Atos 25
ସତିଅର୍ ବାଟ୍ (DSO) vs NVI
1 ପେସ୍ଟସ୍ ସାସନ୍କାରିଆ ଅଇକରି ଆଇଲା ଜାଗାଇ, ତିନ୍ ଦିନ୍ ପଚେ, ସେ ସିସିରିଆ ଅନି ଜିରୁସାଲମେ ଗାଲା ।
1 Três dias depois de chegar à província, Festo subiu de Cesaréia para Jerusalém,
2 ସେ ଜିରୁସାଲମେ ରଇଲାବେଲେ, ତେଇ ମୁକିଅ ପୁଜାରି ଆରି ଜିଉଦିନେତାମନ୍ ଆରି ତରେକ୍ ପାଉଲର୍ ବିରଦେ ରଇବା ଦାବି ନେଇ, ସେମନର୍ ଲଗେ ଗାଲାଇ । ସେମନ୍ ପେସ୍ତେସ୍କେ ବାବୁଜିଆ କଲାଇ,
2 onde os chefes dos sacerdotes e os judeus mais importantes compareceram diante dele, apresentando as acusações contra Paulo.
3 ଜେନ୍ତିକି ପାଉଲ୍କେ ଜିରୁସାଲାମେ ଆନ୍ବାକେ ଗୁଆରି କଲାଇ । କାଇକେବଇଲେ ବାଟେ ଜାଗିରଇ ସେମନ୍ ପାଉଲ୍କେ ମାରିମରାଇବାକେ ଜଜ୍ନା ତିଆର୍ କରିରଇଲାଇ ।
3 Pediram a Festo o favor de transferir Paulo para Jerusalém, contra os interesses do próprio Paulo, pois estavam preparando uma emboscada para matá-lo no caminho.
4 ପେସ୍ଟସ୍ କଇଲା, “ପାଉଲ୍କେ ଗଟେକ୍ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।
4 Festo respondeu: "Paulo está preso em Cesaréia, e eu mesmo vou para lá em breve.
5 ଜଦି ସେ କାଇ ଦସ୍ କଲା ଆଚେ, ତେବେ ତମର୍ ନେତାମନ୍ ମର୍ ସଙ୍ଗ୍ ସିସେରିଆଇ ଆସତ୍ ଆରି ତାର୍ ବିରଦେ ସେମନର୍ ଦାବା ଜାନାଅତ୍ ।”
5 Desçam comigo alguns dos seus líderes e apresentem ali as acusações que têm contra esse homem, se realmente ele fez algo de errado".
6 ପେସ୍ଟସ୍ ସେମନର୍ ସଙ୍ଗ୍ ଆଟ୍ ଦସ୍ ଦିନ୍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍ଲା । ତାର୍ ଆର୍କର୍ ଦିନେ ବିଚାର୍ କର୍ବା ଗରେ ବସି ପାଉଲ୍କେ ଆନ୍ବାକେ ଆଦେସ୍ ଦେଲା ।
6 Tendo passado com eles oito a dez dias, desceu para Cesaréia e, no dia seguinte, convocou o tribunal e ordenou que Paulo fosse trazido perante ele.
7 ପାଉଲ୍ ଆଇଲା ଦାପ୍ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍ ତାକର୍ ଚାରିବେଟ୍ତି ବେଡି ଟିଆ ଅଇଲାଇ ଆରି ତାର୍ ବିରଦେ କେତେକ୍ କେତେକ୍ ବଡ୍ ବଡ୍ ଦାବା କଲାଇ, ମାତର୍ ସେମନ୍ ଏ ସବୁ ସତ୍ ବଲି ଦେକାଇ ନାପାର୍ଲାଇ ।
7 Quando Paulo apareceu, os judeus que tinham chegado de Jerusalém se aglomeraram ao seu redor, fazendo contra ele muitas e graves acusações que não podiam provar.
8 ମାତର୍ ପାଉଲ୍ ନିଜେ ନିଜର୍ ବାଟେ ଅନି କଇଲା, “ଜିଉଦିମନର୍ ରିତିନିତି, ମନ୍ଦିରର୍ କି ରମିଅ ସାସନ୍କାରିଆ, କାର୍ ମିସା ବିରଦେ ମୁଇ ଦସ୍ କରିନାଇ ।”
8 Então Paulo fez sua defesa: "Nada fiz de errado contra a lei dos judeus, contra o templo ou contra César".
9 ମାତର୍ ପେସ୍ଟସ୍ ଜିଉଦିମନ୍କେ ବଲ୍ ବଲାଇ ଅଇବାକେ ମନ୍ କରି ପାଉଲ୍କେ ପାଚାର୍ଲା, “ଜିରୁସାଲମେ ଜିବାକେ ଆରି ତେଇ ମର୍ ମୁଆଟେ, ଏ ସବୁ ଦାବାର୍ ବିଚାର୍ କର୍ବାକେ ତୁଇ କାଇ ରାଜି ଅଇସୁ କି ?”
