କେମା କରିଦିଆସ୍,
4 perdoa-nos os nossos pecados, pois também nós perdoamos a qualquer que nos deve; e não nos conduzas em tentação, mas livra-nos do mal.
5 ପଚେ ଜିସୁ ତାର୍ ସିସ୍ମନ୍କେ କଇଲା, “ତମର୍ ଏନ୍ତାରି କାର୍ ମଇତର୍ ଆଚେ କି, ଜାର୍ଲଗେ କି ତମେ ମଜାରାତି ଜାଇ କଇପାରାସ୍, ଏ ମଇତର୍, ମକେ ତିନ୍ଟା ରୁଟି ଉଦାର୍ ଦେଇରୁଆ,
5 Disse-lhes também: Qual de vós terá um amigo e, se for procurá-lo à meia-noite, lhe disser: Amigo, empresta-me três pães,
6 କାଇକେବଇଲେ, ମର୍ ଗଟେକ୍ ବେସି ଦୁରର୍ ସାଙ୍ଗ ଆସିଆଚେ, ତାକେ କାଇବାକେ ଦେବାକେ ମର୍ଲଗେ କାଇଟାମିସା ନାଇ ।
6 pois que um amigo meu chegou a minha casa,
7 ଆରି ବିତ୍ରେଅନି ସେ କଇସି, ମକେ କସ୍ଟ ଦିଆନାଇ, କାପାଟ୍ ଡାବ୍ଲୁବେ, ଆରି ମର୍ସଙ୍ଗ୍ ମର୍ ପିଲାମନ୍ ସଇଆଚତ୍ । ତମ୍କେ ଉଟିକରି ଦେଇନାପାରି ।
7 se ele, respondendo de dentro, disser: Não me importunes; já está a porta fechada, e os meus filhos estão comigo na cama; não posso levantar-me para
8 ମୁଇ ତମ୍କେ କଇଲିନି, ତମର୍ ମଇତର୍ ଅଇରଇଲେ ମିସା ସେ ଉଟିକରି ରୁଟି ନ ଦେଏ, ମାତର୍ ତମେ ଲାଜ୍ ନ ଅଇ ମାଙ୍ଗିଲାଗିରଇଲେ, ସେ ଉଟିକରି ତକେ ଜେତ୍କି ଲଡା, ସେତ୍କି ଦେଇସି ।”
8 Digo-vos que, ainda que se não levante a dar- por ser seu amigo, levantar-se-á, todavia, por causa da sua importunação e lhe dará tudo o que houver mister.
9 ମୁଇ ତମ୍କେ କଇଲିନି, ମାଙ୍ଗା ତେବେ ତମ୍କେ ଦିଆଅଇସି । କଜା, ତେଇ ତମେ ମିଲାଇସା । କାପାଟେ ବାଜାଆ, ତେଇ ତମର୍ପାଇବଲି ଉଗାଡି ଦିଆଅଇସି ।
9 E eu vos digo a vós: Pedi, e dar-se-vos-á; buscai, e achareis; batei, e abrir-se-vos-á;
10 କାଇକେବଇଲେ, ଜେ ମାଙ୍ଗ୍ସି, ସେ ପାଇସି । ଜେ କଜ୍ସି, ସେ ମିଲାଇସି । ଜେ କାପାଟେ ବାଜାଇସି, ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
10 porque qualquer que pede recebe; e quem busca acha; e a quem bate, abrir-se-lhe-á.
11 “ଆରି ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ, ଜେ କି ଜନ୍ ବାବାକେ ତାର୍ ପଅ ମାଚ୍ ମାଙ୍ଗ୍ଲେ, ତାକେ ମାଚ୍ ନ ଦେଇ ସାଁପ୍ ଦେଇସି ?
11 E qual o pai dentre vós que, se o filho lhe pedir pão, lhe dará uma pedra? Ou também,
12 କି ଗାର୍ ମାଙ୍ଗ୍ଲେ, ସେ ତାକେ ବିସ୍କାକ୍ଡା ଦେଇସି ?
12 Ou também, se lhe pedir um ovo, lhe dará um escorpião?
13 ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !”
13 Pois, se vós, sendo maus, sabeis dar boas dádivas aos vossos filhos, quanto mais dará o Pai celestial o Espírito Santo àqueles que lho pedirem?
