Atos 5
ସତିଅର୍ ବାଟ୍ (DSO) vs ARA
1 ସେ ଦଲର୍ ଅନନିୟ ନାଉଁର୍ ଗଟେକ୍ ଲକ୍ ଆରି ତାର୍ ମାଇଜି ସପିରା ସେମନର୍ କେତେକ୍ ଜମି ବିକ୍ଲାଇ ।
1 Entretanto, certo homem, chamado Ananias, com sua mulher Safira, vendeu uma propriedade,
2 ମାତର୍ ମାଇଜିମୁନୁସ୍ ରାଜିଅଇକରି ବିକିକରି ପାଇଲା କେତେକ୍ ଡାବୁ ଅନନିୟ ନିଜର୍ ପାଇ ସଙ୍ଗଇଲା । ଅଗଲ୍ଲାଟା ସେ ପେରିତ୍ ସିସ୍ମନ୍କେ ଦେଲା ।
2 mas, em acordo com sua mulher, reteve parte do preço e, levando o restante, depositou-o aos pés dos apóstolos.
3 ପିତର୍ ତାକେ କଇଲା, “ଅନନିୟ ତୁଇ କେନ୍ତି ସଇତାନର୍ ପାନ୍ଦେପଡି ଜମି ବିକି ଆନିରଇବା ଡାବୁ କେତେକ୍ ନିଜର୍ ପାଇ ସଙ୍ଗଇକରି ସୁକଲ୍ ଆତ୍ମାର୍ ମୁଆଟେ ମିଚ୍ କଇଲୁସ୍ ?
3 Então, disse Pedro: Ananias, por que encheu Satanás teu coração, para que mentisses ao Espírito Santo, reservando parte do valor do campo?
4 ବିକ୍ବା ଆଗ୍ତୁ ସେ ଜମି ତମର୍ ରଇଲା । ବିକ୍ଲା ପଚେ ମିସା ସେ ଡାବୁ ତମର୍ଟାସେ । ଏନ୍ତି କାମ୍ କର୍ବାକେ କାଇକେ ମନ୍ କଲୁସ୍ ? ତୁଇ ଲକ୍ମନ୍କେ ନାଡାଉସ୍ ନାଇ ମାତର୍ ପର୍ମେସର୍କେ ନାଡାଇଆଚୁସ୍ ।”
4 Conservando-o, porventura, não seria teu? E, vendido, não estaria em teu poder? Como, pois, assentaste no coração este desígnio? Não mentiste aos homens, mas a Deus.
5 ଅନନିୟ ଏ କାତା ସୁନ୍ଲା ଦାପ୍ରେ ତଲେ ଆପ୍ଟି ଅଇ ଅଦ୍ରି ମରିଗାଲା । ଜନ୍ ଲକ୍ମନ୍ ଏ କାତା ସୁନ୍ଲାଇ ସେମନ୍ ସବୁଲକ୍ ବେସି ଡରିଗାଲାଇ ।
5 Ouvindo estas palavras, Ananias caiu e expirou, sobrevindo grande temor a todos os ouvintes.
6 ଦଲର୍ ଦାଙ୍ଗ୍ଡାମନ୍ ଅନନିୟର୍ ମଲା ଗାଗଡ୍ ଲୁଗାଇ ଗୁଡିଆଇକରି ବାଇରେ ବଇକରି ଦାରିଗାଲାଇ ଆରି ତପିଦେଲାଇ ।
6 Levantando-se os moços, cobriram-lhe o corpo e, levando-o, o sepultaram.
7 ପାକାପାକି ତିନ୍ଗଁଟା ପଚେ ଅନନିୟର୍ ମାଇଜି ତେଇ ଆସି କେଟ୍ଲା । ସେ, ଏ ଗଟ୍ନା ନାଜାନି ରଇଲା ।
7 Quase três horas depois, entrou a mulher de Ananias, não sabendo o que ocorrera.
8 ପିତର୍ ତାକେ ପାଚାର୍ଲା “ମକେ କ ପନି, ତୁଇ ଆରି ତର୍ ମୁନୁସ୍ ଜେତ୍କି ଜମି ବିକ୍ଲାସ୍, ଏଟା କାଇ ତାର୍ ପୁରାଦାମ୍ କି ?” ସେ କଇଲା, “ଉଁ ଏତ୍କିସେ ।”
8 Então, Pedro, dirigindo-se a ela, perguntou-lhe: Dize-me, vendestes por tanto aquela terra? Ela respondeu: Sim, por tanto.