9 Festo, querendo prestar um favor aos judeus, perguntou a Paulo: "Você está disposto a ir a Jerusalém e ali ser julgado diante de mim, acerca destas acusações? "
10 ପାଉଲ୍ କଇଲା, “ମୁଇ ବଡ୍ ସାସନ୍କାରିଆର୍ ନିଜର୍ ବିଚାର୍ନା ଜାଗାଇ ଟିଆ ଅଇଲିଆଚି, ଇତିସେ ମର୍ ବିଚାର୍ ଅଇବାର୍ ଦର୍କାର୍ । ତମେ ନିକକରି ଜାନାସ୍ ଜେ, ମୁଇ ଜିଉଦିମନର୍ ବିରଦେ କାଇମିସା ଦସ୍ କରିନାଇ ।
10 Paulo respondeu: "Estou agora diante do tribunal de César, onde devo ser julgado. Não fiz nenhum mal aos judeus, como bem sabes.
11 ଜଦି ମୁଇ ରିତିନିତି ନ ମାନି ମରନ୍ ଡଣ୍ଡ୍ ପାଇବାପାରା କାଇ ଦସ୍ କଲିଆଚି ବଇଲେ, ମର୍ବାକେ ନ ଡରି । ମାତର୍ ସେମନ୍ ମର୍ ବିରଦେ ଆନିରଇବା ଦାବା ବିତ୍ରେ କାଇମିସା ସତ୍ ନ ରଏ, ତେବେ କେ ମିସା ମକେ ସେମନ୍କେ ସର୍ପିଦେଇ ନାପାରତ୍ । ବଡ୍ ସାସନ୍କାରିଆ ଆକା ମକେ ବିଚାର୍ନା କର ବଲି ଗୁଆରି କଲିନି ।”
11 Se, de fato, sou culpado de ter feito algo que mereça pena de morte, não me recuso a morrer. Mas se as acusações feitas contra mim por estes judeus não são verdadeiras, ninguém tem o direito de me entregar a eles. Apelo para César! "
12 ତାର୍ପଚେ ପେସ୍ଟସ୍ ତାର୍ ସବାଇ ରଇଲା ଲକ୍ମନର୍ ସଙ୍ଗ୍ କାତାବାର୍ତା ଅଇ କଇଲା, “ତମେ ବଡ୍ ସାସନ୍କାରିଆ ବିଚାର୍ କର ବଲି ଗୁଆରି କରିଆଚାସ୍, ସେଟାର୍ ପାଇ ତମ୍କେ ବଡ୍ ସାସନ୍କାରିଆର୍ ଲଗେ ପାଟାଇବି ।”
12 Depois de ter consultado seus conselheiros, Festo declarou: "Você apelou para César, para César irá! "
13 କେତେଦିନ୍ ପଚେ ରାଜା ଆଗ୍ରିପା ଆରି ବର୍ନିସ୍ ପେସ୍ଟସ୍କେ ଜୁଆର୍ ଜାନାଇବାକେ କାଇସରିଆଇ ମିସ୍ବାର୍ ଆଇଲାଇ ।
13 Alguns dias depois, o rei Agripa e Berenice chegaram a Cesaréia para saudar Festo.
14 ତେଇ ସେମନ୍ କେତେ ଦିନ୍ ରଇଲା ପଚେ ପେସ୍ଟସ୍ ପାଉଲର୍ ବିସଇ ରାଜାକେ ଜାନାଇଲା, “ପେଲିକସ୍ ବନ୍ଦିକରି ଜାଇରଇବା ଗଟେକ୍ ଲକ୍ ଇତି ଆଚେ ।”
14 Visto que estavam passando muitos dias ali, Festo explicou o caso de Paulo ao rei: "Há aqui um homem que Félix deixou preso.