14 ତରେକ୍ ଜିସୁ ଗଟେକ୍ ଲକର୍ତେଇଅନି ଡୁମା ଚାଡାଇତେରଇଲା । ସେ ଡୁମା ଗୁଲାଟା । ଡୁମା ବାରଇଗାଲା ପଚେ ଗୁଲା ଲକ୍ କାତା କଇଲା । କାତାକଇଲାକେ ତେଇ ରଇବା ଲକ୍ମନ୍ କାବାଅଇଗାଲାଇ ।
14 E estava ele expulsando um demônio, o qual era mudo. E aconteceu que, saindo o demônio, o mudo falou; e maravilhou-se a multidão.
15 ମାତର୍ ସେମନର୍ ବିତ୍ରେ କେ କେ କଇଲାଇ, “ସେ ଡୁମାମନର୍ ନେତା ବାଲ୍ଜିବୁଲର୍ ସାଇଜ ନେଇ ଡୁମା ଚାଡାଇସି ।”
15 Mas alguns deles diziam: Ele expulsa os demônios por Belzebu, príncipe dos demônios.
16 ବିନ୍ଲକ୍ମନ୍ ଜିସୁକେ ପରିକାକରି ପାନ୍ଦେ ପାକାଇବାକେ ବାବ୍ତେ ରଇଲା । ତେବର୍ପାଇ ପର୍ମେସର୍ ତାର୍ ରକିଆକାରି ବଲି ସବୁକେ ଜାନାଇବାକେ ଗଟେକ୍ କାବାଅଇଜିବା ଚିନ୍ ଦେକାଇବାକେ କଇଲାଇ ।
16 E outros, tentando- o, pediam-lhe um sinal do céu.
17 ମାତର୍ ଜିସୁ ତାକର୍ ମନର୍ କାତା ଜାନି, ସେମନ୍କେ କଇଲା, “ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇକରି, ନିଜର୍ ନିଜର୍ ବିରୁଦେ ଜୁଇଦ୍ କଲେ, ସେଟା କୁରୁପ୍ନାସ୍ ଅଇଜାଇସି । ଗଟେକ୍ ଗରର୍ ଲକ୍ ନିଜର୍ ନିଜର୍ ବିରୁଦେ ଲାଗ୍ଲେ, ସେ ଗର୍ ମିସା ବାଙ୍ଗିଜାଇସି ।
17 Mas, conhecendo ele os seus pensamentos, disse-lhes: Todo reino dividido contra si mesmo será assolado; e a casa
18 ଆରି ସଇତାନ୍ ମିସା ବାଗ୍ ବାଗ୍ ଅଇ, ନିଜର୍ ବିରୁଦେ ଉଟ୍ଲାନି ବଇଲେ, ତାର୍ ରାଇଜ କେନ୍ତି ତବିର୍ ଅଇକରି ରଇସି ? ନାଇ ନ ରଏ । ମୁଇ କାଇକେ ଏଟା କଇଲିନି ବଇଲେ, ବାଲ୍ଜିବୁଲର୍ ସାଇଜ ନେଇ ଡୁମା ଚାଡାଇଲିନି ବଲି ତମେ ତା କଇଲାସ୍ନି ।
18 E, se também Satanás está dividido contra si mesmo, como subsistirá o seu reino? Pois dizeis que eu expulso os demônios por Belzebu.
19 ତମର୍ ପଅମନ୍ ବାଲ୍ଜିବୁଲର୍ ବପୁ ପାଇ ସେମନ୍କେ ଚାଡାଇବାଇ, ତେବର୍ପାଇ ସେମନ୍ସେ ତମ୍କେ ବିଚାର୍ କର୍ବାଇ ।
19 E, se eu expulso os demônios por Belzebu, por quem
20 ନାଇ, ମୁଇ ପର୍ମେସରର୍ ବପୁସଙ୍ଗ୍ ଡୁମା ଚାଡାଇବି । ତେବେ ତା ଏଟା ଜାନାଇ ଦେଲାନି, କି ପର୍ମେସରର୍ ରାଇଜ୍ ତମର୍ ଲଗେ କେଟ୍ଲାବେ ବଲି ।”