9 ପିତର୍ ତାକେ କଇଲା, “ମାପ୍ରୁର୍ ଆତ୍ମାକେ ପରିକା କର୍ବାକେ ତୁଇ ଆରି ତର୍ ମୁନୁସ୍ କାଇକେ ରାଜିଅଇଲାସ୍ ? ଜନ୍ ଲକ୍ମନ୍ ତର୍ ମୁନୁସ୍କେ ସମାଦି ଦେଲାଇ ଆଚତ୍, ବାଟ୍ ଡିଆଗଡି କେଟ୍ଲାଇବେ, ସେମନ୍ ତକେ ମିସା ବଇ ଦାରିଜିବାଇବେ ।”
9 Tornou-lhe Pedro: Por que entrastes em acordo para tentar o Espírito do Senhor? Eis aí à porta os pés dos que sepultaram o teu marido, e eles também te levarão.
10 ସେ ଦାପ୍ରେ ସେ ମିସା ପିତରର୍ ପାଦ୍ତଲେ ଅଦ୍ରି ମରିଗାଲା । ଦାଙ୍ଗ୍ଡାମନ୍ ବିତ୍ରେ ଆସି ତାର୍ ମଲା ଗାଗଡ୍ ବଇନେଲାଇ ଆରି ତାର୍ ମୁନୁସର୍ ଲଗେ ତାକେ ମିସା ସମାଦି ଦେଲାଇ ।
10 No mesmo instante, caiu ela aos pés de Pedro e expirou. Entrando os moços, acharam-na morta e, levando-a, sepultaram-na junto do marido.
11 ଜିରୁସାଲେମର୍ ଗୁଲାଇ ମଣ୍ଡଲିର୍ ଲକ୍ମନ୍ ଆରି ଜେତ୍କି ଲକ୍ ଏ କାତା ସୁନ୍ଲାଇ, ସବୁଲକ୍ ଡରିଗାଲାଇ ।
11 E sobreveio grande temor a toda a igreja e a todos quantos ouviram a notícia destes acontecimentos.
12 ପେରିତ୍ ସିସ୍ମନର୍ ଟାନେଅନି ଲକ୍ମନର୍ ବିତ୍ରେ ବେସି କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ସାଦନ୍ ଅଇତେ ରଇଲା । ସବୁ ବିସ୍ବାସିମନ୍ ସଲ୍ମନର୍ ମଣ୍ଡପେ ରୁଣ୍ଡ୍ତେ ରଇଲାଇ ।
12 Muitos sinais e prodígios eram feitos entre o povo pelas mãos dos apóstolos. E costumavam todos reunir-se, de comum acordo, no Pórtico de Salomão.
13 ସେମନର୍ ବିସଇ ବିନ୍ଲକ୍ମନ୍ ନିମାନ୍ କାତା କଇତେ ରଇଲାଇ । ମାତର୍ ଦଲ୍ ବାଇରେ ରଇଲା ଲକ୍ମନ୍ କେ ମିସା ଦଲେ ମିସ୍ବାକେ ସାଆସ୍ ନ କର୍ତେ ରଇଲାଇ ।
13 Mas, dos restantes, ninguém ousava ajuntar-se a eles; porém o povo lhes tributava grande admiração.
14 ଏଲେ ମିସା ପର୍ମେସର୍କେ ବିସ୍ବାସ୍ କରି ଅଦିକ୍ ଅଦିକ୍ ମାଇଜିଟକି ଆରି ମୁନୁସ୍ ପିଲାମନ୍ ଏ ଦଲେ ମିସ୍ଲାଇ । ଆରି ସେ ଦଲ୍ ଦିନ୍କେ ଦିନ୍ ଅଦିକ୍ ଅଦିକ୍ ବଡ୍ତେ ଗାଲା ।
14 E crescia mais e mais a multidão de crentes, tanto homens como mulheres, agregados ao Senhor,
15 ପେରିତ୍ ସିସ୍ମନର୍ କାମ୍ ଅଦିକ୍ ବଡି ବଡି ଗାଲା । ଏନ୍ତିକି ପିତର୍ ଇଣ୍ଡିଗାଲାବେଲେ ତାର୍ ଚାଇଆଲେ ଅଲପ୍ ପଡବଲି ଲକ୍ମନ୍ ରଗିମନ୍କେ ବଇଆନି ବାଟ୍ପାଲି କଟେ ଆରି ଟାଟିମନ୍ ଅଚାଇକରି ସୁଆଇ ଦେଇତେ ରଇଲାଇ ।
15 a ponto de levarem os enfermos até pelas ruas e os colocarem sobre leitos e macas, para que, ao passar Pedro, ao menos a sua sombra se projetasse nalguns deles.
