Atos 26
ସତିଅର୍ ବାଟ୍ (DSO) vs AAI
1 ଆଗ୍ରିପା ପାଉଲ୍କେ କଇଲା, “ତକେ ତର୍ ନିଜର୍ ବିସଇ ଜାଇଟା କଇବାର୍ ଆଚେ, ସେଟା କଇବାକେ ଅଦିକାର୍ ଦିଆଅଇଲା ।” ପାଉଲ୍ ଆତ୍ ଉଟାଇକରି ନିଜର୍ବାଟେଅନି କଇଲା,
1 Agripa iu, “O i baibasit abit taiyuw isa inao.” Paul uman bora’ah naatu taiyuwin wasfafar eo,
2 “ରାଜା ଆଗ୍ରିପା ! ଜିଉଦିମନ୍ ମକେ ଜନ୍ ସବୁ ବିସଇ ନେଇ ଦସି କରିଆଚତ୍, ସେଟାର୍ ବିରଦେ ତମର୍ ମୁଆଟେ, ନିଜର୍ ବାଟେଅନି କଇବାକେ ବେଲା ପାଇଲାର୍ ପାଇ ମୁଇ କେଡେ କରମର୍ ଲକ୍ ବଲି ବାବ୍ଲିନି ।”
2 “Aiwob Agripa, ayu i abiyasisir anayabin boun o namaim Jew sabuw abisa isan ayu ubar hibitu i boro ana wasfafaru anao inanowar. Paul aiwob Agripa isah ibibinan|alt="Paul speaking to crowd" src="cn01993b.tif" size="col" loc="Act 26.2" copy="©1978 David C. Cook Publishing Co." ref="26.1-2"
3 କାଇକେବଇଲେ ଜିଉଦିମନର୍ ରିତିନିତି ବିସଇ ଆରି ସେମନର୍ ଲାଗାଜଡା ବିସଇ ତମେ ନିକସଙ୍ଗ୍ ଜାନାସ୍ । ମୁଇ ଗୁଆରି କଲିନି, ତମେ ବିଜାର୍ ନ ଅଇକରି ମର୍ ସବୁକାତା ସୁନା ।
3 Iti ao i turobe, anayabin o i Jew sabuw hai binanakwar naatu hai ofafar iso’ob kwanekwan, imih o abifefeyani yatenanub inama ana’o inanowar.
4 “ପିଲାବେଲେଅନି କେନ୍ତି ମୁଇ ଜିଇଲି ଆଚି, ସେଟା ଜିଉଦିମନ୍ ଜାନତ୍ । ପର୍ତୁମ୍ ମର୍ ନିଜର୍ ଦେସେ ଆରି ପଚେ ଜିରୁସାଲମେ ମୁଇ କେନ୍ତି ଜିବନ୍ କାଟ୍ଲି ଆଚି, ସେଟା ମିସା ସେମନ୍ ଜାନତ୍ ।
4 Jew sabuw etei ayu kek ana veya mi’itube ama’am i hiso’ob, ayu au yawas no aneika au tafaramamaim mi’itube ama’am ana Jerusalem atit ama’ama etei i hiso’ob.
5 ଆଗେଅନି ମୁଇ ଜିଉଦି ନିୟମ୍ ସବୁ ମାନିକରି ପାରୁସିମନର୍ ପାରା ଚଲାଚଲ୍ତି କଲିଆଚି, ସେ ବିସଇ ସେମନ୍ ସାକି ଦେଇପାରତ୍ ।”
5 Ayu i manin maiyow bairi ama, imih ayu i hisu’ubu kwanekwan. Hinakokok na’at hina’orereb. Anaika ayu i Pharisee orot, kwafiren ana ofafar fokarin wanawanan i ayu ama, naatu men kafa’imo ofafar ta astu’ub.