20 Mas, se eu expulso os demônios pelo dedo de Deus, certamente, a vós é chegado o Reino de Deus.
21 “ଜେଡେବେଲେ ଗଟେକ୍ ବପୁର୍ ଲକ୍ ଆତ୍ଅତିଆର୍ ଦାରି ନିଜର୍ ଗର୍ ଜାଗ୍ସି, ସେଡେବେଲାଜାକ ତାର୍ ଦନ୍ କାଇଟା ନ ଅଏ ।
21 Quando o valente guarda, armado, a sua casa, em segurança está tudo quanto tem.
22 ମାତର୍ ଜେଡେବେଲେ ତାର୍ ଟାନେଅନି ଅଦିକ୍ ବପୁର୍ଲକ୍ ଆସି, ତାକେ ଲାଗିକରି ଜିତ୍ସି । ଗରର୍ ସାଉକାର୍ ଜନ୍ ଆତ୍ଆତିଆର୍ ଦାରି ନିଜେ ରକିଆ ପାଇତେରଇଲା , ସେ ସବୁଜାକ ବପୁର୍ ଲକ୍ ଚାଡାଇନେଇସି । ଆରି ଚାଡାଇ ନେଲାଟା ସେ ମନ୍କଲା ପାରା କାକେ ମିସା ବାଟା କରିଦେଇସି ।
22 Mas, sobrevindo outro mais valente do que ele e vencendo-o, tira-
23 “ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ । ଜେ ମର୍ ସଙ୍ଗ୍ କୁଡାଏନାଇ, ସେ ବିଚିପାକାଇସି ।”
23 Quem não é comigo é contra mim; e quem comigo não ajunta espalha.
24 “ଗଟେକ୍ କରାପ୍ ଆତ୍ମା ମୁନୁସର୍ଟାନେଅନି ବାରଇଗାଲାପଚେ, ସେ ଆତ୍ମା ବିସ୍ରାମ୍ କର୍ବାକେ ସୁକ୍ଲା ଜାଗାଇ କନ୍ଆଲେ ଲକର୍ଟାନେ ରଇବାକେ କଜି ବୁଲ୍ସି । ଆରି ଜାଗା ନ ମିଲ୍ଲେ କଇସି, ମୁଇ ଜନ୍ ଲକର୍ ଟାନେଅନି ବାରଇଆସି ରଇଲି, ସେ ଲକର୍ଟାନେସେ ବାଉଡି ଜିବି ।
24 Quando o espírito imundo tem saído do homem, anda por lugares secos, buscando repouso; e, não
25 ଜେଡେବେଲେ ସେ ଡୁମା ଚାଡ୍ଲା ମୁନୁସର୍ଲଗେ ଆସି ପରିଚଲ୍ରଇ ନିମାନ୍ ସଜାଇଅଇରଇଲାଟା ଦେକ୍ସି ।
25 E, chegando, acha-
26 ତାର୍ପଚେ ସେ ଡୁମା ଜାଇକରି ତାର୍ଟାନେଅନି ବାନିଆରଇବା ବିନ୍ ବିନ୍ ସାତ୍ଟା ଡୁମାମନ୍କେ ଡାକିଆନ୍ସି । ସେମନ୍ କେଟିକରି ତେଇ ବାସା ଅଇବାଇ, ଆରି ସେ ଲକ୍ ଆଗ୍ତୁ ଜେନ୍ତାର୍ ଅଇରଇଲା, ତାର୍ତେଅନି ସାରାସାରି ଅଦିକ୍ କରାପ୍ ଅଇଜାଇସି ।”
26 Então, vai e leva consigo outros sete espíritos piores do que ele; e, entrando, habitam ali; e o último estado desse homem é pior do que o primeiro.
27 ଜିସୁ ଏନ୍ତାରି ସବୁ କାତା କଇବାବେଲେ ଲକ୍ମନର୍ ବିତ୍ରେଅନି ଗଟେକ୍ ମାଇଜିଟକି ଆଉଲିଅଇ କଇଲା, “କେଡେକ୍ କରମର୍ ମାଆ ଜେ କି ତମ୍କେ ଜନମ୍ ଦେଲା ଆରି ନିଜର୍ ଦୁଦ୍ କୁଆଇଲା ।”
27 E aconteceu que, dizendo ele essas coisas, uma mulher dentre a multidão, levantando a voz, lhe disse: Bem-aventurado o ventre que te trouxe e os peitos em que mamaste!