15 ମୁଇ ଜେଡେବେଲା ଜିରୁସାଲାମ୍ ଜାଇରଇଲି, ଜିଉଦିମନର୍ ମୁକିଅ ପୁଜାରିମନ୍ ଆରି ସେ ଦରମର୍ ପାର୍ଚିନ୍ମନ୍ ତାର୍ ବିରଦେ କେତେଟା ଦାବା କଲାଇ ଆରି ତାକେ ଦସି କର୍ବାକେ ମକେ କଇଲାଇ ।
15 Quando fui a Jerusalém, os chefes dos sacerdotes e os líderes dos judeus fizeram acusações contra ele, pedindo que fosse condenado.
16 ମାତର୍ ମୁଇ ସେମନ୍କେ କଇଲି ଜେ, ଗଟେକ୍ ଦସିକେ ବିଚାର୍ କର୍ବା ଗରେ, ତାକେ ଦାବା କରୁମନର୍ ମୁଆଟେ ନିଜର୍ ବାଟେଅନି କଇବାକେ ବେଲା ଦେବା ଆଗ୍ତୁ, ତାକେ ଦସି କର୍ବାଟା ଆମର୍ ରମିୟମନର୍ ନିୟମେ ନାଇ ।
16 "Eu lhes disse que não é costume romano condenar ninguém antes que ele se defronte pessoalmente com seus acusadores e tenha a oportunidade de se defender das acusações que lhe fazem.
17 ସେମନ୍ ଇତି ଆଇଲା ପଚେ ମୁଇ ଅଲ୍ସମ୍ ନ କରି, ତାର୍ ପର୍ଦିନେ ବିଚାର୍ କର୍ବା ଗରେ ବସ୍ଲି ଆରି ସେ ଲକ୍କେ ବିତ୍ରେ ଆନ୍ବାକେ ଆଦେସ୍ ଦେଲି ।
17 Vindo eles comigo para cá, não retardei o caso; convoquei o tribunal no dia seguinte e ordenei que o homem fosse apresentado.
18 ମର୍ ବାବ୍ବାଟା ବୁଲ୍ ରଇଲା, ସେମନ୍ ତାର୍ ବିରୁଦେ ଆନିରଇବା ଦାବି, ସେ କରିରଇବା କରାପ୍ ବିସଇ ଅଇରଇସି ବଲି ବାବ୍ଲି, ମାତର୍ ସେନ୍ତାର୍ ନ ରଇଲା ।
18 Quando os seus acusadores se levantaram para falar, não o acusaram de nenhum dos crimes que eu esperava.
19 ସେମନର୍ ଦାବି ତାକର୍ ନିଜର୍ ଦରମ୍ ବିସଇ ରଇଲା, ଆରି ଜିସୁ ବଲି ଗଟେକ୍ ମରିଜାଇରଇବା ଲକର୍ ବିସଇ ରଇଲା । ମାତର୍ ସେଲକ୍ ବଁଚ୍ଲା ଆଚେ ବଲି ପାଉଲ୍ କଇଲା ।
19 Pelo contrário, tinham alguns pontos de divergência com ele acerca de sua própria religião e de um certo Jesus, já morto, o qual Paulo insiste que está vivo.
20 ଏ ସବୁ ବିସଇର୍ ସତ୍ କେନ୍ତି ବାର୍କରାଇବି ବଲି ମୁଇମିସା ନାଜାନିରଇଲି, ତେବେ ଏ ସବୁ ବିଚାର୍ନା କର୍ବାକେ ପାଉଲ୍କେ ଜିରୁସାଲମେ ଜାଇସୁ କି ନାଇ ବଲି ପାଚାର୍ଲି ।
20 Fiquei sem saber como investigar tais assuntos; por isso perguntei-lhe se ele estaria disposto a ir a Jerusalém e ser julgado ali acerca destas acusações.
21 ମାତର୍ ପାଉଲ୍, ନିଜେ ରମ୍ ରାଇଜର୍ କାଇସର୍ ରାଜା, ତାର୍ ବିଚାର୍ କର ବଲି କଇ ସନିଅମନ୍ ରକିଆ କରତ୍ ବଲି ମନ୍ କଲା । ସେଟାର୍ପାଇ ବଡ୍ ସାସନ୍କାରିଆ ଲଗେ ପାଟାଇବା ଜାକ ବନ୍ଦି କରି ରକ୍ବାକେ ଆଦେସ୍ ଦେଲିଆଚି ।
21 Apelando Paulo para que fosse guardado até a decisão do Imperador, ordenei que ficasse sob custódia até que eu pudesse enviá-lo a César".