6 ପର୍ମେସର୍ ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇ ରଇଲା, ତେଇ ମର୍ ଆସା ରଇଲାର୍ପାଇ ଆଜି ମୁଇ ଇତି ବିଚାର୍ନା କରାଇଅଇବାକେ ଟିଆ ଅଇଲିଆଚି ।
6 Naatu boun ayu iti ubar tibitu anayabin God ana’omatanen ai a’agir bitih imaim ayu nuhufot ama’am isan, ubar hitu bairi tao.
7 ମାତର୍ ଏ ରାଜା, ଏ ଆସା ଆମର୍ ବାର୍ଟା ଜିଉଦି ଜାତିର୍ ଲକ୍ ଦିନ୍ ରାତି ମାପ୍ରୁକେ ପାର୍ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍ ଲାଗି ଆମର୍ ଜିଉଦିମନ୍ ମକେ ଦସି କରିଆଚତ୍ ।
7 Iti omatanen i aki ai big etei 12 hibitumitum mi’itube hita’itin titurobe, imih fai mar dogoroh tutufin etei God hikwakwafir, naatu anayabin iti baitumatum isan. Aiwobomon, Jew sabuw ayu ubar hitu iti tao.
8 ପର୍ମେସର୍ ମଲା ଲକ୍କେ ଉଟାଇସି, ବଲି କାଇକେ ବିସ୍ବାସ୍ କରିନାପାର୍ଲାସ୍ନି ?
8 Kwa Jew sabuw iyab iti kwabatabat aisim God sabuw murumurubih ibiyawasih baitutumin isan kwa isa efofokar?
9 “ମୁଇ ମିସା ସେମନର୍ ପାରା ରଇଲି । ନାଜରିତିୟ ଜିସୁର୍ ବାଟେ ଜିବା ସବୁ ଲକ୍ମନର୍ ବିରୁଦେ ମର୍ ଜେତ୍କି ବପୁ ସଙ୍ଗ୍ ମିସା କାମ୍ କର୍ବାର୍ ଆଚେ ବଲି ଚିନ୍ତା କଲି ।
9 Ayu auman mat i na’atube anot, sawar moumurih na’in ata sinaf Jesu Nazareth mowan wabin ati’ib isan.
10 ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ପାଇ, ପରମେସରର୍ ବେସି ଲକ୍ମନ୍କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ବିଚାର୍ନା କଲାବେଲେ, ସେମନର୍ ବିରୁଦେ ଟିଆଅଇଲି ।
10 Naatu nati na’atube Jerusalemamaim asinaf. Firis ukwarih biyahine fair abai God ana sabuw moumurih maiyow abow dibur aya. Naatu rouw morobomih teo ana veya ayu auman aibasit terouw temomorob.
11 କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”
11 Mar moumurih maiyow Kou’ay Bar efan tata’amaim abow biyababan aitih, naatu hai baitumatum baihamiyin isan a’okikimih. Na’atube hai baitumatum baigigimin isan a’okimih, naatu atit an menah tatabirih hai bar hai meraramaim bai akir kakafin maiyow aitih.
12 “ଏଟା କର୍ବାକେ ମୁଇ ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ଆରି ଆଦେସ୍ ନେଇ ଦାମାସ୍କସେ ଜାଇରଇଲି ।
12 Ana’an iti isan ayu firis ukwarih biyahine fair hitu hiyunu an Damaskas atit.
13 ଏ ରାଜା ଏଗ୍ରିପା, ଅଟାତ୍ ଦିନେକ୍ ମୁଣ୍ଡ୍ବେଲା ଲଗେ, ଜିବାବାଟେ ବେଲ୍ ତାରାସେଅନି ଅଦିକ୍ ଉଜଲ୍ ଦେକ୍ଲି । ସର୍ଗେଅନି ସେ ଉଜଲ୍ ଆସି ମକେ ଆରି ମର୍ ସଙ୍ଗ୍ ଜିବା ଲକର୍ ଚାରିବେଟ୍ତି ବିଚି ଅଇଲା ।”
13 Baise efamaim anan bi’auyit auman, Aiwobomon, marakaw no marane, mamarakaw men veya na’atube, marakaw kwanekwan re ayu au sabuw bairi anan tarbebera’uhi.
