Gálatas 1
ସତିଅର୍ ବାଟ୍ (DSO) vs ARC
1 ମୁଇ ପେରିତ୍ ସିସ୍ ପାଉଲ୍ । ପେରିତ୍ ସିସ୍ ଅଇବାକେ ମୁଇ ଲକ୍ମନର୍ଟାନେଅନି କି ଲକ୍ମନର୍ ମାଲାକାରିଆ ଇସାବେ ଡାକ୍ରା ପାଇନାଇ । ଏ ଡାକ୍ରା ମୁଇ ବାବା ପରମେସରର୍ ଆରି ଜିସୁ କିରିସ୍ଟର୍ ତେଇଅନି ପାଇଲିଆଚି । ପରମେସର୍ ତାକେ ମଲାଟାନେଅନି ଉଟାଇଆଚେ ।
1 Paulo, apóstolo (não da parte dos homens, nem por homem algum, mas por Jesus Cristo e por Deus Pai, que o ressuscitou dos mortos),
2 ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍ପାଇ ମର୍ ଚିଟି । ଜନ୍ ବିସ୍ବାସି ବାଇବଇନିମନ୍ ମର୍ ସଙ୍ଗ୍ ଆଚତ୍, ସେମନ୍ ମିସା ମର୍ ସଙ୍ଗ୍ ଜୁଆର୍ ଜାନାଇଲାଇନି ।
2 e todos os irmãos que estão comigo, às igrejas da Galácia:
3 ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
3 graça e paz, da parte de Deus Pai e da de nosso Senhor Jesus Cristo,
4 ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା ।
4 o qual se deu a si mesmo por nossos pecados, para nos livrar do presente século mau, segundo a vontade de Deus, nosso Pai,
5 ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍ !
5 ao qual glória para todo o sempre. Amém!
6 କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି ।
6 Maravilho-me de que tão depressa passásseis daquele que vos chamou à graça de Cristo para outro evangelho,
7 ଏ ସୁବ୍କବର୍ ଚାଡି ଆରି ଗଟେକ୍ ବିନ୍ ସୁବ୍କବର୍ ନାଇ । ମାତର୍ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍ କିରିସ୍ଟର୍ ସୁବ୍କବର୍ ବିନ୍ ବିନ୍ ରକାମ୍ କରି, ତମ୍କେ କଚପଚ କର୍ବାକେ ଚେସ୍ଟା କଲାଇନି ବଲି ମୁଇ ସୁନ୍ଲିନି ।
7 o qual não é outro, mas há alguns que vos inquietam e querem transtornar o evangelho de Cristo.
8 ମାତର୍ ଆମେ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍ ଗଟେକ୍ ସୁବ୍କବର୍ ଆମେ ନିଜେ, ନଇଲେ ସରଗ୍ ଦୁତ୍ ମିସା ଜାନାଇସି ବଇଲେ, ସେ ଅବିସାପ୍ ପାଅ ।
8 Mas, ainda que nós mesmos ou um anjo do céu vos anuncie outro evangelho além do que já vos tenho anunciado, seja anátema.
9 ଏଟା ଆମେ ଆଗ୍ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍ କଇଲିନି, ତମେ ତମର୍ ଜିବନେ ଜନ୍ ସୁବ୍କବର୍ ମାନିରଇଲାସ୍, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍ ସୁବ୍କବର୍ ଜାନାଇସି ବଇଲେ ସେ ଅବିସାପ୍ ପାଅ ।
9 Assim como já vo-lo dissemos, agora de novo também vo-lo digo: se alguém vos anunciar outro evangelho além do que já recebestes, seja anátema.
10 ଏଟା ସୁନି ତମେ ମନେ ମନେ କାଇଟା ବାବ୍ଲାସ୍ନି ? ମୁଇ ଲକ୍ମନର୍ ମାନ୍ବାଟା ପାଇବାକେ ଚେସ୍ଟା କଲିନି କି ? ନାଇ, କେବେ ନାଇ । ମୁଇ ପରମେସରର୍ ମାନ୍ବାଟାସେ ମନ୍ କଲିନି । ମୁଇ କାଇ ଡାକ୍ପୁଟା ଅଇବି ବଲି ମନ୍ କଲିନି କି ? ମୁଇ ଜଦି ଏବେ ଜାକ ଡାକ୍ପୁଟା ଅଇବାକେ ମନ୍ କର୍ତି ବଇଲେ, ଆଜି କିରିସ୍ଟର୍ ସେବାକାରିଆ ନ ଅଇତି ।
10 Porque persuado eu agora a homens ou a Deus? Ou procuro agradar a homens? Se estivesse ainda agradando aos homens, não seria servo de Cristo.
