Hebreus 3
ସତିଅର୍ ବାଟ୍ (DSO) vs NVI
1 ଏ ମର୍ ବିସ୍ବାସି ବାଇବଇନିମନ୍, ଜନ୍ଲକ୍ମନ୍କେ କି ପର୍ମେସର୍ ତାର୍ ଲକ୍ ବଲି ବାଚ୍ଲା ଆଚେ, । ଆମେ ଜିସୁର୍ ବିସଇ ଅଲପ୍ ବାବିଦେକୁ । କାଇକେବଇଲେ ଜେତ୍କି ସବୁ ବିସଇ ଆମର୍ ବିସ୍ବାସର୍ ଲାଗି ଆଚେ, ତାକେ ସେ ପର୍ମେସର୍ ବଡ୍ ପୁଜାରି ଇସାବେ ପାଟାଇଲା ।
1 Portanto, santos irmãos, participantes do chamado celestial, fixem os seus pensamentos em Jesus, apóstolo e sumo sacerdote que confessamos.
2 ମସା ଜେନ୍ତାରି ପର୍ମେସରର୍ କୁଟୁମେ ସତ୍ ବାବେ କାମ୍ କଲା, ସମାନ୍ ସେନ୍ତାରିସେ, ସେ ମିସା ସତ୍ ବାବେ ପର୍ମେସରର୍ ଆଦେସ୍ ମାନ୍ବାକେ ସତ୍ ସଙ୍ଗ୍ କଲା ଆରି ପର୍ମେସର୍ସେ ତାକେ ବାଚି ପାଟାଇରଇଲା ।
2 Ele foi fiel àquele que o havia constituído, assim como Moisés foi fiel em toda a casa de Deus.
3 ଗର୍ତେଇଅନି ଗର୍ ତିଆର୍କଲା ମେସ୍ତୁରି ଅଦିକ୍ ସନ୍ମାନ୍ ପାଇସି । ସେନ୍ତାରିସେ ଜିସୁ ମସାର୍ଟାନେଅନି ଅଦିକ୍ ବଡ୍ ବଲି ସନ୍ମାନ୍ ମିଲ୍ସି ।
3 Jesus foi considerado digno de maior glória do que Moisés, da mesma forma que o construtor de uma casa tem mais honra do que a própria casa.
4 କାଇକେବଇଲେ ସବୁ ଗର୍ ମେସ୍ତୁରିସେ ତିଆର୍ କର୍ସି । ମାତର୍ ପର୍ମେସର୍ ସବୁ ବିସଇ ତିଆର୍ କଲାଆଚେ ।
4 Pois toda casa é construída por alguém, mas Deus é o edificador de tudo.
5 ମସା ଗତିଦାଙ୍ଗ୍ଡା ଇସାବେ ପର୍ମେସରର୍ ଗରେ କାମ୍ କର୍ତେରଇଲା, ଆରି ପର୍ମେସର୍ ଜନ୍ଟା ଆଇବା ଦିନ୍ମନ୍କେ ଜାନାଇସି, ସେଟାଆକା ସେ କଇରଇଲା ।
5 Moisés foi fiel como servo em toda a casa de Deus, dando testemunho do que haveria de ser dito no futuro,
6 ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।
6 mas Cristo é fiel como Filho sobre a casa de Deus; e esta casa somos nós, se é que nos apegamos firmemente à confiança e à esperança da qual nos gloriamos.
7 ସୁକଲ୍ ଆତ୍ମା ଜେନ୍ତାର୍ କଇଲାନି,
7 Assim, como diz o Espírito Santo: "Hoje, se vocês ouvirem a sua voz,
8 ଜେନ୍ତାର୍, ମରୁବାଲି ବୁଏଁ ତମର୍ ଆନିଦାଦିମନ୍ ମାପ୍ରୁକେ ପରିକା କଲାଇ
8 não endureçam o coração, como na rebelião, durante o tempo de provação no deserto,
9 କାଇକେବଇଲେ ସେ ଜେତ୍କି କରିରଇବା କାବାଅଇଜିବା କାମ୍ମନ୍ ଚାଲିସ୍ ବରସ୍ଜାକ ଦେକ୍ଲେ ମିସା, ସେମନ୍ ତାର୍ ବପୁକେ ପରିକା କରିଲାଗିରଇଲା ।
9 onde os seus antepassados me tentaram, pondo-me à prova, apesar de, durante quarenta anos, terem visto o que eu fiz.
10 ସେଟାର୍ପାଇ ପର୍ମେସର୍ ସେ ଲକ୍ମନ୍କେ ରିସାଅଇଲା, ଆରି କଇଲା, ସେମନ୍ ବେଗ୍ଲିକରି ବିନ୍ ବିସଇମନ୍ କରିଲାଗିଆଚତ୍ । ମୁଇ ତିଆର୍ଲାଟା କର୍ବାକେ ନିଚ୍ଲାଇନି ।
10 Por isso fiquei irado contra aquela geração e disse: Os seus corações estão sempre se desviando, e eles não reconheceram os meus caminhos.