28 ମାତର୍ ଜିସୁ କଇଲା, “ନାଇ, ଜନ୍ ଲକ୍ମନ୍ ପର୍ମେସରର୍ ବାକିଅ ସୁନ୍ବାଇ ଆରି ସେଟା ମାନ୍ବାଇ, ସେମନ୍ ନିକ କରମର୍ ଲକ୍ ।”
28 Mas ele disse: Antes, bem-aventurados os que ouvem a palavra de Deus e a guardam.
29 ଲକ୍ମନ୍ ଦଲ୍ ଦଲ୍ ଅଇ ଜିସୁର୍ଲଗେ ଟୁଲ୍ ଅଇବାବେଲାଇ ସେ କଇବାର୍ ଦାର୍ଲା । “ଏବର୍ ଜୁଗର୍ ମୁନୁସ୍ମନ୍ କରାପ୍, ଏମନ୍ କାବା ଅଇଜିବା କାମର୍ ଚିନ୍ କଜ୍ଲାଇନି । ମାତର୍ ଜୁନସ୍କେ ଗଟ୍ଲା ଚିନ୍ ଚାଡିକରି ଆରି କାଇ ବିନ୍ ଚିନ୍ ମିସା ଦିଆ ନ ଅଏ ।
29 E, ajuntando-se a multidão, começou a dizer: Maligna é esta geração; ela pede um sinal; e não lhe será dado outro sinal, senão o sinal do profeta Jonas.
30 କାଇକେବଇଲେ ଜୁନସ୍ ଜେନ୍ତି ନିନିବିୟ ଲକ୍ମନର୍ପାଇ ଚିନ୍ପାରା ଅଇଲା, ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ମିସା ଏବର୍ ଲକ୍ମନର୍ପାଇ ଚିନ୍ ପାରା ଅଇବି ।
30 Porquanto assim como Jonas foi sinal para os ninivitas, assim o Filho do Homem
31 ବିଚାର୍ନା ଦିନେ ଦକିନ୍ ଦେସେ ରଇବା ସେବା ନାଉଁର୍ ରାନି, ଏବର୍ ଲକ୍ମନର୍ ବିରଦେ ଉଟି, ଏମନ୍କେ ଦସି କରାଇସି, କାଇକେବଇଲେ ସେ ରାନି, ସଲ୍ମନ୍ ରାଜା ସିକାଇରଇବା ଗିଆନର୍ କାତା ସୁନ୍ବାକେ ବେସି ଦୁର୍ଅନି ଆସିରଇଲା । ଆରି ଦେକା ! ସଲ୍ମନର୍ଟାନେଅନି ଅଦିକ୍ ବଡ୍ ଲକ୍ ଇତି ଆଚେ ।
31 A rainha do Sul se levantará no Dia do Juízo com os homens desta geração e os condenará; pois até dos confins da terra veio ouvir a sabedoria de Salomão; e eis aqui está quem é maior do que Salomão.
32 ବିଚାର୍ନାଦିନେ ନିନିବିର୍ ଲକ୍ମନ୍ ଏବର୍ ମୁନୁସ୍ମନର୍ ବିରୁଦେ ଟିଆଅଇ ଏମନ୍କେ ଦସି କର୍ବାଇ । କାଇକେବଇଲେ ସେମନ୍, ଜୁନସ୍ ମାପ୍ରୁର୍ କାତା ଜାନାଇଲାକେ, ପାପ୍କାମେଅନି ବାଉଡିରଇଲାଇ, ଆରି ଦେକା ! ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ ।
32 Os homens de Nínive se levantarão no Dia do Juízo com esta geração e a condenarão; pois se converteram com a pregação de Jonas; e eis aqui está quem é maior do que Jonas.