16 ଜିରୁସାଲମର୍ ଚାରିବେଟ୍ତି ରଇବା ଗଡର୍ ରଗି ଆରି ଡୁମାଦାର୍ଲା ଲକ୍ମନ୍କେ ପେରିତ୍ମନର୍ ଲଗେ ଆନ୍ତେ ରଇଲାଇ । ଆରି ସେମନ୍ ସବୁ ଲକ୍ ନିମାନ୍ ଅଇତେ ରଇଲାଇ ।
16 Afluía também muita gente das cidades vizinhas a Jerusalém, levando doentes e atormentados de espíritos imundos, e todos eram curados.
17 ତାର୍ ପଚେ ବଡ୍ ପୁଜାରି, ତାର୍ସଙ୍ଗ୍ ରଇବା ଲକ୍ମନ୍ ଆରି ସାଦୁକି ଦଲର୍ ଲକ୍ମନ୍, ସିସ୍ମନ୍କେ ଇଁସା ଅଇଗାଲାଇ । ଆରି ସେମନର୍ ବିରୁଦେ କାଇଟାଆଲେ କରୁ ବଲି ଜଜ୍ନା କଲାଇ ।
17 Levantando-se, porém, o sumo sacerdote e todos os que estavam com ele, isto é, a seita dos saduceus, tomaram-se de inveja,
18 ସେମନ୍ ପେରିତ୍ ସିସ୍ମନ୍କେ ଦାରି ବାନ୍ଦିକରି ବନ୍ଦିଗରେ ସଙ୍ଗଇଲାଇ ।
18 prenderam os apóstolos e os recolheram à prisão pública.
19 ମାତର୍ ସେ ରାତି ମାପ୍ରୁର୍ ଗଟେକ୍ ଦୁତ୍ ବନ୍ଦିଗରର୍ କାପାଟ୍ ଉଗାଡିଦେଲା ଆରି ସେମନ୍କେ ମୁକ୍ଲାଇ ଆନି କଇଲା,
19 Mas, de noite, um anjo do Senhor abriu as portas do cárcere e, conduzindo-os para fora, lhes disse:
20 “ଜା ଆରି ମନ୍ଦିରେ ଟିଆଅଇକରି ଲକ୍ମନ୍କେ ଏ ନୁଆ ଜିବନ୍ ବିସଇ ସବୁ କାତା କୁଆ ।”
20 Ide e, apresentando-vos no templo, dizei ao povo todas as palavras desta Vida.
21 ସିସ୍ମନ୍ ସେ ଦୁତର୍ କାତା ମାନି ସାକାଲ୍ ସାକାଲ୍ ମନ୍ଦିରେ ପୁରି ସିକିଆ ଦେବାର୍ ଦାର୍ଲାଇ ।
21 Tendo ouvido isto, logo ao romper do dia, entraram no templo e ensinavam. Chegando, porém, o sumo sacerdote e os que com ele estavam, convocaram o Sinédrio e todo o senado dos filhos de Israel e mandaram buscá-los no cárcere.