22 ଆଗ୍ରିପା ପେସ୍ଟସ୍କେ କଇଲା, “ମୁଇ ନିଜେ ଏ ଲକର୍ କାତା ସୁନ୍ବାକେ ମନ୍ କଲିନି ।” ପେସ୍ଟସ୍ କଇଲା,
22 Então Agripa disse a Festo: "Eu também gostaria de ouvir esse homem". Ele respondeu: "Amanhã o ouvirás".
23 ତାର୍ ଆର୍କର୍ ଦିନେ ଆଗ୍ରିପା ଆରି ବର୍ନିସ୍ ଆସି କେଟ୍ଲାଇ । ସେମନ୍ ରାଜାମନ୍ ପିନ୍ଦ୍ଲାପାରାଟା ପିନ୍ଦିର ଇଲା । ସନିଅମନର୍ ନେତାମନ୍ ଆରି ସେ ଗଡର୍ ବଡ୍ ବଡ୍ ଲକ୍ମନର୍ ସଙ୍ଗ୍ ବେସି ଡାକ୍ପୁଟା ସଙ୍ଗ୍ ଆସି, ବିଚାର୍ନା ଜାଗାଇ ପୁର୍ଲାଇ । ପେସ୍ଟସ୍ ଆଦେସ୍ କଲାକେ, ପାଉଲ୍କେ ବିତ୍ରେ ଆନ୍ଲାଇ ।
23 No dia seguinte, Agripa e Berenice vieram com grande pompa e entraram na sala de audiências com os altos oficiais e os homens importantes da cidade. Por ordem de Festo, Paulo foi trazido.
24 ପେସ୍ଟସ୍ କଇଲା, “ରାଜା ଆଗ୍ରିପା ଆରି ରୁଣ୍ଡି ରଇଲା ସବୁ ଲକ୍, ତମେ ଏ ଜନ୍ ଲକ୍କେ ଦେକ୍ଲାସ୍ନି, ତାର୍ ବିରଦେ ଇତିର୍ ଜିଉଦିମନ୍ ଆରି ଜିରୁସାଲମର୍ ଜିଉଦିମନ୍ ମର୍ ଲଗେ ଦାବା କଲାଇ ଆଚତ୍ । ସେମନ୍ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି ।
24 Então Festo disse: "Ó rei Agripa e todos os senhores aqui presentes conosco, vejam este homem! Toda a comunidade judaica me fez petições a respeito dele em Jerusalém e aqui em Cesaréia, gritando que ele não deveria mais viver.
25 ମାତର୍ ମୁଇ କଜି ବାର୍କରାଇଲି ଜେ, ଏ ଲକ୍ ମରନ୍ ଡଣ୍ଡ୍ ପାଇବା ଏତ୍କି, କାଇ ଦସ୍ କରେନାଇ । ସେ ନିଜେ ବଡ୍ସାସନ୍କାରିଆକେ ଗୁଆରି କଲାର୍ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍ କଲି ଆଚି ।
25 Mas verifiquei que ele nada fez que mereça pena de morte; todavia, porque apelou para o Imperador, decidi enviá-lo a Roma.
26 ମାତର୍ ତାର୍ ଦାବି ବିସଇ ଟିକ୍ ସଙ୍ଗ୍ ବଡ୍ସାସନ୍କାରିଆକେ ଲେକ୍ବାକେ ମର୍ ଲଗେ କାଇଟା ନାଇ । ସେଟାର୍ପାଇ ମୁଇ ସବୁର୍ ମୁଆଟେ ଆରି ଏ ଆଗ୍ରିପା ରାଜା, ତମର୍ ମୁଆଟେ ଆନ୍ଲି ଆଚି, ଜେନ୍ତି କି ତାର୍ ବିସଇ ତମେ ନିକ ସଙ୍ଗ୍ କଜ୍ଲା ପଚେ ବଡ୍ସାସନ୍କାରିଆକେ ଲେକିପାର୍ବି ।
26 No entanto, não tenho nada definido a respeito dele para escrever a Sua Majestade. Por isso, eu o trouxe diante dos senhores, e especialmente diante de ti, rei Agripa, de forma que, feita esta investigação, eu tenha algo para escrever.
27 କାଇକେବଇଲେ ଗଟେକ୍ ବନ୍ଦିର୍ ବିରଦର୍ ଦାବା ନିକସଙ୍ଗ୍ ନ ଦେକାଇ, ବଡ୍ସାସନ୍କାରିଆର୍ ଲଗେ ପାଟାଇବାଟା ଟିକ୍ ନଏଁ ବଲି ମୁଇ ବାବ୍ଲିନି ।”
27 Pois não me parece razoável enviar um preso sem especificar as acusações contra ele".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 25, comparar traduções ou montar um estudo — tudo direto pelo WhatsApp.