33 “କେ ମିସା ବତି ଡସାଇ ମାନ୍ତଲେ ଡାବିକରି ନ ସଙ୍ଗଅତ୍ । ମାତର୍ ବତି ସଙ୍ଗଇବା କୁଦ୍ରାଇ ସଙ୍ଗଇବାଇ, ଜେନ୍ତାରିକି ଗର୍ବିତ୍ରେ ଜିବାଲକ୍ମନ୍ ଉଜଲ୍ ଦେକିପାର୍ବାଇ ।
33 E ninguém, acendendo uma candeia, a põe em oculto, nem debaixo do alqueire, mas no velador, para que os que entram vejam a luz.
34 ତମର୍ ଆଁକି, ଗାଗଡର୍ ବତି । ଜେଡେବଲ୍ ତମର୍ ଆଁକି ନିକ ରଇସି, ସେଡେବେଲେ, ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ଅଇସି । ମାତର୍ ଜେଡେବେଲେ ସେଟା ମୁର୍କି ରଇସି, ସେଡ୍କିବେଲା ତମର୍ ଗାଗଡ୍ ମିସା ଆନ୍ଦାର୍ ଅଇଜାଇସି ।
34 A candeia do corpo é o olho. Sendo, pois, o teu olho simples, também todo o teu corpo será luminoso; mas, se for mau, também o teu corpo será tenebroso.
35 ତେବେ ମନେ ରଅ, ଜାଗ୍ରତ୍ଅଇ ରୁଆ, ଜେନ୍ତିକି ତମର୍ ବିତ୍ରର୍ ଉଜଲ୍ କେବେ ଆନ୍ଦାର୍ ନ ଅଏ ।
35 Vê, pois, que a luz que em ti há não sejam trevas.
36 ଏଟାର୍ପାଇ ତମର୍ ଗୁଲାଇ ଗାଗଡ୍ ଜଦି ଉଜଲ୍ ଅଇସି ଆରି ତେଇର୍ କଣ୍ଡେକ୍ ମିସା ଆନ୍ଦାର୍ ନ ରଏ, ସେନ୍ତାର୍ଅଇଲେ, ବତି ଜେନ୍ତି ଜଗ୍ଜଗି ଜାଇ ଉଜଲ୍ ଦେଇସି, ସେନ୍ତାରି ତମର୍ ଗୁଲାଇ ଗାଗଡ୍ ଉଜଲ୍ ଅଇସି ।”
36 Se, pois, todo o teu corpo é luminoso, não tendo em trevas parte alguma, todo será luminoso, como quando a candeia te alumia com o seu resplendor.
37 ଜିସୁ କାତା କଇସାରାଇଲା ପଚେ ଗଟେକ୍ ପାରୁସିଲକ୍ ତାକେ ନିଜର୍ ଗରେ କାଇବାକେ ଡାକ୍ଲା, ଆରି ଗରେ ବସାଇଲା ।
37 E, estando ele ainda falando, rogou-lhe um fariseu que fosse jantar com ele; e, entrando, assentou-se à mesa.
38 ମାତର୍ ଜିସୁ ଜିଉଦି ରିତିନିତି ଇସାବେ ଦୁଆପୁଚା ନ ଅଇରଇଲାକେ ଏଟା ଦେକି ସେ ପାରୁସି ଲକ୍ କାବା ଅଇଗାଲା ।
38 Mas o fariseu admirou-se, vendo que se não lavara antes do jantar.
39 ଜିସୁ ତାକେ କଇଲା, “ତମେ ପାରୁସିମନ୍ ଗିନା ଆରି ତାଲାର୍ ବାଇରେ ମାଞ୍ଜିରଇସା, ମାତର୍ ତମର୍ ବିତ୍ରର୍ ସକ୍ଡି ବେନ୍ବେନା ରଇସି । କରାପ୍ଟା ଆରି ଲବ୍ କର୍ବାଟା ସବୁ ପୁରୁନ୍ ଅଇଆଚେ ।
39 E o Senhor lhe disse: Agora, vós, fariseus, limpais o exterior do copo e do prato, mas o vosso interior está cheio de rapina e maldade.
40 ଏ ବକୁଆମନ୍ ! ଜେ ଗାଗଡର୍ ବାଇରର୍ଟା ତିଆର୍ କଲା ଆଚେ, ସେ କାଇ ବିତ୍ରର୍ଟା ମିସା ତିଆର୍ କରେନାଇ କି ?