22 ମାତର୍ ସେ ମୁକିଆମନ୍ ବନ୍ଦିଗରେ କେଟ୍ଲାକେ ପେରିତ୍ମନ୍କେ ତେଇ ଦେକତ୍ନାଇ । ସେଟାର୍ପାଇ ସେମନ୍ ବଡ୍ସବାଇ ବାଉଡି ଆଇଲାଇ । ଆରି ଲକ୍ମନ୍କେ କଇଲାଇ,
22 Mas os guardas, indo, não os acharam no cárcere; e, tendo voltado, relataram,
23 “ଆମେ ବନ୍ଦି ଗରେ କେଟି ଦେକ୍ଲୁ ଜେ ଦୁଆର୍ ନିକସଙ୍ଗ୍ ଡାବି ଅଇରଇଲା । ଆରି ଜାଗୁଆଲ୍ମନ୍ ମିସା ଜାଗିରଇଲାଇ । ମାତର୍ କାପାଟ୍ ଉଗାଡ୍ଲା ପଚେ ଆମେ ବିତ୍ରେ କାକେ ମିସା ଦେକୁ ନାଇ ।”
23 dizendo: Achamos o cárcere fechado com toda a segurança e as sentinelas nos seus postos junto às portas; mas, abrindo-as, a ninguém encontramos dentro.
24 ଏ କାତା ସୁନି ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନର୍ ଦାଇତେ ରଇଲା ଲକ୍ମନ୍ କାବାଅଇଗାଲାଇ । ପେରିତ୍ ସିସ୍ମନ୍କେ କାଇଟା ଅଇଲାଆଚେ ବଲି ସେମନ୍ ବୁଜି ନାପାର୍ଲାଇ ।
24 Quando o capitão do templo e os principais sacerdotes ouviram estas informações, ficaram perplexos a respeito deles e do que viria a ser isto.
25 ସେଡ୍କିବେଲେ ଗଟେକ୍ ଲକ୍ ଆସି କଇଲା “ସୁନା ! ଜନ୍ ଲକ୍ମନ୍କେ ବନ୍ଦି ଗରେ ରକିରଇଲାସ୍, ସେମନ୍ ଏବେ ମନ୍ଦିରେ ଲକ୍ମନ୍କେ ସିକିଆ ଦେଲାଇନି ।”
25 Nesse ínterim, alguém chegou e lhes comunicou: Eis que os homens que recolhestes no cárcere, estão no templo ensinando o povo.
26 ମନ୍ଦିରର୍ କାମ୍କରୁମନ୍ ଜାଗୁଆଲ୍ମନର୍ ସଙ୍ଗ୍ ଜାଇ ପେରିତ୍ ସିସ୍ମନ୍କେ ସୁତ୍ରାଇକରି ଆରିତରେକ୍ ଡାକିଆନ୍ଲାଇ । ସେମନ୍ ଡରାବିଡ୍ରା କରତ୍ ନାଇ । କାଇକେବଇଲେ ସେମନ୍କେ ଲକ୍ମନ୍ ପାକ୍ନାପୁକ୍ନି ମାର୍ବାଇ ବଲି ଡରିଜାଇତେରଇଲାଇ ।
26 Nisto, indo o capitão e os guardas, os trouxeram sem violência, porque temiam ser apedrejados pelo povo.
27 ପେରିତ୍ ସିସ୍ମନ୍କେ ବିତ୍ରେ ଡାକିଆନି ବଡ୍ସବାର୍ ମୁଆଟେ ଟିଆ କରାଇଲାଇ, ଆରି ବଡ୍ ପୁଜାରି ସେମନ୍କେ ପାଚାର୍ଲା ।
27 Trouxeram-nos, apresentando-os ao Sinédrio. E o sumo sacerdote interrogou-os,
28 “ଏ ଜିସୁର୍ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇରଇଲୁ, ମାତର୍ ଦେକା, ତମେ କାଇଟା କରିଆଚାସ୍ ! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍ମନର୍ଟାନେ କେଟ୍ଲା ଆଚେ । ଆରି ତାର୍ ମରନ୍ ପାଇ ଆମ୍କେ ଦାଇ କର୍ବାକେ ଚେସ୍ଟା କଲାସ୍ନି !”
28 dizendo: Expressamente vos ordenamos que não ensinásseis nesse nome; contudo, enchestes Jerusalém de vossa doutrina; e quereis lançar sobre nós o sangue desse homem.