14 ଆମେ ସବୁ ଲକ୍ ତଲେ ଅଦ୍ରି ଡୁଲିଦେଲୁ ଆରି ଇବ୍ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍ଲି, “ସାଉଲ୍, ସାଉଲ୍ !” ତୁଇ ମକେ କାଇକେ କସ୍ଟ ଦେଲୁସ୍ନି ? କସ୍ଲାବେଲେ କସ୍ବାଲକ୍ ବଲଦ୍କେ ତୁତାରିବୁସ୍ଲେ ବଲଦ୍ ଲାତ୍ମାର୍ବା ପାରା, ତୁଇ ନିଜେ କସ୍ଟ ପାଇଲୁସ୍ନି ।
14 Aki etei’imak me yan are, naatu ayu orot fanan anowar Hebrew turamaim iuwu eo, ‘Saul! Saul! aisim ayu irabu kubia’akiru? Ayu kubi’a’akiru i o taiyuw biya irab kubi’a’afiy.’
15 “ମୁଇ ପାଚାର୍ଲି, ‘ମାପ୍ରୁ ତମେ କେ ?’ ସେ କଇଲା, ‘ମୁଇ ଜିସୁ, ମକେସେ ତୁଇ କସ୍ଟ ଦେଲୁସ୍ନି ।’
15 Ayu aibatiy ao, ‘O yait Regah?’ Naatu Regah eo, ‘Ayu i Jesu, o irabu kubia’akiru.
16 ମାତର୍ ଉଟିକରି ଟିଆ ଅ । ତକେ ମର୍ ସେବାକାରିଆ କର୍ବାକେ, ଦର୍ସନ୍ ଦେଲିଆଚି । ଆଜି ତୁଇ ମର୍ ବିସଇ ଜାଇଟା ଦେକ୍ଲୁସ୍ ଆରି ପଚ୍କେ ମିସା ମୁଇ ଜାଇଟା ଦେକାଇବି, ସେ ବିସଇ ତୁଇ ବିନ୍ ଲକ୍ମନ୍କେ ସାକିଦେସ୍ ।
16 Baise kumisir kubat, ayu o isa abirerereb ana rubini isou inabow naatu boun abisa isa mamatar sabuw afa hai tur ina’owen. Naatu abisa isa namamatar boro ani’obaiyi.
17 ଜନ୍ ଜିଉଦି ଆରି ଜିଉଦିନଇଲା ଲକ୍ମନର୍ତେଇ ତକେ ପାଟାଇବି, ସେମନର୍ତେଇ ଅନି ତାଡ୍ନା ପାଇଲେ, ମୁଇ ତକେ ରକିଆ କର୍ବି ।
17 Ayu o a sabuw Jew umahine naatu Ufun Sabuw umahine boro anatafafari. Ayu abiyafari nati sabuw wanawanahimaim inan,
18 ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।”
18 matah inabotawiy naatu guguminane inanawiyih hinatit marakawamaim hinarun. Naatu Satan umane inabow God initin, saise bowabow kakafihine notawiyen hinab, naatu God ana rourubin sabuw wanawanahimaim hai efan hinab hinamare.’
19 “ସେଟାର୍ପାଇ ଏ ରାଜା ଆଗ୍ରିପା ମୁଇ ସର୍ଗେଅନି ଜନ୍ ଦର୍ସନ୍ ପାଇଲିଆଚି, ସେଟା ପୁରାପୁରୁନ୍ ମାନ୍ଲି ।