11 ସେଟାର୍ ପାଇ ମୁଇ ରିସାଅଇ ସପତ୍କରି କଇଲି, ମୁଇ ଜନ୍ଦେସେ ପୁଣ୍ଡ୍ବାକେ ଦେଇତି, ସେ ଦେସେ କେବେ ମିସା ତମ୍କେ ପୁର୍ବାକେ ନ ଦେଇ ।
11 Assim jurei na minha ira: Jamais entrarão no meu descanso".
12 ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ଜାଗର୍ତାଅଇ ରୁଆ, ଜେନ୍ତାରିକି ତମର୍ ବିତ୍ରେଅନି କେ ମିସା କାରାପ୍ ମନ୍ ରଇକରି ପର୍ମେସର୍କେ ବିସ୍ବାସ୍ ନ କରା, ଆରି କେ ମିସା ଜିବନ୍ ରଇବା ପର୍ମେସର୍ ଟାନେଅନି ବେଗ୍ଲି ନ ଜା ।
12 Cuidado, irmãos, para que nenhum de vocês tenha coração perverso e incrédulo, que se afaste do Deus vivo.
13 ତମର୍ ବିତ୍ରେ କେ ମିସା ପାପର୍ଲାଗି ନାଡାଇ ଅଇବାର୍ ନାଇ । ସେଟାର୍ଲାଗି ତମର୍ ମନ୍ ଆଁଟ୍ ଅଇଜାଇସି । ଆମର୍ ଜିଇବାକାଇବା ଦିନ୍ ସାର୍ବାଜାକ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଏ ବିସଇ ଜାଗ୍ରତ୍ କରାଇବାର୍ ଆଚେ ।
13 Pelo contrário, encorajem-se uns aos outros todos os dias, durante o tempo que se chama "hoje", de modo que nenhum de vocês seja endurecido pelo engano do pecado,
14 କାଇକେବଇଲେ ଆମେ ଜଦି ସାରାସାରି ଦିନ୍ ଜାକ ଆମର୍ ବିସ୍ବାସ୍ ଡାଁଟ୍ ସଙ୍ଗ୍ ଦାରିରଇବୁ, ସେନ୍ତାର୍ଆଲେ ଆମେ ସବୁଲକ୍ କିରିସ୍ଟର୍ ସଙ୍ଗ୍ ବାଗ୍ ନେଇ ମିସିକରି ରଇବୁ ।
14 pois passamos a ser participantes de Cristo, desde que, de fato, nos apeguemos até o fim à confiança que tivemos no princípio.
15 ଦରମ୍ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ
15 Por isso é que se diz: "Se hoje vocês ouvirem a sua voz, não endureçam o coração, como na rebelião".
16 ପର୍ମେସରର୍ ବାକିଅ ସୁନିକରି ମିସା ଜେତ୍କି ଲକ୍ ତାକେ ବିରଦ୍ କଲାଇ, ସେ ଲକ୍ମନ୍ କେ ? ଜନ୍ ଲକ୍ମନ୍କେ ମସା ମିସର୍ଦେସେଅନି ବାର୍କରାଇ ଆନିରଇଲା ସେମନ୍ ନ ଅଅତ୍ କି ?
16 Quem foram os que ouviram e se rebelaram? Não foram todos os que Moisés tirou do Egito?
17 ଚାଲିସ୍ ବରସ୍ ଜାକ ପର୍ମେସର୍ କନ୍ ଲକ୍ମନ୍କେ ରିସା ଅଇରଇଲା, ସେମନ୍ କେ ? ଜନ୍ ଲକ୍ମନ୍ କି ପାପ୍ କରିରଇଲାଇ ଆରି ମରୁବାଲି ବୁଏଁ ମରିଜାଇରଇଲାଇ, ସେମନ୍ ନଅତ୍ କି ?
17 Contra quem Deus esteve irado durante quarenta anos? Não foi contra aqueles que pecaram, cujos corpos caíram no deserto?
18 ପର୍ମେସର୍ ଜେବେ ସପତ୍କରି କଇରଇଲା ଜେ, ସେମନ୍ ତାର୍ ପୁଣ୍ଡ୍ବାଦେସେ କେବେମିସା ପୁରି ନାପାରତ୍, ସେବେଲେ ସେ କନ୍ ଲକ୍ମନ୍କେ କଇରଇଲା ? ଜନ୍ଲକ୍ମନ୍ ତାର୍ କାତା ନିଚ୍ତେ ରଇଲାଇ ସେମନ୍କେସେ ।
18 E a quem jurou que nunca haveriam de entrar no seu descanso? Não foi àqueles que foram desobedientes?
19 ଆମେ ଏନ୍ତାରି ଜାନୁ ଜେ, ସେମନ୍ ବିସ୍ବାସ୍ କରତ୍ ନାଇଜେ ପର୍ମେସର୍ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍ ପୁରି ନାପାର୍ଲାଇ ।
19 Vemos, assim, que foi por causa da incredulidade que não puderam entrar.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 3, comparar traduções ou montar um estudo — tudo direto pelo WhatsApp.