Gálatas 2
ସତିଅର୍ ବାଟ୍ (DSO) vs VC
1 ଚଉଦ ବରସ୍ ପଚେ ବର୍ନବାର୍ ସଙ୍ଗ୍ ମୁଇ ଜିରୁସାଲମେ ବାଉଡିଆଇଲି । ଆମର୍ ସଙ୍ଗ୍ ତିତସ୍କେ ମିସା ଡାକି ନେଇରଇଲୁ ।
1 Catorze anos mais tarde, subi outra vez a Jerusalém com Barnabé, levando também Tito comigo.
2 ମୁଇ ତେଇ ଜିବାର୍ ଆଚେଆକା ବଲି ପରମେସରର୍ଟାନେଅନି ଆଦେସ୍ ପାଇ ଜାଇରଇଲି । ଜିଉଦି ନ ଅଇଲା ଲକ୍ମନର୍ ଲଗେ ମୁଇ ଜନ୍ କବର୍ ଜାନାଇଲିନି, ସେଟା ଜିରୁସାଲମର୍ ନେତା ବଲି ମାନିଅ ପାଇରଇବା ଲକ୍ମନ୍, ଗଟେକ୍ ଗରେ ବସ୍ଲା ବେଲେ, ତେଇ ବୁଜାଇ ଦେଲି । ଜେନ୍ତିକି ମର୍ ଆଗର୍ ପଚର୍ ଜାନାଇବା ସୁବ୍କବର୍ ବେକାର ନ ଅ, ସେଟାର୍ ପାଇ ମୁଇ ଦିଆନ୍ ଦେଇରଇଲି ।
2 E subi em conseqüência de uma revelação. Expus-lhes o Evangelho que prego entre os pagãos, e isso particularmente aos que eram de maior consideração, a fim de não correr ou de não ter corrido em vão.
3 ମୁଇ କଇଲା ବିସଇ ସେମନ୍ ରାଜି ଅଇଲାଇ । କାଇକେବଇଲେ ମର୍ ସାଙ୍ଗ ତିତସ୍, ଗଟେକ୍ ଗିରିକ୍ ଲକ୍ ଅଇରଇଲେ ମିସା, ତାକେ ସୁନତ୍ ଅ ଆକା ବଲି ବାଦିଅ କରତ୍ ନାଇ ।
3 Entretanto, nem sequer meu companheiro Tito, embora gentio, foi obrigado a circuncidar-se.
4 ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
4 Mas, por causa dos falsos irmãos, intrusos - que furtivamente se introduziram entre nós para espionar a liberdade de que gozávamos em Cristo Jesus, a fim de nos escravizar -,
5 ମାତର୍ ତମର୍ ଲାଗି, ସୁବ୍କବର୍ ସତ୍ସଙ୍ଗ୍ ଦାରି ରକ୍ବାକେ, ଆମେ ସେ ନାଡାଉମନ୍କେ ଚନେକ୍ ମିସା ବେଲା ଦେଇ ନ ରଇଲୁ ।
5 fomos, por esta vez, condescendentes, para que o Evangelho permanecesse em sua integridade.
6 ମାତର୍ ଜନ୍ ଲକ୍ମନ୍ ନେତା ବଲାଇ ଅଇତେ ରଇଲାଇ, ସେମନ୍ ଜେ ମିସା ଅଅତ୍, ସେଟାର୍ ପାଇ ମକେ କାଇଟା ନ ଅଏ । କାଇକେବଇଲେ ପରମେସର୍ କାକେ ମିସା ବାଇରର୍ ଚଲାଚଲ୍ତି ଦେକି ବିଚାର୍ନା ନ କରେ । ସେ ନେତାମନ୍ ମକେ କାଇମିସା ନୁଆ ଜଜ୍ନା ନ ଦେଇରଇଲାଇ ।
6 Quanto aos que eram de autoridade - o que antes tenham sido não me importa, pois Deus não se deixa levar por consideração de pessoas -, estas autoridades, digo, nada me impuseram.