40 Loucos! O que fez o exterior não fez também o interior?
41 ତେବର୍ପାଇ ତମେ ଜନ୍ଟା କଟିକରି ସଙ୍ଗଇ ଆଚାସ୍, ସେଟା ଦୁକିରୁକି ଲକ୍ମନ୍କେ ଦାନ୍କରା, ଆରି ଦେକା, ତମେ ପୁରାପୁରୁନ୍ ପରିଚଲ୍ ଅଇଜାଇସା ।”
41 Dai, antes, esmola do que tiverdes, e eis que tudo vos será limpo.
42 “ଅଇରେ ପାରୁସିମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମର୍ ବାଡେଅନି କାମାଇଲାଟା ଦସ୍ବାଗ୍ ଅନି ବାଗେକ୍ ଦେଲାସ୍ନି । ମାତର୍ ତମେ ନିଆଇ ଆରି ଦୟା ଏଲା କଲାସ୍ନି । ଏଟାସଙ୍ଗ୍ ବାଗେକ୍ ଦେବାଟା ମିସା ଚାଡ୍ବାର୍ ନାଇ ।”
42 Mas ai de vós, fariseus, que dizimais a hortelã, e a arruda, e toda hortaliça e desprezais o Juízo e o amor de Deus! Importava fazer essas coisas e não deixar as outras.
43 “ଅଇରେ ପାରୁସିମନ୍, ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମେ ପାର୍ତନାଗରେ ମୁକିଅ ଜାଗାଇ ବସ୍ବାକେ ମନ୍ କର୍ସା ଆରି ଆଟେବାଟେ ଲକ୍ମନର୍ଟାନେଅନି ଜୁଆର୍ କରାଇଅଇବାକେ ବଲ୍ ବଲାଇଅଇସା ।
43 Ai de vós, fariseus, que amais os primeiros assentos nas sinagogas e as saudações nas praças!
44 ଅଇରେ ପାରୁସିମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ନ ଡିସ୍ବା ସମାଦି ପାରା । ତାର୍ ଉପ୍ରେ ଆସା ଜା କର୍ବା ଲକ୍ମନ୍ ସେଟା ସମାଦି ବଲି ନାଜାନତ୍ ।”
44 Ai de vós, escribas e fariseus hipócritas, que sois como as sepulturas que não aparecem, e os homens que sobre
45 ତେଇ ସାସ୍ତର୍ ସିକାଇବା ଦରମ୍ ଗୁରୁମନର୍ ବିତ୍ରେଅନି ଗଟେକ୍ ପଣ୍ଡିତ୍ ଜିସୁକେ କଇଲା, “ଏ ଗୁରୁ ତମେ ପାରୁସିମନର୍ ବିସଇ କଇକରି ଆମ୍କେ ଲାଜ୍ କରାଇଲାସ୍ନି ।”
45 E, respondendo um dos doutores da lei, disse-lhe: Mestre, quando dizes isso também nos afrontas a nós.
46 ଜିସୁ କଇଲା, “ଅଇରେ ସାସ୍ତର୍ ସିକାଉ ପଣ୍ଡିତ୍ମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମେ ଲକ୍ମନ୍କେ ବେସି ଆବଡ୍ ନିୟମ୍ ମାନ୍ବାକେ କଇଲାସ୍ନି, ଆରି ସେ ନିୟମ୍ ମାନ୍ବାକେ ମୁଲ୍କେ ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ କରାସ୍ ନାଇ ।
46 E ele lhe disse: Ai de vós também, doutores da lei, que carregais os homens com cargas difíceis de transportar, e vós mesmos nem ainda com um dos vossos dedos tocais essas cargas!