11 କାଇକେବଇଲେ, ଏ ବାଇବଇନିମନ୍ ମୁଇ ତମ୍କେ ଜନ୍ ସୁବ୍କବର୍ ଜାନାଇଲିନି, ସେଟା ମୁନୁସର୍ଟାନେଅନି ବାରଏ ନାଇ ।
11 Mas faço-vos saber, irmãos, que o evangelho que por mim foi anunciado não é segundo os homens,
12 ତେବେ ମୁଇ ସେଟା ମୁନୁସ୍ ମନର୍ ଟାନେଅନି ପାଇନାଇ, କି କେ ମକେ ସିକାଅତ୍ ନାଇ । ନିଜେ ଜିସୁ କିରିସ୍ଟ ସେଟା ମକେ ଜାନାଇଲା ଆଚେ ।
12 porque não o recebi, nem aprendi de homem algum, mas pela revelação de Jesus Cristo.
13 ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ ।
13 Porque já ouvistes qual foi antigamente a minha conduta no judaísmo, como sobremaneira perseguia a igreja de Deus e a assolava.
14 ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।
14 E, na minha nação, excedia em judaísmo a muitos da minha idade, sendo extremamente zeloso das tradições de meus pais.
15 ମାତର୍ ପରମେସର୍ ତାର୍ ଜିବନ୍ ଦୁକାଇ ମର୍ ମାଆର୍ ଗର୍ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍ ସେବା କର୍ବାକେ ଡାକ୍ଲା ।
15 Mas, quando aprouve a Deus, que desde o ventre de minha mãe me separou e me chamou pela sua graça,
16 ଆରି ଜେଡେବେଲେ ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ପର୍ମେସର୍ ମକେ ତାର୍ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍ଲଗେ ଜିବି ଆରି ସେମନ୍ ମକେ ସିକାଇଦେଅତ୍ ବଲି ଚିନ୍ତାକରି ନାଇ ।
16 revelar seu Filho em mim, para que o pregasse entre os gentios, não consultei carne nem sangue,
17 ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି ।
17 nem tornei a Jerusalém, a ter com os que já antes de mim eram apóstolos, mas parti para a Arábia e voltei outra vez a Damasco.
18 ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି ।
18 Depois, passados três anos, fui a Jerusalém para ver a Pedro e fiquei com ele quinze dias.
19 ମାତର୍ ମାପ୍ରୁର୍ ବାଇ ଜାକୁବ୍କେ ଚାଡ୍ଲେ ଆରି ମୁଇ କନ୍ ପେରିତ୍ ସିସ୍କେ ମିସା ବେଟ୍ ଅଇନାଇ ।
19 E não vi a nenhum outro dos apóstolos, senão a Tiago, irmão do Senhor.
20 ମୁଇ ଜେତ୍କି ବିସଇ ଲେକ୍ଲିନି, ସେଟା ସତ୍, ପରମେସର୍ ଜାନିଆଚେ ମୁଇ କାଇଟା ମିସା ମିଚ୍ କଇନାଇ !
20 Ora, acerca do que vos escrevo, eis que diante de Deus testifico que não minto.
21 ତାର୍ପଚେ ମୁଇ ସିରିଆ ଆରି ସିଲିସିଆର୍ ବେସି ଜାଗାଇ ଜାଇରଇଲି ।
21 Depois, fui para as partes da Síria e da Cilícia.
22 ସେବେଲା ଜିଉଦା ରାଇଜେ ରଇଲା କିରସ୍ଟକେ ବିସ୍ବାସ୍ କର୍ବା ମଣ୍ଡଲିର୍ ଲକ୍ମନ୍ ମକେ ନିକସଙ୍ଗ୍ ନାଜାନି ରଇଲାଇ ।
22 E não era conhecido de vista das igrejas da Judeia, que estavam em Cristo;
23 ବିନ୍ ଲକ୍ମନ୍ ମର୍ ବିସଇ ଜାଇଟା କଇରଇଲାଇ, ସେମନ୍ ସେତ୍କିସେ ଜାନିରଇଲାଇ । ବିନ୍ ଲକ୍ମନର୍ଟାନେଅନି ସେମନ୍ ସୁନିରଇଲାଇ କି, ଜନ୍ ଲକ୍ ଗଟେକ୍ ବେଲାଇ ଆମ୍କେ କସ୍ଟ ଦେଇତେ ରଇଲା, ଆମର୍ ଦରମ୍ କୁରୁପ୍ନାସ୍ କରିଦେବାକେ ଚେସ୍ଟା କର୍ତେ ରଇଲା, ଏବେ ସେ ଆକା ମାପ୍ରୁର୍ ସୁବ୍କବର୍ ଜାନାଇଲାନି !
23 mas somente tinham ouvido dizer: Aquele que já nos perseguiu anuncia, agora, a fé que, antes, destruía.
24 ସେଟାର୍ ପାଇ ସେମନ୍ ମର୍ପାଇ ପରମେସରର୍ ଡାକ୍ପୁଟା କର୍ତେରଇଲାଇ ।
24 E glorificavam a Deus a respeito de mim.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 1, comparar traduções ou montar um estudo — tudo direto pelo WhatsApp.