19 Nati isan Aiwobomon Agripa, ayu abisa marane re ai’itin men ai fanasair.
20 ସେନ୍ତାରି ମୁଇ ପର୍ତମେ ଦାମାସ୍କସେ ଆରାମ୍କରି ତାର୍ପଚେ ଜିରୁସାଲାମେ, ପଚେ ଜିଉଦାର୍ ସବୁବାଟେ ଆରି ଜିଉଦିନଇଲା ଲକ୍ମନର୍ ବିତରେ ମାପ୍ରୁର୍ ବିସଇ ଜାନାଇଲି । ଜେନ୍ତି କି ସେମନ୍ କରିରଇବା ପାପ୍ ଏତାଇ, ଦୁକ୍କରି ମାପ୍ରୁର୍ବାଟେ ବାଅଡ୍ବାଇ । ଆରି ସେମନ୍ ଜନ୍ଟା ମାନିଆଇଲାଇ ଆଚତ୍, ସେଟା ତାକର୍ ଚଲାଚଲ୍ତିଅନି ଜାନିଅଇସି ।
20 Bowabow wantoro’ot i Damaskas imaim abusuruf naatu ana sabuw iyab Jerusalem hima’am isah atit, Judea wanawanan etei abinan naatu Eteni Sabuw wanawanahimaim auman a binan. Abibinan anayabin sabuw bowabow kakafihine God isan hitatatabir naatu hai bowabowamaim titurobe i dogor baikitabir hibai.
21 ଏଟାର୍ପାଇ ମୁଇ ମନ୍ଦିରେ ରଇଲାବେଲେ ଜିଉଦିମନ୍ ମକେ ଦାରି ମରାଇବାକେ ଚେସ୍ଟା କଲାଇ ।
21 Ana’an nati isan Jew sabuw ayu Tafaror Bar wanawanan ana sebosebomaim hibuwu hifatumu rabu morobomih hiwa’an.
22 ମାତର୍ ପର୍ମେସର୍ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍ପାଇ ଆଜି ସାନ୍ ବଡ୍ ସବୁ ଲକର୍ ଲଗେ ସମାନ୍ ଇସାବେ ମର୍ ସାକିଦେବାକେ ଟିଆକରାଇଆଚେ । ବବିସତ୍ବକ୍ତା ଆରି ମସା ଜାଇଟା ଗଟ୍ସି ବଲି କଇରଇଲାଇ, ଟିକ୍ ସେ କାତା ମୁଇ କଇଲିନି ।
22 Baise God tafafaru yawasu ama ana it boun atit, imih o namaim abat orot babin kikimin yen in orot babin gagamin etei matahimaim abisa isou mamatar i ao’orerereb. Ayu au tur ao i dinab oro’orot naatu Moses sawar abisa mataramih hi’o inu’in mamatar imaim ao.
23 ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।”
23 Roubininenayan boro biyan nababan ni’akir naatu morobone, moroboyah wanawanahimaim i boro wan namisir marakaw ana yawas Jew sabuw naatu Ufun Sabuw isah nakurereb.”
24 ପାଉଲ୍ ନିଜର୍ ବାଟେଅଇ କଇଲା ବେଲେ, ପେସ୍ଟସ୍ ତାକେ ଆଉଲିଅଇ କରି କଇଲା, “ପାଉଲ୍, ତୁଇ ବାୟା ଅଇଗାଲୁସ୍ ! ତୁଇ ପାଟ୍ପଡି ବେସି ପାଇରଇବା ଗିଆନ୍ ତକେ ବାୟା କଲାଆଚେ ।”
24 Paul iti na’atube taiyuwin wasfafar eo inan auman Festus Paul isan iwow eo, “O i kubikoko’aw so’obamaim nawiyi in kubikoko’aw!”
25 ପାଉଲ୍ କଇଲା, “ଏ ମାପ୍ରୁ ପେସ୍ଟସ୍, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍ ସତ୍ । ଆରି ତବିର୍ ବୁଦିର୍ କାତା କଇଲିଆଚି ।
25 Paul iya’afut eo, “Ayu i men abikoko’aw, au Aiwobomon! Tur abisa ao i turobe hai yabih auman.
26 ଏ ରାଜା ଅଗ୍ରିପା ! ତମେ ଏ ବିସଇ ଜାନିରଇଲାର୍ ପାଇ, ତମର୍ ମୁଆଟେ ଏ କାତା କଇବାକେ ସାଆସ୍ କଲିନି ! ମୁଇ ଜାନାଇରଇବା ସବୁ ବିସଇର୍ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍ବାସ୍ କରିନାଇ ! କାଇକେବଇଲେ ଏଟା ଲୁଚ୍ତେ କରାଅଏ ନାଇ ।
26 Aiwob Agripa, ayu o namaim men erebir auman ao’omih, anayabin iti sawar etei o iso’ob, naatu sawar iti himamatar boro men karam nuhinaburumih. Anayabin iti sawar men ta umasusunamaim mataramih.