47 ଅଇରେ, ଡଣ୍ଡ୍ ପାଉମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ବବିସତ୍ବକ୍ତାମନର୍ ମସ୍ନେ ସମାଦି ତିଆର୍ କର୍ତେରଇସା, ମାତର୍ ତମର୍ ଆନିଦାଦିମନ୍ ସେମନ୍କେ ମରାଇରଇଲାଇ ।
47 Ai de vós que edificais os sepulcros dos profetas, e vossos pais os mataram!
48 ତେବେ ତମର୍ ଆନିଦାଦିମନର୍ ଦରମ୍ କରମ୍ ବିସଇର୍ ତମେ ସାକି ଆଚାସ୍ । ଆରି ସେଟା ମାନ୍ଲାସ୍ନି କାଇକେବଇଲେ ସେମନ୍ ସିନା ବବିସତ୍ବକ୍ତାମନ୍କେ ମରାଇରଇଲାଇ, ମାତର୍ ତମେ ସେମନର୍ ସମାଦିର୍ କାମ୍ ତିଆର୍ କଲାସ୍ନି ।
48 Bem testificais, pois, que consentis nas obras de vossos pais; porque eles os mataram, e vós edificais os seus sepulcros.
49 ତେବେ ପର୍ମେସର୍ ମିସା ନିଜର୍ ବୁଦିରେ କଇଲାଆଚେ, ମୁଇ ବବିସତ୍ବକ୍ତାମନ୍କେ ଆରି କବର୍ ନେଉମନ୍କେ ସେମନର୍ ଲଗେ ପାଟାଇବି । ସେମନର୍ ବିତ୍ରେ କେତେଲକ୍କେ ସେମନ୍ ମରାଇବାଇ ଆରି କେତେଲକ୍କେ ନିନ୍ଦାକରି କସ୍ଟ ଦେବାଇ ।
49 Por isso, diz também a sabedoria de Deus: Profetas e apóstolos lhes mandarei; e eles matarão
50 ସେଟାର୍ପାଇ ଜଗତ୍ ତିଆର୍ଅଇଲାଟାନେଅନି, ଏବଲର୍ ବେଲେଅନି ଆରାମ୍ କରି ବର୍କିଆର୍ ପ ଜିକରିୟର୍ ଜାକ, ଜାକେ କି ତମେ ମନ୍ଦିର୍ ଆରି ବେଦିର୍ ମଜାଇ ମରାଇରଇଲା ଜେତ୍କି ବବିସତ୍ବକ୍ତାମନ୍କେ ମରାଇଆଚାସ୍ ସେ ସବୁ ଡଣ୍ଡ୍ ଏ ଆଜିକାଲିର୍ ଲକ୍ମନ୍ ପାଇବାର୍ ଆଚେ ।
50 para que desta geração seja requerido o sangue de todos os profetas que, desde a fundação do mundo, foi derramado;
51 ସେ ସବୁର୍ ମୁଲିଅ, ଏବର୍ ଲକ୍ମନର୍ ଟାନେଅନି ନିଆ ଅଇସି ।”
51 desde o sangue de Abel até ao sangue de Zacarias, que foi morto entre o altar e o templo; assim, vos digo, será requerido desta geração.
52 “ଅଇରେ, ଦରମ୍ଗୁରୁମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ, ତମେ ପର୍ମେସରର୍ ଗିଆନର୍ କାପାଟ୍ ଡାବିଦେଇ ଆଚାସ୍ । ନିଜେ ପର୍ମେସରର୍ ଗିଆନ୍ଟାନେ ନ ଜାଇକରି ତେଇ ଜିବାକେ ମନ୍କଲା ଲକ୍ମନ୍କେ ମିସା ବାଦାଦେଲାସ୍ ।”
52 Ai de vós, doutores da lei, que tirastes a chave da ciência! Vós mesmos não entrastes e impedistes os que entravam.
53 ଆରି ଜିସୁ ତେଇଅନି ବାରଇଗାଲାପଚେ, ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ଡାଟ୍ସଙ୍ଗ୍ ଜିସୁକେ ବିରଦ୍ କର୍ବାକେ ଆରାମ୍ କଲାଇ ।
53 E, dizendo-lhes ele isso, começaram os escribas e os fariseus a apertá-lo fortemente e a fazê-lo falar acerca de muitas coisas,
54 ତାର୍ଟାନେଅନି ବୁଲ୍ ଦାର୍ବାକେ କାଇ କାଇ ପର୍ସନ୍ ପାଚାର୍ବାର୍ ଦାର୍ଲାଇ ।
54 armando-lhe ciladas, a fim de apanharem da sua boca alguma coisa para o acusarem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 11, comparar traduções ou montar um estudo — tudo direto pelo WhatsApp.