29 ପିତର୍ ଆରି ବିନ୍ ସିସ୍ମନ୍ କଇଲାଇ, “ଆମେ ତମର୍ ଆଦେସ୍ ମାନ୍ବା ବାଦୁଲେ ପର୍ମେସରର୍ ଆଦେସ୍ ମାନ୍ବୁ ।
29 Então, Pedro e os demais apóstolos afirmaram: Antes, importa obedecer a Deus do que aos homens.
30 ତମେ ଜିସୁକେ କୁର୍ସେ ଚଗାଇ ମରାଇଲାପଚେ, ଆମର୍ ଆନିଦାଦିମନର୍ ପର୍ମେସର୍ ତାକେ ମଲାଟାନେଅନି ଉଟାଇଲାଆଚେ ।
30 O Deus de nossos pais ressuscitou a Jesus, a quem vós matastes, pendurando-o num madeiro.
31 ଇସ୍ରାଏଲର୍ ଲକ୍ମନ୍ ତାକର୍ ପାପେଅନି ବାଅଡତ୍ ଆରି ପାପ୍ କେମା ଅଅତ୍ ବଲି ପର୍ମେସର୍ ତାକେ ତାର୍ ଉଜା ବାଟେ ବସାଇଆଚେ । ଜେନ୍ତିକି ସେ ଆମର୍ ସାସନ୍କାରିଆ ଆରି ରକିଆକର୍ବା ଲକ୍ ଅଇସି ।
31 Deus, porém, com a sua destra, o exaltou a Príncipe e Salvador, a fim de conceder a Israel o arrependimento e a remissão de pecados.
32 ଆମେ ଏ ସବୁ ବିସଇର୍ ସାକି ଆଚୁ । ଆରି ଜନ୍ ସୁକଲ୍ ଆତ୍ମାକେ ପର୍ମେସର୍ ତାକର୍ ଆଗିଆଁକାରିମନ୍କେ ଦାନ୍କଲାଆଚେ, ସେ ମିସା ଏଟାର୍ ସାକି ।”
32 Ora, nós somos testemunhas destes fatos, e bem assim o Espírito Santo, que Deus outorgou aos que lhe obedecem.
33 ବଡ୍ସବାର୍ ଲକ୍ମନ୍ ଏ କାତା ସୁନି ଏତେକ୍ ରିସାଅଇଗାଲାଇ ଜେ, ପେରିତ୍ମନ୍କେ ମରାଇବାକେ ମନ୍ କଲାଇ ।
33 Eles, porém, ouvindo, se enfureceram e queriam matá-los.
34 ମାତର୍ ସେମନର୍ ବିତ୍ରେଅନି ଗମଲିଏଲ୍ ନାଉଁର୍ ଗଟେକ୍ ପାରୁସି ଲକ୍ ରଇଲା । ସେ ନିୟମ୍ ସିକାଇତେ ରଇଲା । ତାକେ ଲକ୍ମନ୍ ମାନିଅ କର୍ତେରଇଲାଇ । ସେ ବଡ୍ ସବାଇ ଟିଆଅଇ ପେରିତ୍ମନ୍କେ ଚନେକର୍ ପାଇ ବାଇରେ ନେବାକେ ଆଦେସ୍ ଦେଲା ।
34 Mas, levantando-se no Sinédrio um fariseu, chamado Gamaliel, mestre da lei, acatado por todo o povo, mandou retirar os homens, por um pouco,
35 ଆରି ବଡ୍ ସବାର୍ ଲକ୍ମନ୍କେ କଇଲା, “ଏ ଇସ୍ରାଏଲିୟ ବାଇମନ୍, ଏ ଲକ୍ମନ୍କେ ଜାଇଟା କର୍ବାକେ ଗାଲାସ୍ନି ଅଲପ୍ ବାବିଚିନ୍ତି କରି କରା ।
35 e lhes disse: Israelitas, atentai bem no que ides fazer a estes homens.
36 ତମର୍ ମନେରଇସି, ଅଲପ୍ ଆଗ୍ତୁ ତିଉଦା ନାଉଁର୍ ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ସେ ନିଜେ ବଡ୍ଲକ୍ ବଲି ଲକ୍ମନ୍କେ କଇଲାକେ ତାର୍ ସଙ୍ଗ୍ ଚାରିସଅ ଲକ୍ ମିସି ରଇଲାଇ । ମାତର୍ ତାକେ ମରାଇଲାଇ, ତାର୍ପଚେ ତାର୍ସଙ୍ଗର୍ ଲକ୍ମନ୍ ଚିନ୍ବିନ୍ ଅଇଗାଲାଇ ଆରି ତାର୍ ଦଲ୍ ବୁଡିଗାଲା ।
36 Porque, antes destes dias, se levantou Teudas, insinuando ser ele alguma coisa, ao qual se agregaram cerca de quatrocentos homens; mas ele foi morto, e todos quantos lhe prestavam obediência se dispersaram e deram em nada.