7 ଆରି ଗଟେକ୍ ବାଟେ ସେମନ୍ ଦେକ୍ଲାଇ ଜେ, ପରମେସର୍ ଜେନ୍ତିକି ପିତର୍କେ ଜିଉଦିମନର୍ ଲଗେ ସୁବ୍କବର୍ ଜାନାଇବାକେ ଦାଇତ୍ ଦେଇ ରଇଲା, ସେନ୍ତି ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ମକେ ଦାଇତ୍ ଦେଲାଆଚେ ।
7 Ao contrário, viram que a evangelização dos incircuncisos me era confiada, como a dos circuncisos a Pedro
8 କାଇକେବଇଲେ ପିତର୍ ଜେନ୍ତି ପର୍ମେସରର୍ ବପୁ ପାଇକରି ଜିଉଦିମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇରଇଲା, ସମାନ୍ ସେନ୍ତି, ମୁଇ ମିସା ପରମେସରର୍ ବପୁ ପାଇକରି ଜିଉଦି ନଇଲା ଲକ୍ମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇଲିଆଚି ।
8 {porque aquele cuja ação fez de Pedro o apóstolo dos circuncisos, fez também de mim o dos pagãos}.
9 ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।
9 Tiago, Cefas e João, que são considerados as colunas, reconhecendo a graça que me foi dada, deram as mãos a mim e a Barnabé em sinal de pleno acordo:
10 ସେମନ୍ ଆମ୍କେ ସେମନର୍ ଦଲେ ଅବାବେ ରଇଲା ଲକ୍ମନ୍କେ ଏତାଇତେରୁଆ ବଲି ଅବ୍କା ଏତ୍କି ଗୁଆରି କରିରଇଲାଇ । ସେ ବିସଇ କର୍ବାକେସେ ମର୍ ମନ୍ ରଇଲା ।
10 iríamos aos pagãos, e eles aos circuncidados. Recomendaram-nos apenas que nos lembrássemos dos pobres, o que era precisamente a minha intenção.
11 ପିତର୍ ଆନ୍ତିଅକିଅତେଇ ଆସି ରଇଲା ବେଲେ ମୁଇ ସବୁ ଲକର୍ ମୁଆଟେ ତାକେ ମନାକରିରଇଲି, କାଇକେ ବଇଲେ ସତଇସେ ସେ ବୁଲ୍ କାମ୍ କର୍ତେରଇଲା ।
11 Quando, porém, Cefas veio a Antioquia, resisti-lhe francamente, porque era censurável.
12 ଆଗ୍ତୁ ସେ ଜିଉଦି ନଇଲା ଲକ୍ମନର୍ ସଙ୍ଗ୍ କାଇତେରଇଲା, ମାତର୍ ଜେଡେବଲ୍ ଜାକୁବ୍ ପାଟାଇରଇବା ଲକ୍ମନ୍ ତେଇ ଆଇଲାଇ, ତେଇ ମିସିକରି କାଇବାଟା ଚାଡି ବିନେ ରଇଲା । ଜନ୍ ଜିଉଦି ବିସ୍ବାସିମନ୍ ଜିଉଦି ନଇଲାଟାମନ୍କେ ସୁନତ୍ ଉଆ ବଲି ବାଦିଅ କର୍ତେରଇଲାଇ, ସେମନ୍କେ ଡରି ପିତର୍ ଏନ୍ତି କଲା ।
12 Pois, antes de chegarem alguns homens da parte de Tiago, ele comia com os pagãos convertidos. Mas, quando aqueles vieram, retraiu-se e separou-se destes, temendo os circuncidados.
13 ବିନ୍ ଜିଉଦି ବାଇମନ୍ ମିସା ପିତର୍ ସଙ୍ଗ୍ ମିସି କୁଟିଆଲ୍ମନର୍ ପାରା ଚଲାଚଲ୍ତି କର୍ତେ ରଇଲାଇ । ଏନ୍ତିକି ବର୍ନବା ମିସା ସେନ୍ତାରି ଅଇଗାଲା ।
13 Os demais judeus convertidos seguiram-lhe a atitude equívoca, de maneira que mesmo Barnabé foi levado por eles a essa dissimulação.
14 ସବୁର୍ ମୁଆଟେ ମୁଇ ପିତର୍କେ କଇଲି, “ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍ । ସେନ୍ତାର୍ଆଲେ ଜିଉଦି ନ ଅଉଁମନ୍କେ ଆମର୍ ଦରମର୍ ସବୁ ରିତିନିତି ମାନ୍ବାକେ କେନ୍ତି ବାଦିଅ କଲୁସ୍ନି ?”