27 ରାଜା ଆଗ୍ରିପା, ତମେ ବବିସତ୍ବକ୍ତାମନ୍କେ ବିସ୍ବାସ୍ କଲାସ୍ନି ତ ? ମୁଇ ଜାନି ତମେ ବିସ୍ବାସ୍ କଲାସ୍ନି !”
27 Aiwob Agripa o dinab orot kubitutumih? Ayu aso’ob o kubitumatum!”
28 ଆଗ୍ରିପା ପାଉଲ୍କେ କଇଲା, “ଏ ଅଲପ୍ ବେଲା ବିତ୍ରେ ତୁଇ କାଇ ମକେ ବିସ୍ବାସି କରିଦେବି ବଲି ବାବ୍ଲୁସ୍ନି କି ?”
28 Aiwob Agripa Paul iya’afut eo, “O kunotanot iti veya ta’imon o boro ayu dogorou inikitabir anan Kirisiyan anamatar?”
29 ପାଉଲ୍ କଇଲା, “ଚନେକ୍ ଅ କି ପରେକ୍ ଅ, ପର୍ମେସରର୍ ଲଗେ ମର୍ ଏତ୍କି ମାଙ୍ଗ୍ଲିନି । ଅବ୍କା ତମେସେ ନାଇ ରାଜା, ଆଜି ମର୍ କାତା ସୁନିରଇବା ସବୁ ଲକ୍ ମର୍ପାରା କିରିସ୍ଟର୍ ସିସ୍ ଉଆ । ମାତର୍ ମର୍ପାରା ଏନ୍ତି ସିକ୍ଲିସଙ୍ଗ୍ ବାନ୍ଦାଇ ଉଆ ବଲି ମୁଇ କଇନାଇ ।”
29 Paul iya’afut eo, “Veya kabumin o veya manin ayu au yoyoban God isan i men o akis baise kwa iyab iti boun ao kwanonowar i mi’itube kwatan ayu ama’am na’atube kwatamatar. Baise men akokok hinafatum dibur hinayariyi kwanama.”
30 ତାର୍ ପଚେ ରାଜା, ସାସନ୍କାରିଆ, ଆରି ବର୍ନିସ୍ ଆରି ବିନ୍ ଲକ୍ମନ୍ ଜିବାକେ ଉଟ୍ଲାଇ ।
30 Naatu Aiwob orot, gawan orot Bernis, naatu sabuw afa hima’am etei himisir.
31 ସେମନ୍ ବାରଇଲା ବେଲେ ତାକର୍ ତାକର୍ ବିତ୍ରେ କଇଲାଇ, “ଏ ଲକ୍ ଏନ୍ତି କାଇମିସା କାମ୍ କରେ ନାଇ, ଜନ୍ଟା କି ସେ ମରନର୍ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।”
31 Efan hima tur hinonowar hihamiy hitit, naatu taiyuwih turahinah bairi hibidudur hio, “Iti orot i men abisa ta kakafin sinaf boro namorob o dibur narun.”
32 ଆଗ୍ରିପା ପେସ୍ଟସ୍କେ କଇଲା, “ଜଦି ଏ ଲକ୍ ବଡ୍ସାସନ୍କାରିଆଟାନେ ବିଚାର୍ ପାଇବି ବଲି ଗୁଆରି କରି ନ ରଇଲେ, ତେବେ ଆମେ ତାକେ ଚାଡି ଦେଇତୁ ।”
32 Naatu Aiwob Agripa Festus isan eo, “Iti orot Caesar isan baifefeyanina’e tama’am, iti boun boro ata botait.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 26, comparar traduções ou montar um estudo — tudo direto pelo WhatsApp.