37 ତାର୍ପଚେ ଗାଲିଲି ଅନି ଜିଉଦା ନାଉଁର୍ ଆରି ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ରମିୟ ସର୍କାର ଲକ୍ମନର୍ ନାଉଁ ଲେକାଇବା ବେଲେ ଏଟା ଅଇଲା । ବେସି ଲକ୍କେ ତାର୍ ଦଲେ ମିସାଇବାକେ ସୁତ୍ରାଇଲା । ମାତର୍ ତାକେ ମିସା ମରାଇଲାଇ । ଆରି ତାର୍ ସବୁ ସିସ୍ମନ୍ ଚିନ୍ବିନ୍ ଅଇଗାଲାଇ ।
37 Depois desse, levantou-se Judas, o galileu, nos dias do recenseamento, e levou muitos consigo; também este pereceu, e todos quantos lhe obedeciam foram dispersos.
38 ସେଟାର୍ ପାଇ ଜିସୁର୍ ସିସ୍ମନର୍ ବିସଇ ମୁଇ ତମ୍କେ କଇଲିନି, ସେମନ୍ କର୍ବା କାମ୍ ତେବାଆ ନାଇ, ଚାଡିଦିଆସ୍ । ସେମନ୍ କର୍ବା କାମ୍ ଆରି ଜଜନା ଜଦି ଲକ୍ମନର୍ଟାନେଅନି ଆସିରଇସି, ତେବେ ସେମନ୍ ମିସା ଆରିଜିବାଇ ।
38 Agora, vos digo: dai de mão a estes homens, deixai-os; porque, se este conselho ou esta obra vem de homens, perecerá;
39 ମାତର୍ ସେଟା ଜଦି ପର୍ମେସରର୍ଟାନେ ଆସିରଇସି ବଇଲେ, ତାକେ ତମେ ଦବାଇନାପାରାସ୍ । ସେତ୍କିଅନି ଡିସ୍ସି ଜେ ତମେ ପର୍ମେସରର୍ ବିରଦେ ଜୁଜ୍ଲାସ୍ନି ।”
39 mas, se é de Deus, não podereis destruí-los, para que não sejais, porventura, achados lutando contra Deus. E concordaram com ele.
40 ସେମନ୍ ପେରିତ୍ ସିସ୍ମନ୍କେ ବଡ୍ସବାର୍ ବିତ୍ରେ ଆନ୍ବାକେ ଆଦେସ୍ ଦେଲାଇ । ଡାକିଆନିକରି ସେମନ୍କେ କର୍ଡା ସଙ୍ଗ୍ ମାରାଇଲାଇ । ଆରି ଜିସୁର୍ ନାଉଁଦାରି କାଇମିସା କାତା ନ କଇବାକେ ଆଦେସ୍ ଦେଇ ଚାଡିଦେଲାଇ ।
40 Chamando os apóstolos, açoitaram-nos e, ordenando-lhes que não falassem em o nome de Jesus, os soltaram.
41 ପେରିତ୍ ସିସ୍ମନ୍ ସାର୍ଦାସଙ୍ଗ୍ ବଡ୍ସବାଇଅନି ବାରଇଲାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ଜିସୁର୍ ସିସ୍ ଅଇକରି ଅପ୍ମାନ୍ ପାଇବାକେ ଅଦିକାର୍ ପାଇରଇଲାଇ ।
41 E eles se retiraram do Sinédrio regozijando-se por terem sido considerados dignos de sofrer afrontas por esse Nome.
42 ଆରି ସେମନ୍ ସବୁ ଦିନ୍ ମନ୍ଦିରେ ଆରି ଲକ୍ମନର୍ ଗରେ ଗରେ ମସିଅ ଜିସୁର୍ ବିସଇର୍ ସୁବ୍କବର୍ ଜାନାଇଲାଇ ଆରି ସିକିଆ ଦେବାର୍ ଦାର୍ଲାଇ ।
42 E todos os dias, no templo e de casa em casa, não cessavam de ensinar e de pregar Jesus, o Cristo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 5, comparar traduções ou montar um estudo — tudo direto pelo WhatsApp.