14 Quando vi que o seu procedimento não era segundo a verdade do Evangelho, disse a Cefas, em presença de todos: Se tu, que és judeu, vives como os gentios, e não como os judeus, com que direito obrigas os pagãos convertidos a viver como os judeus?
15 ଏବେ ଆମ୍କେ ଜନ୍ମେଅନି ଜିଉଦି ଲକ୍ ବଲି ଜାନତ୍ । ପର୍ମେସରର୍ ନିୟମ୍ ନାଜାନ୍ଲା ଜିଉଦି ନଇଲା ଲକ୍ମନର୍ପାରା ନଉଁ ।
15 Nós, judeus de nascença, e não pecadores dentre os pagãos,
16 ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।
16 sabemos, contudo, que ninguém se justifica pela prática da lei, mas somente pela fé em Jesus Cristo. Também nós cremos em Jesus Cristo, e tiramos assim a nossa justificação da fé em Cristo, e não pela prática da lei. Pois, pela prática da lei, nenhum homem será justificado.
17 ମାତର୍ କିରିସ୍ଟର୍ ସଙ୍ଗ୍ ମିସିରଇଲାକେ ତାର୍ ମୁଆଟେ ଆମେ ଦରମ୍ଲକ୍ ବଲି ଏଜାଇ ଅଇବୁ । ମାତର୍ ମସାର୍ ନିୟମ୍ ଇସାବେ, ଜିଉଦି ନଇଲା ଲକ୍ମନର୍ ପାରା ଆମେ ପାପିଲକ୍ ବଲି ଏଜାଇ ଅଇଲୁନି । କିରିସ୍ଟ ଲକ୍ମନ୍କେ ପାପ୍ କରାଇବାକେ ବାଦିଅ କଲାନି ବଲି ତାର୍ ଅରତ୍ ଆଚେ କି ? ନାଇ, ଏନ୍ତାରି କେବେ ନ ଅଏ ।
17 Pois, se nós, que aspiramos à justificação em Cristo, retornamos, todavia, ao pecado, seria porventura Cristo ministro do pecado? Por certo que não!
18 କାଇକେବଇଲେ ମୁଇ ମସାର୍ ନିୟମ୍ ପିଟି ପାସ୍ଲିଦେଲି । ମାତର୍ ଜନ୍ ନିୟମ୍ ମୁଇ ଚାଡିଦେଇରଇଲି, ସେଟା ଆରିତରେକ୍ ମାନ୍ବାକେ ଚେସ୍ଟା କଲେ ସତଇସେ ପାପି ଅଇଜିବି ।
18 Se torno a edificar o que destruí, confesso-me transgressor.
19 ନିୟମର୍ ପାଇ ମୁଇ ମଲାସମାନ୍ ଅଇଆଚି । ନିୟମର୍ ଲାଗି ସେ, ପର୍ମେସରର୍ ମୁଆଟେ ଦସି ଅଇକରି ମରନର୍ ଡଣ୍ଡ୍ ପାଇଲି ।
19 Na realidade, pela fé eu morri para a lei, a fim de viver para Deus. Estou pregado à cruz de Cristo.
20 ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
20 Eu vivo, mas já não sou eu; é Cristo que vive em mim. A minha vida presente, na carne, eu a vivo na fé no Filho de Deus, que me amou e se entregou por mim.
21 ଏଟାର୍ପାଇ ପରମେସରର୍ ଜିବନ୍ ଦୁକାଇଲାଟାକେ ମୁଇ କେବେ ମିସା ନାଇ ବଲି କଇନାପାରି । କାଇକେ ବଇଲେ ନିୟମ୍ ମାନ୍ଲେ ଜଦି ଗଟେକ୍ ଲକ୍ ତାର୍ ମୁଆଟେ ଦରମ୍ ଲକ୍ ଅଇପାରେ, ତେବେ କିରିସ୍ଟ ମଲାର୍ କିଚି ମୁଲିଅ ନାଇ । ଏ ସବୁ ବିସଇ ମୁଇ ଆନ୍ଟିଅକେ କଇଲି ।
21 Não menosprezo a graça de Deus; mas, em verdade, se a justiça se obtém pela lei, Cristo morreu em vão.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 2, comparar traduções ou montar um estudo — tudo direto pelo WhatsApp.